Browsing Category

ଓଡିଶା

ରାଜ୍ୟର ୧୫ ଟି ଜିଲାରେ ଘଡଘଡି ସହ ବର୍ଷା ସମ୍ଭାବନା

ଭୁବନେଶ୍ବର: ରାଜ୍ୟରେ କିଛି ଦିନର ଆଶ୍ବସ୍ତୀ ପରେ ପୁଣି ତାତି ବଢିଛି। ଫଳରେ କାଳବୈଶାଖୀ ସମ୍ଭାବନା ସୃଷ୍ଟି ହୋଇଛି। ରାଜ୍ୟର ୧୫ ଟି ଜିଲାରେ ଆସନ୍ତା ୨୪ ଘଣ୍ଟାରେ ଘଡଘଡି ସହ ବର୍ଷା ସମ୍ଭାବନା ରହିଛି । ଏଥିପାଇଁ ୧୫ଟି ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ । ଜିଲ୍ଲା…

କାର୍ଯ୍ୟକ୍ଷମ ହେବ ୧.୩୫ ଲକ୍ଷ ଏଲ୍‌ଆଇ ପ୍ରକଳ୍ପ

ଭୁବନେଶ୍ୱର: ରାଜ୍ୟରେ ଖୁବ୍‌ଶୀଘ୍ର କାର୍ଯ୍ୟକ୍ଷମ ହେବ ପାଖାପାଖି ୧ ଲକ୍ଷ ୩୫ ହଜାର ଉଠା ଜଳସେଚନ ପ୍ରକଳ୍ପ । ଏହି ସମସ୍ତ ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ରାଜ୍ୟରେଆହୁରି ଅଧିକ ୧୩.୩୨ ହେକ୍ଟର ଚାଷ ଜମି ଜଳସେଚିତ ହୋଇପାରିବ । ସେଥିମଧ୍ୟରୁ ୩୨ ହଜାର ୭୮୦ଟି କମ୍ୟୁନିଟି ଉଠା ଜଳସେଚନ ପ୍ରକଳ୍ପ…

ବିଶ୍ୱସ୍ତରୀୟ ହେବ କଳିଙ୍ଗ ଷ୍ଟୁଡିଓ, ୨୦୦ କୋଟି ଟଙ୍କା ମଞ୍ଜୁର

ଭୁବନେଶ୍ୱର: ଖୁବଶୀଘ୍ର ବିଶ୍ଵସ୍ତରୀୟ ହେବାକୁ ଯାଉଛି କଳିଙ୍ଗ ଷ୍ଟୁଡିଓ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଏଥିପାଇଁ ପ୍ରଥମ ପର୍ଯ୍ୟାୟ କାର୍ଯ୍ୟର ଆଜି ଶୁଭାରମ୍ଭ ହୋଇଛି । ଆଜି ମଣ୍ଡପ ଓ ଟେକଜୋନ୍ କାର୍ଯ୍ୟର ପୂଜାର୍ଚ୍ଚନା ପରେ କଂକ୍ରିଟ କରଣ…

ବରପଦା ଇଞ୍ଜିନିୟରିଂ କଲେଜ ବନ୍ଦ ଲାଗି ସାଙ୍ଘାତିକ ଷଡ଼ଯନ୍ତ୍ର ଅଭିଯୋଗ

ଭଦ୍ରକ: ଉତ୍ତର ଓଡ଼ିଶାର ପ୍ରାଚୀନ ଏବଂ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ବରପଦା ଇଞ୍ଜିନିୟରିଂ କଲେଜ ବନ୍ଦ ଲାଗି ସାଙ୍ଘାତିକ ଷଡ଼ଯନ୍ତ୍ର ହୋଇଥିବା ଅଭିଯୋଗ l ସାମ୍ବାଦିକ ସମ୍ମିଳନୀ ଜରିଆରେ ମୁହଁ ଖୋଲିଲେ ସଂଖ୍ୟାଧିକ କର୍ମଚାରୀ l ବରପଦା ଇଞ୍ଜିନିୟରିଂ କଲେଜର ପରିଚାଳନାଗତ ବିବାଦ କୋର୍ଟର…

ରାଜଧାନୀରେ ପଳାଶୁଣି ନିକଟ ଜଗନ୍ନାଥ ବିହାରରେ ୩ ବୋମା ମାଡ଼

ଭୁବନେଶ୍ବର: ରାଜଧାନୀରେ ପଳାଶୁଣି ନିକଟ ଜଗନ୍ନାଥ ବିହାରରେ ବିଳମ୍ବିତ ରାତିରେ ହୋଇଛି ବୋମା ମାଡ଼। କେହି ଦୁର୍ବୃତ୍ତ ୩ଟି ବୋମା ମାଡ଼ କରିଥିବା ସୂଚନା ମିଳିଛି। ତେବେ ବୋମାମାଡ଼ର କାରଣ ଅସ୍ପଷ୍ଟ ଅଛି। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ କରୁଛି। ତେବେ ଏଥିରେ କାହାର କିଛି କ୍ଷତି…

ରାସନ ସାମଗ୍ରୀ ବଣ୍ଟନରେ ଅନିୟମିତତା ଅଭିଯୋଗ, ସ୍ଥିତି ସମୀକ୍ଷା କଲେ ବିଏମ୍‌ସି ମେୟର ସୁଲୋଚନା ଦାସ

ଭୁବନେଶ୍ଵର: ରାସନ ସାମଗ୍ରୀ ବଣ୍ଟନରେ ଅନିୟମିତତା ଅଭିଯୋଗ । ଭୁବନେଶ୍ଵର ସହିଦନଗର ମୈତ୍ରୀ ଯୋଗାଣ ଷ୍ଟୋରରେ ଉତ୍ତେଜନା । ଅଭିଯୋଗ ପରେ ବିଏମ୍‌ସି ମେୟର ସୁଲୋଚନା ଦାସ ସ୍ପଟ୍ ଯାଞ୍ଚ୍ କରିବା ସହିତ ଯେପରି ସୁଚାର ରୂପରେ ରାସନ ସାମଗ୍ରୀ ବଣ୍ଟା ଯାଇ ପାରିବ ନିର୍ଦେଶ ଦେଇଛନ୍ତି। …

ଶ୍ରୀମନ୍ଦିର ରୋଷଘର ଚୁଲି ଭାଙ୍ଗିବା ଘଟଣା: କେସ୍‌ ଡାଏରି ଦାଖଲ ପାଇଁ ସରକାରଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ: ଶ୍ରୀମନ୍ଦିର ରୋଷଘର ଚୁଲି ଭାଙ୍ଗିବା ମାମଲାରେ ଗିରଫ ଅଭିଯୁକ୍ତ ଜଗନ ମହାପାତ୍ରଙ୍କ ଜାମିନ ଆବେଦନର ଶୁଣାଣି ହୋଇଛି । ସରକାରଙ୍କୁ କେସ୍‌ ଡାଏରି ଦାଖଲ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଜଷ୍ଟିସ ଶଶିକାନ୍ତ ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଜଗନର ଜାମିନ ଆବେଦନର ଶୁଣାଣି କରି ଏହି…

କାହା ଛତ୍ର ଛାୟା ତଳେ ପ୍ରଧାନ ଶିକ୍ଷକ : ନାଲି ଫିତା ତଳେ ଦବି ଯିବନି ତ ପିତାମାତା ଙ୍କ କରୁଣ କ୍ରନ୍ଦନ.. !!

ଖଇରପୁଟ //ମାଲକାନଗିରି : ଗତ ୧୫ ମେ ୨୦୨୨ ରବିବାର ବିଳମ୍ବିତ ରାତ୍ର ପ୍ରାୟ ୧୧.୩୦ ରେ ଶ୍ରୀଧର ନାମକ ଏକ କଅଁଳ ଶିଶୁର କ୍ରନ୍ଦନ ଶେଷ ଥର ପାଇଁ ପ୍ରକମ୍ପିତ ହୋଇଥିଲା ନନ୍ଦିନୀଗୁଡ଼ା ଛାତ୍ରାବାସରେ । ସନ୍ଧ୍ୟା ୮.୩୦ରୁ ରାତି ୧୧.୩୦ ପର୍ଯ୍ୟନ୍ତ ଦୀର୍ଘ ୩ଘଣ୍ଟା ଧରି ମୃତ୍ୟୁ ସହ ଅହରହ…

ସୁନ୍ଦରଗଡ଼ରେ ଓମ୍ବାଡ୍‌ସିର ଓଭରସାଇଟ୍ ଅଥରିଟି : ଦ୍ୱିତୀୟ ଦିନରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଉନ୍ନୟନ ପ୍ରକଳ୍ପ ବୁଲି…

-ବଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ଓ ଷ୍ଟାଫ୍ କ୍ୱାର୍ଟରର ଉଦ୍‌ଘାଟନ କଲେ-କୁଆରମୁଣ୍ଡା ବ୍ଲକ୍ କାର୍ଯ୍ୟାଳୟରେ ଗୋଷ୍ଠୀ ସମ୍ବଳ କେନ୍ଦ୍ରର ଶୁଭାରମ୍ଭ କଲେ ସୁନ୍ଦରଗଡ଼ (୧୯/୦୫) : ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ତଥା ଓଡ଼ିଶା ଖଣିଜ ଧାରକ ଅଞ୍ଚଳ ଉନ୍ନୟନ ନିଗମର…

ଜାତୀୟ ଜନଜାତି କମିଶନଙ୍କ ନିକଟରେ ହାଜର ହେଲେ କେନ୍ଦୁଝର ଜିଲ୍ଲାପାଳ

କେନ୍ଦୁଝର: ଶେଷରେ ହାଜର ହେଲେ କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକରେ । ଜାତୀୟ ଜନଜାତି କମିଶନ ଙ୍କ ପାଖରେ ହାଜର ହେଲେ ଜିଲ୍ଲାପାଳ । କମିଶନ ସଦସ୍ୟ ଅନନ୍ତ ନାୟକଙ୍କ ଇଜିଲାସ ରେ ହାଜର ହେଲେ । ବାରମ୍ବାର ସମନ ପରେ ଶେଷରେ ହାଜର ହେଲେ ଜିଲ୍ଲାପାଳ । ଏମିତିକି ସମନ ସତ୍ତ୍ୱେ ହାଜର ନ ହେବାର…