Browsing Category

ଓଡିଶା

ରାଜ୍ୟରେ ଆଉ ୨୮୭ ଜଣ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨୮୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୬୮ ଜଣ କ୍ୱାରେଣ୍ଟାଇନ୍ ରୁ ଚିହ୍ନଟ ହୋଇଥିବା ବେଳେ ୧୧୯ ଜଣ ସ୍ଥାନୀୟ ସଂକ୍ରମିତ । ସେହିପରି୧୮ ବର୍ଷ ବୟସ ମଧ୍ୟରେ ୬୨ ଜଣ ଶିଶୁ ସଂକ୍ରମିତ ଚିହ୍ନଟ…

ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାରେ ବନ୍ୟା ନିଶ୍ଚିତ : SRC

ଭୁବନେଶ୍ୱର: ରାଜ୍ୟରେ ଲଘୁଚାପ ଜନିତ ବର୍ଷା କମିଥିଲେ ବି ଟଳିନି ବିପଦ । ଏହାରି ମଧ୍ୟରେ ଏସଆରସି ପ୍ରଦୀପ ଜେନା ବର୍ଷାକୁ ନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି । ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାରେ ନିଶ୍ଚିତ ବନ୍ୟା ହେବ ବୋଲି ଏସଆରସି କହିଛନ୍ତି । ଏହି ୨ଟି ଜିଲ୍ଲାରେ ବନ୍ୟାର ପ୍ରକୋପ…

ଚାକିରି ନାଁରେ ସାଢେ ୪ ଲକ୍ଷ ଠକେଇ

ବ୍ରହ୍ମପୁର: ଜଣେ ବ୍ୟକ୍ତିଙ୍କ ଦୁଇ ପୁଅଙ୍କୁ ଜାତୀୟସ୍ତରର କମ୍ପାନୀରେ ଚାକିରି ଦେବା ନାଁରେ ତାଙ୍କ ଠାରୁ ଲକ୍ଷାଧିକ ଟଙ୍କା ଠକେଇ କରି ନେଇଥିବା ଉଦୟନାଥ ସାହୁ ନାମଙ୍କ ଜଣେ ବ୍ୟକ୍ତି ଥାନାରେ ଅଭିଯୋଗ କରିଛନ୍ତି । ତାଙ୍କ ଅଭିଯୋଗ କ୍ରମେ ବଡ଼ ବଜାର ଥାନାରେ ଏକ ମାମଲା ରୁଜୁ କରି ଘଟଣାର…

କାରରେ ଯାଉଥିଲେ, ପାଣି ସୁଅରେ ଭାସିଯାଇ ଶଳା, ଭିଣୋଇ ମୃତ

ସମ୍ବଲପୁର: ସମ୍ବଲପୁରର କୁଚିଣ୍ଡା ଅଞ୍ଚଳର ଏକ କେନାଲରେ କାର ଭାସିଯାଇଛି। କାରରେ ଥିବା ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ନାମ ତାପସ ନାୟକ ଏବଂ ତାଙ୍କ ଭିଣୋଇ ପ୍ରତାପ ପଟେଲ ବୋଲି ଜଣାପଡିଛି। ଉଭୟଙ୍କ ଘର ଗୁଣ୍ଡୁରୁଚୁଆଁ ଗାଁ । ଲଗାତର ବର୍ଷା ହେତୁ ସମ୍ବଲପୁରରେ ନଦୀରେ ପ୍ରବଳ ବନ୍ୟା…

‘ଦୟା’ ବଢ଼ାଉଛି କଣାସବାସୀଙ୍କ ଦୁର୍ଦ୍ଦଶା

ପୁରୀ: ଚଳିତ ପ୍ରଳୟଙ୍କାରୀ ବନ୍ୟା ଦୟା ନଦୀରେ ବିପଦ ସଙ୍କେତ ବହୁ ଉପରେ ପ୍ରବାହିତ ହେଉଥିବାରୁ ବନ୍ୟାକି୍ଳଷ୍ଟ ଲୋକଙ୍କ ଦୁର୍ଦ୍ଦଶା ଦିନକୁ ଦିନ ବଢ଼ିବାରେ ଲାଗିଛି । ଦୟା ନଦୀର କଣାସଠାରେ ବିପଦ ସଂକେତ ୩.୯୯ମି.ମି ଥିବାବେଳେ ଆଜି ୫.୫୭ମିମିରେ ଜଳ ପ୍ରବାହିତ ହେଉଛି । ବିଗତ ବନ୍ୟାରେ…

କୁଶଭଦ୍ରାରେ ବଢୁଛି ଜଳସ୍ତର, ବନ୍ୟାଜଳରେ ଭାସିଯାଇ ପୂଜକ ମୃତ

କୋଣାର୍କ: କୁଶଭଦ୍ରା ନଦୀର ବନ୍ୟା ଜଳରେ ପୂଜକଙ୍କ ମୃତ୍ୟୁ। ଗୋପ ଥାନା ଅନ୍ତର୍ଗତ ଶୋଳପୁର ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମୃତକ ଜଣଙ୍କ ହେଉଛନ୍ତି ଉକ୍ତ ଗ୍ରାମର କବିରାଜ ପଣ୍ଡା। ଖବର ଅନୁଯାୟୀ, କବିରାଜ ରବିବାର ସକାଳେ ବାଡିପଟେ ଯାଉଥିବା ବେଳେ ବନ୍ୟାପାଣିରେ ବୁଡ଼ି ଯାଇଥିଲେ।…

ସୁବର୍ଣ୍ଣରେଖାରେ ବଡ଼ ବନ୍ୟାର ଆଶଙ୍କା

ଭୁବନେଶ୍ୱର: ପ୍ରବଳ ବର୍ଷା ଯୋଗୁ ଝାଡ଼ଖଣ୍ଡର ଗାଲୁଡ଼ିହି ବ୍ୟାରେଜର ୧୬ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଥିବା ବେଳେ ସୁବର୍ଣ୍ଣରେଖା ନଦୀରେ ବଡ଼ ବନ୍ୟା ଆଶଙ୍କା କରାଯାଉଛି। ଟ୍ୱିଟ୍ କରି ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସ୍‌ଆର୍‌ସି) ପ୍ରଦୀପ ଜେନା ଏହି ସୂଚନା ଦେଇଥିବା ବେଳେ ବାଲେଶ୍ୱର ଓ…

ପ୍ରେମ ପାଇଁ ଜୀବନ ହାରିଲେ ସଫ୍ଟଓ୍ୱେୟାର ଇଞ୍ଜିନିୟର, ଆପାର୍ଟମେଣ୍ଟରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର

ଭୁବନେଶ୍ବର : ପୁଣି ପ୍ରେମ ପାଇଁ ଗଲା ଆଉ ଏକ ଜୀବନ। ରାଜଧାନୀରେ ଜଣେ ମହିଳା ସପ୍ଟୱେୟାର ଇଞ୍ଜିନିୟରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ଏକ ଭଡା ଘରୁ ଯୁବତୀଙ୍କ ମୃତଦେହ ଉଦ୍ଧାର କରିଛି ପୁଲିସ। ଏଭଳି ଘଟଣା ଘଟିଛି ଚନ୍ଦ୍ରଶେଖରପୁର ଥାନା ଶୈଳଶ୍ରୀବିହାର ଅଞ୍ଚଳରେ। ଯୁବତୀଙ୍କ ମୃତଦେହକୁ…

ଯାଜପୁର-ଭଣ୍ଡାରିପୋଖରୀ ଯୋଗାଯୋଗ ବିଚ୍ଛିନ୍ନ

ବାରମ୍ବାର ଲଘୁଚାପ, ତାସାଙ୍ଗକୁ ଲଗାଣ ବର୍ଷା ବନ୍ୟା ପରିସ୍ଥିତି ସୃଷ୍ଟି କରିଛି । ଏଥିରେ ଅଧିକ କ୍ଷତିଗ୍ରସ୍ତ ହୋଇଛି ଉତ୍ତର ଓଡିଶାର ଏକାଧିକ ଜିଲ୍ଲା । ବାଲେଶ୍ୱରରେ ବନ୍ୟା ସ୍ଥିତି ଗମ୍ଭୀର ହୋଇପଡିଛି ।ବ୍ୟା ଯୋଗୁଁ ଯାଜପୁର-ଭଣ୍ଡାରୀପୋଖରୀ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଆଖୁଆପଦା…

୨୭ ସୁଦ୍ଧା ଫସଲ କ୍ଷୟକ୍ଷତି ରିପୋର୍ଟ ଦାଖଲ କରିବାକୁ ମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ଚଳିତ ବନ୍ୟା ଓ ଲଗାଣ ବର୍ଷା ଯୋଗୁ ଫସଲ, ମତ୍ସ୍ୟ ଓ ପଶୁସମ୍ପଦର କ୍ଷୟକ୍ଷତି ରିପୋର୍ଟ ଚଳିତମାସ ୨୭ତାରିଖ ସୁଦ୍ଧା ଦାଖଲ କରିବା ପାଇଁ କୃଷି, ମତ୍ସ୍ୟ ଓ ପଶୁସମ୍ପଦ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ନିର୍ଦ୍ଦେଶ ଦେଇଛନ୍ତି । ମନ୍ତ୍ରୀ ଶ୍ରୀ ସ୍ୱାଇଁ ଆଜି କୃଷି ଭବନରେ…