Browsing Category

ଓଡିଶା

ହଷ୍ଟେଲରୁ ଯୁବତୀଙ୍କ ମୃତଦେହ ଉଦ୍ଧାର, ମୋବାଇଲରୁ ମିଳିଲା ମୃତ୍ୟୁ ପୂର୍ବର ଭିଡିଓ

ଭୁବନେଶ୍ବର: ହଷ୍ଟେଲ ଭିତରେ ଝୁଲିପଡ଼ିଲେ ଯୁବତୀ । ଭିଡିଓ କଲରେ ପଠାଇଲେ ମୃତ୍ୟୁ ପୁର୍ବର ଭିଡିଓ । ମୋବାଇଲରୁ ମିଳିଲା ମୃତ୍ୟୁ ପୂର୍ବର ଭିଡିଓ । ଭୁବନେଶ୍ବର ଖାରବେଳନଗର ଥାନା ଇଣ୍ଡଷ୍ଟ୍ରିଆଲ କଲୋନୀରୁ ଯୁବତୀଙ୍କ ମୃତଦେହ ଉଦ୍ଧାର । ମୃତକଙ୍କ ଘର ନୟାଗଡ ଜିଲ୍ଲା ସିଧାମୁଳାରେ । ଏକ…

କାରରୁ ୮ଲକ୍ଷର ନକଲି ନୋଟ ଜବତ, ୨ ଗିରଫ

ସୁବର୍ଣ୍ଣପୁର: ଗାଡ଼ିରୁ ୮ଲକ୍ଷର ନକଲି ନୋଟ ଜବତ । ସୋନପୁର ପୋଲିସକୁ ବଡ ସଫଳତା । ପାଟ୍ରୋଲିଂ ସମୟରେ ୮ଲକ୍ଷରୁ ଅଧିକ ନକଲି ନୋଟ ଜବତ କରି ଦୁଇ ଜଣଙ୍କୁ ଗିରଫ କରିଛି ପୋଲିସ । ଗତକାଲି ବ୍ଲକ ଛକ ନିକଟରେ ଏକ କଳା ରଙ୍ଗର ସ୍କର୍ପିଓକୁ ସନ୍ଦେହ କରି ଅଟକାଇ ଯାଞ୍ଚ କରାଯାଇଥିଲା । ଯାଞ୍ଚ…

ଶ୍ରୀମନ୍ଦିର ଚାରି ଦ୍ଵାରରେ ହେବ ଲଗେଜ ସ୍କାନର ବ୍ୟବସ୍ଥା

ପୁରୀ: ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ନେଇ ଗୁରୁତ୍ବପୂର୍ଣ୍ଣ ସମୀକ୍ଷା ବୈଠକ । ଶ୍ରୀମନ୍ଦିର ଚାରିଦ୍ୱାରରେ ମେଟାଲ ଡିଟେକ୍ଟର ଦ୍ବାରା ଯାଞ୍ଚ ହେବ । ଚାରି ଦ୍ଵାରରେ ଖୁବ୍ ଶୀଘ୍ର ଲଗେଜ ସ୍କାନର ବ୍ୟବସ୍ଥା ସହ ଶ୍ରୀମନ୍ଦିର ସୁରକ୍ଷା ନେଇ ପୂର୍ବରୁ NIA ଦେଇଥିବା ପରାମର୍ଶକୁ ମଧ୍ୟ…

ଛାତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ: ଶିକ୍ଷକ ଗିରଫ

ରାଇକିଆ : ଗୁରୁ ନାଁରେ କଳଙ୍କ । ନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗରେ ବିଜ୍ଞାନ ଶିକ୍ଷକ ଗିରଫ । ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗରେ ବିଜ୍ଞାନ ଶିକ୍ଷକଙ୍କୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତ ଶିକ୍ଷକ ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା…

ଖୁବ୍ ଶୀଘ୍ର ସ୍ଲଟ୍ ବୁକିଂ ମାଧ୍ୟମରେ ହେବ ମହାପ୍ରଭୁଙ୍କ ଦର୍ଶନ: ଆଇନ ମନ୍ତ୍ରୀ

ପୁରୀ : ସହଜ ହେବ ଜଗନ୍ନାଥ ଦର୍ଶନ । ଖୁବଶୀଘ୍ର ସ୍ଲଟ୍ ବୁକିଂ ଜରିଆରେ ଆରମ୍ଭ ହେବ ମହାପ୍ରଭୁଙ୍କ ଦର୍ଶନ। ଉଭୟ ଲାଇନ ଓ ସ୍ଲଟ୍ ବୁକିଂ ଦର୍ଶନ ଜାରି ରଖିବା ନେଇ ଯୋଜନା ଚାଲିଛି। ସ୍ଲଟ୍ ବୁକିଂ କରି ଶ୍ରଦ୍ଧାଳୁମାନେ କିଭଳି ନିର୍ଦ୍ଦିଷ୍ଟ ସମୟରେ ମହାପ୍ରଭୁଙ୍କୁ ଦର୍ଶନ କରି ପାରିବେ ତାକୁ…

ମହିଳାଙ୍କୁ ଦଳି ମାରି ଦେଲା ହାତୀ

ହିନ୍ଦୋଳ: ହାତୀ ଆକ୍ରମଣରେ ମହିଳା ମୃତ । ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବନାଞ୍ଚଳରେ ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ ହୋଇଛି । ମୃତ ମହିଳା ହେଲେ ହିନ୍ଦୋଳ ବନାଞ୍ଚଳ ହିନ୍ଦୋଳ NAC ଅଞ୍ଚଳ ୫ ନମ୍ବର ୱାର୍ଡ ଧୂଣ୍ଡିନଳୀ ଗ୍ରାମର ଜୟନ୍ତୀ ସାହୁ । ଆଜି ସକାଳେ ଜୟନ୍ତୀ କାଜୁ…

କାକବନ୍ଧ ହଷ୍ଟେଲ ଛାତ୍ରୀ ମୃତ୍ୟୁ ଘଟଣା: ପୋଲିସ-ଜନତା ମୁହାଁମୁହିଁ, ଆଇଆଇସିଙ୍କ ସମେତ ୨୦ ପୋଲିସ କର୍ମଚାରୀ…

ମୟୂରଭଞ୍ଜ : ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର କାକବନ୍ଧ ହଷ୍ଟେଲ ଛାତ୍ରୀ ମୃତ୍ୟୁ ଘଟଣାରେ ପୋଲିସ-ଜନତା ମୁହାଁମୁହିଁ । ପରିସ୍ଥିତି ନିୟନ୍ତ୍ରଣ ପାଇଁ ପୋଲିସର ଲାଠି ଚାଳନା। ବିକ୍ଷୋଭ କାରୀଙ୍କ ଢେଲା ମାଡରେ ରାସଗୋବିନ୍ଦପୁର ଆଇଆଇସିଙ୍କ ସମେତ ୨୦ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି।…

ଓଡ଼ିଶାକୁ ହିଟୱେଭ ଆଲର୍ଟ, ୧୭ ତାରିଖ ପର୍ଯ୍ୟନ୍ତ ଅସ୍ତ୍ୟବ୍ୟସ୍ତ କରିବ ଗରମ

ଭୁବନେଶ୍ୱର: ଓଡ଼ିଶାକୁ ହିଟୱେଭ ଆଲର୍ଟ। ଆହୁରି ବଢିବ ଗରମ ଗୁଳୁଗୁଳି। ୪୫ ଡିଗ୍ରୀ ଛୁଇଁବ ତାପମାତ୍ରା। ଭୁବନେଶ୍ୱର ପାଣିପାଗ କେନ୍ଦ୍ର ଅନୁଯାୟୀ, ଆଗାମୀ ପାଞ୍ଚ ଦିନ ମଧ୍ୟରେ ତାପମାତ୍ରା ୪୫° ସେଲସିୟସ୍ ପର୍ଯ୍ୟନ୍ତ ବୃଦ୍ଧି ପାଇବାର ସମ୍ଭାବନା ଥିବାରୁ ଓଡ଼ିଶା ଏକ ତୀବ୍ର ଗ୍ରୀଷ୍ମ ପ୍ରବାହ…

ପିକଅପ-ବାଇକ୍ ଧକ୍କା : ଚାଲିଗଲା ବାପ-ପୁଅଙ୍କ ଜୀବନ

ବଲାଙ୍ଗୀର : ସୋନପୁର ରାସ୍ତାର ଟୋଲଗେଟ୍ ନିକଟରେ ମଙ୍ଗଳବାର ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ପିକଅପ- ବାଇକ୍ ଧକ୍କା ହୋଇ ଚାଲିଗଲା ବାପା ପୁଅଙ୍କ ଜୀବନ। ଗୁରୁତର ହୋଇଛନ୍ତି ମାଆ। ବାଇକରେ ଯାଉଥିବା ବେଳେ ବାପା ଓ ଦେଢ ବର୍ଷର ପୁଅର ମୃତ୍ୟୁ ହୋଇଥିବା ବେଳେ ମାଆ ଗୁରୁତର ଅବସ୍ଥାରେ ଉଦ୍ଧାର…

ବୋମା ଖାଇ ଯନ୍ତ୍ରଣାରେ ଛଟପଟ ହେଉଛି ହାତୀ

ଢେଙ୍କାନାଳ : ବିଛା ଯାଇଥିବା ବୋମା ଖାଇଦେଲା ମାଈ ହାତୀ। ଯନ୍ତ୍ରଣାରେ ଛଟପଟ ହେଉଛି ହାତୀ। ଏକ ପୋଖରୀରେ ପଶି ରହି ମାଈ ହାତୀ ଗର୍ଜନ କରୁଛି। ବାରହା ଶିକାର ପାଇଁ ବିଛା ଯାଇଥିବା ବୋମା ଖାଇଦେଇଛି ହାତୀ। ଷଡଙ୍ଗୀ ରେଜ ଲତାଦେଇପୁର ଜଙ୍ଗଲରେ ଘଟିଛି ଏଭଳି ଘଟଣା। ବୋମା ଖାଇବା ପରେ ଯନ୍ତ୍ରଣାରେ…