Browsing Category

ଓଡିଶା

ରଥଖଳା ଚଳଚଞ୍ଚଳ : ଚାରିନାହାକା ଚଉପଟ ସହ ଭୂଇଁ ନିର୍ମାଣ ପାଇଁ ଓରାରେ ବିନ୍ଧ କାର୍ଯ୍ୟ ଆରମ୍ଭ

ପୁରୀ: ଶ୍ରୀକ୍ଷେତ୍ରରେ ରଥ ନିର୍ମାଣ ପ୍ରକ୍ରିୟା ଜୋର ଧରିଛି । ତିନିରଥର ମୋଟ ୪୨ଟି ଚକ ମଧ୍ୟରୁ ୩୯ଟି ଚକ ନିର୍ମାଣ ଶେଷ ସରିଛି । ତିନିଟି ଚକ ପାଇଁ ୧୬ଟି ଲେଖାଁଏ ଅର ପଟାରେ ଅର କାର୍ଯ୍ୟ ଶେଷ ହୋଇଛି। ସେହିପରି ଚାରିନାହାକା ଓ ଗୟଳ କାର୍ଯ୍ୟ ଶେଷ ହୋଇଥିବାବେଳେ ଚଉଦ ନାହାକ କାର୍ଯ୍ୟ ଆରମ୍ଭ…

ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ବିରୋଧରେ ଥାନାରେ ଅଭିଯୋଗ

ଭୁବନେଶ୍ୱର: ନନ୍ଦନକାନନରେ ସିଂହୀ ଗଙ୍ଗା ମୃତ୍ୟୁ ଘଟଣାକୁ ନେଇ ଥାନାରେ ଅଭିଯୋଗ । ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ବିରୋଧରେ ନନ୍ଦନକାନନ ଥାନାରେ ଅଭିଯୋଗ ହୋଇଛି । ଚିକିତ୍ସାରେ ବିଳମ୍ବ ଅଭିଯୋଗ କରି ଆନିମଲ ୱେଲଫେୟାର ଟ୍ରଷ୍ଟ ଏକାମ୍ର ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଛି । ସିଂହୀ ବ୍ୟବଚ୍ଛେଦ…

ଶିକ୍ଷକଙ୍କ ଘର ଝରକା ଗ୍ରୀଲ୍ ତାଡ଼ି ଲୁଟି ନେଲେ ୧୫ରୁ ୧୮ ଭରି ସୁନା ସହ ନଗଦ ୫୨ହଜାର ଟଙ୍କା

କେନ୍ଦୁଝର: ଝରକା ଗ୍ରୀଲ୍ ତାଡ଼ି ଲୁଟିନେଲେ ଦୁର୍ବୃତ୍ତ । କେନ୍ଦୁଝର ଜିଲ୍ଲା ଘସିପୁରା ଥାନା ସୁଡୁସୁଡ଼ିଆ ଇଣ୍ଡେନ୍ ଗ୍ୟାସ୍ ନିକଟ କଲୋନୀରୁ ଜଣେ ଶିକ୍ଷକଙ୍କ ଘର ଝରକା ଗ୍ରୀଲ୍ ତାଡ଼ି ନଗଦ ୫୨ ହଜାର ଟଙ୍କା ସହ ୧୫ ଭରି ଓଜନର ସୁନା ଗହଣା ଚୋରି ହୋଇଥିବା ଅଭିଯୋଗ ହୋଇଛି । ଏନେଇ ଥାନାରେ ଏତଲା…

ମଦୁଆ ଙ୍କ ପାଇଁ ବ୍ରହ୍ମପୁର ଏସ ପି ଆଣିଲେ କଠୋର ନିୟମ…

ବ୍ରହ୍ମପୁର ପ୍ରତିନିଧି // ନିସର୍ତ୍ତ ବ୍ରହ୍ମପୁର : ଏସ ପି ଶ୍ରବଣ ବିବେକ ଙ୍କ ନିର୍ଦେଶ କ୍ରମେ ସହର ର ସମସ୍ତ ଥାନା କୁ ନିର୍ଦେଶ କ୍ରମେ ସହରର ବିଭିନ୍ନ ଥାନା ପକ୍ଷରୁ ବର୍ତମାନ ଏହିପରି ନୂଆ ଅଭିଯାନ ଆରମ୍ଭ କରାଯାଇଛି ଯାହାକି ସର୍ବସାଧାରଣର ସ୍ଥାନ ରେ ମଦ ପିଇଲେ ବ୍ରହ୍ମପୁର ପୋଲିସ…

ପୁରୀ ପରିକ୍ରମା ପ୍ରକଳ୍ପ : ସରକାରଙ୍କୁ ଶଙ୍କରାଚାର୍ଯ୍ୟଙ୍କ ସମାଲୋଚନା

ସରକାରଙ୍କ ଉପରେ ପୁଣି ବର୍ଷିଲେ ଗୋବର୍ଦ୍ଧନ ପୀଠ ମୁଖ୍ୟ ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ସରକାରଙ୍କ ଉପରେ ଅସନ୍ତୋଷ ଜାହିର କରିଛନ୍ତି ଶଙ୍କରାଚାର୍ଯ୍ୟ । ସେ ନିଜ କଥା ପୁଣି ଦୋହରାଇଛନ୍ତି । କହିଛନ୍ତି ତୀର୍ଥଭୂମିକୁ ଭୋଗଭୂମି…

ରତ୍ନପଥର ଖଣିରେ ଦୁଇ ଶ୍ରମିକଙ୍କ ମୃତ୍ୟୁ ମାମଲା; ଅଭିଯୁକ୍ତ ରାଜୁ ସାହୁ ଗିରଫ

ଟିଟିଲାଗଡ଼ ବହୁ ଚର୍ଚ୍ଚିତ ରତ୍ନ ପଥର ଚୋରା ଖନନ ସମୟରେ ଦୁଇ ଶ୍ରମିକ ମୃତ୍ୟୁ ମାମଲାର ମୁଖ୍ୟ ଅଭିଯୁକ୍ତ ଗିରଫ। ମୁଖ୍ୟ ଅଭିଯୁକ୍ତ ଖଣି ମାଫିଆ ରାଜୁ ସାହୁକୁ ଶେଷରେ ପୋଲିସ୍ କାବୁ କରିଛି।କଳାହାଣ୍ଡି ଜିଲ୍ଲା କରଲାମୁଣ୍ଡା ଗାଁରେ ମୋବାଇଲ ଫୋନରେ କଥା ହେଉଥିବା ସମୟରେ ପୋଲିସ ଖବର ପାଇ…

ଜଗଦଗୁରୁ ଶଙ୍କରାଚାର୍ୟ୍ୟଙ୍କୁ ଭେଟିଲେ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର

ପୁରୀ: ଜଗଦଗୁରୁ ଶଙ୍କରାଚାର୍ୟ୍ୟଙ୍କୁ ଭେଟିଲେ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର । ତାଙ୍କୁ ଭେଟି ଆଶୀର୍ବାଦ ନେବା ସହ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସମ୍ପର୍କରେ ଆଲୋଚନା କରିଛନ୍ତି । ପ୍ରକଳ୍ପ କାର୍ୟ୍ୟରେ ଏକ ନମ୍ବର ଦୋଷୀ ଏଏସଆଇ ଆଉ ଦୁଇ ନମ୍ବର ଅପରାଧୀ ରାଜ୍ୟ ସରକାର । ତେବେ ସେ…

ବାଲିପାଟଣା ଗାଁରେ କୋଠ ଟଙ୍କା ହେରଫେରକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ 

ପୁରୀ: ପୁରୀ ମେରାଇନ ଥାନା ଅନ୍ତର୍ଗତ ବାଲିପାଟଣା ଗାଁରେ କୋଠ ଟଙ୍କା ହେରଫେରକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଛି। ଗତକାଲି ରାତିରେ ଗୋଟିଏ ଗୋଷ୍ଠୀର ଲୋକ ଅନ୍ୟ ଗୋଷ୍ଠୀଙ୍କ ଘରେ ପଶି ଆସବବପତ୍ର ପୋଡ଼ି ଦେବା ସହ ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି।ସେହିପରି ବାଡ଼ି ବଗିଚା ଭିତରେ…

ଶୀତଳ ଷଷ୍ଠୀ ପାଇଁ ପୂର୍ବ ୩ ତାରିଖରୁ ସମସ୍ତ ମଦ ଦୋକାନ ସିଲ୍

ସମ୍ବଲପୁର: ଶୀତଳ ଷଷ୍ଠୀକୁ ଆଖି ଆଗରେ ରଖି ୩ ଦିନ ମଦ ଦୋକାନ ବନ୍ଦ ରଖିବାକୁ ଜିଲ୍ଲା ପୁଲିସ୍‌ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ୩ ତାରିଖ ରାତିରେ ସମସ୍ତ ବିଦେଶୀ ଠିପି ବନ୍ଦ ମଦ ଦୋକାନକୁ ସିଲ୍‌ କରାଯିବ । ୬ ତାରିଖ ସକାଳୁ ଦୋକାନଗୁଡ଼ିକ ଖୋଲିବ । ଏହି ସମୟରେ ଯେଭଳି ଭାବେ ଚୋରା ମଦ…

ତିନିରଥର ୪୦ଟି ଚକ ନିର୍ମାଣ ଶେଷ

ପୁରୀ: ଶ୍ରୀକ୍ଷେତ୍ରରେ ରଥ ନିର୍ମାଣ ପ୍ରକ୍ରିୟା ଜୋର ଧରିଛି । ତିନିରଥର ମୋଟ ୪୨ଟି ଚକ ମଧ୍ୟରୁ ୪୦ଟି ଚକ ନିର୍ମାଣ ଶେଷ ସରିଛି । ମୁହାଣ୍ଟ, ନିରାଡ଼ି ଓ ଭୂଇଁ ଚଉପଟ କାମ ବି ଶେଷ ହୋଇଛି। ଏହାପରେ ଚାରିନାହାକା ଚଉପଟ ସହ ଭୂଇଁ ନିର୍ମାଣ ପାଇଁ ଓରାରେ ବିନ୍ଧ କାର୍ଯ୍ୟ ଆରମ୍ଭ ହୋଇଛି। …