Browsing Category

ଓଡିଶା

ବିସ୍କୁଟରୁ ପୋକ ବାହରିଲା

ପିପିଲି :ବିଦ୍ୟାଳୟ ମଧ୍ୟାହ୍ନ ଭୋଜନ ସମୟରେ ବିସ୍କୁଟ୍‍ ପ୍ୟାକେଟ୍‍ ଖୋଲିବାରୁ ସେଥିରୁ ବାହାରିଥିଲା ଏକ ଲମ୍ବାପୋକ। ଏଭଳି ଘଟଣା ଘଟିଛି ପିପିଲି ପୌରାଞ୍ଚଳ ଅନ୍ତର୍ଗତ ଏକ ଘରୋଇ ଶିକ୍ଷାନୁଷ୍ଠାନରେ ।ସୂଚନା ଅନୁଯାଇ, ପିପିଲିର ଏକ ଘରୋଇ ଶିକ୍ଷାନୁଷ୍ଠାନରେ ଗୁରୁବାର ସକାଳ ସାଢେ ୮ଟା ସମୟରେ

କମିଶନରେଟ ପୋଲିସ ଲଞ୍ଚ କରିବ ମୋବାଇଲ ଆପ୍ଲିକେସନ, ଏଥର ପୂଜା ମଣ୍ଡପ ବୁଲିବା ହେବ ସହଜ

ଭୁବନେଶ୍ୱର : ଏଥର ପୂଜା ମଣ୍ଡପ ବୁଲିବା ହେବ ସହଜ । କମିଶନରେଟ ପୋଲିସ ଲଞ୍ଚ କରିବାକୁ ଯାଉଛି ମୋବାଇଲ ଆପ୍ଲିକେସନ । ପୂଜା ମଣ୍ଡପ ବାଟ ଦେଖାଇବ ଏହି ଆପ । ଯାହାକୁ ବ୍ୟବହାର କରି ଯେ କେହି ବି ରାଜଧାନୀର ବିଭିନ୍ନ ପୁଜା ମଣ୍ଡପ ବୁଲିପାରିବ । ଆପ୍ଲିକେସନରେ ମିଳିବ

ଚିକିତ୍ସା ଅବହେଳାରୁ ଶିଶୁ ମୃତ୍ୟୁ ! ସମ୍ପର୍କୀୟ -ପୋଲିସ ମୁହାଁମୁହିଁ

ନୟାଗଡ଼ : ଡାକ୍ତରଙ୍କ ଚିକିତ୍ସା ଅବହେଳାରୁ ଶିଶୁପୁତ୍ର ମୃତ୍ୟୁ ଅଭିଯୋଗରେ ଉତ୍ତେଜନା । ଡାକ୍ତରଙ୍କ ଅବହେଳା ଅଭିଯୋଗରେ ସମ୍ପର୍କୀୟ -ପୋଲିସ ମୁହାଁମୁହିଁ ହୋଇଛନ୍ତି । ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରାଉତରାପୁର ଗାଁର ଜିତେନ୍ଦ୍ର ଦଳେଇଙ୍କ ଅଢ଼େଇ ମାସର ଶିଶୁ ଅନ୍ୟତ୍ର ପୋଲିଓ

ଅଳିଆ ଗଦାରୁ ପ୍ରସ୍ତୁତ ହେବ ଏନଏର୍ଜି ଆଉ ଚାରକୋଲ, ପଳାଶୁଣୀରେ ନିର୍ମାଣ ହେବ ପ୍ଲାଣ୍ଟ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଅଳିଆ ଗଦାରୁ ପ୍ରସ୍ତୁତ ହେବ ଏନଏର୍ଜି ଆଉ କୋଇଲା । ରାଜ୍ୟ ସରକାରଙ୍କ ଗୃହ ଏବଂ ନଗର ଉନ୍ନୟନ ବିଭାଗ ଏନେଇ କାର୍ଯ୍ୟ କରୁଥିବା ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ବିଏମସି ପକ୍ଷରୁ ପୁରୁଣା ଭୁବନେଶ୍ୱରରେ ଆୟୋଜିତ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମରେ

ପାର୍ବଣ ପୂର୍ବରୁ ରକ୍ତରଞ୍ଜିତ ହେଲା ଭୁବନେଶ୍ୱର, ନିଶା ଖାଇବା ପାଇଁ ଟଙ୍କା ନ ଦେବାରୁ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ…

ଭୁବନେଶ୍ୱର : ପାର୍ବଣ ପୂର୍ବରୁ ରକ୍ତରଞ୍ଜିତ ହେଲା ଭୁବନେଶ୍ୱର । ରାଜଧାନୀର ସହୀଦନଗର‌ ଥାନା ତାରିଣୀ ବସ୍ତିରେ ଜଣେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଖଣ୍ଡାରେ ହାଣିଛନ୍ତି ଦୁର୍ବୃତ୍ତ । ନିଶା ଖାଇବାକୁ ମାଗିଲେ ଟଙ୍କା ନ ଦେବାରୁ ଏପରି ଆକ୍ରମଣ କରିଥିବା ସୂଚନା ମିଳିଛି ।

ମହାପ୍ରଭୁଙ୍କ ଗୁପ୍ତ ଗୁଣ୍ଡିଚା ଯାତ୍ରା, ଆଗାମୀ ଆଠ ଦିନ ପର୍ଯ୍ୟନ୍ତ ଚାଲିବ

ପୁରୀ: ମହାପ୍ରଭୁ ଶ୍ରୀ ଜଗନ୍ନାଥ ହେଉଛନ୍ତି ଭାବର ଠାକୁର । ଭାବ ଥିଲେ ତାଙ୍କୁ ପାଇବା ହୋଇଯାଏ ସହଜ । ଏହି ଭାବକୁ ନେଇ ପୁରୀରେ ଆରମ୍ଭ ହୋଇଛି ମହାପ୍ରଭୁଙ୍କ ଗୁପ୍ତ ଗୁଣ୍ଡିଚା ଯାତ୍ରା । ନୀଳାଦ୍ରୀବିଜେ ଦିନ ମା ଲକ୍ଷ୍ମୀଙ୍କୁ ଦେଇଥିବା ପ୍ରତିଶ୍ରୁତି ପାଳନ କରି ଗୁପ୍ତ ଗୁଣ୍ଡିଚା

ବିଷାକ୍ତ ମାଛ ତରକାରୀ ଖାଇ ନାବାଳକ ମୃତ, ୩ ଜଣ ଗୁରୁତର

ବାସୁଦେବପୁର: ବିଷାକ୍ତ ମାଛ ତରକାରୀ ଖାଇ ନାବାଳକ ମୃତ । ବିଷାକ୍ତ ମାଛ ଖାଇ ଗୋଟିଏ ପରିବାରର ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି । ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ବରଣ୍ଡୁଆ ପଂଚାୟତରେ ଘଟିଛି ଘଟଣା । ସୂଚନା ଅନୁସାରେ ବାସୁଦେବପୁର ବ୍ଲକ ବରଣ୍ଡୁଆ ପଂଚାୟତର

ବସ୍-ଟ୍ରକ ମୁହାଁମୁହିଁ ଧକ୍କା, ୫ ଜଣଙ୍କ ମୃତ୍ୟୁ

ବଣାଇ : ବସ୍-ଟ୍ରକ ମୁହାଁମୁହିଁ ଧକ୍କା । ଫଳରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଯାତ୍ରୀ ଆହତ ହୋଇଛନ୍ତି । ସୁନ୍ଦରଗଡ଼ ଜିଲ୍ଲା କୋଇଡା ବ୍ଳକ କେବଲାଙ୍ଗ ଥାନା ନିକଟ ୫୨୦ ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ରାଉରକେଲାରୁ କୋଇଡାକୁ ଆସୁଥିବା , ଯାତ୍ରୀବାହୀ

ମାଛ ଧରିବା ବେଳେ ଭଗବାନ ଶିବ ପାର୍ବତୀଙ୍କ ମୂର୍ତ୍ତି ଜାଲରେ

ପୁରୀ : ମାଛ ଧରିବା ବେଳେ ଜାଲରେ ପଡିଲା ଭଗବାନ ଶିବ ପାର୍ବତୀଙ୍କ ମୂର୍ତ୍ତି । ୩୦ କିିଲୋଗ୍ରାମରୁ ଅଧିକ ଓଜନର ୨ଫୁଟ ଅଷ୍ଟଧାତୁରେ ନିର୍ମିତ ଆସ୍ଥାନ ଉପରେ ଅଛି ଏହି ମୂର୍ତ୍ତି । ଆସ୍ଥାନରେ ବାବା ବାନାମ୍ବରେଶ୍ଵର ଲେଖା ରହିଛି । ପୁରୀ କୋଣାର୍କ ମୁଖ୍ୟ ରାସ୍ତା ପୁରୀ ସଦର ଥାନା

ଟ୍ରେନ ଧକ୍କାରେ ଚାଲିଗଲା ଦୁଇ ଭାଇଙ୍କ ଜୀବନ

ରାଉରକେଲା: ଟ୍ରେନ ଧକ୍କାରେ ଗଲା ଦୁଇ ଭାଇଙ୍କ ଜୀବନ । ରାଉରକେଲା ବାସନ୍ତୀ କଲୋନୀ ନିକଟରେ ଟ୍ରେନ ଧକ୍କାରେ ଦୁଇଜଣଙ୍କ ମୃତ୍ୟୁ ହୋଇଛି । ମୃତକ ଦୁଇଜଣ ସ୍ଥାନୀୟ ହରିପୁର ବସ୍ତିର ବୋଲି ସୂଚନା ମିଳିଛି । ରେଳ ଲାଇନ ପାର ହେଲା ବେଳେ ଧକ୍କା ଦେଇଥିଲା ବୀରମିତ୍ରପୁର ପାସେଞ୍ଜର ଟ୍ରେନ।