Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ପର୍ଯ୍ୟଟକଙ୍କୁ ମାଡ଼ ଘଟଣାରେ ୩ ନନ୍ଦନକାନନ କର୍ମଚାରୀ ଗିରଫ
ଭୁବନେଶ୍ୱର : ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ପ୍ରତିଦିନ ହଜାର ହଜାର ପର୍ଯ୍ୟଟକ ବୁଲିବା ପାଇଁ ଆସିଥାଆନ୍ତି। ଏଠାରେ ଏକ ଅଭାବନୀୟ ଘଟଣା ଘଟିଥିବା ଦେଖାଯାଇଛି। କିଛି ପର୍ଯ୍ୟଟକଙ୍କୁ ସଫାରୀ କର୍ମଚାରୀ ମାଡ ମାରିଛନ୍ତି ବୋଲି ନନ୍ଦନକାନନ ଥାନାରେ ଅଭିଯୋଗ ହୋଇଛି। ପର୍ଯ୍ୟଟକଙ୍କୁ କିଛି ସଫାରୀ!-->…
ପୁଣି ସାଂସଦ ଅନୁଭବଙ୍କ ବିରୋଧରେ ଥାନାରେ ଏତଲା ଦେଲେ ବର୍ଷା
ଭୁବନେଶ୍ବର: ସାଂସଦ ଅନୁଭବ ଓ ପତ୍ନୀ ବର୍ଷା ପାରିବାରିକ ବିବାଦ ମାମଲା ଥମିବାରେ ନାଁ ନେଉ ନାହିଁ। ଗତକାଲି ସାଂସଦ ଅନୁଭବ ମହାନ୍ତି ସୋସିଆଲ ମିଡିଆରେ ଏକ ଭିଡିଓ ଜାରି କରିଥିବା ବେଳେ ଆଜି ତାଙ୍କ ବିରୋଧରେ କଟକ ପୁରୀଘାଟ ଥାନାରେ ଅଭିଯୋଗ କରିଛନ୍ତି ବର୍ଷା ପ୍ରିୟଦର୍ଶିନୀ।
ଅଭିଯୋଗ!-->!-->!-->…
ପ୍ରତିଷ୍ଠା ଦିବସରେ ଓଡିଶା ନିର୍ମାଣ ନିଗମ ଲିମିଟେଡକୁ ଉଚ୍ଚ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ଆଧୁନିକ ଓଡ଼ିଶା ନିର୍ମାଣରେ ଅବଦାନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି 60 ତମ ପ୍ରତିଷ୍ଠା ଦିବସରେ ଓଡିଶା ନିର୍ମାଣ ନିଗମ ଲିମିଟେଡକୁ ଉଚ୍ଚ ପ୍ରଶଂସା କରିଛନ୍ତି। ଭିତ୍ତିଭୂମି ଦିବସ ପାଳନ କରିବା ପାଇଁ ରାଜ୍ୟ ସମ୍ମିଳନୀ କେନ୍ଦ୍ରରେ ଏକ କାର୍ଯ୍ୟକ୍ରମର ଆୟୋଜନ!-->…
ଆଜି ଶ୍ରୀକ୍ଷେତ୍ର ଭଉଁରୀ : ଅଖ ଚକ ଡେରା ନୀତି ସଂପନ୍ନ
ପୁରୀ: ଆଜି ପବିତ୍ର ଶ୍ରୀକ୍ଷେତ୍ର ଭଉଁରୀ ଅବସରରେ ତିନି ରଥର ୬ଟି ନାହାକ ଚକ ସହ ତିନୋଟି ଅଖ ସଂଯୋଗର ଶୁଭ ଅନୁକୂଳ ହୋଇଛି। ଶ୍ରୀମନ୍ଦିରରୁ ପୂଜାପଣ୍ଡା ସାମନ୍ତଙ୍କ ଦ୍ୱାରା ଆଜ୍ଞାମାଳ ଅଣାଯିବା ପରେ ବିଶ୍ୱକର୍ମା ମହାରଣା ଓ ଭୋଇ ସେବକଙ୍କ ସହାୟତାରେ କରାଯାଇଥିଲା ଏହି ସଂଯୋଗ କାର୍ଯ୍ୟ।!-->…
ହୀରାକୁଦ କେଜ୍ ଫିସ୍ କଲ୍ଚର ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ
ଭୁବନେଶ୍ୱର: ହୀରାକୁଦ ଜଳଭଣ୍ଡାରରେ ଆବଦ୍ଧ ମାଛ ଚାଷ (କେଜ୍ ଫିସ୍ କଲ୍ଚର) ଏକ ସଫଳ ମଡେଲ୍। ଏହା ଖୁବ୍ ଶୀଘ୍ର ରାଜ୍ୟର ମଧୁର ପାଣି ମାଛ ଉତ୍ପାଦନକୁ ବହୁ ପରିମାଣରେ ବୃଦ୍ଧି କରିବ। ରବିବାର ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଉଭୟ କ୍ଷେତ୍ର ପରିଦର୍ଶନ ଏବଂ ଉଚ୍ଚ ସ୍ତରୀୟ ବୈଠକ କରି ଏହି!-->…
ପୁରୀ ପ୍ରକଳ୍ପରେ ବାଧାସୃଷ୍ଟି ଲାଗି ନିୟମିତ ଭାବେ ମିଛ କହୁଛନ୍ତି ବିଜେପି ନେତା: ବିଜେଡି
ଭୁବନେଶ୍ୱର, : ପୁରୀ ପ୍ରକଳ୍ପ ସଂକ୍ରାନ୍ତରେ ଲଗାତାର ଭାବେ ମିଥ୍ୟା ଓ ବିଭ୍ରାନ୍ତିକର ବକ୍ତବ୍ୟ ରଖି କାର୍ଯ୍ୟରେ ବାଧା ସୃଷ୍ଟି କରୁଥିବାରୁ ଏଥିପାଇଁ ଯେଉଁ ସେବାୟତ ଓ ଜଗନ୍ନାଥପ୍ରେମୀମାନେ ଜମି ଦାନ କରିଛନ୍ତି ସେମାନେ କେବେ ହେଲେ ଆପଣଙ୍କୁ କ୍ଷମା କରିବେ ନାହିଁ ।
ରାଜନୀତି କରିବା ପାଇଁ!-->!-->!-->…
ସିଦ୍ଧାର୍ଥ ରାଉତରାୟଙ୍କ ଆଉ ଏକ କୀର୍ତ୍ତି: ଏଭେରେଷ୍ଟରେ ଉଡାଇଲେ ପତିତପାବନ ବାନା
ଭୁବନେଶ୍ବର: ପର୍ବତାରୋହୀ ସିଦ୍ଧାର୍ଥ ରାଉତରାୟଙ୍କ ଆଉ ଏକ କୀର୍ତ୍ତି। ପୂର୍ବରୁ ଆଇରନମ୍ୟାନ ଟାଇଟଲ ଜିତିଥିବା ବେଳେ ଏବେ ଏଭରେଷ୍ଟ ଚଢ଼ି ଆଉ ଏକ ରେକର୍ଡ କରିଛନ୍ତି ସିଦ୍ଧାର୍ଥ।ଏଭରେଷ୍ଟ ଚଢିବା ପରେ ଓଡ଼ିଆ ପାଇକ ପୁଅ ଭାବେ ଏଭରେଷ୍ଟରେ ପତିତପାବନ ବାନା ଉଦାଇଵା ସହ ଜୟ ପାଇକ ନା!-->…
କାଳବୈଶାଖୀ: ୫ ଜିଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
ଭୁବନେଶ୍ବର: କାଳବୈଶାଖୀ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲାରେ ବର୍ଷା ହୋଇଛି । ୨୪ ତାରିଖ ପରଠୁ ରାଜ୍ୟରେ ବେଶୀ କାଳବୈଶାଖୀ ମଧ୍ୟ ଅନୁଭୂତ ହେବ । କିନ୍ତୁ ଆଭ୍ୟନ୍ତରୀଣ ଓଡ଼ିଶାରେ ଦିନ ତାପମାତ୍ରା ୩ ରୁ ୪ ଡିଗ୍ରୀ ବୃଦ୍ଧି ହେବା ସମ୍ଭାବନା ରହିଛି । ଏହି ପୂର୍ବାନୁମାନ କରିଛି ଆଞ୍ଚଳିକ!-->…
ଟିମ୍ ଗଠନ କରି ହସ୍ପିଟାଲରେ ଅଚାନକ ପରିଦର୍ଶନ କର- ହାଇକୋର୍ଟ
କଟକ: ସରକାରୀ ଡାକ୍ତରମାନେ ଘରୋଇ ହସ୍ପିଟାଲରେ ରୋଗୀ ଚିକିତ୍ସା କରୁଥିବା ଓ ବିଭିନ୍ନ ହସ୍ପିଟାଲରେ ଆବଶ୍ୟକ ଡାକ୍ତର ନଥିବା ସହ ବ୍ୟାପକ ଅବ୍ୟବସ୍ଥା ରହିଥିବା ନେଇ ଦାଖଲ ରିପୋର୍ଟ ଉପରେ ହାଇକୋର୍ଟ ଗଭୀର ଉଦ୍ବେଗ ପ୍ରକାଶ କରିଛନ୍ତି। ଆବେଦନକାରୀ ଚିତ୍ତରଞ୍ଜନ ମହାନ୍ତିଙ୍କ ପକ୍ଷରୁ ଦାୟର!-->…
ରାତିଅଧିଆ ଜିପିଆର ସର୍ଭେ: ମୁଖ୍ୟମନ୍ତ୍ରୀ ଶୀଘ୍ର ହସ୍ତକ୍ଷେପ କରିବାକୁ ଦାବି କଲେ ନରସିଂହ ମିଶ୍ର
ଭୁବନେଶ୍ବର: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଅଞ୍ଚଳରେ ରାତିଅଧିଆ ଜିପିଆର ସର୍ଭେକୁ ନେଇ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ଘନ ଅନ୍ଧକାରରେ ଚୋରମାନେ ହିଁ କାମ କରନ୍ତି । ଯଦି କେହି କିଛି ଭୁଲ କରିନଥାନ୍ତେ ତେବେ ଏଭଳି କାମ କରିନଥାନ୍ତେ । ସେ ରାଜ୍ୟ!-->…