Browsing Category

ଓଡିଶା

ଭଦ୍ରକରେ ବୈତରଣୀ ଓ ସାଳନ୍ଦୀ ନଦୀର ଜଳସ୍ତର ବୃଦ୍ଧି

ଭଦ୍ରକ: ଲଗାଣ ଲଘୁଚାପ ବର୍ଷା ବଢ଼ାଉଛି ସମସ୍ୟା । ତଳିଆ ଅଞ୍ଚଳରେ ପାଣି ଜମୁଥିବା ବେଳେ ଭଦ୍ରକରେ ବୈତରଣୀ ନଦୀ ଏବେ ଧିରେ ଧିରେ ଫୁଲୁଛି । ସାଳନ୍ଦୀ ରିଜର୍ଭୟରରେ ଜଳସ୍ତର ବଢ଼ୁଥିବାରୁ ହଦଗଡ଼ ଡ୍ୟାମରୁ ପାଣି ଛଡ଼ା ଯାଉଛି । ତେବେ ଉପର ମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ବୈତରଣୀ ନଦୀ ମଧ୍ୟ…

ଓଡ଼ିଶାରେ ଆଉ ୫୮୩ ଜଣ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଦୈନିକ କରୋନା ସଂକ୍ରମିତ ସଂଖ୍ୟା ଧିରେ ଧିରେ କମୁଛି । ଆଜି ମଧ୍ୟ ଦୈନିକ ସଂକ୍ରମିତ ସଂଖ୍ୟା ଏକ ହଜାର ତଳେ ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୫୮୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୩୪୦ ଜଣ କ୍ୱାରେଣ୍ଟାଇନ୍…

ପୁଣି ନମ୍ବର ୱାନ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ପୁଣି ନମ୍ବର ୱାନ୍ ସ୍ଥାନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେହିପରି ଦେଶରେ ସବୁଠାରୁ ଲୋକପ୍ରିୟ ନେତା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଇଣ୍ଡିଆ ଟୁଡେ ମୁଡ୍ ଅଫ ନେସନ ପୋଲ୍ ସର୍ଭରେ ଏଭଳି ତଥ୍ୟ ପ୍ରକାଶ ପାଇଛି । ୭୮ ପ୍ରତିଶତ ସହ ସର୍ବୋଚ୍ଚ ସ୍ଥାନରେ ରହିଛନ୍ତି…

ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାରର ହେବ ଯାଞ୍ଚ, ଚିଠି ଲେଖି ଅନୁମତି ମାଗିଛି ASI

ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାରର ହେବ ଯାଞ୍ଚ। ଶ୍ରୀମନ୍ଦିର ପ୍ରଶାସନକୁ ଚିଠି ଲେଖି ଅନୁମତି ମାଗିଛି ASI। ଅଗଷ୍ଟ ୮ରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଚିଠି ଲେଖିଲେ ASI ସୁପରିଟେଣ୍ଡେଣ୍ଟ। ରାଜ୍ୟ ଆଇନ ବିଭାଗକୁ ମଧ୍ୟ ଚିଠି ଲେଖିଛନ୍ତି ASI ସୁପରିଟେଣ୍ଡେଣ୍ଟ। ପ୍ଲାଷ୍ଟର ଖରାପ ଥିବାରୁ…

ପାୱାର କରିଡର୍‌ରେ ଚର୍ଚ୍ଚା:ପ୍ରଦୀପ ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର: ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ କାର୍ୟ୍ୟକାଳ ୩୧ ତାରିଖରେ ସରୁଛି । ତାଙ୍କ ସ୍ଥାନରେ ୧୯୮୯ ବ୍ୟାଚ୍‌ ଓଡ଼ିଶା କ୍ୟାଡର୍‌ ଆଇଏଏସ୍‌ ପ୍ରଦୀପ କୁମାର ଜେନାଙ୍କ ନାଁ ଚର୍ଚ୍ଚାରେ ରହିଛି ।ସେନେଇ ଏବେ ପାୱାର କରିଡର୍‌ରେ ଚର୍ଚ୍ଚା ଚାଲିଛି । ୨୦୨୨ ଫେବୃଆରୀରେ ଶ୍ରୀ…

ଆସନ୍ତାକାଲି ଜାତୀୟ କୃମିନାଶକ ଦିବସ, କୃମିନାଶକ ବଟିକା ଖାଇବେ ୧ ରୁ ୧୯ ବର୍ଷ ପିଲା

ଭୁବନେଶ୍ୱର: ପିଲାମାନଙ୍କ ମଧ୍ୟରେ କୃମି ସଂକ୍ରମଣର ମୁକାବିଲା କରିବା ପାଇଁଁ ଅଗଷ୍ଟ ୧୨ରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ୧ ରୁ ୧୯ ବର୍ଷ ପିଲାମାନଙ୍କ ପାଇଁ କୃମିନାଶକ ବଟିକା ବାଣ୍ଟିବାର କାର୍ଯ୍ୟକ୍ରମ କରିବେ। ଅଗଷ୍ଟ ୧୨ରେ କୃମିନାଶକ ଔଷଧ ଖାଇ ନଥିବା ପିଲାମାନେ ଅଗଷ୍ଟ…

ଅଗଷ୍ଟ ୧୩ ତାରିଖରେ ଆସୁଛି ଆଉ ଏକ ଲଘୁଚାପ, ୫ ଦିନ ବର୍ଷିବ

ଉତ୍ତର ବଙ୍ଗୋପସାଗରେ ଅଗଷ୍ଟ ୧୩ ତାରିଖରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଲଘୁଚାପ ପ୍ରଭାବରେ ଆସନ୍ତା ୧୩ ତାରିଖରୁ ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ଜାରି ରହିବ ବୋଲି କୁହାଯାଇଛି। ମୟୁରଭଞ୍ଜ, ବାଲେଶ୍ଵର, କେନ୍ଦୁଝର ଏବଂ ରାୟଗଡ଼ା…

ନାଇଜେରିଆ ଯୁବକକୁ ଗିରଫ କଲା ବାଲେଶ୍ବର ସାଇବର ପୋଲିସ

ବାଲେଶ୍ବର : ବିଦେଶୀ ମହିଳାଙ୍କ ନାଁରେ ଅନଲାଇନରେ ୩୦ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ବାଲେଶ୍ବର ସାଇବର ପୋଲିସ ଦିଲ୍ଲୀରୁ ଜଣେ ନାଇଜେରିଆର ଯୁବକଙ୍କୁ ଗିରଫ କରିଛି । ଏହି ଯୁବକ ଦିଲ୍ଲୀର କିଶନଗଡରେ ରହି ଏହି ଭଳି ସାଇବର କ୍ରାଇମ୍ କରୁଥିଲେ । ସୂଚନା ଅନୁସାରେ, ଅନଲାଇନରେ ବିଦେଶୀ ମହିଳାଙ୍କ…

ମାଟିତଳୁ ମିଳିଲା କୁଢ଼ କୁଢ଼ ଆଧାର କାର୍ଡ

ମୋହନା: ସ୍ଥାନୀୟ ଲୋକଙ୍କ ନାମରେ ଆସିଥିବା ଆଧାରକାର୍ଡ ଲୋକଙ୍କୁ ନ ଦେଇ ମାଟି ତଳେ ପୋତି ନଷ୍ଟ କରିଦେଲେ ପୋଷ୍ଟ ମାଷ୍ଟର। ଏଭଳି ଘଟଣା ଦେଖିବକୁ ମିଳିଛି ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଜିରାଙ୍ଗ ପଞ୍ଚାୟତ ଅଧିନ ଡରାବ ଗାଁରେ। ଗାଁରେ ଥିବା ପୋଷ୍ଟ ଅଫିସ ଉପରେ ଡରାଵ ଗାଁ ସମେତ ଆଖପାଖ…

ଗଛକୁ ରାକ୍ଷୀ ବାନ୍ଧି ରକ୍ଷାବନ୍ଧନ ପାଳିଲେ ଯୁବ ପରିବେଶବିତ୍

ଭୁବନେଶ୍ବର: ସବୁଜ ପୃଥିବୀର ଗଠନରେ ଆଉ ଏକ ପାଦ । ଜନସଂଖ୍ୟା ବୃଦ୍ଧି ସାଙ୍ଗକୁ ଲୋକଙ୍କ ଚାହିଦା ଏବଂ ଆବଶ୍ୟକତା ପୂରଣ ନେଇ ଜଙ୍ଗଲ କ୍ରମଶଃ ହ୍ରାସ ପାଇବାକୁ ବସିଲାଣି । ତେବେ ଏଭଳି ସମୟରେ ସବୁଜ ବିକଳ୍ପ ପାଇଁ ବିଭିନ୍ନ ପ୍ରୟାସ ଜାରି ରଖିଛନ୍ତି ଜାତିସଂଘ ପୁରସ୍କାର ପ୍ରାପ୍ତ ଯୁବ…