Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ବନ୍ୟା ବିପନ୍ନଙ୍କୁ ଯୋଗାଇ ଦିଆଯାଉଛି ରନ୍ଧା ଖାଦ୍ୟ, ଆଗାମୀ ୨୪ ଘଣ୍ଟା ରାଜ୍ୟ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ: SRC…
ପାଣି ଘେରରୁ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ଅଣାଯାଉଛି । ସବୁ ଜିଲ୍ଲାରେ ପ୍ରଶାସନ ସଜାଗ । 'ସମସ୍ତଙ୍କ ଧନଜୀବନ ରକ୍ଷା କରିବା ସରକାରଙ୍କ ପ୍ରାଥମିକତା। ବନ୍ୟା ସ୍ଥିତିର ସମୀକ୍ଷା କରିଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ । ମହାନଦୀରେ ମଧ୍ୟମ ଧରଣର ବନ୍ୟା!-->…
ରାଜଧାନୀରେ ବନ୍ୟା: ସୁନ୍ଦରପଦାରେ ଫସି ରହିଥିବା ଲୋକ ଉଦ୍ଧାର
ଭୁବନେଶ୍ବର: ରାଜ୍ୟର ବିଭିନ୍ନ ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବାବେଳେ ଏଥିରୁ ବାଦ ପଡ଼ିନି ରାଜଧାନୀ ଭୁବନେଶ୍ଵର। ଭୁବନେଶ୍ଵର ଉପକଣ୍ଠସ୍ଥ ସୁନ୍ଦରପଦା ଅଞ୍ଚଳରେ ଦୟାନଦୀର ଉଛୁଳା ପାଣି ପଶିଛି। ରାସ୍ତା ଉପରେ ୩ ଫୁଟ ଉଚ୍ଚରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ଲୋକେ ଘରୁ ବାହାରିବା!-->…
କୁଶଭଦ୍ରା ନଦୀବନ୍ଧରେ ୨୫ ଫୁଟର ଘାଇ
ଗୋପ: କୁଶଭଦ୍ରା ନଦୀବନ୍ଧରେ ୨୫ ଫୁଟର ଘାଇ । ୭ଟି ପଞ୍ଚାୟତ ହେବ ଜଳମଗ୍ନ। ଫଳରେ ପ୍ରଭାବିତ ହେବେ ୫୦ ହଜାର ଜନସାଧାରଣ । ଘାଇଟି କ୍ରମଶଃ ବଢ଼ିବାରେ ଲାଗିଥିବା ବେଳେ ସ୍ଥାନୀୟ ଅଞ୍ଚଳ ଜଳମଗ୍ନ ହେବାରେ ଲାଗିଛି । ଜଳ ସମ୍ପଦ ବିଭାଗ ଅବହେଳା କାରଣରୁ ଘାଇ ହୋଇଥିବା ସ୍ଥାନୀୟ ଲୋକ ଅଭିଯୋଗ!-->…
ତୀର୍ଥଯାତ୍ରୀ ବସକୁ ପଛପଟୁ ଧକ୍କା ଦେଲା ଟ୍ରକ୍: ଜଣେ ମହିଳା ମୃତ, ୩ ଗୁରୁତର ଆହତ
ତୀର୍ଥଯାତ୍ରୀ ବସକୁ ପଛପଟୁ ଧକ୍କା ଦେଲା ଟ୍ରକ୍। ଘଟଣାସ୍ଥଳରେ ଜଣେ ମହିଳା ତୀର୍ଥଯାତ୍ରୀଙ୍କ ମୃତ୍ଯୁ ହୋଇଥିବା ବେଳେ ଅନ୍ଯ ୩ଜଣ ଗୁରୁତର ହୋଇଛନ୍ତି। ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ୬୦ ନମ୍ବର ଜାତୀୟ ରାଜପଥର ମଥାନୀ ଛକ ନିକଟରେ ବିଳମ୍ବିତ ରାତିରେ ପଶ୍ଚିମବଙ୍ଗର ବର୍ଦ୍ଧମାନ!-->…
ରାଜ୍ୟରେ ଆଉ ୨୮୦ ଜଣ କରୋନା ସଂକ୍ରମିତ ଚିହ୍ନଟ
ଭୁବନେଶ୍ୱର: ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ସଂଖ୍ୟା କମିବାରେ ଲାଗିଛି । ଆଜି ଦୈନିକ ସଂକ୍ରମଣ ସଂଖ୍ୟା ୩ ଶହ ମଧ୍ୟରେ ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨୮୦ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୬୫ ଜଣ କ୍ୱାରେଣ୍ଟାଇନ୍ ରୁ!-->…
ରାଜ୍ୟର ୪ଟି ସ୍ଥାନରେ ଘାଇ, ୧୦ ଜିଲ୍ଲା ବନ୍ୟାରେ ପ୍ରଭାବିତ: SRC
ଭୁବନେଶ୍ୱର: ରାଜ୍ୟର ୪ଟି ସ୍ଥାନରେ ଘାଇ ସୃଷ୍ଟି ହୋଇଛି । ଖୋର୍ଦ୍ଧା ରାଜୁଆ ନଦୀର ପାଣ୍ଡିଆବିଲ, ସତ୍ୟବାଦୀର ମକରାରେ, ଗୋପ ବ୍ଲକ ଗଣେଶ୍ୱରପୁର ପଞ୍ଚାୟତର ଖଣ୍ଡୁଆକୁଦ ଗାଁ କୁଶଭଦ୍ରା, ରାହାମା ବ୍ଲକ ତେରମାଣପୁର ଘେରି ବନ୍ଧରେ ଘାଇ ହୋଇଥିବା ଏସଆରସି ସୂଚନା ଦେଇଛନ୍ତି । ଘାଇ ବନ୍ଦ ପାଇଁ ଜଳ!-->…
ମହାନଦୀ ଟାପୁରୁ ଉଦ୍ଧାର ହେଲେ ବାପ-ପୁଅ
ମହାନଦୀ ଟାପୁରୁ ଉଦ୍ଧାର ହେଲେ ବାପ-ପୁଅ। ଛେଳି ଚରାଇବାକୁ ଯାଇ ୫ ଦିନ ହେବ ୨ ଜଣ ଫସି ରହିଥିଲେ। ଆଠଗଡ଼ କନ୍ଦରପୁରର ଅମଙ୍ଗେଇ କୁଦରେ ପ୍ରାୟ ୫ଦିନ ହେବ ବାପ-ପୁଅ ଫସି ରହିଥିଲେ। ଓଡ଼୍ରାଫ୍ ଟିମ୍ ଘଟଣାସ୍ଥଳରେ ଦୁଇ ଜଣଙ୍କୁ ଉଦ୍ଧାର କରିଥିଲେ। ଦୁଇ ଜଣ ଛେଳି ଚରାଇବାକୁ ଅମଙ୍ଗେଇ କୁଦକୁ!-->…
ମୁଣ୍ଡଳୀରେ ୬ରୁ ୭ ଘଣ୍ଟା ରହିବ ପିକ୍ ଫ୍ଲୋ: SRC
ଭୁବନେଶ୍ବର: ରାଜ୍ୟର ବନ୍ୟା ସ୍ଥିତି ନେଇ ପ୍ରେସମିଟରେ ସୂଚନା ଦେଇଛନ୍ତି ଏସଆରସି ପ୍ରଦୀପ ଜେନା । ବର୍ତ୍ତମାନ ପିକ ଫ୍ଲୋ ଚାଲିଛି । ମୁଣ୍ଡଳୀରେ ୬ରୁ ୭ ଘଣ୍ଟା ରହିବ ଏହି ପିକ୍ ଫ୍ଲୋ । ରାତି ୩ ଘଣ୍ଟା ଯାଏ ଏହି ଫ୍ଲୋ ରହିବା ନେଇ ଆଶା କରାଯାଉଛି । ସେହିଭଳି ଏହା ଡେଲଟାରେ ପହଞ୍ଚିବା ବେଳକୁ!-->…
ହୀରାକୁଦରେ ଖୋଲିଲା ୪୦ ଗେଟ୍
ସମ୍ୱଲପୁର : ହୀରାକୁଦର ଆଉ ୪ଟି ଗେଟ୍ ଖୋଲିଲା। ଏବେ ମୋଟ୍ ୪୦ଟି ଗେଟ୍ ଦେଇ ଚାଲିଛି ଜଳ ନିଷ୍କାସନ। ପର୍ଯ୍ୟୟକ୍ରମେ ଆଜି ମୋଟ ୧୪ ଗେଟ୍ ଖୋଲାଯାଇଛି। ଏବେ ହୀରାକୁଦ ଡ୍ୟାମକୁ ପଶୁଛି ୬,୯୧, ୯୫୦ କ୍ୟୁସେକ୍ ପାଣି। ବାହାରୁଛି ୬,୧୦,୦୦୩ କ୍ୟୁସେକ୍ ପାଣି। ଆଜି ହୀରାକୁଦ ଡ୍ୟାମରୁ ଛଡ଼ା!-->…
ପୂର୍ବ ଶତ୍ରୁତାକୁ ନେଇ ମା ଆଗରେ ପୁଅକୁ ମାରିଦେଲେ ଦୁର୍ବୃତ୍ତ
ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲାରେ ଘଟିଯାଇଛି ଏକ ଅମାନବୀୟ କାଣ୍ଡ । ଜଣେ ମମତାମୟୀ ମା ଆଗରେ ତା ପୁଅର ଜୀବନ ନେଇ ଯାଇଥିବା ଘଟଣା ଏବେ ସମସ୍ତଙ୍କ ଆଖିରେ ଲୁହ ଭରି ଦେଇଛି । କେବଳ ଯେ ପୁଅକୁ ହତ୍ୟା କରାଯାଇଛି ତା' ନୁହେଁ, ମା'ଙ୍କ ସାମନାରେ ଯୁବକଙ୍କୁ ଦୁଇ ଫାଳ କରି ଦିଆଯାଇଥିବା ଦେଖାଯାଇଛି ।!-->…