Browsing Category

ଓଡିଶା

ଜୁଲାଇ ୩୧ ପର୍ଯ୍ୟନ୍ତ ଚାଲିବ ଇଗ୍ନୋ ନାମଲେଖା

ଭୁବନେଶ୍ୱର: ଇନ୍ଦିରା ଗାନ୍ଧି ରାଷ୍ଟ୍ରୀୟ ମୁକ୍ତ ବିଶ୍ୱବିଦ୍ୟାଳୟ (ଇଗ୍ନୋ) ର ସମସ୍ତ ବିଭାଗରେ ନାମଲେଖା ପ୍ରକ୍ରିୟା ଆସନ୍ତା ଜୁଲାଇ ୩୧ ପର୍ଯ୍ୟନ୍ତ ଚାଲିବ । ୟୁଜି ଏବଂ ପିଜି ଡିପ୍ଲୋମା କାର୍ଯ୍ୟକ୍ରମରେ ନାମ ପଞ୍ଜୀକରଣ କରିବାକୁ ଚାହୁଁଥିବା ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀଙ୍କ…

ପୋଲିସ ଡିଜିପି ଙ୍କ ସ୍ୱାଭିମାନ ଅଞ୍ଚଳଗ୍ରସ୍ତ ସମୟରେ ଦୁଇ ମହିଳା ମାଓବାଦୀ ସହ ୫୦ଜଣଙ୍କ ଆତ୍ମ ସମର୍ପଣ…

ମାଲକାନଗିରି ଜିଲ୍ଲା ପ୍ରତିନିଧି // ନିସର୍ତ୍ତ ମାଲକାନଗିରି : ରାଜ୍ୟ ପୋଲିସ ମହାନିର୍ଦେଶକ ସୁନିଲ ବଂଶଲ ଆଜି ମାଲକାନଗିରି ଗ୍ରସ୍ତ ରେ ଆସି ସ୍ବାଭିମାନ ଅଂଚଳର ଯନ୍ତ୍ରୀ ବିଏସ୍ଏଫ୍ କ୍ୟାମ୍ପ ପରିଦର୍ଶନ କରିଛନ୍ତି । ସ୍ବାଭିମାନ ଅଂଚଳରେ ମାଓଦମନ ର ସମିକ୍ଷା କରିଥିବା ବେଳେ ସେଠାରେ ଦୁଇ…

ବିଶ୍ବନାଥ ଦାସ ଙ୍କ ୩୮ତମ ଶ୍ରାଦ୍ଧ ଦିବସ ପାଳିତ…

ବ୍ରହ୍ମପୁର ପ୍ରତିନିଧି // ନିସର୍ତ୍ତ ବ୍ରହ୍ମପୁର : ସହରରେ ମହାନ୍ ସ୍ବାଧୀନତା ସଂଗ୍ରାମୀ ଓଡ଼ିଶାର ପୂର୍ବତନ ମୁଖ୍ଯ ମନ୍ତ୍ରୀ ପୂର୍ବତନ ଉତ୍ତର ପ୍ରଦେଶ ରାଜ୍ଯପାଳ ବିଶ୍ବନାଥ ଦାସ ଙ୍କ ୩୮ ତମ ପୁଣ୍ଯତିଥି ଶ୍ରାଦ୍ଧ ଦିବସ ପାଳିତ। ବିଶ୍ବନାଥ ଦାସ ସ୍ମୃତି ସଂସଦ ସଭାପତି ପ୍ରଫେସର ବିଷ୍ଣୁ…

ଦ୍ୱିତୀୟ ପର୍ଯ୍ୟାୟରେ ୫୩୨ଟି ସ୍କୁଲର ରୂପାନ୍ତରଣ: ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

୫୩୨ଟି ସ୍କୁଲର ରୂପାନ୍ତରଣ । ଦ୍ୱିତୀୟ ପର୍ଯ୍ୟାୟରେ ୫୩୨ଟି ସ୍କୁଲର ରୂପାନ୍ତରଣ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍‌ସିଂ ମାଧ୍ୟମରେ କାର୍ଯ୍ୟକ୍ରମର ଉଦ୍‌ଘାଟନ କରିଛନ୍ତି । ଦ୍ୱିତୀୟ ପର୍ଯ୍ୟାୟରେ ୫ଟି ଜିଲ୍ଲାର ୫୩୨ଟି ସ୍କୁଲ ସାମିଲ ହୋଇଛି । ସେଥିରୁ ମୟୂରଭଞ୍ଜର…

ଲିଙ୍ଗରାଜ ମନ୍ଦିର ଅଧ୍ୟାଦେଶ ମଞ୍ଜୁର କରିବାକୁ କେନ୍ଦ୍ରକୁ ଚିଠି ଲେଖିଲା ରାଜ୍ୟ

ଭୁବନେଶ୍ୱର : ଲିଙ୍ଗରାଜ ମନ୍ଦିର ସୁପରିଚାଳନା ପାଇଁ ଓଡିଶା ସରକାର ଦେଇଥିବା ଶ୍ରୀ ଲିଙ୍ଗରାଜ ମନ୍ଦିର ଚିଠା ଅଧ୍ୟାଦେଶ- ୨୦୨୦ କୁ ମଞ୍ଜୁର ପାଇଁ ରାଜ୍ୟ ସରକାର, କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରାଳୟକୁ ଅନୁରୋଧ କରିଛନ୍ତି । ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କେନ୍ଦ୍ର ସ୍ୱରାଷ୍ଟ୍ର…

ରସିକିଆ ଏଲଆଇସି ଏଜେଣ୍ଟର ୪ଟି ପତ୍ନୀ : ଗୁମର ଖୋଲିଲେ ଦ୍ୱିତୀୟ ପତ୍ନୀ

ଖୋର୍ଦ୍ଧା : ରସିକିଆ ଏଲଆଇସି ଏଜେଣ୍ଟର ୪ଟି ପତ୍ନୀ । ଜଣାପଡିବା ପରେ ଥାନାରେ ମାମଲା । ରସିକିଆ ସନ୍ତୋଷର ରହସ୍ୟ ଖୋଲିଲେ ୨ ପତ୍ନୀ। ଅଭିଯୋଗ ଅନୁଯାୟୀ ସନ୍ତୋଷର ରହିଛନ୍ତି ୪ ପତ୍ନୀ । ଏଭଳି ଘଟଣା ଦେଖିବାକୁ ମିଳିଛି ଟାଙ୍ଗି ଥାନା ରତନପୁରରେ । ରସିକିଆ ଯୁବକ ସନ୍ତୋଷ ପେଶାରେ ଜଣେ ଏଲଆଇସି…

ଶୌର୍ଯ୍ୟଚକ୍ରରେ ସମ୍ମାନିତ ସହିଦ୍ କମାଣ୍ଡୋ ପରିବାର ବର୍ଗଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ଭୁବନେଶ୍ବର : ଶୌର୍ଯ୍ୟଚକ୍ରରେ ସମ୍ମାନିତ ହୋଇଥିବା ସହିଦ୍ କମାଣ୍ଡୋ ଦେବାଶିଷ ସେଠୀ ଓ ସୁଧୀର କୁମାର ଟୁଡୁଙ୍କ ପରିବାର ବର୍ଗଙ୍କୁ ବିଜୁ ପଟ୍ଟନାୟକ ବିମାନବନ୍ଦରରେ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି। ଓଡ଼ିଶାର ଦୁଇଜଣ ବୀର ସହିଦଙ୍କୁ ଗତକାଲି ମରଣୋତ୍ତର ଭାବେ ଶୌର୍ଯ୍ୟଚକ୍ର ସମ୍ମାନ ପ୍ରଦାନ…

୩୦ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡ଼ିଲେ ହିନ୍ଦୋଳ SDPO

ହିନ୍ଦୋଳ: ଭିଜିଲାନ୍‌ସ ଜାଲରେ ହିନ୍ଦୋଳ SDPO । ୩୦ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡ଼ିଲେ । ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ SDPO ମଳୟ ନାୟକ କାରନ୍ଦା ଅଞ୍ଚଳର ଖଣି ମାଲିକ ଦୁଃଖବନ୍ଧୁ ସାହୁଙ୍କୁ ପଥର ପରିବହନ ବାବଦରେ ପାସ୍‌ କରାଇଦେବାକୁ କହି ୩୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ । ଏହି…

ନବୀନଙ୍କ ରାଜନୈତିକ କ୍ୟାରିୟର ୨୫ ବର୍ଷ ଛୁଇଁଲା

ଭୁବନେଶ୍ବର : ନବୀନ ପଟ୍ଟନାୟକ ବର୍ତ୍ତମାନ ଦେଶର ଜଣେ ପରିଚିତ ଚେହେରା। ୨୫ ବର୍ଷ ତଳେ ରାଜନୀତିରେ ନବାଗତ ଭାବେ ଉଭା ହୋଇଥିବା ନବୀନ ଭାରତବର୍ଷର ଜଣେ ଅପ୍ରତିଦ୍ବନ୍ଦ୍ବୀ ରାଜନେତା ଭାବେ ନିଜକୁ ପ୍ରତିଷ୍ଠିତ କରିବାରେ ସକ୍ଷମ ହୋଇଛନ୍ତି। ରାଜନୀତିରେ କୁଶଳ ରଣନୀତି, ଅଭିଜ୍ଞତା ଓ ପ୍ରଶାସନିକ…

ବାରବାଟୀ ମ୍ୟାଚ୍‌ ବନ୍ଦ ଲାଗି ହାଇକୋର୍ଟରେ ମାମଲା ଦାୟର

କଟକ: ଆସନ୍ତା ଜୁନ ୧୨ରେ ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦ ମ୍ୟାଚ୍‌ ଖେଳାଯିବ। ଏହି ମ୍ୟାଚ୍‌ ବନ୍ଦ ପାଇଁ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ଦାୟର ହୋଇଛି। ଢେଙ୍କାନାଳ ଭୁବନର ଜନୈକ ବ୍ୟକ୍ତିଙ୍କ ପକ୍ଷରୁ ଏହି ମାମଲା ଦାୟର କରାଯାଇଥିବା ଜଣାପଡ଼ିଛି। ଷ୍ଟାଡିୟମରେ ଅଗ୍ନି…