Browsing Category

ଓଡିଶା

ରାଜ୍ୟରୁ ସୁସ୍ଥ ହେଲେ ଆଉ ୫୫୨ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରୁ ଶନିବାର ଆଉ ୫୫୨ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ୍‌ ୧୨,୮୪,୨୩୫ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି। ଏନେଇ ଟୁଇଟ୍‌ ଯୋଗେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି…

ଆସନ୍ତା ୧୮ରେ ଖୋଲିବ ହୀରାକୁଦ ଗେଟ୍‌

ସମ୍ବଲପୁର: ଉପର ମୁଣ୍ଡରେ ମଧ୍ୟମରୁ ପ୍ରବଳ ବର୍ଷା ହୋଇଥିବାରୁ ହୀରାକୁଦ ଜଳଭଣ୍ଡାରକୁ ବନ୍ୟା ପାଣି ପ୍ରବେଶ କରୁଛି। ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧିକୁ ଦୃଷ୍ଟିରେ ରଖି ଜୁଲାଇ ୧୮ ତାରିଖରେ ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ନିଷ୍କାସନ କରାଯିବ। ହୀରାକୁଦ ଜଳଭଣ୍ଡାରରୁ ପୂର୍ବାହ୍ନ ୧୧ଟାରେ…

ମୁଖ୍ୟମନ୍ତ୍ରୀଙ୍କୁ ବାର୍ଷିକ ରିପୋର୍ଟ ପ୍ରଦାନ କଲେ ବିଜେଡି ସାଂସଦ ଅମର ପଟ୍ଟନାୟକ

ଭୁବନେଶ୍ବର: ବିଜେଡି ସାଂସଦ ଅମର ପଟ୍ଟନାୟକ ତାଙ୍କର ବାର୍ଷିକ ରିପୋର୍ଟ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପଠାଇଛନ୍ତି । ଏହି ରିପୋର୍ଟରେ ସେ ବିଭିନ୍ନ ପ୍ରସଙ୍ଗ ଉପରେ ଉଲ୍ଲେଖ କରିଛନ୍ତି । ବିଶେଷକରି ଓଡ଼ିଶାର ନାର୍ଯ୍ୟ ଦାବି, ଓଡ଼ିଆଙ୍କ ସ୍ୱାର୍ଥ କେମିତି ସଂସଦରେ ପ୍ରତିପାଦିତ ହୋଇପାରିବ, ତାହା…

ଭୁବନେଶ୍ୱରରୁ ମୁମ୍ବାଇ ଯାଉଥିବା କୋଣାର୍କ ଏକ୍ସପ୍ରେସରେ ଅଗ୍ନିକାଣ୍ଡ

ଭୁବନେଶ୍ବର : ଭୁବନେଶ୍ୱରରୁ ମୁମ୍ବାଇ ଯାଉଥିବା ୧୧୦୨୦ କୋଣାର୍କ ଏକ୍ସପ୍ରେସ ଟ୍ରେନରେ ଅଗ୍ନିକାଣ୍ଡ। ବଡ଼ ଅଘଟଣାରୁ ବର୍ତ୍ତି ଯାଇଛି ଟ୍ରେନ ଓ ଯାତ୍ରୀ। ଭୁବନେଶ୍ୱର ଷ୍ଟେସନରୁ ୩ଟା ୨୦ ମିନିଟ ସମୟରେ ବାହାରିଥିବା ଟ୍ରେନର ଏସି ବଗିର ତଳେ ଥିବା ବ୍ୟାଟେରୀରେ ସଟସର୍କିଟ ଯୋଗୁଁ ଲାଗିଥିଲା…

ଏସି ମରାମତି ନାଁରେ ୯୨ ହଜାର ଟଙ୍କା ନେଇଗଲା ସାଇବର ଠକ

ଭୁବନେଶ୍ୱର: ଏସି ମରାମତି ନାଁରେ ୯୨ ହଜାର ଟଙ୍କା ଚୁନ ଲଗାଇ ଦେଲେ ସାଇବର ଠକ । ଏନେଇ ଭୁବନେଶ୍ୱରରେ ରହୁଥିବା ଜଣେ ସରକାରୀ କର୍ମଚାରୀ ସାଇବର ଥାନାରେ ଅଭିଯୋଗ କରିଛନ୍ତି । ଅନଲାଇନ୍ ରେ ଏସି ମରାମତି ସାଇଟ୍ ଖୋଜି ସାହାର୍ଯ୍ୟ ପାଇବାକୁ ଉଦ୍ୟମ କରୁଥିବା ବେଳେ କିଛି ସେକେଣ୍ଡରେ…

କାଶୀପୁରରେ ଝାଡ଼ାବାନ୍ତିରେ ୬ ଜଣଙ୍କ ମୃତ୍ୟୁ, ସ୍ଥିତି ଅନୁଧ୍ୟାନ କରିବାକୁ ପହଞ୍ଚିଲେ ଡାକ୍ତରୀ ଟିମ୍

ରାୟଗଡ଼ା: ରାୟଗଡ଼ା ଜିଲ୍ଲା କାଶୀପୁର ଅଞ୍ଚଳରେ ଝାଡ଼ାବାନ୍ତିକୁ ନେଇ ଆତଙ୍କ ଦେଖାଦେଇଛି। ୨୪ ଘଣ୍ଟା ମଧ୍ୟରେ ଝାଡ଼ାବାନ୍ତି ଯୋଗୁଁ ୬ ଜଣଙ୍କର ମୃତ୍ୟୁ ହୋଇଛି। ବର୍ତ୍ତମାନ ବିଭିନ୍ନ ଚିକିତ୍ସାଳୟରେ ପ୍ରାୟ ୪୦ ଜଣ ଚିକିତ୍ସାଧୀନ ରହିଛନ୍ତି। ଝାଡ଼ାବାନ୍ତିର କାରଣ ଜଣାପଡ଼ିନଥିବାବେଳେ ସ୍ଥିତି…

ଇନ୍ସପେକ୍ଟର ସ୍ନିଗ୍ଧାରାଣୀଙ୍କ ନାଁରେ ମାମଲା, ଡ୍ରାଇଭରଙ୍କୁ ଜାମିନ

ବଲାଙ୍ଗୀର: କାର୍‌ ଧକ୍କାରେ ୩ ଜଣଙ୍କ ମୃତ୍ୟୁ ଘଟଣାରେ ବିବାଦରେ ଥିବା ପୋଲିସ ଇନ୍ସପେକ୍ଟର ସ୍ନିଗ୍ଧାରାଣୀ ସୁନାଙ୍କ ନାଁରେ ସୋନପୁର ପୁଲିସ ମାମଲା ରୁଜୁ କରିଛି। ଜଣେ ଅଭିଯୁକ୍ତକୁ ଅପରାଧରେ ସହଯୋଗ କରିବା ଅଭିଯୋଗରେ ତାଙ୍କ ନାଁରେ ମାମଲା ରୁଜୁ କରାଯାଇଛି। ସୋନପୁର ଏସ୍‌ପି ଅମରେଶ ପଣ୍ଡା…

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୦୬୫ ଜଣ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଉପର ମୁହାଁ କରୋନା ଗ୍ରାଫ୍ । ଆଜି ବି ଦୈନିକ ସଂକ୍ରମଣ ସଂଖ୍ୟା ୧ ହଜାର ଉପରେ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୦୬୫ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୬୨୪ ଜଣ କ୍ୱାରେଣ୍ଟାଇନ୍ ରୁ ରହିଥିବା ବେଳେ ୪୧୪ ଜଣ ସ୍ଥାନୀୟ…

ସାଳନ୍ଦୀ ଓ ବୈତରଣୀ ନଦୀ ଉଛୁଳି ଗାଁରେ ପଶିଲା ଜୁଆର ପାଣି

ଆରଡି: ଲଘୁଚାପ ପ୍ରଭାବରେ ଗତ ୨ଦିନ ହେବ ଭଦ୍ରକ ଜିଲାର ଜଳଦେଶ ଭାବେ ପରିଚିତ ଚାନ୍ଦବାଲି ସ୍ଥିତ ଧାମରା ଠାରେ ସମୁଦ୍ର ଅଶାନ୍ତ ହୋଇପଡିଛି । ଏପରିକି ସମୁଦ୍ର ଉଚ୍ଚ ଜୁଆର ଢେଉ କୂଳ ଲଂଘି ବୈତରଣୀ ଓ ସାଳନ୍ଦୀ ନଦୀ ଉଛୁଳିବାରେ ଲାଗିଛି । ଫଳରେ ଆରଡି ନିକଟସ୍ଥ ଶୀତଳପୁର, ପାଲଟପୁର, ସାନପଙ୍କି,…

ବିଜେଡିର ୨୫ ବର୍ଷ ପୂର୍ତ୍ତି ଅବସରରେ ବିଜୁ ମହିଳା ଜନତା ଦଳର ବୈଠକ

ଭୁବନେଶ୍ବର: ବିଜେଡିର ୨୫ ବର୍ଷ ପୂର୍ତ୍ତି ଅବସରରେ ବିଜୁ ମହିଳା ଜନତା ଦଳର ବୈଠକ । ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆଙ୍କ ସରକାରୀ ବାସଭବନରେ ଅନୁଷ୍ଠିତ ବୈଠକରେ ସମସ୍ତ ମହିଳା ସାଂସଦ, ବିଧାୟକ ଓ ନେତୃବୃନ୍ଦ ସାମିଲ ଥିଲେ । ଆସନ୍ତା ଡିସେମ୍ବର ୨୪ ତାରିଖ…