Browsing Category

ଓଡିଶା

ଆବୁଧାବି ସୌନ୍ଦର୍ଯ୍ୟଭରା ମସଜିଦ ବୁଲି ଦେଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ରୋମ ପରେ ଆବୁଧାବିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଥମ ଦିନରେ ଐତିହ ସ୍ମାରକୀ ଶେଖ ଜାୟେଦ ମସଜିଦ ବୁଲି ଦେଇଛନ୍ତି ମୁଖ୍ୟମନ୍ତ୍ରୀ । କିନ୍ତୁ ମସଜିଦ ବୁଲି ଦେଖିବା ବେଳେ ସେ ଧଳା ବଦଳେ ନୀଳ ରଙ୍ଗର କୁର୍ତ୍ତାରେ ନଜର ଆସିଛନ୍ତି । ଅନେକ ଦିନ ପରେ ସେ ଧଳା ବଦଳେ ଅନ୍ୟ…

ସାତକୋଶିଆ କୁଶଖଲି ଜଙ୍ଗଲରେ ହାତୀଛୁଆର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ଜିଲା ସାତକୋଶିଆ ଅଭୟାରଣ୍ୟ କୁଶଖଲି ଜଙ୍ଗଲରେ ମଙ୍ଗଳବାର ଏକ ହାତୀଛୁଆର ମୃତ୍ୟୁ ହୋଇଛି। ତେବେ ସେହି ମୃତ ହାତୀର ବୟସ ୩ରୁ ୪ ବର୍ଷ ହୋଇଥିବା ଅନୁମାନ କରାଯାଉଛି।ସୂଚନାନୁସାରେ, ହାତୀ ଛୁଆଟି ରକ୍ତହୀନତାର ଶିକାର ହୋଇଥିଲା। ଏଥିପାଇଁ ବନ ବିଭାଗ ପକ୍ଷରୁ ହାତୀ ଛୁଆଟିର…

ଦେଶର ଶ୍ରେଷ୍ଠ ୨୦ ମେଡିକାଲ୍ କଲେଜ ମଧ୍ୟରେ ସ୍ଥାନ ପାଇଲା ଏମ୍ସ ଭୁବନେଶ୍ୱର

ଭୁବନେଶ୍ୱର: ସ୍ଥାପନା ହେବାର ପ୍ରଥମ ଦଶନ୍ଧି ମଧ୍ୟରେ ପାଇଥିବା ସଫଳତାରେ ଆଉ ଏକ ଅଧ୍ୟାୟ ଯୋଡ଼ିଛି ଏମ୍ସ ଭୁବନେଶ୍ୱର। ଦେଶର ସର୍ବୋତ୍ତମ ୨୦ ଶ୍ରେଷ୍ଠ ମେଡିକାଲ୍ କଲେଜ ମଧ୍ୟରେ ସ୍ଥାନ ପାଇଛି ଏହି ମର୍ଯ୍ୟାଦାଜନକ ସ୍ୱାସ୍ଥ୍ୟସେବା ପ୍ରତିଷ୍ଠାନ। ଇଣ୍ଡିଆ ଟୁଡେ ସର୍ଭେ- ୨୦୨୨ ମେଡିକାଲ୍ ବର୍ଗରେ…

ପୁରୀରେ ଖୋଲିଲା ଆରଟିପିସିଆର ଟେଷ୍ଟ ସେଣ୍ଟର

ପୁରୀ: ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ତରଫରୁ ସୋମବାରଠାରୁ ପୁରୀ ବାରବାଟୀ କଲ୍ୟାଣ ମଣ୍ଡପ ପରିସରରେ ସ୍ବାବ ଟେଷ୍ଟ ସେଣ୍ଟର ବା ଆରଟିପିସିଆର ଟେଷ୍ଟ ସେଣ୍ଟର ଖୋଲାଯାଇଅଛି। ସକାଳ ୯ଟାରୁ ମଧ୍ୟାହ୍ନ ୧ଟା ଏବଂ ଅପରାହ୍ନ ୩ଟାରୁ ୫ଟା ପର୍ଯ୍ୟନ୍ତ ଏହି ସେଣ୍ଟର୍ ଖୋଲାଯାଇଅଛି। ସେବାୟତ,…

ଜୁଲାଇ ୩୧ ପର୍ଯ୍ୟନ୍ତ ବସ୍‌ ଧର୍ମଘଟ ସ୍ଥଗିତ

ଭୁବନେଶ୍ବର: ଜୁଲାଇ ୧ରେ ହେବାକୁ ଥିବା ବସ୍ ଧର୍ମଘଟ ସ୍ଥଗିତ । ଏନେଇ ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ ସୂଚନା ଦିଆଯାଇଛି । ଜୁଲାଇ ୩୧ ପର୍ଯ୍ୟନ୍ତ ଧର୍ମଘଟ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛି ସଂଘ । ଜୁଲାଇ ୩୧ ସୁଦ୍ଧା ଦାବି ପୂରଣ ନହେଲେ ଅଗଷ୍ଟ ୧ରୁ ଧର୍ମଘଟ । ସୂଚନାଯୋଗ୍ୟ, ଜୁଲାଇ…

ଦ୍ରୌପଦୀ ମୁର୍ମୁଙ୍କ ଗାଁରେ ଜଳିଲା ବିଜୁଳି ଆଲୁଅ

ରାଇରଙ୍ଗପୁର: ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ଗାଁ ମୟୂରଭଞ୍ଜ ଜିଲ୍ଲା କୁସୁମୀ ବ୍ଲକ ଉପରବେଡ଼ା ଡୁଙ୍ଗୁରିସାହି ବାସିନ୍ଦା ଦେଖିଲେ ବିଜୁଳି ଆଲୁଅ। ଏହି ସାହିକୁ ବିଦ୍ୟୁତ ସଂଯୋଗ ପରେ ଲୋକଙ୍କ ଘରେ ବିଜୁଳି ଜଳିଛି। ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ଘରେ ଓ ଗାଁରେ…

ନବୀନଙ୍କ ବିଦେଶ ଗସ୍ତକୁ ନେଇ ଭାଜପାର ସମାଲୋଚନା

ଭୁବନେଶ୍ୱର:ମୁୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରୋମ ଗସ୍ତକୁ ନେଇ ଭାଜପା ସମାଲୋଚନା କରିଛି। କେଉଁ ପଇସାରେ ସେ ବିଦେଶ ଗସ୍ତ କରଛନ୍ତି ? ଯଦି ସରକାରୀ ପଇସାରେ ଯାଇଛନ୍ତି, ତେବେ କଣ ଉପଲବ୍ଧି କଲେ ବୋଲି ଭାଜପା ବିଧାୟକ ଜୟନାରାୟଣ ମିଶ୍ର ପ୍ରଶ୍ନ କରିଛନ୍ତି । ସେ କହିଛନ୍ତି, ନବୀନ କାହିଁକି…

ବଡ଼ମ୍ବାରୁ ପୁଣି ମିଳିଲା ହାତୀ କଙ୍କାଳ

ଆଠଗଡ, ୨୭।୬ ବଡ଼ମ୍ବାରେ ପୁଣି ମିଳିଲା ଆଉ ଏକ ହାତୀ କଙ୍କାଳ। ଆଠଗଡ଼ ବନଖଣ୍ଡ ବଡମ୍ବା ବନାଞ୍ଚଳ ଗୋପପୁର ରେଞ୍ଜର ମଣ୍ଡପ ସରଂକ୍ଷିତ ଜଙ୍ଗଲରୁ ଏକ ହାତୀର କଙ୍କାଳ ବନ ବିଭାଗ ଉଦ୍ଧାର କରିଛି । ହାତୀ କଙ୍କାଳ ମିଳିବା ପରେ ବନବିଭାଗ ପକ୍ଷରୁ ଏହାର ତଦନ୍ତ କରାଯାଉଛି। ସୂଚନାଯୋଗ୍ୟ ଯେ ଆଠଗଡ…

ରଥଯାତ୍ରା ପାଇଁ ମୁତୟନ ହେବେ ୧୮୦ ପ୍ଲାଟୁନ୍ ପୋଲିସ ଫୋର୍ସ

ପୁରୀ : ଆଉ ମାତ୍ର ତିନି ଦିନ ପରେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା। ଏଥିପାଇଁ ଜଳ, ସ୍ଥଳ ଓ ଆକାଶ ମାର୍ଗରୁ ପୋଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା କରାଯିବ। ସିସିଟିଭି କ୍ୟାମେରା ଓ କଣ୍ଟ୍ରୋଲ ରୁମ୍ ମାଧ୍ୟମରେ ତୀକ୍ଷ୍ଣ ନଜର ରଖାଯିବ। ଦୀର୍ଘ ୨ ବର୍ଷ ପରେ ଭକ୍ତଙ୍କ ଗହଣରେ ଚଳିତବର୍ଷ…

ସ୍କୁଲ ପରିଦର୍ଶନରେ ଆସି ଦରମା ବନ୍ଦ କଲେ ଗଣଶିକ୍ଷା ମନ୍ତ୍ରୀ

ପିପିଲି: ବିଦ୍ୟାଳୟକୁ ବିଳମ୍ବରେ ଆସୁଥିବା ଦୁଇଜଣ ଶିକ୍ଷୟିତ୍ରୀ ସୋମବାର ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ହାବୁଡରେ ପଡ଼ିଥିଲେ। ବିଳମ୍ବରେ ସ୍କୁଲକୁ ଆସିବାର କାରଣ ସଂପର୍କରେ ସେମାନଙ୍କୁ ପଚାରିବା ସହ ତତ୍‍କ୍ଷଣାତ ଉକ୍ତ ଦୁଇ ଶିକ୍ଷୟିତ୍ରୀଙ୍କ ବିଦ୍ୟାଳୟକୁ ପରିଦର୍ଶନ କରିଥିଲେ…