Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଅନୁଭବଙ୍କ ବିରୋଧରେ ପୁଣି ଏକ ଏତଲା ଦେଲେ ବର୍ଷା
କଟକ: ଅନୁଭବଙ୍କ ବିରୋଧରେ ପୁଣି ଆଉ ଏକ ଏତଲା ଦେଲେ ବର୍ଷା । ସ୍ୱାମୀଙ୍କ ବିରୋଧରେ କଟକ ସାଇବର ଥାନାର ଦ୍ୱାରସ୍ଥ ହେଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ସାମାଜିକ ଗଣମାଧ୍ୟମରେ ତାଙ୍କ ଛବି ଖରାପ କରିବାକୁ ଉଦ୍ୟମ କରାଯାଉଛି ବୋଲି ଏତଲାରେ ବର୍ଷା ଉଲ୍ଲେଖ କରିଛନ୍ତି । ଅଭିଯୁକ୍ତଙ୍କ!-->…
ପୁରୀ ଗୁଳିକାଣ୍ଡ ଘଟଣା: ମୁଖ୍ୟ ଅଭିଯୁକ୍ତ ଚନ୍ଦନ ବାରିକ ସହ ଆଉ ୨ ଅଟକ
ପୁରୀ ଗୁଳିକାଣ୍ଡ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଚନ୍ଦନ ବାରିକ ସହ ଆଉ ୨ ଅଟକ। ଏତଲାରେ ୩ ଜଣଙ୍କ ନାଁ ଥିଲା। ପାରିବାରିକ ବିବାଦକୁ ନେଇ ଗୁଳିକାଣ୍ଡ ହୋଇଥିବା ପ୍ରାଥମିକ ତଦନ୍ତରୁ ସୂଚନା ମିଳିଛି। ଏନେଇ ପ୍ରେସମିଟ୍ରେ ସୂଚନା ଦେଇଛନ୍ତି ପୁରୀ ଏସ୍ପି। ଚନ୍ଦନ ବାରିକ ନିକଟରୁ ଜବତ ବନ୍ଧୁକ!-->…
କଳିଙ୍ଗା ଘାଟିରେ ବସ ଓଲଟିବା ଘଟଣାରେ ମୃତକଙ୍କ ପରିବାରକୁ ସମବେଦନା ଜଣାଇଲେ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ଗଞ୍ଜାମ-କନ୍ଧମାଳ ସୀମାନ୍ତ ଦୁର୍ଗାପ୍ରସାଦ ନିକଟ କଳିଙ୍ଗା ଘାଟିରେ ଗତକାଲି ରାତି ପ୍ରାୟ ଗୋଟାଏରେ ଏକ ଟୁରିଷ୍ଟ ବସ ଓଲଟି ପଡ଼ିବାରୁ ୬ ଜଣଙ୍କ ଜୀବନ ଯାଇଥିଲା। ସେମାନଙ୍କ ମଧ୍ୟରେ ୪ ପୁରୁଷ ଓ ୨ ମହିଳା ଥିବା ପୁଲିସ ସୂଚନା ଦେଇଥିଲା। ପଶ୍ଚିମବଙ୍ଗର ଏକ ଟୁରିଷ୍ଟ ବସ ୭୭ ଜଣ!-->…
ଝାରସୁଗୁଡ଼ାରୁ ପ୍ରାୟ ୧୭ ଗ୍ରାମ୍ର ବ୍ରାଉନସୁଗର ଜବତ, ୩ ଗିରଫ
ଝାରସୁଗୁଡା: ଝାରସୁଗୁଡ଼ାରୁ ପ୍ରାୟ ୧୭ ଗ୍ରାମ୍ର ବ୍ରାଉନସୁଗର ଜବତ। ଝାରସୁଗୁଡା ଏୟାରପୋର୍ଟ ଛକରୁ ଟାଉନ ଥାନା ପୋଲିସ ଏହି ବ୍ରାଉନସୁଗର ଜବତ କରିଛି। ଏହା ସହ ୩ ଜଣଙ୍କୁ ଗିରଫ କରିଛି ପୋଲିସ। ସେମାନଙ୍କ ନିକଟରୁ ୨ଟି କେଟିଏମ୍ ବାଇକ୍, ୧୩ ହଜାର ୯୦ ଟଙ୍କା ଓ ଗୋଟିଏ ମୋବାଇଲ୍ ଜବତ!-->…
କଟକ ମହାନଦୀ କୂଳରୁ ମହିଳାଙ୍କ ମୃତଦେହ ଉଦ୍ଧାର
କଟକ: କଟକ ବିଡାନାସୀରେ ଅଘଟଣ । ଏନସିସି ଘାଟ ନଦୀରୁ ଉଦ୍ଧାର ହେଲା ଅଜଣା ମହିଳାଙ୍କ ମୃତଦେହ । ସ୍ଥାନୀୟ ଲୋକେ ମୃତଦେହ ଭାସୁଥିବା ନେଇ ପୋଲିସକୁ ଖବର ଦେଇଥିଲେ ।
ବିଡାନାସୀ ପୋଲିସ ପହଞ୍ଚି ମୃତଦେହ ଜବତ କରି SCB ମେଡିକାଲକୁ ପଠାଇଛି । ପାରିପାର୍ଶିକ ସ୍ଥିତିକୁ ଦେଖିଲେ ମହିଳା ଜଣକ!-->!-->!-->…
ଉତ୍କଳ ବିଶ୍ୱବିଦ୍ୟାଳୟ ନୂଆ ମୁଖ୍ୟ ଫାଟକ ପ୍ରସଙ୍ଗ, ହସ୍ତକ୍ଷେପ କଲେ ଓଏଚ୍ଆର୍ସି
ଭୁବନେଶ୍ୱର : ଉତ୍କଳ ବିଶ୍ୱବିଦ୍ୟାଳୟକୁ ମୁଖ୍ୟ ଫାଟକ ଦେଇ ଯିବା ଲାଗି ପ୍ରତିଦିନ ରଙ୍ଗରୁଟ୍ରେ ଯିବାକୁ ପଡୁଛି । କ୍ୟାମ୍ପସ ଭିତରକୁ ପଶିବା ପାଇଁ ଏହି ରଙ୍ଗରୁଟ୍ରେ ଯାଉଥିବାରୁ ପ୍ରତିଦିନ ୮ରୁ ଅଧିକ ଛୋଟ ବଡ଼ ଦୁର୍ଘଟଣା ହେଉଛି । ଫଳରେ ଛାତ୍ରଛାତ୍ରୀମାନେ ବହୁ ଅସୁବିଧାର ମଧ୍ୟ ସମ୍ମୁଖୀନ!-->…
ରୂପାନ୍ତର ଶୃଙ୍ଖଳାର ଦ୍ବିତୀୟ ବୈଠକ : ସବୁ ବିଭାଗକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ
– ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ରୂପାନ୍ତର ଉପକ୍ରମ (Transformation Initiatives) ଉପରେ ଉପସ୍ଥାପନା– ସହାରାଞ୍ଚଳ ବିକାଶରେ ଗୋଷ୍ଠୀ ସହଭାଗୀତାରେ କ୍ଷୀପ୍ର, ବ୍ୟାପକ ରୂପାନ୍ତରଣ– ଜାଗା ମିଶନ, ଡ୍ରିଙ୍କ ପ୍ରମ ଟ୍ୟାପ, ମୁକ୍ତା, କଠିନ ବର୍ଜ୍ୟବସ୍ତୁ ପରିଚାଳନା, ଆଦି କାର୍ଯ୍ୟକ୍ରମ!-->…
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ: ଶଙ୍କରାଚାର୍ଯ୍ୟଙ୍କୁ ଭେଟିଲେ ସର୍ବଦଳୀୟ ପ୍ରତିନିଧି
ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ ପ୍ରସଙ୍ଗ । ଜଗତଗୁରୁ ଶଙ୍କରାଚାର୍ଯ୍ୟକୁ ଭେଟିଲେ ପ୍ରକଳ୍ପକୁ ସମର୍ଥନ କରୁଥିବା ଵ୍ୟକ୍ତିବିଶେଷ ଓ ବିରୋଧ କରୁଥିବା ବ୍ୟକ୍ତିବିଶେଷ । ଏହି ପ୍ରସଙ୍ଗରେ ଆଲୋଚନା କରିବା ପରେ ଶଙ୍କରାଚାର୍ଯ୍ୟକୁ ସମାଧାନର ବାଟ ଖୋଜି ପରାମର୍ଶ ଦେବେ । ଏଭଳି ଆଶା!-->…
ଆଇପିଏସ୍ ସଞ୍ଜୟ କୁମାର ହେଲେ ଏଡିଜି ଆଧୁନିକୀକରଣ
ଭୁବନେଶ୍ବର: ମଙ୍ଗଳାବାର କେନ୍ଦ୍ରୀୟ ଡେପୁଟେସନରୁ ଫେରିବା ପରେ ଆଇପିଏସ ସଞ୍ଜୟ କୁମାରଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଆଇପିଏସ ସଞ୍ଜୟ କୁମାରଙ୍କୁ ଅତିରିକ୍ତ ପୁଲିସ ମହାନିର୍ଦେଶକ, ଆଧୁନିକୀକରଣ ଭାବେ ନିଯୁକ୍ତି ଦିଆଯାଇଛି। ୧୯୯୭ ବ୍ୟାଚର ବରିଷ୍ଠ ଆଇପିଏସ!-->…
ଟ୍ରକ୍ ଆଗରେ ଯୁବକଙ୍କୁ ବାନ୍ଧି ଭିଡିଓ ଭାଇରାଲ ଘଟଣା : ନିଜ ଆଡ଼ୁ ମାମଲା ରୁଜୁ କଲେ ଓଏଚ୍ଆରସି
ପାରାଦୀପ: ପାରାଦୀପ ଅଞ୍ଚଳରେ କିଛି ଦିନ ପୂର୍ବରୁ ଏକ ଚଳନ୍ତା ଟ୍ରକ୍ ଆଗରେ ଜଣେ ଯୁବକଙ୍କୁ ମୋବାଇଲ୍ ଚୋରୀ ଅଭିଯୋଗରେ ବଳପୂର୍ବକ ଝୁଲାଇ ଦେଇ ଭିଡିଓ ଉତ୍ତୋଳନ କରିବା ସହ ଏହାକୁ ସାମାଜିକ ଗଣମାଧ୍ୟମରେ ଭାଇରାଲ କରାଯିବା ଘଟଣାକୁ ନେଇ ଓଡ଼ିଶା ମାନବାଧିକାର କମିସନ୍ (ଓଏଚ୍ଆରସି) ହସ୍ତକ୍ଷେପ!-->…