Browsing Category

ଓଡିଶା

କଟକରେ ବିଭିନ୍ନ ପୂଜାମଣ୍ଡପରେ ମାଆଙ୍କୁ ଦର୍ଶନକଲେ ମୁଖ୍ୟମନ୍ତ୍ରୀ

କଟକ- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାରରେ କଟକର ବିଭିନ୍ନ ପୂଜା ମଣ୍ଡପ ମାଆ ଦୂର୍ଗାଙ୍କୁ ଦର୍ଶନ କରିଛନ୍ତି । ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ପୂର୍ବାହ୍ନ ରେ ମଣ୍ଡପ ରେ ମା ଙ୍କୁ ଦର୍ଶନ କରି ପୂଜାର୍ଚ୍ଚନା କରିଥିଲେ । ଅପରାହ୍ନରେ ପୁଣି ମୁଖ୍ୟମନ୍ତ୍ରୀ ଚୌଧୁରୀ ବଜ଼ାର, ପିଠାପୁର,

ଦୁର୍ଗାପୂଜାରେ ନାବାଳକଙ୍କୁ ଛୁରାମାଡ଼: ନାବାଳକ ମୃତ, ଜଣେ ଗୁରୁତର

ପାଇକମାଳ: ଝାରବନ୍ଧ ବ୍ଲକ ଡଭା ଦୁର୍ଗାପୂଜାରେ ବଡ଼ ଅଘଟଣ ଘଟିଛି। ଜଣେ ୧୭ବର୍ଷୀୟ ବାଳକର ଛୁରାମାଡ଼ରେ ମୃତ୍ୟୁ ଘଟିଛି। ମୃତକ ଝାରବନ୍ଧ ବ୍ଲକର ତୁର୍ଲ୍ଲା ଗ୍ରାମର ମାନଠୁ ବରିହା(୧୭) ବୋଲି ଜଣା ପଡ଼ିଛି। ତେବେ ତାଙ୍କ ସମ୍ପର୍କୀୟ ଜଣେ ଗୁରୁତର ଥିବା ସୂଚନା ରହିଛି ।ପ୍ରାପ୍ତ ସୂଚନାନୁଯାୟୀ ମୃତକ

ଅସରାଏ ବର୍ଷା ପରେ ରାଜଧାନୀ ରାସ୍ତାରେ ନାହିଁ ନଥିବା ଭିଡ଼

ଭୁବନେଶ୍ବର: ଆଜି ଭୁବନେଶ୍ବରରେ ଅସରାଏ ବର୍ଷା ପରେ ରାଜଧାନୀ ରାସ୍ତାରେ ଦେଖିବାକୁ ମିଳିଥିଲା ନାହିଁ ନଥିବା ଭିଡ଼ । ବର୍ଷା ପାଇଁ ଲୋକେ ତ ଏକରେ ଦୋକାନ ବଜାର କି ବ୍ରିଜ ତଳେ କିଛି ସମୟ ପାଇଁ ଅଟକି ରହି ବର୍ଷା ଛାଡିଲା ପରେ ବାହାରିଥିଲେ କିନ୍ତୁ ସେପଟେ ପୂଜା ପାଇଁ କାଉଁଳିଆ ପାଗ ଦେଖି ଘରୁ

ଜାତୀୟ ଶିକ୍ଷା ନୀତି ଅନୁଯାୟୀ ପ୍ରଥମ ଥର ‘ବାଲ୍ ବାଟିକା’କୁ ମିଳିଲା ଅନୁମୋଦନ

ନୂଆଦିଲ୍ଲୀ/ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍‌ ବୈଠକରେ ଓଡ଼ିଶା ସମେତ ଦେଶର ବେସାମରିକ କ୍ଷେତ୍ରରେ ୫୭ଟି ନୂତନ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିବା ପ୍ରସ୍ତାବକୁ ଅନୁମୋଦନ ମିଳିଛି। ଏହି ପ୍ରସ୍ତାବରେ ଓଡ଼ିଶାର ୬ଟି

ନଦୀରେ ବୁଡ଼ି ଗୋଟିଏ ପରିବାରର ୩ ମୃତ, ଜଣେ ଗୁରୁତର

ବ୍ରହ୍ମପୁର : ସୋମବାର ଦିନ ଗଞ୍ଜାମ ଜିଲ୍ଲାରେ ଏକ ଦୁଃଖଦ ଘଟଣା ଘଟିଯାଇଛି । ନଦୀରେ ବୁଡି ଜଣେ ମହିଳା, ତାଙ୍କ ଝିଅ ଏବଂ ନାତି ମୃତ୍ୟୁବରଣ କରିଛନ୍ତି । ଦିଗପହଣ୍ଡି ଅଞ୍ଚଳର କଳିଙ୍ଗାଦଳା ଗ୍ରାମ ନିକଟ ବାହୁଦା ନଦୀରେ ଏହି ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ଆଉ ଜଣେ ନାବାଳିକା

ଦୁଇ ବାଇକ ମୁହାଁମୁହିଁ, ୩ ମୃତ

ନୟାଗଡ଼: ଦୁଇ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ୩ ଜଣଙ୍କ ମୃତ୍ୟୁ ଘଟିଛି। ନୟାଗଡ଼ ଜିଲା ଓଡ଼ଗା ଥାନା ଅନ୍ତର୍ଗତ ଗୋଡ଼ିପଲ୍ଲୀ ଛକ ନିକଟରେ ମଙ୍ଗଳବାର ଏଭଳି ଦୁର୍ଘଟଣା ଘଟିଛି। ଏଥିରେ ୩ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରୁ ଜଣେ ଚେମେଡ଼ି ଅଞ୍ଚଳର ହୋଇଥିବାବେଳେ ଅନ୍ୟ ଜଣେ

ନାଲକୋ କାର୍ଯ୍ୟାଳୟରେ ସିବିଆଇ ଚଢ଼ାଉ

ଭୁବନେଶ୍ଵର: ନାଲକୋ କାର୍ଯ୍ୟାଳୟରେ ମଙ୍ଗଳବାର କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ) ପକ୍ଷରୁ ଚଢ଼ାଉ କରାଯାଇଛି। ଚାକିରି ଦେବା ନାଁରେ ଏକାଧିକ ଯୁବକଙ୍କୁ ଠକେଇ କରାଯାଇଥିବା ଅଭିଯୋଗରେ ଏହି ଚଢ଼ାଉ ହୋଇଥିବା ସୂଚନା ମିଳିଛି। ସିବିଆଇ ପକ୍ଷରୁ ୨ ଜଣ କର୍ମଚାରୀଙ୍କୁ ପଚରାଉଚରା କରାଯାଇଛି।

ବଡଦାଣ୍ଡରେ ରହିବନି ମଦ ଦୋକାନ- ଆଇନ ମନ୍ତ୍ରୀ

ପୁରୀ: ଶ୍ରୀମନ୍ଦିରର ୧କିଲୋମିଟର ପରିଧି ଓ ବଡଦାଣ୍ଡରେ ରହିବନି ମଦ ଦୋକାନ । ଏନେଇ ସୂଚନା ଦେଇଛନ୍ତି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ବଡଦାଣ୍ଡକୁ ସଂଯୋଗ କରୁଥିବା ଛୋଟ ଛୋଟ ରାସ୍ତାରେ ଆମିଷ ବିକ୍ରି ବନ୍ଦ ରହିବ । ମନ୍ତ୍ରୀ କହିଛନ୍ତି ଯେ ଆଧ୍ୟାତ୍ମିକତାର ସୁରକ୍ଷା ଓ ମନ୍ଦିର ପାଖେ

ଶ୍ରୀମନ୍ଦିରରେ ଭିଆଇପିଙ୍କ ଦର୍ଶନ ପାଇଁ ନୀତି ବିଭ୍ରାଟ

ପୁରୀ: ଶ୍ରୀମନ୍ଦିରରେ ବାରମ୍ବାର ନୀତି ବିଭ୍ରାଟ ହେଉଥିବା ବେଳେ ହଜାରେ ବର୍ଷର ପରମ୍ପରା ଭଙ୍ଗ ହେଉଛି। ରବିବାର ରାତିରେ ମହାପ୍ରଭୁଙ୍କ ଚନ୍ଦନ ଲାଗି ପରେ ଭକ୍ତ ବାହାର କାଠ ଡେଇଁ ଭିତର କାଠ ନିକଟରେ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି । ଯାହାକୁ ନେଇ ଶ୍ରୀକ୍ଷତ୍ରରେ ଚର୍ଚ୍ଚା ଚାଲିଛି।

ଠକେଇରୁ ବର୍ତ୍ତିଲେ ୧୨୦ ପୋଲିସ SI ପରୀକ୍ଷାର୍ଥୀ, ଓଡ଼ିଶା ପୋଲିସର ହେଲ୍ପ ଲାଇନ୍ ନମ୍ବର ଜାରି

ବ୍ରହ୍ମପୁର: ପୋଲିସ SI ପରୀକ୍ଷାର୍ଥୀଙ୍କୁ ଠକେଇ ଉଦ୍ୟମ ! ବଡ଼ ଠକେଇରୁ ବର୍ତ୍ତିଲେ ୧୨୦ ଜଣ ପୋଲିସ SI ପରୀକ୍ଷାର୍ଥୀ । ହାଇଦ୍ରାବାଦର ଏକ ସଂସ୍ଥା ମିଡିଲମ୍ୟାନ ମାଧ୍ୟମରେ ଫସାଇଥିଲା । ହାଇଦ୍ରାବାଦ ଯାଉଥିଲାବେଳେ ପରୀକ୍ଷାର୍ଥୀଙ୍କୁ ଉଦ୍ଧାର କରିଛି ପୋଲିସ । ପୋଲିସ ହେଡ଼କ୍ଵାର୍ଟରରୁ