Browsing Category

ଓଡିଶା

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବାପରେ ନିଜର ପ୍ରତିକ୍ରିୟା ରଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଭାରତର ଗଣତାନ୍ତ୍ରିକ ଇତିହାସରେ ଯୋଡ଼ି ହୋଇଛି ନୂଆ ଅଧ୍ୟାୟ । ରାଷ୍ଟ୍ରପତି ଭାବେ ଶପଥ ନେଲେ ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ । ଦେଶର ପଞ୍ଚଦଶ ରାଷ୍ଟ୍ରପତି ଭାବେ ଓଡିଆ ଝିଅ ଦ୍‌ରୌପଦୀ ମୁର୍ମୁ ଆଜି ଶପଥ ନେଇଛନ୍ତି । ରାଷ୍ଟ୍ରପତିଙ୍କ ଶପଥ ଗ୍ରହଣ ପରେ ମୁଖ୍ୟମନ୍ତ୍ରୀ ନବୀନ…

ମୋତେ କେହି ବ୍ଲାକମେଲ କରିନାହାନ୍ତି : ବାବୁସାନ୍‌

ମୋତେ କେହି ବ୍ଲାକମେଲ କରିନାହାନ୍ତି । ପ୍ରକୃତି-ବାବୁଙ୍କ ବିବାଦରେ ଗୋଟିଏ ପରେ ଗୋଟିଏ ଭିଡିଓ ସାମ୍ନାକୁ ଆସିବା ପରେ କିଛି ଏଭଳି କହି ପ୍ରତିକ୍ରିୟା ରଖିଛନ୍ତି ଅଭିନେତା ବାବୁସାନ । ପରିବାରର ଅଭିଯୋଗକୁ ଖଣ୍ଡନ କରିବା ସହ ସେ କହିଛନ୍ତି, ନା ସେ ମୋତେ ହଇରାଣ କରୁଛି, ନା ମୋତେ କେହି…

ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ

ନୂଆଦିଲ୍ଲୀ: ନବନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଦିଲ୍ଲୀରେ ବିଜେଡି ସାଂସଦଙ୍କ ସହ ସହ ଭେଟି ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ଯମନ୍ତ୍ରୀ । ଲୋକସଭା ଓ ରାଜ୍ୟସଭା ସାଂସଦମାନେ ଏହି ଅବସରରେ ସାମିଲ ଥିଲେ। ଦ୍ରୌପଦୀଙ୍କୁ ଭେଟିବା ପରେ…

ସ୍ୱାମୀଙ୍କ ବେକରେ ଶିକୁଳି ପକେଇ ଘରେ ରଖ: ପ୍ରକୃତି ମିଶ୍ର

ଭୁବନେଶ୍ୱର: ଷ୍ଟାର କଳିର ବିବାଦ ମଧ୍ୟରେ ସାମ୍ନାକୁ ଆସିଛନ୍ତି ପ୍ରକୃତି ମିଶ୍ର । ଇନ୍‌ଷ୍ଟାଗ୍ରାମରେ ଭିଡିଓ ସେୟାର କରି ସେ ଗତକାଲିର ଘଟଣା ଉପରେ ପ୍ରତିକ୍ରିୟା ରଖିଛନ୍ତି । କାଲିର ଘଟଣାକୁ ନେଇ ସେ ଭାଙ୍ଗି ପଡ଼ିନଥିବା କହିଛନ୍ତି । ମୋ ଭାଇରାଲ୍‌ ଭିଡିଓ ଆପଣମାନେ ଦେଖିଥିବେ ଏବଂ ଏହାର…

ନାବାଳିକା ମୃତ୍ୟୁକୁ ନେଇ ସନ୍ଦେହ : ମଶାଣୀରୁ ମୃତଦେହ ଜବତ, ବାପା ଅଟକ

ଢେଙ୍କାନାଳ, ୨୪।୭ ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ସିମିନଈ ଗ୍ରାମରେ ଜଣେ ନାବଳିକାର ମୃତ୍ୟୁକୁ ନେଇ ସନ୍ଦେହ ବଢ଼ିବାରେ ଲାଗିଛି । ନାବଳିକାର ମୃତ ଦେହକୁ ପରିବାର ପକ୍ଷରୁ ପୋଡି ଦେବାକୁ ନେଇଥିବା ବେଳେ ଖବର ପାଇ ଗାଁ ମଶାଣୀରୁ ପୁଲିସ ମୃତଦେହକୁ ଜବତ କରିଛି । ମୃତଦେହକୁ ପୁଲିସ…

ବରଗଡ଼-ନୂଆପଡ଼ା ନୂତନ ରେଲୱେ ଲାଇନ ଅନୁମୋଦନ ପାଇଥିବାରୁ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ସମ୍ବର୍ଦ୍ଧନା

ଜନ ସାଧାରଣଙ୍କ ବହୁ ଦିନର ଆଶା ଆକାଂକ୍ଷା ଓ ଦାବି ପ୍ରତି ଯଶ୍ୱସୀ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀଙ୍କ ସରକାର ମୋହର ମାରି ବରଗଡ଼ରୁ ନୂଆଁପଡ଼ା ପର୍ଯ୍ୟନ୍ତ ନୂତନ ରେଲୱେ ଲାଇନକୁ ଅନୁମୋଦନ କରିଥିବାରୁ ନୂଆଦିଲ୍ଲୀ ରେଲୱେ ଭବନରେ କେନ୍ଦ୍ର ରେଳ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ…

ମୁଁ ଆଉ ପ୍ରକୃତି ମିଶ୍ରଙ୍କ ସହ ସିନେମା କରିବିନି : ବାବୁସାନ୍

ଭୁବନେଶ୍ବର: ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ସହ ଆଉ କାମ କରିବେ ନାହିଁ । କେବଳ ପ୍ରକୃତି ମିଶ୍ର ନୁହନ୍ତି, ଦରକାର ପଡ଼ିଲେ କୌଣସି ଅଭିନେତ୍ରୀଙ୍କ ସହ ମଧ୍ୟ ସେ ଫିଲ୍ମ କରିବେ ନାହିଁ ବୋଲି ବାବୁସାନ କହିଛନ୍ତି । ଗତକାଲିର ହାଇଡ୍ରାମା ପରେ ଅଧରାତିରେ ଭିଡିଓ ପୋଷ୍ଟ କରି ଏହି ସଫେଇ ରଖିଛନ୍ତି…

ପ୍ରେମରେ ବିଫଳ ହେବାରୁ ନାବାଳିକାଙ୍କୁ ଜାଳିଦେଇ ବିଷ ପିଇଲେ ବିବାହିତ ଯୁବକ

ସୋର: ପ୍ରେମ କଲା ବାଟବଣା। ଆଜି ବାଲେଶ୍ୱର ଜିଲ୍ଲା ଖଇରା ଥାନା ବାରିଙ୍ଗିଆ ଗାଁରେ ଘଟିଛି ଅଭାବନୀୟ ଘଟଣା। ନାବାଳିକାଙ୍କୁ ଜୀଅନ୍ତା ଜାଳି ହତ୍ୟା କରିଛି ଜଣେ ବିବାହିତ ଯୁବକ। ନବମ ଶ୍ରେଣୀରେ ପଢ଼ୁଥିବା ଏହି ଛାତ୍ରୀ ଜଣକ ପେନସିଲ କିଣିବାକୁ ଯାଉଥିବା ବେଳେ ଅଭିଯୁକ୍ତ ଯୁବକ ଏଭଳି କାଣ୍ଡ…

ନକଲି ଡାଲି ଓ ଜର୍ଦ୍ଦାକୁ ପୋତିଲା CMC

କଟକ : ନକଲି ସାମଗ୍ରୀର ପେଣ୍ଠସ୍ଥଳ ପାଲଟିଛି ସିଲଭର ସିଟି । ଗତ କିଛି ଦିନ ଧରି ଏଠାରୁ ଲଗାତର ଭାବେ ଜବତ ହୋଇଛି ନକଲି ଓ ଅପମିଶ୍ରିତ ଖାଦ୍ୟ ସାମଗ୍ରୀ । କଟକ ଜଗତପୁର ଅଞ୍ଚଳ ହେଉ କି ମାଲଗୋଦାମ ଅଞ୍ଚଳ । ଏଠାରୁ ଅଧିକାଂଶ ସମୟରେ ନକଲି ସାମଗ୍ରୀ ଜବତ କରୁଛି ସିଏମସି(CMC) । ଗତ କିଛି ଦିନ…

ପ୍ରବଳ ବର୍ଷା ନେଇ ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ରାଜ୍ୟରେ ମୌସୁମୀ ପ୍ରଭାବରେ ବର୍ଷା ଲାଗି ରହିଛି । ପ୍ରବଳ ବର୍ଷା ହେବା ନେଇ ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏନେଇ ରାଜ୍ୟରେ ୧୫ ଜିଲ୍ଲାକୁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଦ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ବରଗଡ, ଝାରସୁଗୁଡା, ସୁନ୍ଦରଗଡ,…