Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଶିମିଳିପାଳରେ ବିରଳ କଳା ବାଘ
ଭୁବନେଶ୍ବର: ଶିମିଳିପାଳ ଜାତୀୟ ଉଦ୍ୟାନରେ ଗୋଟାଏ ବିରଳ କଳା ମହାବଳ ବାଘ ତା'ର ଇଲାକାରେ ଚିହ୍ନ ଦେଉଥିବାର ବିରଳ ଦୃଶ୍ୟ ସମ୍ପ୍ରତି ସାମାଜିକ ଗଣମାଧ୍ୟମ 'ଟୁଇଟର୍'ରେ ପ୍ରସାରିତ ହେଉଛି। ଆନ୍ତର୍ଜାତିକ ବ୍ୟାଘ୍ର ଦିବସ ଅବସରରେ 'ଇଣ୍ଡିଆନ୍ ଫରେଷ୍ଟ୍ ସର୍ଭିସ୍' ଅଫିସର୍ ସୁଶାନ୍ତ ନନ୍ଦ!-->…
ଡାକ୍ତରଖାନାରୁ ବିଚାରଧୀନ କଏଦୀ ଫେରାର, ଜେଲ୍ ୱାର୍ଡର ନିଲମ୍ଵିତ
ଝାରସୁଗୁଡ଼ା, ୩୧/୦୭ : ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବିଚାରଧୀନ କଏଦୀ ଫେରାର। ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ଇନ୍ଦ୍ରଜିତ ସାହାଣୀ ଶନିବାର ଭୋରରେ ଫେରାର ମାରିଛି। ଏହି ମାମଲାରେ କାର୍ଯ୍ୟରେ ଅବହେଳା ପାଇଁ ଜେଲ ଅଧିକ୍ଷକ ଜଣେ ୱାର୍ଡର କିରଣ!-->…
ଗାୟିକା ନିର୍ମଳା ମିଶ୍ରଙ୍କ ପରଲୋକ
କୋଲକାତା: ବିଶିଷ୍ଟ ବଙ୍ଗୀୟ ତଥା ଓଡ଼ିଆ ଗାୟିକା ନିର୍ମଳା ମିଶ୍ରଙ୍କ ପରଲୋକ ହୋଇଯାଇଛି। ଗତ ରାତି ପ୍ରାୟ ୧୨ଟା ୫ରେ ତାଙ୍କର ହୃଦଘାତ ହୋଇଥିଲା। ଡାକ୍ତର ତାଙ୍କ ଚିକିତ୍ସା କରିଥିଲେ ହେଁ ରାତି ପ୍ରାୟ ୨ଟା ୫ ମିନିଟ୍ ସମୟରେ କୋଲକାତାର ଚେତଲା ଅଞ୍ଚଳରେ ଥିବା ତାଙ୍କ ବାସଭବନରେ ଦେହାନ୍ତ!-->…
ବିଜେପିର ଘୋଷଣା: ଜୟନାରାୟଣ ମିଶ୍ର ହେଲେ ବିରୋଧୀ ଦଳ ନେତା
ଭୁବନେଶ୍ବର: ପୂର୍ବତନ ମନ୍ତ୍ରୀ ତଥା ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ରଙ୍କୁ ବିରୋଧୀ ଦଳ ନେତା ଘୋଷଣା କରାଯାଇଛି । ବିଜେପିର ଗୁରୁତ୍ବପୂର୍ଣ୍ଣ ବୈଠକରେ ଆଜି ସର୍ବସମ୍ମତି କ୍ରମେ ଓଡ଼ିଶା ବିଧାନସଭାରେ ବିରୋଧୀ ଦଳ ନେତା ଭାବେ ଜୟନାରାୟଣ ମିଶ୍ରଙ୍କୁ ଚୟନ କରାଯାଇଛି। ପ୍ରଦୀପ୍ତ ନାୟକଙ୍କ!-->…
ମହାପୁରୁଷଙ୍କୁ ନେଇ ଗୃହରେ ଉଦବେଗ
ଭୁବନେଶ୍ବର ୩୦।୭: ବିଧାନସଭା ପ୍ରଶ୍ନକାଳରେ ମହାପୁରୁଷମାନଙ୍କୁ ନେଇ ଗୃହରେ ଉଦବେଗ ପ୍ରକାଶ କଲେ ବିଜେଡି ବିଧାୟକ ଶଶୀ ଭୂଷଣ ବେହେରା । ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ଯାତ୍ରା ସମୟରେ ରାଜ୍ୟରେ ଛାଡି ଯାଇଥିବା ଛବି ତଥା ଯେଉଁ ଯେଉଁ ଅଞ୍ଚଳ ଯାଇଛନ୍ତି ଯଥା ପୁରୀ ଜିଲ୍ଲା!-->…
ଅଟୋ ଚାଳକଙ୍କ ଉନ୍ମତ୍ତ କାଣ୍ଡ, ହାଇୱା ହେଲ୍ପର୍ଙ୍କୁ ବେଲ୍ଟରେ ପିଟି ପିଟି ରକ୍ତାକ୍ତ କଲେ
ପୁରୀ,୩୦/୦୭: ସତ୍ୟବାଦୀ ଥାନା ଅଧୀନ ଶୁକଳ ଛକରେ ଘଟିଛି ଅଭାବନୀୟ କାଣ୍ଡ । ଶୁକଳର ଅନିଆ ବିଶ୍ୱାଳ (୩୫) ନାମକ ଜଣେ ଅଟୋ ଚାଳକ ଘଟାଇଛି ଉନ୍ମତ୍ତ କାଣ୍ଡ । ପଡୋଶୀ ଗ୍ରାମ ଭଣ୍ଡାରୀଦଣ୍ଡାର ଅମର ପରିଡା (୨୬) ନାମକ ଜଣେ ହାଇୱା ହେଲ୍ପର୍ଙ୍କୁ ସେ ଅତି ନୃଶଂସ ଭାବେ ମାଡ ମାରୁଥିବାର ଏକ ଭିଡିଓ!-->…
ଅଗଷ୍ଟ ୧ରୁ ଖୋଲିବ ଭିତରକନିକା
ପଟ୍ଟାମୁଣ୍ଡାଇ ୩୦।୦୭ : ଅଗଷ୍ଟ ୧ ତାରିଖରେ ଖୋଲିବ ଜାତୀୟ ଉଦ୍ୟାନ ଭିତରକନିକା । ଗତ ୩ ମାସ ଧରି ବନ୍ଦ ରହିଥିଲା ଭିତରକନିକା ।ଗତ ମେ ୧ ତାରିଖରୁ କୁମ୍ଭୀର ପ୍ରଜନନ ଋତୁ ପାଇଁ ବନ୍ଦ ରହିଥିଲା ଭିତରକନିକା । କିନ୍ତୁ ଏବେ ଭିତରକନିକା ଖୋଲିବା ପାଇଁ ନିଷ୍ପତ୍ତି ହୋଇଛି । ଆସନ୍ତା ଅଗଷ୍ଟ ୧!-->…
ନାବାଳକଙ୍କୁ ଅପ୍ରାକୃତିକ ଦୁଷ୍କର୍ମ ଅଭିଯୋଗ, ଜଣେ ଅଭିଯୁକ୍ତ ଗିରଫ
ବଡବିଲ ୩୦।୭: ନାବାଳକଙ୍କୁ ଅପ୍ରାକୃତିକ ଦୁଷ୍କର୍ମ ଅଭିଯୋଗରେ ଜଣେ ଗିରଫ । ଜଣେ ନାବାଳକଙ୍କ ସହ ଅପ୍ରାକୃତିକ ଦୁଷ୍କର୍ମ ମାମଲାରେ ବଡବିଲ ପୋଲିସ ଅଭିଯୁକ୍ତ ଗଣେଶ ମୁଣ୍ଡାକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଗୁରୁବାର ବଡବିଲ ଥାନା ଅନ୍ତର୍ଗତ କୋହ୍ଲ ବରପଦାରେ ଏଭଳି ଅଭାବନୀୟ!-->…
ନୂଆ ରୂପ ପାଇବ ଧଉଳି ସ୍ତୁପ, ବିକାଶ ପାଇଁ ପ୍ରସ୍ତୁତ ହେଉଛି ମାଷ୍ଟର ପ୍ଲାନ
ଭୁବନେଶ୍ୱର ୩୦।୦୭: ନୂଆ ରୂପ ପାଇବ ଧଉଳି ସ୍ତୁପ। ଧଉଳିର ବିକାଶ ପାଇଁ ମାଷ୍ଟର ପ୍ଲାନ ପ୍ରସ୍ତୁତ କରୁଛନ୍ତି ରାଜ୍ୟ ସରକାର। ଖୁବ ଶୀଘ୍ର ମାଷ୍ଟର ପ୍ଲାନ ପ୍ରସ୍ତୁତ ଶେଷ ହେବା ପରେ କାର୍ଯ୍ୟ ଆରମ୍ଭ ହେବ । ଏନେଇ ଗୃହରେ ସୂଚନା ଦେଲେ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ୱନି ପାତ୍ର ।
ସେ ଆହୁରୀ ମଧ୍ୟ!-->!-->!-->…
ଅଭିନେତ୍ରୀ ବର୍ଷାଙ୍କୁ ଦିଲ୍ଲୀ ପୋଲିସର ସମନ୍ ପରେ ଏସ୍ସି/ଏସ୍ଟି କମିଶନଙ୍କ ପକ୍ଷରୁ କମିଶନରେଟ ପୁଲିସ ଓ କଟକ…
କଟକ ୩୦/୦୭: ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତିଙ୍କର ଜଣେ ସହଯୋଗୀଙ୍କୁ ଜାତିଆଣ ଆକ୍ଷେପ କରିବା ଅଭିଯୋଗରେ ଦିଲ୍ଲୀର ନର୍ଥ ଏଭିନିୟୁ ଥାନାରେ ରୁଜୁ ହୋଇଥିବା ମାମଲାରେ ଶୁକ୍ରବାର ବର୍ଷା ପ୍ରିୟଦର୍ଶିନୀଙ୍କୁ ନୋଟିସ୍ ଜାରି ହୋଇଛି । ସେହି ଥାନାର ଦୁଇ ଜଣ କର୍ମଚାରୀ କଟକ ଆସି ପୁରୀଘାଟ!-->…