Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଚାନ୍ଦିପୁରରେ ଜାହାଜ ବିଧ୍ଵଂସୀ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ
ବାଲେଶ୍ଵର: ପ୍ରତିରକ୍ଷା ଅନୁସନ୍ଧାନ ବିକଶିତ ସଂସ୍ଥା(ଡିଆରଡିଓ)କୁ ଆଉ ଏକ ସଫଳତା। ଜାହାଜ ବିଧ୍ଵଂସୀ କ୍ଷେପଣାସ୍ତ୍ରକୁ ଚାନ୍ଦିପୁରରେ ସଫଳ ପରୀକ୍ଷଣ କରାଯାଇଛି । ଭାରତୀୟ ନୌସେନା ଏବଂ DRDO ପକ୍ଷରୁ ମିଳିତ ଭାବେ ବୁଧବାର ଏହି ପରୀକ୍ଷଣ କରାଯାଇଥିଲା । ଆକାଶରେ ଏକ ହେଲିକପ୍ଟରରୁ ଆଣ୍ଟି!-->…
ପ୍ରେମିକଙ୍କ ଘର ସମ୍ମୁଖରେ ଧାରଣା ଦେଲେ ସାତ ମାସର ଗର୍ଭବତୀ ପ୍ରେମିକା
ନବରଙ୍ଗପୁର: ମିଥ୍ୟା ପ୍ରତିଶ୍ରୁତିର ଶିକାର ହୋଇଛନ୍ତି ୨୪ ବର୍ଷ ବୟସର ଜଣେ ଯୁବତୀ। ଅଜାଣତରେ ବିବାହିତ ଯୁବକଙ୍କୁ ଭଲ ପାଇଁ ଭୁଲ କରିଛନ୍ତି। ଏବେ ନିଜ ଅଧିକାର ପାଇବା ପାଇଁ ଲଢ଼େଇ କରୁଛନ୍ତି। ସ୍ତ୍ରୀର ଅଧିକାର ଦାବିରେ ପ୍ରେମିକ ଘର ସମ୍ମୁଖରେ ୭ ମାସର ଗର୍ଭବତୀ ପ୍ରେମିକା ଧାରଣା!-->…
ନାବାଳିକା ଦୁଷ୍କର୍ମକାରୀକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ
ନୟାଗଡ଼ : ଏକ ନାବାଳିକା ଦୁଷ୍କର୍ମ ମାମଲାରେ ନୟାଗଡ଼ ଫାଷ୍ଟଟ୍ରାକ୍ ପୋକ୍ସୋ କୋର୍ଟ ଦୋଷୀକୁ ୨୦ ବର୍ଷ ସଶ୍ରମ ଜେଲ୍ ଦଣ୍ଡାଦେଶ ଦେଇଛନ୍ତି। ଏହା ସହିତ ତାକୁ ୨୦ ହଜାର ଟଙ୍କା ଜୋରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ଜୋରିମାନା ଅର୍ଥ ନ ଦେଲେ ତାକୁ ଅଧିକ ୬ ମାସ ଜେଲ୍ରେ ରହିବାକୁ!-->…
ଆସନ୍ତାକାଲି କଲମା ଯାତ୍ରା କରିବ ମହାନଦୀ ବଞ୍ଚାଅ ଆନ୍ଦୋଳନ
କଟକ: ଭାରତୀୟ ଉପଦ୍ବୀପ ନଦୀ ଅବବାହିକା ପରିଷଦ ଓଡିଶା ଶାଖା ପକ୍ଷରୁ ନଦୀ ବଞ୍ଚାଅ ସମ୍ମିଳନୀ କଟକରେ ଅନୁଷ୍ଠିତ ହୋଇଛି । ଏଥିରେ ଓଡିଶାର ବିଭିନ୍ନ ନଦୀର ସୁରକ୍ଷା ପାଇଁ ସଂଗ୍ରାମରତ ନଦୀ ସାଥିମାନେ ଯୋଗ ଦେଇଥିଲେ । ବିଶେଷକରି ଭାରତର ଜଳ ମାନବ ଭାବରେ ପରିଚିତ ଡ଼ ରାଜେନ୍ଦ୍ର ସିଂ ଏହି!-->…
ରାଜଧାନୀରେ ଫାଙ୍କା ଗୁଳିମାଡ଼ ଘଟଣା, ଅଭିଯୁକ୍ତ ବିନୟ ଆଚାର୍ଯ୍ୟ ଗିରଫ
ଭୁବନେଶ୍ୱର: ଭୁବନେଶ୍ୱର ସିଆରପି ଛକରେ ଫାଙ୍କା ଗୁଳିମାଡ଼ ଘଟଣା । ସ୍ତ୍ରୀଙ୍କ ବନ୍ଧୁକରୁ ଗୁଳି ଫୁଟାଇଲେ ସ୍ବାମୀ । ଅଭିଯୁକ୍ତ ବିନୟ ଆଚାର୍ଯ୍ୟକୁ ଗିରଫ କଲା ନୟାପଲ୍ଲୀ ଥାନା ପୋଲିସ । ପୂର୍ବ ଶତ୍ରୁତାକୁ ନେଇ ଗଣ୍ଡଗୋଳ ପରେ ଗୁଳି ମାଡ଼ କରିଥିଲା ବିନୟ । ଘଟଣା ସ୍ଥଳରୁ ଦୁଇଟି ଖୋକା ଜବତ!-->…
ନବମ ପରୀକ୍ଷାକୁ ମଧ୍ୟ ଆସିଲେନି ୧୫ ହଜାର ଛାତ୍ରଛାତ୍ରୀ, ଆବସେଣ୍ଟର ସମୀକ୍ଷା ହେବ-ମନ୍ତ୍ରୀ
ଭୁବନେଶ୍ୱର: ନବମ ଶ୍ରେଣୀ ପିଲାଙ୍କର ପରୀକ୍ଷାରେ ଉପସ୍ଥାନ ହାର ଗଣଶିକ୍ଷା ବିଭାଗର ମୁଣ୍ଡ ବ୍ୟଥା ବଢ଼଼ାଇଇଛି। ନବମ ଶ୍ରେଣୀରେ ମଧ୍ୟ ପାଖାପାଖି ୧୫ ହଜାର ପରୀକ୍ଷାର୍ଥୀ ପରୀକ୍ଷା ଦେଇ ନଥିବା ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ (ବିଏସଇ) ବୋର୍ଡ଼ ଦର୍ଶାଇଛି। ମାତ୍ର ବୋର୍ଡ଼ ଦର୍ଶାଇଥିବା ତଥ୍ୟ!-->…
ପୁରୀରେ ମୁକୁଳା ଡ୍ରେନ୍ରେ ପଡ଼ି ଯୁବକ ମୃତ
ପୁରୀ: ପୁରୀ ମାର୍କେଟ୍ ଛକ ନିକଟରେ ଅଘଟଣ । ମୁକୁଳା ଡ୍ରେନ ସାଜିଲା କାଳ । ମୁକୁଳା ଡ୍ରେନରେ ପଡି ଚାଲିଗଲା ବ୍ୟକ୍ତିଙ୍କ ଜୀବନ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ପୁରୀ ବଡ଼ଦାଣ୍ଡ ମାର୍କେଟ ଛକ ନିକଟରେ । ତେବେ ମୃତକ ଯୁବକଙ୍କ ପରିଚୟ ମିଳିପାରିନାହିଁ । ଏହି ଘଟଣାକୁ ନେଇ!-->…
ଝିଅ ବିବାହ ବେଦୀରେ ହାତରୁ କାଢିଲା ଚୁଡି, ମଥାରୁ ପୋଛିଲା ସିନ୍ଦୁର, ବର ବେହୋସ୍
ଜଳେଶ୍ୱର: ମୋର ସ୍ୱାମୀ ଅଛି, ମୁଁ ବାହା ହେଇପାରିବିନି। ହାତରୁ କାଢିଦେଲା ଚୁଡି, ଆଉ ମଥାରୁ ପୋଛିଦେଲା ସିନ୍ଦୁର । କନ୍ୟାର ଏପରି ରୂପ ଦେଖି ବେହୋସ ହୋଇଗଲା ବେଦୀରେ ବସିଥିବା ବର । ବାଲେଶ୍ୱର ବାଲିଆପାଳ ଥାନା ରେମୁଗାଁରେ ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ।
ଖବର ଅନୁଯାୟୀ,!-->!-->!-->…
ପୁଣି ସ୍ଥିତି ଜାହିର କଲା ମାଓ ସଙ୍ଗଠନ: ବାଲିଗୁଡ଼ା ଓ ତୁମୁଡ଼ିବନ୍ଧ ଥାନା ଅଞ୍ଚଳରେ ବ୍ୟାନର ପୋଷ୍ଟର…
ଫୁଲବାଣୀ /ବାଲିଗୁଡ଼ା:କିଛି ଦିନର ନୀରବତା ପରେ କନ୍ଧମାଳରେ ମାଓ ସଙ୍ଗଠନ ପୁଣି ନିଜର ସ୍ଥିତି ଜାହିର କରିଥିବା ଜଣାପଡ଼ିଛି । ଜିଲ୍ଲାର ବାଲିଗୁଡ଼ା ଥାନା ଲଣ୍ଡାଗାଁ,ଖମଣଖୋଲ ଓ ତୁମୁଡ଼ିବନ୍ଧ ଥାନା କୁର୍ତ୍ତମଗଡ଼ ଅଞ୍ଚଳରେ ମାଓ ସଙ୍ଗଠନ ପକ୍ଷରୁ ପୋଷ୍ଟର ବ୍ୟାନର ଜାରି ହୋଇଥିବା ଦେଖିବାକୁ!-->…
ତାରା ତାରିଣୀ ପୀଠ ରେ ଭକ୍ତି ମୟ ପରିବେଶ ପ୍ରତିଷ୍ଠା ହେଲା ମାଙ୍କ ନୂତନ ଭବ୍ୟ ମନ୍ଦିର :ଉତ୍କଳୀୟ କଳା ସ୍ଥାପତ୍ୟ ଓ…
ରାଜ୍ୟ ବାସୀଙ୍କ ମଙ୍ଗଳ ପାଇଁ ମାଙ୍କ ଆଶୀର୍ବାଦ କାମନା କଲେ .
ଯୋଜନା ର ସଫଳ ରୂପାୟନ ରେ ସ୍ଥାନୀୟ ଲୋକ ଓ ସେବାୟତଙ୍କ ସହଯୋଗ ର ଉଚ୍ଚ ପ୍ରଶଂସା କଲେ...
ହଜ଼ାର ହଜ଼ାର ଭକ୍ତଙ୍କ ଗହଣରେ
ଉତ୍ସବ ରେ ଯୋଗ!-->!-->!-->!-->!-->!-->!-->!-->!-->!-->!-->!-->!-->!-->!-->!-->!-->…