Browsing Category

ଓଡିଶା

ଖୋଲିଲା ହୀରାକୁଦ ଡ୍ୟାମ୍‍ର ଆଉ ୪ ଗେଟ୍‌, ମୋଟ ୨୪ଟି ଗେଟ୍ ଦେଇ ହେଉଛି ଜଳ ନିଷ୍କାସନ

ସମ୍ବଲପୁର: ଖୋଲିଲା ହୀରାକୁଦ ଡ୍ୟାମ୍‌ର ଆଉ ୪ଟି ଗେଟ୍ । ଡ୍ୟାମ୍‌ରୁ ବର୍ତ୍ତମାନ ମୋଟ ୨୪ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଛି । ବାମପାର୍ଶ୍ୱରୁ ୧୬ଟି ଗେଟ୍‌ ଖୋଲାଯାଇଥିବାବେଳେ ଡାହାଣ ପାର୍ଶ୍ୱରୁ ୮ଟି ଗେଟ୍‌ ଖୋଲାଯାଇଛି। ବର୍ତ୍ତମାନ ଜଳସ୍ତର ରହିଛି ୬୧୬.୯୧ ଫୁଟ । ପ୍ରବେଶ କରୁଛି…

ବନ୍ୟା ଜଳରେ ବୁଡିଲା ବଡ଼ମ୍ବାର ଅଧିଷ୍ଠାତ୍ରୀ ଦେବୀ ମା’ ଭଟ୍ଟାରିକାଙ୍କ ମନ୍ଦିର ପାହାଚ

କଟକ ଜିଲ୍ଲା ବଡ଼ମ୍ବା ବ୍ଲକର ଅଧିଷ୍ଠାତ୍ରୀ ଦେବୀ ମା ଭଟ୍ଟାରିକାଙ୍କ ପୀଠରେ ଏ ପର୍ଯ୍ୟନ୍ତ ଚଳିତ ବର୍ଷର ବନ୍ୟା ଜଳ ମନ୍ଦିର ମଧ୍ୟକୁ ପ୍ରବେଶ କରିନାହିଁ । ହୀରାକୁଦ ଡ଼୍ୟାମରୁ ଛଡା ଯାଇଥିବା ପ୍ରଥମ ପାଞ୍ଚୋଟି ଗେଟର ପାଣି ଆଜି ସକାଳେ ଅତିକ୍ରମ କରି ଯାଇଛି । ଯାହାଫଳରେ ଏହି ପାଣି ମା'ଙ୍କ…

ଖୁବଶୀଘ୍ର ଖୋଲିବ ରତ୍ନଭଣ୍ଡାର ! ନିଷ୍ପତ୍ତି ନେବ ପରିଚାଳନା କମିଟି

ପୁରୀ: ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଖୋଲିବାର ଆବଶ୍ୟକତା ରହିଛି କି ନାହିଁ ତାହା ପରିଚାଳନା କମିଟି ନିଷ୍ପତି ନେବ । ପରିଚାଳନା କମିଟି ଏନେଇ ନିଷ୍ପତ୍ତି ନେବା ପରେ ରାଜ୍ୟ ସରକାର ଓ ଆଇନ ବିଭାଗର ଅନୁମୋଦନ ପରେ ଭିତର ରତ୍ନଭଣ୍ଡାର ଖୋଲିପାରିବ । ରତ୍ନଭଣ୍ଡାର ଖୋଲିବା ନେଇ ଶ୍ରୀମନ୍ଦିର…

ବଦଳିବ ନିଟ୍‍, ଜେଇଇ ଓ ସିୟୁଇଟି ପରୀକ୍ଷା ପଦ୍ଧତି; ଏନଟିଏ ନେବ ପରିଚାଳନା ଦାୟିତ୍ୱ

ଭୁବନେଶ୍ୱର: ମେଡିକାଲ୍‍, ଇଞ୍ଜିନିୟରିଂ ୟୁଜି(ସ୍ନାତକ) ନାମଲେଖା ପାଇଁ ଗୋଟିଏ ପ୍ରବେଶିକା ପରୀକ୍ଷା ହେବ। ଏନଟିଏ ଦ୍ୱାରା ଆୟୋଜିତ ହେଉଥିବା ଏହି ପରୀକ୍ଷାଗୁଡ଼ିକୁ ଏକ ସମୟରେ କରାଯିବ। ଏହି ପରୀକ୍ଷାର ପ୍ରଦର୍ଶନ ଆଧାରରେ ଛାତ୍ରଛାତ୍ରୀ ମେଡିକାଲ୍‍, ଇଞ୍ଜିନିୟରିଂ କିମ୍ବା ସ୍ନାତକ ନାମଲେଖା…

ଦୀପିକାଙ୍କ ଧାରଣାସ୍ଥଳରେ ପାଟିତୁଣ୍ଡ ଘଟଣା : ଉଭୟ ପକ୍ଷରୁ ଥାନାରେ ୩ ମାମଲା ରୁଜୁ…

ବ୍ରହ୍ମପୁର: ଗାନ୍ଧୀନଗରର କେ ଦୀପିକା ସ୍ତ୍ରୀର ମାନ୍ୟତା ସହ ପୁଅର ପରିଚୟ ଦାବି ନେଇ ଦେଶୀ ବେହେରା ସାହିରେ ଧାରଣାରେ ବସିରହିଛନ୍ତି । ତାଙ୍କୁ ସହଯୋଗ କରିବା ନିମନ୍ତେ ପ୍ରମିଳା ତ୍ରିପାଠୀ ମଧ୍ୟ ଧାରଣାସ୍ଥଳରେ ରହି ତାଙ୍କୁ ସହଯୋଗ କରୁଛନ୍ତି । ଗତକାଲି ଏହି ଘଟଣାକୁ କେନ୍ଦ୍ରକରି ଦୀନେଶଙ୍କ…

୧୯୮ ନୂଆ ଓଆର୍‌ଏସ୍ ପଦବୀ ସୃଷ୍ଟି କଲେ ରାଜ୍ୟ ସରକାର

ଭୁବନେଶ୍ବର: ସରକାରୀ ଚାକିରୀ ଆଶାୟୀଙ୍କ ପାଇଁ ଖୁସି ଖବର। ଓଡ଼ିଶା ରାଜସ୍ବ ସେବା (ଓଆର୍‌ଏସ୍) ଗ୍ରୁପ୍‌-ବି କ୍ୟାଡର୍ ରେ ନୂତନ ପଦବୀ ସୃଷ୍ଟି କରିଛନ୍ତି ରାଜ୍ୟ ସରକାର। ବର୍ତମାନ ଓଆର୍‌ଏସ୍ ପଦବୀ ସଂଖ୍ୟା ୧୦୯୨ ରହିଛି। ସେଥି ମଧ୍ୟରୁ ୭୯ଟି ପଦବୀ ଛୁଟି, ଡେପୁଟେଶନ ଓ ଟ୍ରେନିଂ ରିଜର୍ଭ…

ଲଗାଣ ବର୍ଷାରେ ଭାଙ୍ଗିଲା ଘର: କାନ୍ଥ ପଡି ୨ ଗୁରୁତର

ସୋନପୁର: ସୋନପୁର ସହର ୨ ନମ୍ବର ଓ୍ବାର୍ଡର କଳିଙ୍ଗନଗରଠାରେ ଗୁରୁବାର ବିଳମ୍ବିତ ରାତିରେ ଅଘଟଣ ଘଟିଛି। ଲଗାଣ ବର୍ଷାରେ ମାଟି କାନ୍ଥ ଓଦା ହୋଇ ପଡି ଯିବାରୁ ବାବୁଲି ଟୁଡୁ(୪୦)ଙ୍କ ଘର ଭାଙ୍ଗିଛି। ଏହି ସମୟରେ ଘରେ ଶୋଇଥିବା ବାବୁଲିଙ୍କ ସ୍ତ୍ରୀ ଶାନ୍ତି(୩୫) ଓ ବଡ ଝିଅ ମୌସୁମୀ(୧୩)ଙ୍କ ଉପରେ…

ବାଣୀବିହାର ଓଭରବ୍ରିଜ ଉପରେ ଦୁର୍ଘଟଣା

ଭୁବନେଶ୍ବର: ରାଜଧାନୀରେ ଆଜି ଭୋର ସମୟରେ ଏକ ଦୁର୍ଘଟଣା ଘଟିଛି। ବାଣୀବିହାର ଓଭରବ୍ରିଜ ଉପରେ ଦୁର୍ଘଟଣା ହୋଇଥିବାର ସୂଚନା ମିଳିଛି। ବ୍ରିଜ ଉପରେ ଛିଡ଼ା ହୋଇଥିବା କଣ୍ଟେନରକୁ ପଛପଟୁ ଏକ ବାଲି ବୋଝେଇ ହାଇୱା ପିଟିଛି। ଉଭୟ ଗାଡ଼ି ନଷ୍ଟ ହୋଇଛି। ତେବେ ହାଇୱା ଚାଳକ ମୃତ୍ୟୁମୁଖରୁ ଅଳ୍ପକେ…

୨୦ ଲକ୍ଷ ଟଙ୍କା ସହ ଏଟିଏମ ଲୁଟିନେଲେ ଲୁଟେରା

ସମ୍ବଲପୁର : ଏବେ ଏଟିଏମ ଲୁଟର ନୂଆ ତରିକା ଆପଣାଇଛନ୍ତି ଲୁଟେରାମାନେ । ପ୍ରଥମେ କେବଳ ଏଟିଏମରୁ ଟଙ୍କା ଲୁଟ କରୁଥିବା ବେଳେ ଏବେ ଟଙ୍କା ସହ ଏଟିଏମ ଲୁଟି ନେଉଛନ୍ତି ଲୁଟେରା । ପ୍ରଥମେ ଏଭଳି ଏକ ଘଟଣା ରାଜଧାନୀ ଭୁବନେଶ୍ୱରରେ ଦେଖିବାକୁ ମିଳିଥିଲା ତ ଏବେ ପୁଣି ସମାନ ଘଟଣା ସମ୍ବଲପୁରରେ…

ଆାଜି ଓଡ଼ିଶା ହାଇକୋର୍ଟଙ୍କ ବିଚାରପତି ଭାବରେ ଶପଥ ନେବେ ଦୁଇ ବରିଷ୍ଠ ବିଚାର ବିଭାଗୀୟ ଅଧିକାରୀ

କଟକ: ଆାଜି ଓଡ଼ିଶା ହାଇକୋର୍ଟଙ୍କ ବିଚାରପତି ଭାବରେ ଶପଥ ନେବେ ଦୁଇ ଜଣ ବରିଷ୍ଠ ବିଚାର ବିଭାଗୀୟ ଅଧିକାରୀ ଗୌରୀଶଙ୍କର ଶତପଥୀ ଓ ଚିତ୍ତରଞ୍ଜନ ଦାଶ । ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ ମୁରଲୀଧର ଉଭୟଙ୍କୁ ଶପଥପାଠ କରାଇବେ । ଓଡ଼ିଶା ହାଇକୋର୍ଟର ଏହି ଦୁଇ ବିଚାରପତିଙ୍କୁ ରାଷ୍ଟ୍ରପତି…