Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ବିଜେଡି ସରକାରଙ୍କୁ ବିଜେପି ଯୁବମୋର୍ଚ୍ଚାର ୨୨ଟି ପ୍ରଶ୍ନ
ଭୁବନେଶ୍ବର: ରାଜ୍ୟରେ ଦୀର୍ଘ ୨୨ ବର୍ଷ ଧରି ଜଣେ ମୁଖ୍ୟମନ୍ତ୍ରୀ ଶାସନ ଦାୟିତ୍ୱରେ ଅଛନ୍ତି । ବିଜେଡ଼ି ନିଜକୁ ୧ ନମ୍ବର ସରକାର କହିବାର ମିଛ ଡ଼ିଣ୍ଡିମ ପିଟୁଛି । ଦୁଇ ଦଶନ୍ଧିର ଶାସନ ଏବଂ ରାଜନୈତିକ ସ୍ଥିରତା ପରେ ମଧ୍ୟ ଯୁବପିଢିଙ୍କ ଭବିଷ୍ୟତ ଆନ୍ଧାର ଆଡ଼କୁ ଯାଉଛି । ଓଡିଶାର ଅଭିବୃଦ୍ଧି!-->…
ଛତିଶଗଡ଼ରୁ ଖାଦ୍ୟସାମଗ୍ରୀ ଆଣି ଆସୁଥିବା ଟ୍ରକ୍ ଭୁବନେଶ୍ବରରୁ ଗାୟବ, ପରେ କାକଟପୁରରୁ ଉଦ୍ଧାର କଲା ପୋଲିସ୍
ଛତିଶଗଡ଼ ରାଜ୍ୟର ପରାବାଦବଜାର ଜିଲ୍ଲା ଅନ୍ତର୍ଗତ ଭାଟାପଡା ଥାନା ଅଞ୍ଚଳରୁ ଗତ ୨୮ତାରିଖରେ ଗହମ ,ଚଣା ,ଡାଲି ଏବଂ ଚୂଡା ଲୋଡ କରି OR11 K4107 ନମ୍ବରର ଏକ ଆଇଚର ବାରଚକିଆ ଟ୍ରକ୍ ଭୁବନେଶ୍ବର ଅଭିମୁଖେ ବାହାରିଥିଲା। ଏହି ଖାଦ୍ଯ ସାମଗ୍ରୀର ମୂଲ୍ୟ ଅଠର ଲକ୍ଷ ଆଠ ହଜାର ଉଣେଇଶ ଟଙ୍କାର!-->…
ଦିନ ଦ୍ୱିପ୍ରହରେ ବନ୍ଧୁକ ଦେଖାଇ ୧୦ ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
ପୁରୀ: ଚୋରକୁ ଧରିବା ଓ ଲୋକଙ୍କ ସୁରକ୍ଷା ପାଇଁ ନିୟୋଜିତ ପୋଲିସ ଅସୁରକ୍ଷିତ । ପୋଲିସ କର୍ମଚାରୀଙ୍କ ଠାରୁ ୧୦ ଲକ୍ଷ ଲୁଟ୍ । ପୁରୀ ଜିଲ୍ଲା ବ୍ରହ୍ମଗିରି ଅଞ୍ଚଳର ଜଣେ ପୋଲିସ କର୍ମଚାରୀଙ୍କଠାରୁ ୧୦ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃର୍ତ୍ତ ।
ଷ୍ଟେଟବ୍ୟାଙ୍କରୁ ପୋଲିସ କର୍ମଚାରୀ ଜଣଙ୍କ!-->!-->!-->…
କୁହୁଡ଼ି କଲେଜ ଛକରୁ ବ୍ରାଉନ୍ସୁଗାର ବେପାରି ଗିରଫ
ଟାଙ୍ଗୀ : କଲେଜ ଛାତ୍ରଛାତ୍ରୀଙ୍କୁ ଧଳା ଜହର ବିକ୍ରି ଯୋଜନା ହେଲା ଭଣ୍ଡୁର। କଲେଜ ଛାତ୍ରଛାତ୍ରୀଙ୍କ ବେଶରେ ପହଞ୍ଚିଥିଲେ ବଜରଙ୍ଗ ଦଳର ଯୁବକ। ପରେ ସେହି ଯୁବକ ଜଣଙ୍କ ଧରା ପଡ଼ିବା ସହିତ ସେଠାରେ ମାଡ଼ ଖାଇଥିଲା। ଖୋର୍ଦ୍ଧା ଜିଲ୍ଲାର କୁହୁଡ଼ି କଲେଜ ଛକରେ ଏପରି ଘଟଣା ଦେଖିବାକୁ!-->…
ଜି-୨୦ ସମ୍ମିଳନୀରେ ବାଲିଯାତ୍ରା ପ୍ରସଙ୍ଗ: ଐତିହ୍ୟ ମାନ୍ୟତା ଦାବି ଜଣାଇଲେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ
କଟକ,୦୩/୦୯: ଐତିହାସିକ ବାଲିଯାତ୍ରାକୁ ଐତିହ୍ୟ ମହୋତ୍ସବ ମାନ୍ୟତା ଦାବି କରି ଇଣ୍ଡୋନେସିଆଠାରେ ଅନୁଷ୍ଠିତ ଜି-୨୦ ଡିଜିଟାଲ୍ ସମ୍ମିଳନୀରେ ଏହି ପ୍ରସଙ୍ଗ ଉତ୍ଥାପନ କରିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ତଥା ଓଡ଼ିଶାର ରାଜ୍ୟସଭା ସାଂସଦ ଅଶ୍ୱିନୀ ବୈଷ୍ଣବ । ବାଲିଯାତ୍ରା ସହିତ ବହୁ ପୁରାତନ!-->…
ଝାରସୁଗୁଡ଼ା ଗସ୍ତରେ ମୁଖ୍ୟ ଶାସନ ସଚିବ, ବିକାଶମୂଳକ କାର୍ଯ୍ୟର କଲେ ସମୀକ୍ଷା
ଝାରସୁଗୁଡ଼ା: ଆଜି ଜିଲ୍ଲା ଗସ୍ତ କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ଶନିବାର ସକାଳୁ ଝାରସୁଗୁଡ଼ା ସହରର ବାଲିଯୁରି ସ୍ଥିତ ହାର୍ଟ ହସ୍ପିଟାଲକୁ ପରିଦର୍ଶନ କରିଥିଲେ । ପରେ ପରେ ଜିଲ୍ଲା ଖଣିଜ ପାଣ୍ଠି କକ୍ଷରେ ଜିଲ୍ଲାର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକୁ ନେଇ ଜିଲ୍ଲା!-->…
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଅନୁଧ୍ୟାନ କଲେ ଏନଏମଏ ସଦସ୍ୟ
ପୁରୀ: ପୁରୀ ଗସ୍ତରେ ପ୍ରଥମ ଥର ଆସି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଅନୁଧ୍ୟାନ କଲେ ନ୍ୟାସନାଲ ମୋନ୍ୟୁମେଂଟ୍ ଅଥୋରିଟି ବା ଏନଏମଏର ସଦସ୍ୟ । ଏନଏମଏର ପାର୍ଟ ଟାଇମ୍ ମେମ୍ବର କୈଳାଶ ରାଓ, ପ୍ରକଳ୍ପ କାର୍ଯ୍ୟକୁ ତନ ତନ କରି ଅନୁଧ୍ୟାନ କରିଛନ୍ତି । ଶ୍ରୀମନ୍ଦିର ଚାରପଟେ ଥିବା ନିଷିଦ୍ଧାଂଚଳ!-->…
ମିଛ କହି ରାଜନୀତିରେ ସଫଳ ହୋଇପାର ହେଲେ ଆର୍ଥିକ ସ୍ଥିତି ସୁଧରିବ ନାହିଁ: ପଂଚାନନ କାନୁନଗୋ
ଭୁବନେଶ୍ବର: ମିଛି କହି ରାଜନୀତିରେ ସଫଳ ହୋଇପାର ମାତ୍ର ମିଛ ଗଣିତରେ ଆର୍ଥିକ ସ୍ଥିତି ସୁଧରିବ ନାହିଁ ବୋଲି ଜାତୀୟ ଅଭିବୃଦ୍ଧି ହାର ସଂପର୍କରେ ବିଭ୍ରାନ୍ତିକର ତଥ୍ୟ ଦେଇଥିବା ମୋଦି ସରକାରଙ୍କ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ନିଜ ପ୍ରତିକ୍ରିୟା ବ୍ୟକ୍ତ କରି ପୂର୍ବତନ ଅର୍ଥମନ୍ତ୍ରୀ!-->…
ବିଧାୟକଙ୍କ ବିରୁଦ୍ଧରେ ଜିଲ୍ଲା ପରିଷଦ ସଭ୍ୟାଙ୍କୁ ଅସଦାଚରଣ ଅଭିଯୋଗ
ଭୁବନେଶ୍ୱର: ଆନନ୍ଦପୁର ବିଧାୟକ ଭାଗିରଥି ସେଠିଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ ଆସିଛି | ଆନନ୍ଦପୁରଠାରେ ଅନୁଷ୍ଠିତ ହୋଇଥିବା ପଂଚାୟତ ସମିତି ବୈଠକରେ ଯୋଗଦେଇଥିବା ୩ନଂ ଜୋନର ଜିଲ୍ଲାପରିଷଦ ସଭ୍ୟାଙ୍କୁ ସଭାରେ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି |
ସଭାରେ ଆଲୋଚନା ବେଳେ ନିର୍ଦ୍ଧାରିତ!-->!-->!-->…
ରାଜ୍ୟରେ ଆଉ ୧୭୪ ନୂଆ ସଂକ୍ରମିତ
ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ଆଉ ୧୭୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଜନ୍ମରୁ ୧୮ ବର୍ଷ ମଧ୍ୟରେ ୧୩, ସଙ୍ଗରୋଧରୁ ୧୦୨ ଓ ସ୍ଥାନୀୟ ୭୨।
ଅନୁଗୁଳରୁ ୧, ବାଲେଶ୍ୱର ୪,ବରଗଡ ୧, ଭଦ୍ରକ ୨, ବଲାଙ୍ଗୀର ୧, ବୌଦ୍ଧ ୩, କଟକ ୨୦, ଦେଓଗଡ ୩, ଗଞ୍ଜାମ ୨, ଜଗତସିଂହପୁର ୩, ଯାଜପୁର!-->!-->!-->…