Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
କୋରାପୁଟରେ ସର୍ବାଧିକ ୭୬ ମିମି ବର୍ଷା ରେକର୍ଡ
ଭୁବନେଶ୍ବର : ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଛୁଇଁବା ପରେ ଓଡ଼ିଶା କିଛି ସ୍ଥାନରେ ବର୍ଷା ହେଉଛି । କୋରାପୁଟରେ ସର୍ବାଧିକ ୭୬ ମିମି ବର୍ଷା ରେକର୍ଡ କରାଯାଇଛି । ଆସନ୍ତା ୩ ଦିନରେ ମୌସୁମୀ ଆହୁରି ଅଗ୍ରଗତି କରି ଓଡ଼ିଶା, ମଧ୍ୟପ୍ରଦେଶ, ଛତିଶଗଡ଼ର ଆଉ କିଛି ଅଂଶ, ବିଦର୍ଭ ଓ ଆନ୍ଧ୍ରପ୍ରଦେଶର!-->…
ଯାଜପୁରରୁ ୭ ଜଣିଆ ଲୁଟେରା ଗ୍ୟାଙ୍ଗ୍ ଗିରଫ
ଯାଜପୁର: ବିଭିନ୍ନ ସ୍ଥାନରେ ଚୋରି ଘଟଣାରେ ସମ୍ପୃକ୍ତ ୭ ଚୋରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଯାଜପୁର ପୋଲିସ । ସେମାନଙ୍କ ନିକଟରୁ ଚୋରି ସାମଗ୍ରୀ ସହିତ ନଗଦ ଟଙ୍କା ମଧ୍ୟ ଜବତ କରିଛି ପୋଲିସ । ଯାଜପୁର ଟାଉନ ଥାନା ଅଧିନରେ ବିଭିନ୍ନ ସ୍ଥାନରୁ ଚୋରି ହୋଇଥିବା ଘଟଣାର ତଦନ୍ତ କରୁ କରୁ!-->…
ଚିଲିକା ମଝିରୁ ଉଦ୍ଧାର ହେଲେ ଯାତ୍ରୀ: ଅଟକି ଥିବା ଡଙ୍ଗାରୁ ଯାତ୍ରୀଙ୍କୁ ଉଦ୍ଧାର କଲା ଆଉ ଏକ ଡଙ୍ଗା
ଚିଲିକା ମଝିରେ ଫସି ରହିଥିବା ଡଙ୍ଗାକୁ ଉଦ୍ଧାର କରାଯାଇଛି । ଯାନ୍ତ୍ରିକ ତୃଟି ଯୋଗୁଁ ଜହ୍ନିକୁଦା ଚିଲିକା ନିକଟରେ ଫସି ରହିଥିଲା ଯାତ୍ରୀ ବାହି ଦେଶୀ ଡଙ୍ଗା । ଡଙ୍ଗାରେ ୫୦ ରୁ ଉର୍ଦ୍ଧ୍ବ ଯାତ୍ରୀ ଏବଂ ୨୦ଟି ବାଇକି ଫସି ରହିଥିଲା । ଦୀର୍ଘ ଦୁଇ ଘଣ୍ଟା ଧରି ଚିଲିକା ମଝିରେ ଫସି ରହିବା ପରେ!-->…
ସମ୍ଭାବ୍ୟ ବାତ୍ୟା-ବନ୍ୟା ମୁକାବିଲା ପାଇଁ ପିଇବା ପାଣି-ଔଷଧ ମହଜୁଦ ରଖିବାକୁ ନିର୍ଦ୍ଦେଶ
ଭୁବନେଶ୍ମର: ସମ୍ଭାବ୍ୟ ବାତ୍ୟା, ବନ୍ୟା ମୁକାବିଲା ଲାଗି ପ୍ରସ୍ତୁତ ରହିବାକୁ ମନ୍ତ୍ରୀଙ୍କ ନିର୍ଦ୍ଦେଶ । ପିଇବା ପାଣି, ଔଷଧ ମହଜୁଦ ରଖିବା, ଦୁର୍ବଳ ବନ୍ଧ ମରାମତି ପାଇଁ କଡ଼ା ନିର୍ଦ୍ଦେଶ । ଜୁନ୍ରେ ନିଅଣ୍ଟିଆ ବର୍ଷା ହେଲେ ବିଭାଗ ପ୍ରସ୍ତୁତ ରହିଛି, ସ୍ଥିତି ଦେଖି ପଦକ୍ଷେପ ନିଆଯିବ!-->…
ବିବାହ ପାଇଁ ସବ ରେଜିଷ୍ଟାରରେ ପ୍ରେମିକା, ଆସିଲେନି ବିଧାୟକ ବର
ଜଗତସିଂହପୁର: ବିବାହ ପାଇଁ ସବ ରେଜିଷ୍ଟାରରେ ପହଞ୍ଚିଲେ ପ୍ରେମିକା। ଅଫିସରେ ପ୍ରେମିକର ବାଟକୁ ଚାହିଁ ରହିଥିଲେ। ହେଲେ ସକାଳ ଯାଇ ସଞ୍ଜ ହେଲା ଆସିଲେନି ପ୍ରେମିକ। ଏ ହେଉଛି ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ମାମଲା। ନିଜ ପ୍ରେମକୁ ନେଇ ଖୁବ୍ ଚର୍ଚ୍ଚାରେ ବିଜୟ। ପ୍ରେମିକା!-->…
‘ଅଗ୍ନିପଥ’ ନିଯୁକ୍ତି ଯୋଜନା ବିରୋଧ, କଟକରେ ବିକ୍ଷୋଭ, ପୁଲିସର ଲାଠିମାଡ଼
କଟକ: କେନ୍ଦ୍ର ସରକାରଙ୍କ 'ଅଗ୍ନିପଥ' ନିଯୁକ୍ତି ଯୋଜନା ବିରୋଧରେ କଟକ କ୍ୟାଣ୍ଟନାମଣ୍ଟ ରୋଡ୍ ସ୍ଥିତ ଆର୍ମି ନିଯୁକ୍ତି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ରାସ୍ତାରୋକ କରିଥିଲେ।
ସୂଚନା ଅନୁସାରେ ହଜାରରୁ ଅଧିକ ଆଶାୟୀ ପ୍ରାର୍ଥୀ ବିକ୍ଷୋଭରେ ସାମିଲ ହେବା ସହ ଡିସିପି!-->!-->!-->…
ଫ୍ଲାଟ୍ ଦେବା ନାଁରେ ୧କୋଟିରୁ ଅଧିକ ଟଙ୍କା ଠକେଇ କରି ବିଲଡର ଗିରଫ
ଭୁବନେଶ୍ବର : ଫ୍ଲାଟ ଦେବା ଆଳରେ ଗ୍ରାହକଙ୍କ ନାଁରେ ଲୋନ କରି ୧ କୋଟିରୁ ଅଧିକ ଟଙ୍କା ଠକି ନେଇ କ୍ରାଇମବ୍ରାଞ୍ଚ ହାତରେ ଗିରଫ ହେଲେ ବିଲଡର । ବସେରା ପ୍ରୋଜେକ୍ଟର ଏମଡି ଅମରେଶ ଚନ୍ଦ୍ର ଷଡ଼ଙ୍ଗୀ ନୟାଗଡ଼ରୁ ଗିରଫ ହୋଇଛନ୍ତି । ତେବେ ସେ କେତେ ଜଣଙ୍କଠାରୁ ଏପରି ଠକିଛନ୍ତି ସେନେଇ!-->…
ଅଗ୍ନିପଥ ଯୋଜନା ପାଇଁ ସେନାରେ ଭର୍ତ୍ତି ହେବାର ଆଶା ଛାଡି ଯୁବକଙ୍କ ଆତ୍ମହତ୍ୟା
ସୋର: ଅଗ୍ନିପଥ ଯୋଜନା ପାଇଁ ସେନାରେ ଭର୍ତ୍ତି ହେବାର ଆଶା ଛାଡି ବାଲେଶ୍ବର ଜିଲ୍ଲା ସୋର ଥାନା ଅଧୀନ ଟେଣ୍ଟେଇ ପଞ୍ଚାୟତର ଦୟାନିଧିପୁର ଗ୍ରାମରେ ଜଣେ ଯୁବକ ବୁଧବାର ବିଳମ୍ବିତ ରାତିରେ ଆତ୍ମହତ୍ୟା କରିଥିବା ଜଣାପଡିଛି। ଏହି ଗ୍ରାମର ରଜନୀକାନ୍ତ ମହାନ୍ତିଙ୍କ ପୁଅ ଧନଞ୍ଜୟ(୨୩) ସେନା!-->…
ମା’କୁ ଟାଙ୍ଗିଆରେ ହାଣିଦେଲା ୧୦ ବର୍ଷର ପୁଅ
କେନ୍ଦୁଝର: ରଜରେ ସମସ୍ତଙ୍କ ଭଳି ନୂଆ ଡ୍ରେସ୍ ପିନ୍ଧିବାକୁ ଜିଦି ଧରିଥିଲା। ଡ୍ରେସ୍ କିଣିବାକୁ ମା'କୁ ଟଙ୍କା ମାଗିଥିଲା। ହେଲେ ଅସୁବିଧା ଥିବା ଜଣାଇ ମା' ଟଙ୍କା ଦେଇପାରି ନ ଥିଲା। ଏଥିରେ ରାଗି ଯାଇ ୧୦ ବର୍ଷିୟ ପୁଅ ତା ମା'କୁ ଟାଙ୍ଗିଆରେ ହାଣି ହତ୍ୟା କରିଛି। ସାମାନ୍ୟ କିଛି ଟଙ୍କା!-->…
ଅବକାରୀ ଚଢ଼ଉ ବେଳେ ବ୍ରାଉନସୁଗାର ଜବତ, ଜଣେ ମହିଳା ଗିରଫ
ଖୋର୍ଦ୍ଧା: ଖୋର୍ଦ୍ଧା ଟାଉନ ଥାନା ଅଧୀନ ସ୍ୱପ୍ନେଶ୍ୱର ସାହିରେ ଆଜି ଅବକାରୀ ଚଢ଼ଉରେ ଜଣେ ମହିଳା ଗିରଫ ହୋଇଥିବା ବେଳେ ତାଙ୍କ ନିକଟରୁ ୨୬ ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଛି। ଖୋର୍ଦ୍ଧା ଅବକାରୀ ଇନ୍ସପେକ୍ଟର ଭୈରବ ସାହୁଙ୍କ ସୂଚନାନୁସାରେ, ଖୋର୍ଦ୍ଧା ସ୍ୱପ୍ନେଶ୍ୱର ସାହିରେ ଏକ ଘରେ!-->…