Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଆସନ୍ତା ଅଗଷ୍ଟ ୫ରେ ପୁଣି ୪ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର: ଆସନ୍ତା ଅଗଷ୍ଟ ୫ରେ ପୁଣି ୪ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଯାହା ବିଶେଷ ସୂତ୍ରରୁ ଖବର ମିଳିଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ 'ଆଜାଦି କା ଅମୃତ ମହୋତ୍ସବ'ର ଜାତୀୟ କମିଟି ବୈଠକ ଓ ନୀତି ଆୟୋଗର ୭ମ ପରିଚାଳନା ପରିଷଦ ବୈଠକରେ ଯୋଗଦେବାର!-->…
ବାବୁସାନ ଓ ପ୍ରକୃତିଙ୍କ ଅଡ଼ିଓ ବାର୍ତ୍ତାଳାପ ସୋସିଆଲ ମିଡିଆରେ ଭାଇରାଲ୍
ଭୁବନେଶ୍ୱର: ପ୍ରକୃତି ଓ ବାବୁସାନଙ୍କ ମଧ୍ୟରେ ଥିବା ସମ୍ପର୍କକୁ ନେଇ ବିବାଦ ଥମିବାର ନାଁ ନେଉନି। ଦିନକୁ ଦିନ ଏହି ଘଟଣା ନୂଆମୋଡ଼ ନେବାରେ ଲାଗିଛି । ଏହାମଧ୍ୟରେ ଭାଇରାଲ୍ ହେଉଛି ବାବୁସାନ ଓ ପ୍ରକୃତିଙ୍କ ଅଡ଼ିଓ ବାର୍ତ୍ତାଳାପ। ଯାହାକୁ ନେଇ ଏହି ଚର୍ଚ୍ଚା ପୁଣି ଆରମ୍ଭ ହୋଇଯାଇଛି। ଯାହା!-->…
ମଙ୍କିପକ୍ସ ମୁକାବିଲା ପାଇଁ ପ୍ରସ୍ତୁତ ରାଜ୍ୟ ସରକାର
କଟକ: ମଙ୍କିପକ୍ସର ମୁକାବିଲା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରାଜ୍ୟ ସରକାର। କଟକ ଏସସିବି ମେଡିକାଲରେ ହୋଇଛି ସ୍ବତନ୍ତ୍ର ବ୍ୟବସ୍ଥା । ଏଥିପାଇଁ ସଂକ୍ରମଣ ରୋଗ ବିଭାଗରେ ଦୁଇଟି ବେଡ଼ ସହ ୨ଟି ଆଇସୋଲେସନ କ୍ୟାବିନ ପ୍ରସୁତ ରହିଛି। ମେଡିସିନ ବିଭାଗ ଆଇସିୟୁରେ ୪ଟି ବେଡ୍ ବ୍ୟବସ୍ଥା କରାଯାଇଛି।
!-->!-->…
ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ନୀତି ଆୟୋଗ ଉପାଧ୍ୟକ୍ଷ; ଓଡ଼ିଶାକୁ ସ୍ୱତନ୍ତ୍ର ପାହ୍ୟା ମାନ୍ୟତା ଦାବି କଲେ ନବୀନ
ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ ବ୍ୟାଙ୍କ ସେବା ପଛରେ ପଡ଼ିଛି । ସବୁ ପଞ୍ଚାୟତରେ ବ୍ୟାଙ୍କ ଶାଖା ଖୋଲିବା ଆବଶ୍ୟକ । ସେହିପରି ରାଜ୍ୟର ପ୍ରାୟ ୬ ହଜାର ଗାଁ ଏବେ ବି ମୋବାଇଲ୍ ସେବାରୁ ବଂଚିତ ହୋଇ ରହିଛନ୍ତି । ଏହି ଦୁଇ ଆବଶ୍ୟକତାକୁ ଅଗ୍ରାଧିକାର ଭିତ୍ତିରେ ପୂରଣ କରିବାକୁ ନୀତି ଆୟୋଗ!-->…
୫-ଟି ରୂପାନ୍ତରଣରେ କଟକର ଆଉ ୨୦ଟି ସ୍କୁଲ୍
କଟକ: ସହରର ଆଉ ୨୦ଟି ସ୍କୁଲକୁ ୫-ଟି ରୂପାନ୍ତରଣର ତୃତୀୟ ପର୍ଯ୍ୟାୟରେ ସ୍ଥାନ ମଳିଛି। ଏହା ପୂର୍ବରୁ ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟରେ ପୌର ନିଗମର ୨୨ଟି ସ୍କୁଲକୁ ରୂପାନ୍ତରଣ କରାଯାଇଥିଲା। ତୃତୀୟ ପର୍ଯ୍ୟାୟରେ ୨୦ଟି ସ୍କୁଲକୁ ମନୋନିତ କରାଯାଇଥିବା ବେଳେ ଆଜି ୮ଟି ସ୍କୁଲକୁ ନିଗମର!-->…
ସରକାରଙ୍କ ନାକତଳେ ଓସେପାରେ 5-T କୁ ଉପହାସ : ପାଠାଗାର ବହିକିଣାରେ ହାତଗଣତି ପ୍ରକାଶକ ମାଲାମାଲ
.....ଏହି ପୁସ୍ତକ ଚୟନ ପାଇଁ ଓସେପା କର୍ତ୍ତୃପକ୍ଷ କୌଣସି ଆଇନ୍ସମ୍ମତ ପ୍ରକିୟା କରିନାହାଁନ୍ତି ବରଂ ଆଗରୁ ବହୁ ଦୁର୍ନିତୀରେ ସଂପୃକ୍ତ ଥିବା ଏବଂ ଅତୀତରେ ଭାଷା ପ୍ରତିଷ୍ଠାନ ପୁସ୍ତକ କିଣାରେ ଅଦାଲତ ଦ୍ୱାରା ଭର୍ତ୍ସିତ ହୋଇ ତଡ଼ା ଖାଇଥିବା ଜଣେ ବ୍ୟକ୍ତିଙ୍କୁ ପୁସ୍ତକ ମନୋନୟନରେ ରଖି ନିଜ!-->…
ନଭେମ୍ବର ୩୦ ତାରିଖରୁ ଆରମ୍ଭ ହେବ ମେକ୍ ଇନ୍ ଓଡିଶା କନକ୍ଲେଭ୍
ଭୁବନେଶ୍ବର: ଆସନ୍ତା ନଭେମ୍ବର ୩୦ ତାରିଖରୁ ଆରମ୍ଭ ହେବ ମେକ୍ ଇନ୍ ଓଡିଶା କନକ୍ଲେଭ୍ର ତୃତୀୟ ସଂସ୍କରଣ । ଏଥିପାଇଁ ଆଜି IPICOL ଓ FICCI ମଧ୍ୟରେ ଏକ ଏମଓୟୁ ସ୍ବାକ୍ଷରିତ ହୋଇଛି । ଏହା ଡିସେମ୍ବର ୪ ତାରିଖ ପର୍ଯ୍ଯନ୍ତ ଚାଲିବ । ଏଥିରେ ଦେଶ ତଥା ଦେଶ ବାହାରୁ ପୁଞ୍ଜିପତିମାନେ ଯୋଗଦେବେ ।
!-->!-->…
ହାତୀ ଦେହରେ ବାଜିଛି ୫ ଟି ଗୁଳି, ଚିକିତ୍ସା ଆରମ୍ଭ
ନରସିଂହପୁର: ମିଳିଲା ଗୁଳି ଖାଇ ବୁଲୁଥିବା ହାତୀ । ବଡ଼ମ୍ବା ପଶ୍ଚିମ ରେଞ୍ଜ ବାର୍ସିଗାଁ ଜଙ୍ଗଲରୁ ଗୁଳିବିଦ୍ଧ ଦନ୍ତା ହାତୀର ଖୋଜ୍ ମିଳଛି । ହାତୀ ଦେହରେ ୫ ଟି ଗୁଳି ବାଜିଥିବା ପ୍ରାଣୀ ଚିକିତ୍ସକ ସୂଚନା ଦେଇଛନ୍ତି । ତେବେ ଗୁଳିବିଦ୍ଧ ହାତୀର ତୁରନ୍ତ ଚିକିତ୍ସା ଆରମ୍ଭ ହୋଇଛି ।!-->…
ଓଡ଼ିଶାରୁ ସୁସ୍ଥ ହେଲେ ୧୨୦୬ କରୋନା ଆକ୍ରାନ୍ତ
ଭୁବନେଶ୍ୱର,୨୮।୭(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୨୦୬ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ଏଯାବତ୍ ୧୨,୯୫,୧୫୭ ଜଣ ସୁସ୍ଥ ହୋଇସାରିଲେଣି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଏବଂ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ!-->…
ଘୋଷଣା ହେଲା ଓଡ଼ିଶା ପ୍ରଶାସନିକ ସେବା ପ୍ରିଲିମ୍ ପରୀକ୍ଷା ତାରିଖ
ଭୁବନେଶ୍ୱର: ଓଡ଼ିଶା ପ୍ରଶାସନିକ ସେବାର ପ୍ରିଲିମ୍ ପରୀକ୍ଷା ପାଇଁ ଘୋଷଣା ହେଲା ତିରଖ । ଅକ୍ଟୋବର ୧୬ ତାରିଖରେ ପରୀକ୍ଷା ନେଇ ସୂଚନା ଦେଇଛି ଓଡ଼ିଶା ଲୋକ ସେବା ଆୟୋଗ ବା ଓପିଏସ୍ସି । ୨୦୨୧ ବର୍ଷ ପାଇଁ ପ୍ରକାଶ ପାଇଥିବା ବିଜ୍ଞାପନର ପରୀକ୍ଷା ହେବ । ଅକ୍ଟୋବର ୧୬ ରବିବାର ଦିନ ଏହି!-->…