Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ମାହାଙ୍ଗା ଡବଲ ମର୍ଡର ଘଟଣା : ୨୦ସୁଦ୍ଧା ଷ୍ଟାଟସ ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ
ସାଲେପୁର: ବହୁ ଚର୍ଚ୍ଚିତ ମାହାଙ୍ଗା ଡବଲ ମର୍ଡର ଘଟଣାରେ ସାଲେପୁର ଜେଏମ୍ଏଫସି ପୁଣି ଏକ ନିର୍ଦ୍ଦେଶ ଦେଇଛନ୍ତି। ଚଳିତ ମାସ ୨୦ତାରିଖ ସୁଧା ତଦନ୍ତ ଷ୍ଟାଟସ ରିପୋର୍ଟ ଦାଖଲ ସହ ତଦନ୍ତ କାହିଁକି ବିଳମ୍ବ ହେଉଛି କାରଣ ଦର୍ଶାଇବା ପାଇଁ ତଦନ୍ତକାରୀ ଅଫିସରଙ୍କୁ ଜେଏମଏଫସିଙ୍କ ନୋଟିସ ଜାରି!-->…
ବିଭାଗର ସମୀକ୍ଷା କଲେ ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ
ଭୁବନେଶ୍ୱର: ଆହୁରି ସୁଦୃଢ଼ ହେବ ବନ୍ୟା, ବାତ୍ୟା, ମରୁଡ଼ି ପରି ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା । ଯାହା ଆବଶ୍ୟକ, ଖୁବ୍ ଶୀଘ୍ର କାମ ଆରମ୍ଭ ହେବ । ଏସଆରସି ପ୍ରଦୀପ ଜେନାଙ୍କ ସହ ସମୀକ୍ଷା ବୈଠକ ପରେ ଏହା କହିଛନ୍ତି ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ । ଏସଆରସି ଅଫିସର!-->…
ସ୍ନାନଯାତ୍ରା ପାଇଁ ସ୍ବାସ୍ଥ୍ୟ ବିଭାଗର ଗାଇଡଲାଇନ ଜାରି
ଭୁବନେଶ୍ୱର: ଆସନ୍ତାକାଲି ଶ୍ରୀଜିଉଙ୍କ ଦେବ ସ୍ନାନ ପୂର୍ଣ୍ଣିମା। ରତ୍ନ ସିଂହାସନରୁ ସ୍ନାନ ମଣ୍ଡପକୁ ପହଣ୍ଡି ବିଜେ କରିବେ ମହାପ୍ରଭୁ । ଶୃଙ୍ଖଳିତ ଦର୍ଶନ ଓ ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ପୁରୀ ସହରରେ ୫୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯିବ । ଦୁଇବର୍ଷ ଭକ୍ତମାନେ ଶ୍ରୀଜୀଉଙ୍କ!-->…
ବିଧାୟକ ଭାବେ ଶପଥ ନେଲେ ନବ ନିର୍ବାଚିତ ବିଧାୟିକା ଅଳକା ମହାନ୍ତି
ଭୁବନେଶ୍ବର: ନବ ନିର୍ବାଚିତ ବିଧାୟିକା ଅଳକା ମହାନ୍ତି ଆଜି ବିଧାୟକ ଭାବେ ଶପଥ ନେଇଛନ୍ତି। ବିଧାନସଭାରେ ବାଚସ୍ପତିଙ୍କ ଚାମ୍ବରରେ ଏହି ଶପଥ ନେଇଛନ୍ତି। ନିକଟରେ ବ୍ରଜରାଜନଗର ଉପନିର୍ବାଚନ ହୋଇଥିଲା। ବିଜେଡି ପ୍ରାର୍ଥିନୀ ଅଳକା ମହାନ୍ତି ୬୬ ହଜାର ୧୨୨ ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଥିଲେ।!-->…
ଭୁବନେଶ୍ୱରରେ ଯୁବକଙ୍କ ଉନ୍ମତ୍ତ କାଣ୍ଡ, ଛୁରାମାଡ଼ରେ ୨ ଆହତ
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଜଣେ ମାନସିକ ଅନଗ୍ରସର ଯୁବକଙ୍କ ଉନ୍ମତ୍ତ କାଣ୍ଡ । ଭିଏସଏସ ନଗରରେ ଏକାଧିକ ବ୍ୟକ୍ତିଙ୍କୁ ଯୁବକ ଜଣକ ଆକ୍ରମଣ କରିଥିବା ଜଣାପଡିଛି । ଯୁବକଙ୍କ ଛୁରାମାଡ଼ରେ ୨ ଜଣ ଆହତ ହୋଇଥିବା ସୂଚନା ମିଳିଛି ।
ଘଟଣା ପରେ ଯୁବକଙ୍କୁ କାବୁ କରି ପୋଲିସକୁ ହସ୍ତାନ୍ତର!-->!-->!-->…
ବିକ୍ରମ କେଶରୀ ଆରୁଖ ହେଲେ ବିଧାନସଭାର ନୂଆ ବାଚସ୍ପତି, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର : ଓଡ଼ିଶା ବିଧାନସଭାର ନୂତନ ବାଚସ୍ପତି ଭାବରେ ବିକ୍ରମ କେଶରୀ ଆରୁଖ ନିର୍ବାଚିତ ହୋଇଛନ୍ତି। ବାଚନିକ ଭୋଟ ପରେ ଶ୍ରୀ ଆରୁଖଙ୍କୁ ବାଚସ୍ପତି ଭାବେ ଉପବାଚସ୍ପତି ରଜନୀକାନ୍ତ ସିଂ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ନାମ ପ୍ରସ୍ତାବ କରିଥିଲେ। ସଂସଦୀୟ!-->…
ଅଜଣା ଗାଡି ଧକ୍କାରେ ୬ ଗାଈ ମୃତ
ଟାଙ୍ଗୀ: ୧୬ ନମ୍ବର ଜାତୀୟ ରାଜପଥ ଜଙ୍କିଆ ଥାନା ନିକଟରେ ଗତକାଲି ବିଳମ୍ବିତ ରାତିରେ ଏକ ଅଜଣା ଗାଡି ଧକ୍କାରେ ୬ଟି ଗାଈଙ୍କର ମୃତ୍ୟୁ ଘଟିଛିା ଘଟଣାରୁ ପ୍ରକାଶ ଯେ, ଗାଈଗୋରୁ ପାଳୁଥିବା ବ୍ୟକ୍ତିି ମାନେ ସେମାନଙ୍କର ଗୋ ସମ୍ପଦକୁ ଗୁହାଳରେ ରଖିବା ପରିବର୍ତ୍ତେ ବାହାରକୁ ଛାଡି ଦେଉଛନ୍ତି।!-->…
ବଜେଟ ପୂର୍ବରୁ ପରାମର୍ଶ ନେଲେ ଅର୍ଥମନ୍ତ୍ରୀ
ଭୁବନେଶ୍ବର : ବଜେଟ ପୂର୍ବରୁ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବିଗତ ବର୍ଷଗୁଡ଼ିକ ପରି ସମାଜର ବିଭିନ୍ନ ବର୍ଗର ପ୍ରତିନିଧିଙ୍କ ସହିତ ଆଭାସି ମାଧ୍ୟମରେ ପରାମର୍ଶ କରିଛନ୍ତି। ଏହା ଦୁଇଟି ପର୍ୟ୍ୟାୟରେ ଅନୁଷ୍ଠିତ ହୋଇଥିଲା। ପ୍ରଥମ ଅଧିବେଶନରେ ପୂର୍ବତନ ଅର୍ଥମନ୍ତ୍ରୀଙ୍କ ସମେତ ପୂର୍ବତନ ଅର୍ଥ!-->…
ସ୍ନାନଯାତ୍ରା ପାଇଁ ନିୟୋଜିତ ହେବେ ୫୨ପ୍ଲାଟୁନ ପୁଲିସ ଫୋର୍ସ ସହ ବହୁ ବରିଷ୍ଠ ଅଫିସର
ପୁରୀ: ଆସନ୍ତାକାଲି ସ୍ନାନପୂର୍ଣ୍ଣିମା। ଦୁଇବର୍ଷ ପରେ ଭକ୍ତଙ୍କ ଗହଣରେ ସ୍ନାନ ନୀତି ଅନୁଷ୍ଠିତ ହେଉଥିବାରୁ ଏବେ ଉତ୍ସବମୁଖର ଶ୍ରୀକ୍ଷେତ୍ର। ପ୍ରବଳ ଭକ୍ତଙ୍କ ସମାଗମ ସମ୍ଭାବନା ଥିବାରୁ ସୁରକ୍ଷା ଏବଂ ଦର୍ଶନ ବ୍ୟବସ୍ଥା ନେଇ ପ୍ରଶାସନିକ ପ୍ରସ୍ତୁତି ଶେଷ ପର୍ଯ୍ଯାୟରେ ପହଞ୍ଚିଛି। ମାର୍କେଟ୍!-->…
କୋଭିଡ ଯୁଦ୍ଧରେ ସମ୍ର ନିରନ୍ତର ସ୍ୱାସ୍ଥ୍ୟ ସେବାକୁ ମନ୍ତ୍ରୀଙ୍କ ପ୍ରଶଂସା
ଭୁବନେଶ୍ୱର : କୋଭିଡ୍ ମହାମାରୀ ସମୟରେ ସମ୍ ଅଲ୍ଟିମେଟ ମେଡିକେୟାର ଏବଂ ସମ୍ କୋଭିଡ ହସ୍ପିଟାଲ୍ର ସ୍ୱାସ୍ଥ୍ୟ ସେବା ଓ ଅବଦାନ ଅତୁଳନୀୟ । ଏହି ଦୁଇ ହସ୍ପିଟାଲ୍ର ନିରନ୍ତର ଏବଂ ଉତ୍କୃଷ୍ଟ ସ୍ୱାସ୍ଥ୍ୟ ସେବା ଯୋଗୁଁ ଅନେକ କୋଭିଡ ସଂକ୍ରମିତ ସୁସ୍ଥ ହେବା ସହ ନୂତନ ଜୀବନ ଲାଭ କରିଛନ୍ତି ବୋଲି!-->…