Browsing Category

ଓଡିଶା

ବଦଳିବ ଉତ୍କଳ ବିଶ୍ବବିଦ୍ୟାଳୟର ରୂପରେଖ

ଭୁବନେଶ୍ବର: ବଦଳିବ ଉତ୍କଳ ବିଶ୍ବବିଦ୍ୟାଳୟର ରୂପରେଖ । ନୂଆ ଗେଟରେ ଝଲସିବ ବିଶ୍ବବିଦ୍ୟାଳୟର ମୁଖଶାଳା । ପ୍ରଶସ୍ତ ରାସ୍ତା ସାଙ୍ଗକୁ ଗେଟ୍ ସମ୍ମୁଖରେ ଶୋଭା ପାଇବ ଓ୍ବାଟର ଫାଉଣ୍ଟେନ୍ । ବାଣୀବିହାର ଓଭରବ୍ରିଜଠାରୁ ୮ ଶହ ମିଟର ନୂଆ ରାସ୍ତା ନିର୍ମାଣ କରାଯିବ । ଏହାର ଡିଜାଇନ୍ କରିଛନ୍ତି…

କାଳବୈଶାଖୀ ପାଇଁ ରାଜ୍ୟର ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ରାଜ୍ୟରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ କାଳବୈଶାଖୀ ଜନିତ ଘୂର୍ଣ୍ଣିଝଡ଼ ସହ ବଜ୍ରପାତ ଓ ବର୍ଷା ହେବାର ସମ୍ଭାବନା ରହିଛି। ଏ ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ୧୩ ଟି ଜିଲ୍ଲା ପାଇଁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି। ୧୩ ଜିଲ୍ଲାଗୁଡିକ…

ରାଜ୍ୟ ପୁଲିସ ଓ ପରିବହନ ବିଭାଗର ଦୁଇଦିନିଆ ପ୍ରଶିକ୍ଷଣ ଶିବିର

କଟକ: ରାଜ୍ୟରେ ଦୁର୍ଘଟଣାଜନିତ ଅନୁସନ୍ଧାନକୁ ସଠିକ ଢଙ୍ଗରେ କିପରି କରାଯାଇ ପାରିବ ସେନେଇ ଦୁଇଦିନିଆ ପ୍ରଶିକ୍ଷଣ ଶିବିର କଟକର ସହିଦ ଭବନରେ ଆୟୋଜିତ ହୋଇଛି। ଏଥିରେ ରାଜ୍ୟ ପୁଲିସ ଓ ପରିବହନ ବିଭାଗର ମିଳିତ ସହଯୋଗରେ ୩ଟି ଜିଲ୍ଲାର ୪୦ ପୁଲିସ ଅଧକାରୀ ଓ ୧୫ ଜଣ ପରିବହନ ଅଧିକାରୀ ପ୍ରଶିକ୍ଷଣ…

ପ୍ରଥମ ମହଲାରୁ ଖସି ପୁରୀ ମେଡିକାଲ କଲେଜର ପ୍ରଥମ ବର୍ଷର ଛାତ୍ର ଗୁରୁତର

ପୁରୀ: ପୁରୀ ଶ୍ରୀଜଗନ୍ନାଥ ମେଡିକାଲ କଲେଜରେ ଆଜି ସକାଳେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ପଢ଼ୁଥିବା ପ୍ରଥମ ବର୍ଷର ଛାତ୍ର ବିଶାଳ କୁମାର ପ୍ରଥମ ମହଲାରୁ ଖସିପଡ଼ି ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ମାଙ୍କଡ଼ ଗୋଡ଼ାଇବାରୁ ସେ ତଳକୁ ଖସି ପଡ଼ିଥିଲେ। ତାଙ୍କର ଦୁଇ ଗୋଡ଼ରେ ଆଘାତ ଲାଗିଛି।…

ବ୍ରଜରାଜନଗର ଉପନିର୍ବାଚନ ପାଇଁ ବିଜେଡିର ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷଣା

ଭୁବନେଶ୍ୱର: ବ୍ରଜରାଜନଗର ଉପନିର୍ବାଚନ ପାଇଁ ବିଜେଡିର ୪୦ ଜଣିଆ ଷ୍ଟାର କ୍ୟାମ୍ପେନର ତାଲିକା ପ୍ରକାଶ ପାଇଛି । ଏହି ତାଲିକାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପ୍ରଣବ ପ୍ରକାଶ ଦାସ, ଦେବୀ ପ୍ରସାଦ ମିଶ୍ର, ପ୍ରସନ୍ନ ଆଚାର୍ୟ୍ୟ, ନିରଞ୍ଜନ ପୂଜାରୀ, ମନ୍ତ୍ରୀ ପ୍ରତାପ ଜେନା, ମନ୍ତ୍ରୀ ଅରୁଣ…

ସ୍କୁଲରେ ପାଠପଢ଼ା ଅବଧି ବୃଦ୍ଧି କରିବାକୁ ଗଣଶିକ୍ଷା ବିଭାଗକୁ ଚିଠି ଲେଖିଲା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ

ଭୁବନେଶ୍ବର: ସ୍କୁଲର ପାଠପଢ଼ା ଅବଧିକୁ ବୃଦ୍ଧି କରିବା ପାଇଁ ଗଣଶିକ୍ଷା ବିଭାଗକୁ ଚିଠି ଲେଖିଲା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ । ପାଣିପାଗରେ ପରିବର୍ତ୍ତନ ଆସିଥିବାରୁ ବିଭାଗକୁ ପରାମର୍ଶ ଦେଇଛନ୍ତି ଆୟୋଗ ଅଧକ୍ଷା ସଂଧ୍ୟାବତୀ ପ୍ରଧାନ । ବର୍ତ୍ତମାନ ସ୍କୁଲର ପାଠପଢ଼ା ସମୟ ସକାଳ ୬…

ଟଙ୍କା ହେରଫେର ଅଭିଯୋଗ: ସମ୍ବଲପୁର ବିଶ୍ବବିଦ୍ୟାଳୟର କୁଳପତିଙ୍କ ନାଁରେ ଏତଲା

ସମ୍ବଲପୁର: ବିବାଦରେ ସମ୍ବଲପୁର ବିଶ୍ବବିଦ୍ୟାଳୟର କୁଳପତି ସଞ୍ଜୀବ ମିତ୍ତଲ । ଧନୁପାଲି ଥାନାରେ ତାଙ୍କ ନାଁରେ ଏତଲା ଦେଲା ସମ୍ବଲପୁର ବାର୍ ଆସୋସିଏସନ । ଏଲ.ଆର୍. ଲ' କଲେଜ ଛାତ୍ରଙ୍କ ଟଙ୍କା ହେରଫେର ନେଇ ଅଭିଯୋଗ କରିଛି ସଂଘ । ମିତ୍ତଳ ୬୨ ଲକ୍ଷ ୬୭ ହଜାର ଟଙ୍କା ଚଞ୍ଚକତା କରିଥିବା କହିଛି…

ଦିପୁ-ଓମ୍‌ ହତ୍ୟା ମାମଲା : କୋର୍ଟରେ ହାଜର ହେଲେ ଡି-ବ୍ରଦର୍ସ

କଟକ : ଦିପୁ -ଓମ ହତ୍ୟା ମାମଲାରେ କୋର୍ଟରେ ହାଜର ହୋଇଛନ୍ତି । କଡା ସୁରକ୍ଷା ବଳୟ ମଧ୍ୟରେ ଉଭୟଙ୍କୁ କଟକ ଜିଲ୍ଲା ଓ ଦୌରାଜଜ୍ କୋର୍ଟରେ ହାଜର ହୋଇଛନ୍ତି ଡି ବ୍ରଦର୍ସ ସୁଶୀଲ ଓ ସୁଶାନ୍ତ ଧଳସାମନ୍ତ । ସୋମବାର ଏହି ମାମଲା କୋର୍ଟରେ ଶୁଣାଣି ହେବାର ଥିଲା । ମାତ୍ର କୋର୍ଟ ରେଫେରାନ୍ସ…

ଦାୟିତ୍ଵ ହୀନ ପ୍ରଶାସନିକ ଅଧିକାରୀ ଙ୍କ ହାତରେ ଆଶ୍ରମ ବିଦ୍ୟାଳୟ : ଛଟ ପଟ ହୋଇ ଅକାଳ ରେ ଚାଲିଗଲା ନିରୀହ ପିଲା ର…

ଚିତ୍ରକୁଣ୍ଡା/ ମାଲକାନଗିରି : ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଖଇରପୁଟ ବ୍ଲକ୍ ଅଧୀନସ୍ଥ ନନ୍ଦିନୀଗୁଡ଼ା ଆଶ୍ରମ ବିଦ୍ୟାଳୟରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଘଟଣାଟି କିଛି ଏଭଳି ଯେ ନାକମାମୁଡ଼ି ପଞ୍ଚାୟତ, ନୀଳପାରି ଗାଁ ର ୧୧ ବର୍ଷିୟ ବାଳକ ଶ୍ରୀଧର ଖେମୁଡୁଶିକ୍ଷା ଗ୍ରହଣ…

ASI ସୁପରିଟେଣ୍ଡେଣ୍ଟଙ୍କ ବିରୋଧରେ ଲିଙ୍ଗରାଜ ଥାନାରେ ଏତଲା ଦେଲା ଜଗନ୍ନାଥ ସେନା

ଭୁବନେଶ୍ବର: ପ୍ରତ୍ନତତ୍ତ୍ୱ ବିଭାଗ ସୁପରିଟେଣ୍ଡେଟଙ୍କ ବିରୋଧରେ ଲିଙ୍ଗରାଜ ଥାନାରେ ଏତଲା ଦେଲା ଜଗନ୍ନାଥ ସେନା । ନିଜ କର୍ତ୍ତବ୍ୟ ଠିକ ଭାବରେ ତୁଲାଇ ନାହାନ୍ତି ସୁପରିଟେଣ୍ଡେଟ । ବିନା ଅନୁମତିରେ କିପରି ଶ୍ରୀ ମନ୍ଦିର ଚତଃପାର୍ଶ୍ବରେ ବେଆଇନ ଭାବେ ଖନନ କରାଗଲା? ରାଜ୍ୟ ସରକାରଙ୍କ ସହିତ…