Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ପୁରୀ ମୁଖ୍ୟ କାରାଗାରରେ କଏଦୀ ଙ୍କ ଆତ୍ମହତ୍ୟା
ପୁରୀ: ପୁରୀର ଜିଲ୍ଲା ମୁଖ୍ୟ କାରାଗାରରେ ଜଣେ କଏଦୀ ଆତ୍ମହତ୍ୟା କରିଥିବା ସୂଚନା । ମୃତ ଯୁବକ ଜଣକ ହେଉଛି ବ୍ରହ୍ମଗିରି ଥାନା ଅନ୍ତର୍ଗତ ଶିଶାପୁର ଗ୍ରାମର ବିଶ୍ବନାଥ ବାରିକ । ବାଥରୁମ୍ ରେ ବେକରେ ଗାମୁଛା ଲଗାଇ ସେ ଆତ୍ମହତ୍ୟା କରିଥିବା ସୂଚନା । ଆତ୍ମହତ୍ୟା ନା ତାଙ୍କୁ ହତ୍ୟା କରାଯାଇଛି!-->…
ନନ୍ଦନକାନନରେ ବିଶ୍ବ ହାତୀ ଦିବସ ପାଳିତ
ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରସ୍ଥିତ ଅନ୍ୟତମ ପର୍ଯ୍ୟଟନ କେନ୍ଦ୍ର 'ନନ୍ଦନକାନନ ପ୍ରାଣୀ ଉଦ୍ୟାନ'ରେ ଆଜି ବିଶ୍ବ ହାତୀ ଦିବସ ପାଳିତ ହୋଇଯାଇଛି। ହାତୀ ଓ ମଣିଷ ମଧ୍ୟରେ ସୁସମ୍ପର୍କ ସ୍ଥାପନ କରି ହାତୀ ବଂଶକୁ ସୁରକ୍ଷା ଦେବା ଉଦ୍ଦେଶ୍ୟରେ ଏହି ଦିବସ ପାଳିତ ହୋଇଥିବା ନେଇ ନନ୍ଦନକାନନ!-->…
ହୀରାକୁଦରେ ଖୋଲିଲା ୨୦ଟି ଗେଟ୍, ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା
ମହାନଦୀ ଶଯ୍ୟା ହୀରାକୁଦ ତଳ ଅଞ୍ଚଳକୁ ସତର୍କ ସୂଚନା ଜାରି କଲେ ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ । ହୀରାକୁଦ ଡ୍ୟାମର ୨୦ଟି ଗେଟ୍ ଖୋଲା ଯାଇଛି । ତେଣୁ ସତର୍କ ରହିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି ତଳିଆ ଅଞ୍ଚଳକୁ ଜଳ ପ୍ରବାହ ତୀବ୍ର ରହିଛି ତେଣୁ ସତର୍କ ରହିବା!-->…
ପ୍ରଥମ ରାଜ୍ୟ ଭାବେ ନବ ଦମ୍ପତିଙ୍କୁ ବିବାହ ଉପହାର ଦେବେ ଓଡ଼ିଶା ସରକାର
ଭୁବନେଶ୍ବର : ରାଜ୍ୟରେ ବିବାହ କରୁଥିବା ନବ ଦମ୍ପତିଙ୍କୁ ମିଳିବ ସରକାରୀ ଉପହାର। ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ସରକାର ଏହି ବ୍ୟବସ୍ଥା କରୁଛନ୍ତି। ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଏନଆରଏଚଏମ୍ ତରଫରୁ ଦିଆଯିବ 'ନବଦମ୍ପତି ଗିଫ୍ଟ'। ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦେଶକ ବିଜୟ!-->…
ଚୋରକୁ ଚାର୍ଜର ବିକିବା ପରେ ମୋବାଇଲ ଦୋକାନୀଙ୍କ ଆକାଉଣ୍ଟ ଅଚଳ
ଚାର୍ଜର ବିକି ଫସିଗଲେ ମୋବାଇଲ ଦୋକାନୀ । ଚୋରି ମୋବାଇଲ ଫୋନରୁ ଡିଜିଟାଲ ପେମେଣ୍ଟ କରି ଖସିଗଲା ଅଭିଯୁକ୍ତ । ଏବେ ସାଇବର ଥାନା ପୋଲିସ ଦୋକାନୀଙ୍କ ଆକାଉଣ୍ଟକୁ ଅଚଳ କରି ତଦନ୍ତ ଚଳାଇଛି । ଭୁବନେଶ୍ୱରରେ ବିଭିନ୍ନ ସ୍ଥାନରୁ ସପିଂ କରିଥିଲା ଚୋର । ଭୁବନେଶ୍ୱର ବାପୁଜୀନଗରର ଏକ ଦୋକାନରୁ!-->…
ବଢୁଛି କାଠଯୋଡ଼ି ଓ ମହାନଦୀର ଜଳସ୍ତର
କଟକ: କଟକରେ ଲଗାଣ ବର୍ଷା। ଗତକାଲି ରାତିରୁ ସହରରେ ବର୍ଷା ଲାଗିରହିଥିବାରୁ ଜନଜୀବନ ଅସ୍ତବ୍ୟସ୍ତ। ବଢୁଛି କାଠଯୋଡ଼ି ଓ ମହାନଦୀର ଜଳସ୍ତର। ମୁଣ୍ଡଲୀ ବ୍ୟାରେଜ ଦେଇ ୩ଲକ୍ଷ ୭୮ହଜାର ୫୨୦ କ୍ୟୁସେକ ଜଳ ପ୍ରବାହିତ ହେଉଛି।
ନରାଜ ବ୍ୟାରେଜ ଦେଇ ୧ଲକ୍ଷ ୪୮ହଜାର ୫୫ କ୍ୟୁସେକ୍ ଜଳ!-->!-->!-->…
ଅସନ୍ତୋଷ ପ୍ରକାଶ କରି କଂଗ୍ରେସ ଛାଡିଲେ ୫୦ରୁ ଅଧିକ ନେତା
ଭୁବନେଶ୍ବର: କଂଗ୍ରେସ ଦଳ ମଧ୍ୟରେ କନ୍ଦଳ । କଂଗ୍ରେସର ପିସିସି ସଭାପତି ଶରତ ପଟ୍ଟନାୟକ, ରାଜ୍ୟ ପ୍ରଭାରୀ ଚେଲ୍ଲା କୁମାର, ରାଜ୍ୟ ସହ ପ୍ରଭାରୀ ରୁଦ୍ର ରାଜୁଙ୍କ ନେତୃତ୍ୱକୁ ନେଇ ଅସନ୍ତୋଷ ପ୍ରକାଶ କରି ୫୦ରୁ ଅଧିକ ନେତା ଦଳ ଛାଡିଥିବା ସୂଚନା ମିଳିଛି । ଯେଉଁମାନଙ୍କ ମଧ୍ୟରେ ୧୦ ଜଣ!-->…
ରାଜଧାନୀରୁ ୨୨ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ
ଭୁବନେଶ୍ୱର: ରାଜଧାନୀରୁ ପୁଣି ଜବତ ହେଲା ବ୍ରାଉନସୁଗାର । ରାଜଧାନୀରୁ ୨୨ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ ହୋଇଛି । ଏହାସହିତ ଜଣେ ମହିଳା ଗିରଫ ହୋଇଛନ୍ତି । ଅବକାରୀ ଫ୍ଲାଇଂ ସ୍କ୍ୱାଡ ହାତରେ ୨୨ ଲକ୍ଷ ଟଙ୍କାର ବ୍ରାଉନସୁଗାର ସହିତ ଲେଡି ଡଗ୍ସ୍ କୁଇନଙ୍କୁ ଗିରଫ କରାଯାଇଛି ।
!-->!-->…
ମୟୂରଭଞ୍ଜରେ ସୁବର୍ଣ୍ଣରେଖା ଓ ଦେଓ ଜଳସେଚନ ପ୍ରକଳ୍ପ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଯାଇ ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପ ଓ କରଞ୍ଜିଆ ଦେଓ ନଦୀ ପ୍ରକଳ୍ପ ଲୋକାର୍ପିତ କରିଛନ୍ତି। ଏହା ସହିତ ଜିଲ୍ଲାର ଅନେକ ବିକାଶମୂଳକ କାର୍ଯ୍ୟ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଆଜି ମୟୂରଭଞ୍ଜ ଜିଲ୍ଲାର!-->…
ମହିଳାଙ୍କୁ ପାଟ ଶାଢ଼ୀ ଦେବାକୁ କହି ୩୩ ହଜାର ଟଙ୍କାର ଚୂନ ଲଗାଇଲା ସାଇବର ଠକ
ଭୁବନେଶ୍ବର: ପାଟ ଶାଢ଼ୀ ଦେବାକୁ କହି ଫଶେଇ ଦେଲେ ଅଦୃଶ୍ୟ ଠକ। କେନ୍ଦୁଝର ଜିଲ୍ଲାରୁ ରହି ଅପରେଟ କରୁଥିଲେ ସାଇବର ଠକ। ଜଣେ ମହିଳାଙ୍କୁ ପାଟ ଶାଢ଼ୀ ଦେବାକୁ କହି ୩୩ ହଜାର ଟଙ୍କା ନେଇଗଲେ ସାଇବର ଠକ। ଅନଲାଇନରେ ବିଜ୍ଞାପନ ପରେ ଶାଢ଼ୀ କିଣିବାକୁ ଯୋଗାଯୋଗ କରିଥିଲେ ମହିଳା । ଠକ!-->…