Browsing Category

ଓଡିଶା

କଲରାପତରିଆ ବାଘ ଛାଲ ଡିଲ୍‌ ବେଳେ ମାଡିବସିଲା କ୍ରାଇମବ୍ରାଞ୍ଚ STF

ଫୁଲବାଣୀ :STF କବ୍‌ଜାରେ ବନ୍ୟପ୍ରାଣୀ ମାଫିଆ। କଲରାପତରିଆ ବାଘ ଛାଲ ଡିଲ୍‌ ବେଳେ ଧରାପଡିଲା ବନ୍ୟପ୍ରାଣୀ ମାଫିଆ ବୀରେନ ମିତ୍ର ନାୟକ। ଏସ୍‌ଟିଏଫ୍‌ ଓ ଟିକାବାଲି ଫରେଷ୍ଟ ଅଫିସର ମିଳିତ ଭାବେ ଚଢାଉ କରି ବୀରେନଙ୍କୁ ଧରିଛନ୍ତି। କନ୍ଧମାଳ ଜିଲ୍ଲା ବ୍ରାହ୍ଣଣୀପଡ଼ା ଗାଁ ନିକଟରୁ ଜବତ…

ପ୍ରସିଦ୍ଧ ନୂଆଁଖାଇ ପର୍ବ ଲାଗି ଲଗ୍ନ ଧାର୍ଯ୍ୟ

ବଲାଙ୍ଗୀର: ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ନୂଆଁଖାଇ ପର୍ବ ପାଇଁ ଲଗ୍ନ ଧାର୍ଯ୍ଯ ହୋଇଯାଇଛି। ପାଟଣା ମହାରାଜାଙ୍କ ହାଉସ୍‌ ହୋଲ୍ଡ ଅଫିସ ପକ୍ଷରୁ ବିଧିବଦ୍ଧ ଭାବେ ଏହି ସୂଚନା ଦିଆଯାଇଛି। ଏହି ନବାନ୍ନ ଲାଗି ନୀତିକାନ୍ତି ଆସନ୍ତା ସେପ୍ଟେମ୍ବର ୧ ତାରିଖ ତଥା ଗୁରୁବାର ସକାଳ ୧୦ଟା ୫୪ମି.ରୁ ଦିନ…

ଭୁବନେଶ୍ବରରୁ ଜୟପୁରକୁ ଉଡାଣ କରିଛି ଇଣ୍ଡିଆ ଏୟାର ୱାନ ବିମାନ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରୁ କୋରାପୁଟର ଜୟପୁରକୁ ଉଡିଲା ବିମାନ । ଆଜି(ବୁଧବାର) ସକାଳ ୧୦ଟା ୧୫ ମିନିଟ୍ ସମୟରେ ଭୁବନେଶ୍ବରରୁ ଜୟପୁରକୁ ଉଡାଣ ଭରିଛି ଇଣ୍ଡିଆ ଏୟାର ୱାନ ବିମାନ । ପରୀକ୍ଷାମୂଳକ ଭାବେ ବିନା ଯାତ୍ରୀରେ କେବଳ କର୍ମଚାରୀଙ୍କୁ ନେଇ ଇଣ୍ଡିଆ ଏୟାର ୱାନ ବିମାନ ଉଡାଣ…

ବଡ଼ ଧରଣର ଡକାୟତିର ପର୍ଦାଫାଶ କଲା ପୋଲିସ, ଦୁଇ ମହିଳାଙ୍କ ସମେତ ୭ ଗିରଫ

ବେଗୁନିଆ: ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଅଞ୍ଚଳର ଏକ ବଡ଼ ଡକାୟତିର ପର୍ଦାଫାଶ କରିଛି ପୋଲିସ। ସୂଚନା ମୁତାବକ ଜୁଲାଇ ୧୨ ତାରିଖ ମଧ୍ୟରାତ୍ରିରେ ବେଗୁନିଆ ଗ୍ରାମ ନିଶାମଣି ସେଠିଙ୍କ ଘରେ ତିନି ଜଣ ଦୁର୍ବୁତ୍ତ ଜୋର ଜବରଦସ୍ତ ପଶି ନିଶାମଣିଙ୍କ ମୁହଁରେ ଟେପ ଲଗାଇ, ହାତ ବାନ୍ଧି ଘରୁ…

ରାଗିଂ ରୋକିବାକୁ ସମସ୍ତ ବିଶ୍ବ ବିଦ୍ୟାଳୟ ଓ ଡିଗ୍ରୀ କଲେଜ କର୍ତ୍ତୃପକ୍ଷଙ୍କୁ ଉଚ୍ଚ ଶିକ୍ଷା ବିଭାଗ ସଚିବଙ୍କ ଚିଠି

ଭୁବନେଶ୍ବର: ରାଗିଂ ରୋକିବାକୁ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଚିଠି। ସବୁ ବିଶ୍ବ ବିଦ୍ଯାଳୟ ଓ ଡିଗ୍ରୀ କଲେଜ କର୍ତ୍ତୃପକ୍ଷଙ୍କୁ ଉଚ୍ଚ ଶିକ୍ଷା ବିଭାଗ ସଚିବ ଚିଠି ଲିଖିଛନ୍ତି। ଆଡମିଶନ୍ କରୁଥିବା ପିଲାଙ୍କୁ ଆଣ୍ଟି ରାଗିଂ ବିଷୟରେ ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଅନଲାଇନ/ଅଫଲାଇନାଆ ଛାତ୍ର…

୫ ତାରିଖରୁ ରାଜ୍ୟରେ ପ୍ରବଳ ବର୍ଷା, ୧୦ ଜିଲ୍ଲାକୁ ୱାର୍ଣ୍ଣିଂ

ଭୁବନେଶ୍ବର: ଅଗଷ୍ଟ ୫ ତାରିଖ ଶୁକ୍ରବାରଠାରୁ ରାଜ୍ୟରେ ପ୍ରବଳ ବର୍ଷା ହେବ । ୬ ତାରିଖରେ ବର୍ଷା ଆହୁରି ବଢିବ । ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ସୂଚନା । ଦକ୍ଷିଣ ମୁହାଁ ନିମ୍ନଚାପ ରେଖା ପ୍ରଭାବରେ ୫ ତାରିଖରୁ ରାଜ୍ୟରେ ପ୍ରବଳ ବର୍ଷା ହେବ । ଏଥିପାଇଁ ୫ ତାରିଖରେ ୧୦ଟି…

ଏଯାଏଁ କୌଣସି ମଙ୍କିପକ୍ସ କେସ ଚିହ୍ନଟ ହୋଇନି, କିନ୍ତୁ ରାଜ୍ୟ ସରକାର ପ୍ରସ୍ତୁତ: ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ବର:ମଙ୍କିପକ୍ସ ନେଇ ଜନସ୍ୱାସ୍ଥ୍ୟ ନିର୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ରଙ୍କ ସୂଚନା । ରାଜ୍ୟରେ ଏଯାଏଁ କୌଣସି ମଙ୍କିପକ୍ସ କେସ ଚିହ୍ନଟ ହୋଇନି । କିନ୍ତୁ WHO ଗାଇଡଲାଇନ ଅନୁସାରେ ରାଜ୍ୟ ସରକାର ସବୁ ପ୍ରକାର ପ୍ରସ୍ତୁତି କରିଛନ୍ତି । କେନ୍ଦ୍ର ସରକାରଙ୍କ ନିର୍ଦେଶାବଳି ଅନୁସାରେ…

୨ ପିକ୍‌-ଅପ୍‌ ଭ୍ୟାନ୍‌ ମୁହାଁମୁହିଁ, ୧୫ ଶ୍ରମିକ ଗୁରୁତର

ଆନନ୍ଦପୁର: କେନ୍ଦୁଝର ସୀମାନ୍ତ ଆନନ୍ଦପୁର-ଠାକୁରମୁଣ୍ଡା ରାସ୍ତା ସାତକୋଶିଆ ପଥୁରିଆସାହିରେ ଆଜି ଅପରାହ୍ନରେ ୨ଟି ପିକ୍‌-ଅପ୍‌ ଭ୍ୟାନ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ୧୫ ଜଣ ଶ୍ରମିକ ଆହତ ହୋଇଥିବା ଜଣାଯାଇଛି। ସମସ୍ତ ଆହତମାନଙ୍କୁ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି…

ଭିଜିଲାନ୍ସ ଜାଲରେ ବାଲିପାଟଣା ଏଏସଆଇ

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ଧରାପଡ଼ିଲେ ମହିଳା ଏଏସଆଇ । ରାଜଧାନୀ ଉପକଣ୍ଠ ବାଲିପାଟଣା ଥାନାର ମହିଳା ଏଏସଆଇ ପୁସ୍ପଲତା ପାଇକରାୟଙ୍କୁ ବୁଧବାର ଓଡ଼ିଶା ଭିଜିଲାନ୍ସ ଲାଞ୍ଚ ନେବା ବେଳେ ଧରିଛି । ଜଣେ ଏତଲାକାରୀଙ୍କ ଠାରୁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ମାଡ଼ି ବସିଥିଲା…

ବାସିଖାଦ୍ୟ ଖାଇ ଜଣେ ମୃତ, ୫ ଅସୁସ୍ଥ

ସୋର : ଭୋଜିରେ ବଳି ପଡ଼ିଥିବା ଖାଦ୍ୟକୁ ରାତିରେ ଗରମ କରି ଖାଇଥିଲେ। ଆଉ ତା'ପରେ ଜଣେ ପରେ ଜଣେ କରି ଏମିତି ଗୋଟିଏ ପରିବାରରେ ୬ ଜଣ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିଲେ। ସମସ୍ତେ ମେଡ଼ିକାଲ୍‌ରେ ଭର୍ତ୍ତି ହୋଇଥିବା ବେଳେ ଜଣଙ୍କ ମୃତ୍ୟୁ ଘଟିଛି। ଅନ୍ୟ ୫ ଜଣ ଗୁରୁତର ଅସୁସ୍ଥ ହୋଇ କଟକରେ ଏକ…