Browsing Category

ଓଡିଶା

ପାର୍ବଣରେ ସୁରକ୍ଷା ଉପରେ ରହିବ କଡ଼ା ନଜର: ଭୁବନେଶ୍ବର ଡିସିପି

ଭୁବନେଶ୍ବର: ପାର୍ବଣକୁ ଦୃଷ୍ଟିରେ ରଖି କମିସନରେଟ ପୁଲିସ ସୁରକ୍ଷା ବ୍ୟବସ୍ଥା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିଛି। ପେଶାଦାର ଅପରାଧୀଙ୍କ ଉପରେ କଡ଼ା ନଜର ରଖିଛି। ଭୁବନେଶ୍ବର ଡିସିିପି ପ୍ରତୀକ ସିଂ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ପୁରା ରାଜଧାନୀର କୋଣ…

ବିଶିଷ୍ଟ କଥାକାର ଗୌରହରି ଦାସ ପାଇବେ ଶାରଳା ପୁରସ୍କାର

ଭୁବନେଶ୍ବର: ବିଶିଷ୍ଟ ସାହିତ୍ୟିକ, ଗାଳ୍ପିକ, ଔପନ୍ୟାସିକ, ସ୍ତମ୍ଭକାର ତଥା କଥାକାର ଗୌରହରି ଦାସ ପାଇବେ ଶାରଳା ପୁରସ୍କାର। ଶାରଳା ପୁରସ୍କାର ବାବଦରେ ତାଙ୍କୁ ଉତ୍ତରୀୟ, ମାନପତ୍ର, ଫଳକ ସହ ୫ଲକ୍ଷ ଟଙ୍କାର ଅର୍ଥରାଶି ପ୍ରଦାନ କରାଯିବ। ତାଙ୍କର ସାହିତ୍ୟ କୃତି ‘ବାଘ ଓ ଅନ୍ୟାନ୍ୟ ଗଳ୍ପ‘…

ଶ୍ରୀମନ୍ଦିରରେ ବିଜେପି ରାଷ୍ଟ୍ରୀୟ ସମ୍ପାଦକ ଦୁଷ୍ୟନ୍ତ ଗୌତମ

ପୁରୀ ୧୯/୦୯: ବିଜେପି ସର୍ବଭାରତୀୟ ସାଧାରଣ ସମ୍ପାଦକ ଦୁଷ୍ୟନ୍ତ ଗୌତମ ସୋମବାର ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିରରେ ଚତୁର୍ଦ୍ଧା ମୁରତିଙ୍କୁ ଦର୍ଶନ କରିଛନ୍ତି। ଅପରାହ୍ଣ ୪ଟା ରେ ଦୁଷ୍ୟନ୍ତ ଶ୍ରୀମନ୍ଦିର ସିଂହଦ୍ଵାରରେ ପହଞ୍ଚିବା ପରେ ତାଙ୍କୁ ପୁରୀ ବିଜେପି ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ…

ଧାମନଗର ବିଧାୟକଙ୍କ ବିୟୋଗରେ ଶୋକ, ବନ୍ଦ ରହିବ ଜିଲ୍ଲାର ସବୁ ସ୍କୁଲ୍

ଭଦ୍ରକ ୧୯/୦୯: ପରଲୋକରେ ଧାମନଗର ବିଧାୟକ ବିଷ୍ଣୁ ସେଠୀ । ତାଙ୍କ ବିୟୋଗରେ ସବୁଠି ଶୋକର ଛାୟା ଖେଳିଯାଇଛି । ବିଭିନ୍ନ ନେତୃବୃନ୍ଦରେ ଶୋକ ପାଳନ କରାଯାଉଛି । ଏହି ପରିପ୍ରେକ୍ଷୀରେ ଜିଲ୍ଲାରେ ବି ଶୋକ ପାଳନ କରାଯାଉଛି । ଫଳରେ ଜିଲ୍ଲାର ସମସ୍ତ ସ୍କୁଲରେ ପାଠ ପଢା ବନ୍ଦ ରହିଛି । ଧାମନଗର…

ବାଇକ୍‌ ଡିକି ଭାଙ୍ଗି ୩୦ ହଜାର ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ଆନନ୍ଦପୁର ୧୯/୦୯: ଆନନ୍ଦପୁର ଉପଖଣ୍ଡ ଘସିପୁରା ଚେକ୍ ଗେଟ୍ ପାଖରୁ ବାଇକ୍ ଡିକିଭାଙ୍ଗି ୩୦ ହଜାର ଟଙ୍କା ଲୁଟ୍ ଅଭିଯୋଗ। ଶରତ ଚନ୍ଦ୍ର ସାହୁଙ୍କ ବାଇକ୍‌ ଡିକି ଭାଙ୍ଗି ଲୁଟେରା ମାନେ ଏପରି କାଣ୍ଡ ଭିଆଇଛନ୍ତି। ସେ ରାମଚନ୍ଦ୍ରପୁର ଥାନା ଅଧୀନରେ ଥିବା ଗୋଡ଼ିଉପର ଗାଁର ବାସିନ୍ଦା। …

ବିଶ୍ବପ୍ରସିଦ୍ଧ ଭିତରକନିକାରେ ଦେଶୀୟ ପକ୍ଷୀଙ୍କ ଗଣନା ଶେଷ

ରାଜନଗର : ବିଶ୍ବପ୍ରସିଦ୍ଧ ଭିତରକନିକାରେ ଦେଶୀୟ ପକ୍ଷୀଙ୍କ ଗଣନା ଇତିମଧ୍ୟରେ ଶେଷ ହୋଇଛି। ଚଳିତବର୍ଷ ଦେଶୀୟ ପକ୍ଷୀଙ୍କ ସଂଖ୍ୟା ଗତବର୍ଷଠାରୁ ବୃଦ୍ଧି ପାଇଛି। ଗତବର୍ଷ ଭିତରକନିକାରେ ୧, ୦୮, ୬୩୯ ଦେଶୀୟ ପକ୍ଷୀ ଭିଡ ଜମାଇଥିବା ବେଳେ ଚଳିତବର୍ଷ ଏହି ସଂଖ୍ୟା ୧,୧୬, ୦୭୦କୁ ବୃଦ୍ଧି ପାଇଛି।…

ସକ୍ରିୟ ହେଲା ଲଘୁଚାପ: ୨୪ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା; ୧୦ ଜିଲ୍ଲାକୁ ଅରେଞ୍ଜ, ୧୪ ଜିଲ୍ଲାକୁ ୟେଲୋଓ୍ଵାର୍ଣ୍ଣିଂ

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଆଜି (ସୋମବାର) ଉତ୍ତର-ପଶ୍ଚିମ ପାର୍ଶ୍ୱବର୍ତ୍ତୀ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ଏବେ ସଂପୃକ୍ତ ଅଞ୍ଚଳରେ ସକ୍ରିୟ ରହିବା ସହ ଲଘୁଚାପ କ୍ଷେତ୍ର ଏବଂ ଏହା ସହ…

ଝୁଲନ୍ତା ଅବସ୍ଥାରେ ଗାଁ ସାଥୀ ଓ ଅଶା କର୍ମୀଙ୍କ ମୃତଦେହ ଉଦ୍ଧାର

ଜି ଉଦୟଗିରି: କନ୍ଧମାଳ ଜିଲ୍ଲା ସାରଙ୍ଗଡ ଥାନା ଅନ୍ତର୍ଗତ ଟିକାବାଲି ବ୍ଲକ ପାବୁରିଆ ପଞ୍ଚାୟତରେ ଅଜି ସକାଳୁ ମାଲେରିମାହାର ମଣ୍ଡାପେନୁ ମୁଣ୍ଡିଆରେ ଥିବା ଏକ ମହୁଲ ଗଛରେ ସ୍ଵାମୀ ଓ ସ୍ତ୍ରୀଙ୍କ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଛି। ମୃତକମାନେ ହେଲେ ମୋନରଂଜନ ନାୟକ (୪୭) ଓ ସ୍ମିତାଞ୍ଜଳି…

ନକଲି ଔଷଧ ଜବତ ଘଟଣା, ୨ ମାଲିକାଣିଙ୍କୁ ଅନ୍ତରୀଣ ସୁରକ୍ଷା

କଟକ: କଟକରେ ନକଲି ଔଷଧ ଜବତ ସହ ୨ଜଣ ଗିରଫ ଘଟଣାରେ ଦୁଇ ମେଡ଼ିସିନ ଡିଷ୍ଟ୍ରିବ୍ୟୁସନ ସଂସ୍ଥାର ମାଲିକାଣିଙ୍କୁ ଅନ୍ତରୀଣ ସୁରକ୍ଷା ବ୍ୟବସ୍ଥା ପ୍ରଦାନ କରାଯାଇଛି। ହାଇକୋର୍ଟ ପକ୍ଷରୁ ଚଞ୍ଚଲ ଜଲାନ ଓ ବର୍ଷାରାଣୀ କ୍ୟାଲଙ୍କୁ ଅନ୍ତରୀଣ ସୁରକ୍ଷା ପ୍ରଦାନ କରାଯାଇଛି। ହାଇକୋର୍ଟ ପକ୍ଷରୁ ଚଞ୍ଚଲ…

୪୭ଦିନ ଧାରଣା ପରେ ମହିଳା କମିସନରେ ବ୍ରହ୍ମପୁରର କେ ଦୀପିକା

ଭୁବନେଶ୍ୱର: ଭୁବନେଶ୍ୱର ମହିଳା କମିସନରେ ବ୍ରହ୍ମପୁରର କେ ଦୀପିକା। ଆପୋସ ସମାଧାନ ପାଇଁ ମହିଳା କମିସନ ତାଙ୍କୁ ଡକାଇଥିବା ବେଳେ ଆଜି ହାଜର ହୋଇଛନ୍ତି ଦୀପିକା। ଏହାସହ ସେ ସ୍ୱାମୀ ଦାବି କରୁଥିବା ଦିନେଶଙ୍କୁ ମଧ୍ୟ ନୋଟିସ ଜାରି କରିଛନ୍ତି ମହିଳା କମିସନ। ଖୁବଶୀଘ୍ର ଦିନେଶ ମହିଳା…