Browsing Category

ଓଡିଶା

କଲେଜରେ ପରୀକ୍ଷା ଦେବାବେଳେ ଯୁକ୍ତ ଦୁଇ ଛାତ୍ର ମୃତ

ସୁନ୍ଦରଗଡ: ସୁନ୍ଦରଗଡ ଜିଲ୍ଲା ବଣାଇଗଡ ମହାବିଦ୍ୟାଳୟ ରେ ଆଜି ଯୁକ୍ତ ଦୁଇ ପରୀକ୍ଷା ଦେଉଥିବା ବେଳେ ଜଣେ ଛାତ୍ରଙ୍କ ଅସ୍ୱାଭାବିକ ମୃତ୍ୟୁ ଘଟିଛି। +2 ବିଜ୍ଞାନର ଓଡ଼ିଆ ବିଷୟ ପରୀକ୍ଷା ହେଉଥିବା ବେଳେ ଏମଡି ଅରବାଜ ପରୀକ୍ଷା ସାରିବାକୁ ଆଉ ୧୫ ମିନିଟ ବାକି ଥିବାବେଳେ ହଠାତ କ୍ଳାସ ରୁମରେ ଟଳି…

ପ୍ରେମିକାର ନ୍ୟୁଡ ଫଟୋ ସୋସିଆଲ୍ ମିଡିଆରେ ସେୟାର କରି ଛାତ୍ର ଗିରଫ

ଭୁବନେଶ୍ଵର: ସୋସିଆଲ୍ ମିଡିଆରେ ବନ୍ଧୁତା ଆଉ ତାପରେ ପ୍ରେମ। ପ୍ରେମିକା ସହ ନ୍ୟୁଡ୍ କଲ୍ କରି ସ୍କ୍ରିନ୍‌ ସଟ୍ ନେଲେ ପ୍ରେମିକ। ଆଉ ୨ ବର୍ଷ ପରେ ସମ୍ପର୍କରେ ଆସିଲା ଫାଟ । ଆଉ ପ୍ରେମିକା ନାଁରେ ଫେକ୍ ଆଇଡି କରି ଫଟୋ ଭାଇରାଲ୍ କରିଦେଲେ ଯୁବକ। ଏଭଳି ଜଣେ ଯୁବକଙ୍କୁ ଗିରଫ କରିଛି ଭୁବନେଶ୍ଵର…

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ: ସିବିଆଇ ତଦନ୍ତ ଦାବି କଲେ ବିଜୟ ମହାପାତ୍ର

ପୁରୀ: ପୁରୀ ଶ୍ରୀମନ୍ଦିର ପ୍ରକଳ୍ପ ବିବାଦ ମାମଲା ଦିନକୁ ଦିନ ବଢ଼ିବାରେ ଲାଗିଛି । । ବିବାଦ ବଢ଼ିବା ସହ ନୂଆ ନୂଆ ତଥ୍ୟା ସାମ୍ନାକୁ ଆସୁଛି । ଆଉ ଏହି ପ୍ରକଳ୍ପ ରାଜନେତା ମାନଙ୍କ ପାଇଁ ଏକ ରାଜନୈତିକ ବିଷୟ ବସ୍ତୁ ପାଲଟି ଯାଇଛି । ମନ୍ଦିରକୁ ଆଡରେ ରଖି ବର୍ତ୍ତମାନ ରାଜନୀତିର ଗୋଟି…

ବର୍ଷା-ଅନୁଭବ ପାରିବାରିକ ବିବାଦ ମାମଲା, ଶୁଣାଣି ଶେଷ, ରାୟ ସଂରକ୍ଷିତ

ଭୁୁବନେଶ୍ୱର: ବହୁ ଚର୍ଚ୍ଚିିତ ବର୍ଷା ଓ ଅନୁଭବ ମହାନ୍ତିଙ୍କ ଘରୋଇ ହିଂସା ମାମଲାର ଆଜି ହୋଇଛି ଶୁଣାଣୀ । ସୋସିଆଲ ମିଡ଼ିଆରେ ଗୋଟିଏ ପରେ ଗୋଟିଏ ଭିଡ଼ିଓ ଅନୁଭବ ବର୍ଷାଙ୍କ ବିରୋଧରେ ପୋଷ୍ଟ କରିବା ପରେ ଏହି ମାମଲା ବର୍ତ୍ତମାନ ଭିନ୍ନ ଏକ ମୋଡ଼ ନେଇଛି । ଅନୁଭବଙ୍କ ପକ୍ଷରୁ ଦାୟର…

ଶରତ ପଟ୍ଟନାୟକଙ୍କୁ ସବୁବେଳେ ସହଯୋଗ କରିବି : ନିରଞ୍ଜନ ପଟ୍ଟନାୟକ

ଭୁବନେଶ୍ବର : ବରିଷ୍ଠ କଂଗ୍ରେସ ନେତା ଶରତ ପଟ୍ଟନାୟକ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ନୂତନ ସଭାପତି ଭାବେ ନିଯୁକ୍ତ ହୋଇଛନ୍ତି। ଏଆଇସିସି ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ କାର୍ଯ୍ୟାଳୟରୁ ଜାରି ବିଜ୍ଞପ୍ତିରେ ଶରତ ପଟ୍ଟନାୟକଙ୍କୁ ନବ ନିଯୁକ୍ତ ପିସିସି ସଭାପତି ବୋଲି ଘୋଷଣା କରାଯାଇଛି। ଏଥି…

ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ଭେଟିଲେ ଗଜପତି ମହାରାଜା

ପୁରୀ: ଶ୍ରୀମନ୍ଦିର ପରିଚାଳନା କମିଟି ଗୋବର୍ଦ୍ଧନ ପୀଠରେ ପହଁଚି ଜଗତଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀଙ୍କୁ ସାକ୍ଷାତ କରିଛନ୍ତି । ପୁରୀ ଗୋବର୍ଦ୍ଧନ ପୀଠରେ ଶ୍ରୀମନ୍ଦିର ପରିଚାଳନା କମିଟି ପହଁଚି ଶଙ୍କରାଚାର୍ଯ୍ୟଙ୍କୁ ଭେଟିଛି । ଗଜପତିଙ୍କ ସମେତ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ,…

ଆସନ୍ତା ୩ ଦିନ ଯାଏଁ ରାଜ୍ୟରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା; ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର : ଖରା ବର୍ଷାର ଲୁଚକାଳି ଖେଳୁଛି ପାଣିପାଗ।ଦିନରେ ଖରା ରାତିରେ ବର୍ଷା ରାଜ୍ୟର ବିଭିନ୍ନ ସ୍ଥାନରେ କାଳ ବୈଶାଖୀ ଜନିତ ବର୍ଷା ସତ୍ୱେ କମୁନି ଗ୍ରୀଷ୍ମ ପ୍ରବାହ। ତାପମାତ୍ରା ସ୍ୱାଭାବିକ ହେଲେ ବାୟୁ ମଣ୍ଡଳର ଆଦ୍ରତା କମିବା, ଓ ଶୁଖିଲା ଜଳବାୟୁ ଯୋଗୁଁ ଅସହ୍ୟ ହେଉଛି ଗୁଳୁଗୁଳି। …

ସମସ୍ତଙ୍କୁ ସାଙ୍ଗରେ ନେଇ ଚାଲିବୁ : ଶରତ ପଟ୍ଟନାୟକ

ଭୁବନେଶ୍ୱର : ନୂତନ ପିସିସି ସଭାପତି ଭାବେ ନିଯୁକ୍ତ ହେଲେ ଶରତ ପଟ୍ଟନାୟକ । ଓଡିଶା ପିସିସି ସଭାପତି ନିଯୁକ୍ତ ପରେ ଶରତ ପଟ୍ଟନାୟକ ଙ୍କ ପ୍ରତିକ୍ରିୟା । ଦ୍ୱିତୀୟ ଥର ପାଇଁ ପିସିସି ସଭାପତି ହେଲେ ଶରତ ପଟ୍ଟନାୟକ । ସମସ୍ତଙ୍କୁ ସାଙ୍ଗରେ ନେଇ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବୁ ବୋଲି…

ପୁଣି ଜେଲ୍ ଗଲେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ

ପୁଣି ଜେଲ୍ ଗଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ। ବାଣପୁର JMFC କୋର୍ଟରେ ଆତ୍ମସମର୍ପଣ ପରେ ତାଙ୍କୁ ଜେଲକୁ ପଠାଯାଇଛି। ଅନ୍ତରୀଣ ଜାମିନ ସରିବା ପରେ ପୁଣି ଜେଲ୍ ଯାଇଛନ୍ତି ପ୍ରଶାନ୍ତ ଜଗଦ୍ଦେବ। ଦୁଇ ଥର ସାତ ଦିନିଆ ଅନ୍ତରୀଣ ଜାମିନ୍ ମିଳିବା ପରେ ଗତ ୨୦ ତାରିଖରେ ହାଇକୋର୍ଟ ଜଗଦେବଙ୍କ…

ଶରତ ପଟ୍ଟନାୟକ ହେଲେ ନୂଆ ପିସିସି ସଭାପତି

ଭୁବନେଶ୍ୱର: ଶରତ ପଟ୍ଟନାୟକ ହେଲେ ଓଡ଼ିଶା କଂଗ୍ରେସର ନୂଆ ସଭାପତି। ନିରଞ୍ଜନ ପଟ୍ଟନାୟକଙ୍କ ଇସ୍ତଫା ଗ୍ରହଣ କରିଛନ୍ତି ଏଆଇସିସି। ତେବେ ଶରତ ପଟ୍ଟନାୟକଙ୍କୁ ଦ୍ୱିତୀୟ ଥର ପାଇଁ ସଭାପତି କରାଯାଇଛି। ପୂର୍ବତନ ବଲାଙ୍ଗିର ସାଂସଦ ତଥା ବରିଷ୍ଠ ନେତା ଶରତ ପଟ୍ଟନାୟକ ଦୁଇଥର ସାଂସଦ ଥିଲେ। ସେ…