Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଲଘୁଚାପ ବର୍ଷାରେ ଭାଙ୍ଗି ଯାଇଥିବା ନଦୀବନ୍ଧ ସ୍ଥିତି ସମୀକ୍ଷା କଲେ ମନ୍ତ୍ରୀ ଉଷାଦେବୀ
ପାତ୍ରପୁର-ବଙ୍ଗୋପସାଗର ରେ ସୃଷ୍ଟି ହୋଇଥିବା ଲଘୁଚାପ ଯୋଗୁଁ ଲଗାଣ ବର୍ଷା ହେବାଫଳରେ ପାତ୍ରପୁର ବ୍ଳକ ସାମନ୍ତିଆପଲ୍ଲୀ ପଞ୍ଚାୟତ ଭୀମପୁର ଗ୍ରାମ ନିକଟ ବଗିନଦୀ କେନାଲରେ ନିର୍ମିତ ନଦୀବନ୍ଧ ଭାଙ୍ଗିଯାଇଥିଲା ବେଳେ ଆଜି ରାଜ୍ୟ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟିକା!-->…
ସେପ୍ଟେମ୍ବର ୨୦ରେ ଆଉ ଏକ ଲଘୁଚାପ ସୃଷ୍ଟି ସମ୍ଭାବନା
ଭୁବନେଶ୍ଵର: ଉତର-ପଶ୍ଚିମ ବଙ୍ଗୋପ ସାଗର ଉପରେ ଆଉ ଏକ ଲଘୁଚାପ ସେପ୍ଟେମ୍ବର ୨୦ରେ ସୃଷ୍ଟି ହେବା ସମ୍ଭାବନା ରହିଛି। ଏହାରି ପ୍ରଭାବରେ ଓଡ଼ିଶାରେ ଆସନ୍ତା ସପ୍ତାହରେ ପୁଣି ବର୍ଷା ହୋଇପାରେ ବୋଲି ସୋଆ ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର ପକ୍ଷରୁ କୁହାଯାଇଛି ।
ଆସନ୍ତାକାଲି!-->!-->!-->…
ଆସନ୍ତାକାଲି ଜାତୀୟ ଆଇନ ବିଶ୍ୱ ବିଦ୍ୟାଳୟର ନବମ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ ପ୍ରଧାନ ବିଚାରପତି
କଟକ ୧୬/୦୯: ଆସନ୍ତାକାଲି ଜାତୀୟ ଆଇନ ବିଶ୍ୱ ବିଦ୍ୟାଳୟ କଟକରେ ନବମ ସମାଵର୍ତ୍ତନ ଉତ୍ସବ ଅନୁଷ୍ଠିତ ହେବ। ଏଥିରେ ମୁଖ୍ୟଅତିଥି ଭାବେ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ୟୁ ୟୁ ଲଳିତ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ସୁପ୍ରିମକୋର୍ଟର ଵିଚାରପତି ଜଷ୍ଟିସ ଡି ଓ୍ବାଇ ଚନ୍ଦ୍ରଚୁଡ଼!-->…
ବାୟୁସେନା ପକ୍ଷରୁ ପୁରୀରେ ଆସନ୍ତାକାଲି ଏୟାର୍ ଶୋ: ଅତିରିକ୍ତ ଜିଲ୍ଲାପାଳ
ପୁରୀ ୧୬/୦୯: ଆସନ୍ତାକାଲି ୧୦ଟା ୨୦ ରୁ ୧୧ ଟା ପର୍ଯ୍ୟନ୍ତ ପୁରୀରେ ହେବ ଏୟାର୍ ଶୋ। ଆସନ୍ତା ୧୮ ତାରିଖ ରବିବାର ପାଗ ଖରାପ ରହୁଥିବାରୁ ଆସନ୍ତାକାଲି ଏହି ଏୟାର୍ ଶୋ ହେବାକୁ ଯାଉଛି। ପୁରୀ ରାଜ ଭବନ ଫାଖ ବ୍ଲୁ ଫ୍ଲାଗ୍ ବିଚ୍ରେ ଭାରତୀୟ ବାୟୁ ସେନା ପକ୍ଷରୁ ଏୟାର ଶୋ ଅନୁଷ୍ଠି!-->…
ଓଟିଇଟି ପରୀକ୍ଷାରେ କପି ଘଟଣା: ମାଲକାନଗିରିର ୩ଟି କେନ୍ଦ୍ର ଅଯୋଗ୍ୟ ଘୋଷିତ
ମାଲକାନଗିରି: ମାଲକାନଗିରି ଜିଲ୍ଲା ସଦର ମହକୁମାରେ ଗତ ୨୯ ତାରିଖରେ ହୋଇଥିବା ଓଟିଇଟି ପରୀକ୍ଷାରେ ବ୍ୟାପକ କପି ହୋଇଥିବା ନେଇ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଶିକ୍ଷା ବିଭାଗ ଏହାକୁ ଅଯୋଗ୍ୟ ଘୋଷିତ କରିଛି।ମାଲକାନଗିରିରେ ହୋଇଥିବା ତିନୋଟି ସେଣ୍ଟରରେ ଓଟିଇଟି ପରୀକ୍ଷା ସଂପୂର୍ଣ୍ଣ ରୂପେ!-->…
ଲାଇଟ୍ ଲିଭାଇବାକୁ ନେଇ କାନ କାମୁଡ଼ି ଛିଣ୍ଡାଇ ଦେଲେ
ସୋନପୁର: ଗାଁ ଦାଣ୍ଡରେ ଲାଇଟ୍ ଲିଭାକୁ ନେଇ ଅଭାବନୀୟ ଘଟଣା ଘଟିଛି । ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଯାଲୋଏ ପଞ୍ଚାୟତ କଲାପଥର ଗାଁରେ । ଗୁରୁବାର ଗାଁରେ ଲାଇଟ୍ ଲିଭାକୁ ନେଇ ୨ ଯୁବକଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଯାହା ପରେ ଜଣେ ଯୁବକ ଅନ୍ୟ ଜଣଙ୍କ କାନକୁ କାମୁଡ଼ି!-->…
ସ୍କୁଲ ଫାଟକ ପଡ଼ି ଛାତ୍ରୀ ମୃତ
ଗୁଣୁପୁର: ସ୍କୁଲ ଗେଟ୍ ପଡି ଛାତ୍ରୀ ମୃତ୍ୟୁ | ମୃତ ବାଳିକା ହେଉଛନ୍ତି ରାୟଗଡ଼ା ଜିଲା ପଦ୍ମପୁର ବ୍ଲକ ବିଚି କୋଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପଞ୍ଚମ ଶ୍ରେଣୀ ଛାତ୍ରୀ। ପ୍ରାୟ ୧୨.୩୦ବେଳେ ଛାତ୍ରଛାତ୍ରୀ ବାହାରକୁ ବାହାରି ଥିଲେ। ସେହି ସମୟରେ ଛାତ୍ରୀ ଜଣଙ୍କ ଗେଟ୍ ଧରି ଥିଲା । ଫଳରେ!-->…
ୟୁଥ ଫର ଆକ୍ସନର ଆରଡିସି ଅଫିସ୍ ଘେରାଉ, ଠେଲାପେଲା ଏବଂ ପୋଲିସ ସହ ଧସ୍ତାଧସ୍ତି
ସମ୍ବଲପୁର: ସ୍ଥାନୀୟ ନିଯୁକ୍ତି ଦାବିରେ ଶୁକ୍ରବାର ୧୦ ଟି ଜିଲ୍ଲାରୁ ୟୁଥ ଫର ଆକ୍ସନର କାର୍ଯ୍ୟକର୍ତ୍ତା ମାନେ ଉତ୍ତରାଞ୍ଚଳ ରାଜସ୍ବ କମିଶନରଙ୍କ କାର୍ଯ୍ୟାଳୟ ଘେରାଓ କରିଥିଲେ l ସହରର ଜିଲ୍ଲାସ୍କୁଲ ଛକରୁ ଏହି ରାଲି ବାହାରି ଆରଡିସି କାର୍ଯ୍ୟାଳୟକୁ ପହଞ୍ଚି ବିକ୍ଷୋଭ ପ୍ରଦଶନ!-->…
ପୁରୀରେ ୫ ଲକ୍ଷରୁ ଅଧିକ ବ୍ରାଉନସୁଗାର ଜବତ, ୩ ଗିରଫ
ପୁରୀ ୧୬/୦୯: ଶ୍ରୀକ୍ଷେତ୍ର ପୁରୀରେ ବଢିଛି ଧଳାଜହର କାରବାର । ଏହି ଅଭିଯୋଗରେ ଆଜି ୫ ଲକ୍ଷ ୭୫ ହଜାର ଟଙ୍କାର ବ୍ରାଉନ ସୁଗାର ଜବତ ସହ ତିନିଜଣ ବେପାରୀଙ୍କୁ ଗିରଫ କରିଛି ପୁରୀ ବଳିଆ ପଣ୍ଡା ଥାନା ପୋଲିସ ।
ଗିରଫ ଅଭିଯୁକ୍ତ ମାନେ ହେଲେ ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଥାନା ଚଢ଼େଇ ପଲ୍ଲୀ!-->!-->!-->…
ସୋସିଆଲ୍ ମିଡିଆରେ ବର୍ଷାଙ୍କୁ ପ୍ରଶ୍ନ କଲେ ଅନୁଭବ
ଭୁବନେଶ୍ୱର: ବର୍ଷା ତୁମେ କୁହ… ଏ ସ୍ୱର କାହାର ? ଫୋନରେ ତୁମେ ଓ ତୁମ ଭଉଣୀ ମୋ ପରିବାର ବିରୋଧରେ କଣ ଏମିତି ଗପୁଥିଲ । ୨ ବର୍ଷର ପୁରୁଣା ଅଡିଓକୁ ପୁଣି ପ୍ରସଙ୍ଗ କରିଛନ୍ତି କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି । ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ସହ ବିବାହ ବିଚ୍ଛେଦ ମାମଲାରେ!-->…