Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ବ୍ୟାରେଜକୁ ଡେଇଁ ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ
ଅନୁଗୋଳ : ଜିଲ୍ଲା କଣିହାଁ ବ୍ଲକ ଅନ୍ତର୍ଗତ ସମଲ ବ୍ୟାରେଜକୁ ଡେଇଁ ଜଣେ ଯୁବତୀ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରିଛନ୍ତି। ଯୁବତୀଙ୍କୁ ଉଦ୍ଧାର କରି ଡଙ୍ଗା ସାହାଯ୍ୟରେ ତାଙ୍କୁ କୂଳରେ ପହଞ୍ଚାଇଥିଲେ। ତେବେ, ଆତ୍ମହତ୍ୟା ଉଦ୍ୟମର କାରଣ ଅସ୍ପଷ୍ଟ ରହିଛି ।
!-->!-->!-->…
ଭୁବନେଶ୍ୱର ଏମ୍ସର ୫ ମହଲାରୁ ଡେଇଁ ଜୀବନ ହାରିଲେ ରୋଗୀ
ଭୁବନେଶ୍ବର: ଆଜି ଭୁବନେଶ୍ୱରର ଏମ୍ସରେ ଘଟିଛି ଦୁଃଖଦ ଘଟଣା। ୫ ମହଲାରୁ ଡେଇଁ ଜୀବନ ହାରିଛନ୍ତି ରୋଗୀ । ସ୍ତ୍ରୀଙ୍କ ଆଗରେ ସ୍ବାମୀ ଜୀବନ ହାରିଛନ୍ତି ସ୍ବାମୀ । ଏମ୍ସର ପ୍ଲାଷ୍ଟିକ ସର୍ଜରୀ ଓ୍ବାର୍ଡରେ ଚିକିତ୍ସିତ ହେଉଥିଲେ ପୁରୀ ଅଞ୍ଚଳର ମହେନ୍ଦ୍ର ସ୍ବାଇଁ ।
ସୂଚନା ଅନୁଯାଯୀ, ଆଜି!-->!-->!-->…
ଉପରାଷ୍ଟ୍ରପତିଙ୍କୁ ଭେଟି ଶୁଭେଚ୍ଛା ଜଣାଇଲେ ୨ ବିଜେଡି ସାଂସଦ
ନୂଆଦିଲ୍ଳୀ: ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କୁ ଭେଟିଲେ ସାଂସଦ ପିନାକୀ ମିଶ୍ର ଏବଂ ସସ୍ମିତ ପାତ୍ର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ବିଜୁ ଜନତା ସଂସଦୀୟ ଦଳ ତରଫରୁ ସାଂସଦ ପିନାକୀ ମିଶ୍ର ଏବଂ ସସ୍ମିତ ପାତ୍ର ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କୁ ଭେଟି ଶୁଭେଚ୍ଛା ଏବଂ ଅଭିବାଦନ!-->…
ବନ୍ୟା ଦୃଷ୍ଟିରୁ ଘୁଞ୍ଚିଲା ଯୁକ୍ତ ୨ ଛାତ୍ରଛାତ୍ରୀମାନଙ୍କ ନାମଲେଖା
ଭୁବନେଶ୍ବର : ରାଜ୍ୟରେ ବର୍ଷା ଓ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଯୁକ୍ତ ୨ ଛାତ୍ରଛାତ୍ରୀମାନଙ୍କ ନାମଲେଖା ତାରିଖ ବୃଦ୍ଧି କରାଯାଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସଙ୍କ ଅନୁମୋଦନ କ୍ରମେ ଯୁକ୍ତ ୨ ନାମଲେଖା ନିମନ୍ତେ ପରିବର୍ତ୍ତିତ କାର୍ଯ୍ଯସୂଚୀ ପ୍ରସ୍ତୁତ ହୋଇଛି।!-->…
ସଫ୍ଟୱାର କାମ ନକରିବାରୁ ସ୍ଥଗିତ ହେଲା ଓଡ଼ିଶା ପୁଲିସର ସବ ଇନ୍ସପେକ୍ଟର ପରୀକ୍ଷା
ଓଡ଼ିଶା ପୁଲିସର ସବ ଇନ୍ସପେକ୍ଟର ପରୀକ୍ଷାରେ ବିଭ୍ରାଟ ଯୋଗୁଁ ସ୍ଥଗିତ ହେଲା ପରୀକ୍ଷା । ବିଭ୍ରାଟକୁ ନେଇ ପରୀକ୍ଷାର୍ଥୀଙ୍କ ମଧ୍ୟରେ ଉତ୍ତେଜନା ଦେଖାଯାଇଥିଲା। ପରୀକ୍ଷା କରୁଥିବା ସଂସ୍ଥାକୁ ସୋ କଜ୍ ନୋଟିସ ଜାରି କରାଯାଇଛି।ପରେ OMRରେ ଜିଲ୍ଲା ସଦର ମହକୁମାରେ ପରୀକ୍ଷା ହେବ ବୋଲି ସୂଚନା!-->…
୧୨ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା
ଭୁବନେଶ୍ୱର: ୧୨ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ ୧୨ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଝାରସୁଗୁଡା, ସମ୍ବଲପୁର, କେନ୍ଦୁଝର, ଦେବଗଡ, ସମ୍ବଲପୁର, କଳାହାଣ୍ଡି, କନ୍ଧମାଳ, ନୂଆପଡା, ବଲାଙ୍ଗୀର, ସୋନପୁର, ବୌଦ୍ଧ ଓ ବରଗଡ!-->…
ଓଡିଶା ଆମ୍ ଆଦମୀ ପାର୍ଟିର ସାମ୍ବାଦିକ ସମ୍ମିଳନୀ
ଦେଶରେ ବିଜେପିର ବିକଳ୍ପ ଭାବେ ଦିନକୁ ଦିନ ମଜବୁତ ହେବାରେ ଲାଗିଛି ଆମ୍ ଆଦମୀ ପାର୍ଟି । ଦିଲ୍ଲୀ ପରେ ଏବେ ପଞ୍ଜାବ ଦଖଲ କରି ନିଜର ସ୍ଥିତି ଜାହିର କରିଛି ଆପ୍ । ବିଜେପି ଓ କଂଗ୍ରେସ ପରେ ଆପ ହେଉଛି ଏକମାତ୍ର ଦଳ ଯାହାର କି ଦୁଇଟି ରାଜ୍ୟରେ ଶାସନ ରହିଛି । ସାମ୍ବାଦିକ ସମ୍ମିଳନୀରେ ଏଭଳି!-->…
ଆସନ୍ତା ୨୭ ତାରିଖରେ ହେବ ASO ପରୀକ୍ଷା
ଭୁବନେଶ୍ୱର : ରାଜ୍ୟରେ ଲଗାଣ ବର୍ଷା ସହ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତି ପାଇଁ ଘୁଞ୍ଚିଥିଲା ଏଏସଓ ପରୀକ୍ଷା। ଆସନ୍ତା ୨୭ ତାରିଖରେ ହେବ ଏଏସଓ ପରୀକ୍ଷା। ପୂର୍ବରୁ ୨୧ ତାରିଖରେ ହେବାକୁ ଥିବା ଲିଖିତ ଏଏସଓ ପରୀକ୍ଷା ୨୭ ତାରିଖରେ ହେବ। ଏନେଇ ଆଜି ଓପିଏସଇ ଅଧ୍ୟକ୍ଷଙ୍କ ପକ୍ଷରୁ ସୂଚନା!-->…
ରାଜ୍ୟରେ ନାହିଁ ବନ୍ୟା ସ୍ଥିତି, ନଜରରେ ରହିଛି ସୁବର୍ଣ୍ଣରେଖା ଓ ବୈତରଣୀ: SRC
ଭୁବନେଶ୍ୱର : ଅଵପାତର ପ୍ରଭାବରେ ମୟୁରଭଞ୍ଜ ଓ ବାଲେଶ୍ଵରରେ ପ୍ରବଳ ବର୍ଷା ହୋଇଛି । ଝାଡ଼ଖଣ୍ଡରେ ବି ପ୍ରବଳ ବର୍ଷା ହୋଇଛି । ଯାହାଦ୍ୱାରା ଝାଡ଼ଖଣ୍ଡ ଗାଲୁଡ଼ି ବ୍ୟାରେଜ ରେ ୭ଟି ଗେଟ୍ ଖୋଲିଛନ୍ତି । ସେଠାରୁ ୧ ଲକ୍ଷ ୫ ହଜାର କ୍ୟୁସେକ ବନ୍ୟାଜଳ ଆସୁଛି । ଯାହାଦ୍ୱାରା ସୁବର୍ଣ୍ଣରେଖାରେ!-->…
ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୩୨୦ ଜଣ କରୋନା ସଂକ୍ରମିତ ଚିହ୍ନଟ
ଭୁବନେଶ୍ୱର: ଆଜି ବି ଦୈନିକ କରୋନା ସଂକ୍ରମଣ ୪ଶହ ମଧ୍ୟରେ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୩୨୦ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୮୭ ଜଣ କ୍ୱାରେଣ୍ଟାଇନ୍ ରୁ ଚିହ୍ନଟ ହୋଇଥିବାବେଳେ ୧୩୩ ଜଣ ସ୍ଥାନୀୟ ସଂକ୍ରମିତ । ସେହିପରି ୧୮ ବର୍ଷ!-->…