Browsing Category

ଓଡିଶା

ଝିଅ ବାହାଘର ବେଳେ ମାଆକୁ ନିର୍ମମ ହତ୍ୟା

ବରଗଡ଼: ଝିଅ ବାହାଘର ଚାଲିଥିବା ବେଳେ ମାଆକୁ ନିର୍ମମ ହତ୍ୟା ଅଭିଯୋଗ। ବରଗଡ଼ ଜିଲ୍ଲା ମେଲଛାମୁଣ୍ଡା ଥାନା ସାଲେପାଲି ଗାଁରେ ଅଭାବନୀୟ ଘଟଣା ଘଟିଛି। ଝିଅ ବାହାଘର ଚାଲିଥିବା ସମୟରେ ମା'ଙ୍କୁ ନିର୍ମମ ହତ୍ୟା କରାଯାଇଥିବା ଅଭିଯୋଗ । ମୃତ ମହିଳା ହେଲେ ଆଶାକର୍ମୀ କିଶୋରୀ ତାଣ୍ଡି ।…

ରାଜଧାନୀରେ ଯୁବତୀଙ୍କୁ ମଦ ପିଆଇ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତ ଗିରଫ

ଭୁୁବନେଶ୍ୱର: ରାଜଧାନୀରେ ଯୁବତୀଙ୍କୁ ମଦ ପିଆଇ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଖବର ମୁତାବକ ବର୍ତ୍ତମାନ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ୍ । ଅଭିଯୁକ୍ତଙ୍କ ନାଁ କିଶନ ଅଗ୍ରୱାଲ ହୋଇଥିବା ବେଳେ ଅନ୍ୟ କିଛି ଯୁବକଙ୍କୁ ମଧ୍ୟ ଅଟକ ରଖି ପଚରାଉଚରା କରାଯାଉଛି । …

ଭୁବନେଶ୍ୱରରେ ଏକ ଘରୋଇ ହସ୍ପିଟାଲରୁ ନବ ବିବାହିତ ଡାକ୍ତରଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଅଭାବନୀୟ ଘଟଣା। ଏକ ଘରୋଇ ହସ୍ପିଟାଲରୁ ଉଦ୍ଧାର ହେଲା ସୁଶିଲ ସାହୁ ନାମକ ଜଣେ ନବ ବିବାହିତ ଡାକ୍ତରଙ୍କ ମୃତଦେହ । ତେବେ ସେ ଆତ୍ମହତ୍ୟା କରିଥିବା କୁହାଯାଉଥିବାବେଳେ ସତ୍ଯାସତ୍ଯ ଜାଣିବା ନେଇ ତଦନ୍ତ ଜାରି ରହିଛି। ସୂଚନା ଅନୁଯାୟୀ, ସୁଶିଲ ସାହୁ ଏକ…

ଏଣିକି ସ୍ନାତକରେ ଇଣ୍ଟର୍ଣ୍ଣସିପ୍ ବାଧ୍ୟତାମୂଳକ ହେବ

ଭୁବନେଶ୍ଵର: ଛାତ୍ରଛାତ୍ରୀ ଏଣିକି ସ୍ନାତକ ସ୍ତରରେ ମଧ୍ୟ ଇଣ୍ଟର୍ଣ୍ଣସିପ୍ ଅଧୟନ କରିବେ । ଏନେଇ ବିଶ୍ଵବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି) ଗୁରୁତ୍ବ ଦେଉଛି । ଆସନ୍ତା ଶିକ୍ଷା ବର୍ଷରୁ ଏହାକୁ ଲାଗୁ କରାଯିବାକୁ ଥିବାବେଳେ ଏ ସମ୍ପର୍କିତ ସବିଶେଷ ମାର୍ଗଦର୍ଶିକା ପରବର୍ତ୍ତୀ ସମୟରେ ପ୍ରକାଶ…

ବ୍ରଜରାଜନଗର ଉପ-ନିର୍ବାଚନ ପାଇଁ କଂଗ୍ରେସର ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଜାରି

ଭୁବନେଶ୍ବର: ବ୍ରଜରାଜନଗର ଉପନିର୍ବାଚନ ପାଇଁ କଂଗ୍ରେସ୍‌ର ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଜାରି ହୋଇଛି। ପ୍ରଚାର ତାଲିକାରେ ରହିଛନ୍ତି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ଏବଂ ସ୍ୱାସ୍ଥ୍ୟ ମନ୍ତ୍ରୀ ଟିଏସ. ସିଂ ଦେଓ । ସେହିପରି ବ୍ରଜରାଜନଜର ପାଇଁ ମୈଦାନକୁ ଓହ୍ଲାଇବେ ଯୁବ ନେତା…

ଆସନ୍ତା ୨୨ରେ କାଗଜପତ୍ର ସହ ହାଜର ହେବାକୁ ଜିତୁ ପଟ୍ଟନାୟକଙ୍କୁ ସମନ

କେନ୍ଦୁଝର: ଖଣି ମାଲିକ ତଥା ପୂର୍ବତନ ଚମ୍ପୁଆ ବିଧାୟକ ଜିତୁ ପଟ୍ଟନାୟକଙ୍କ ଘର ଓ ଅଫିସରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ଚଢ଼ାଉ ଶେଷ ହୋଇଛି। ଏହା ସହିତ ସମସ୍ତ କାଗଜପତ୍ର ଧରି ମେ' ୨୨ ତାରିଖରେ ଭୁବନେଶ୍ୱର ସ୍ଥିତ ଇଡି କାର୍ଯ୍ୟାଳୟରେ ହାଜର ହେବା ପାଇଁ ତାଙ୍କୁ ସମନ…

ଚାଲିବ ତାଳଚେର ମେଡିକାଲ କଲେଜ, ପରିଚାଳନା କରିବେ ରାଜ୍ୟ ସରକାର

ଭୁବନେଶ୍ବର: ଶେଷରେ ତାଳଚେର ମେଡ଼ିକାଲ କଲେଜ ଚାଲିବା ନେଇ ଆଶା ସଂଚାର ହୋଇଛି। ଏହି ମେଡ଼ିକାଲ କଲେଜ ପରିଚାଳନା ଭାର ରାଜ୍ୟ ସରକାର ନେବେ ବୋଲି ଲିଖିତ ଭାବେ ଏମସିଏଲକୁ ଜଣାଇଛନ୍ତି। ତେବେ ଏଥିପାଇଁ ହେବାକୁ ଥିବା ଖର୍ଚ୍ଚ ଏମସିଏଲ ପ୍ରଦାନ କରିବ। ଫଳରେ ମେଡ଼ିକାଲ କଲେଜ ପରିଚାଳନା ନେଇ…

ମୁଁ ବିକାଶକୁ କାମକୁ ବିରୋଧ କରେ ନାହିଁ: ଜୟନ୍ତ ଷଡଙ୍ଗୀ

ପୁରୀ: ବିକାଶକୁ ବିରୋଧ କରେ ନାହିଁ । କିନ୍ତୁ ଆଇନର ପରିଧି ମଧ୍ୟରେ ବିକାଶ କାର୍ଯ୍ୟ ହେବା କଥା । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ପ୍ରଥମରୁ ସମର୍ଥନ କରିଆସିଛି । ଶ୍ରୀମନ୍ଦିର ସୁରକ୍ଷା, ଭକ୍ତଙ୍କ ସୁବିଧା ପାଇଁ ପ୍ରକଳ୍ପ କାର୍ଯ୍ୟ ଶୀଘ୍ର ଶେଷ ହେଉ । ଶ୍ରୀମନ୍ଦିର ଯାତ୍ରୀ ପରିକ୍ରମା…

ରାଜଧାନୀରେ ଖୋଲିବ ୧୪ ଡ୍ୟାନ୍ସବାର

ଭୁବନେଶ୍ୱର: ସର୍ତ୍ତରେ ରାଜଧାନୀରେ ଖୋଲିବ ଡ୍ୟାନ୍ସବାର । ୧୪ ଟି ଡ୍ୟାନ୍ସ ବାରକୁ ଅନୁମତି ମିଲିଛି । ୧୮ ଟି ସର୍ତ୍ତ ମାନିବାକୁ ଡ୍ୟାନ୍ସ ବାରକୁ ନିର୍ଦ୍ଦେଶ ଦିଆଯାଇଛି । ସର୍ତ୍ତ ନ ମାନିଲେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମଧ୍ୟ ଚେତାବନୀ ଦିଆଯାଇଛି । ୨୧ ବର୍ଷରୁ କମ ଝିଅ…

୧.୪୨ କେଜି ବ୍ରାଉନସୁଗାର ଜବତ କଲା STF, ୩ ବେପାରୀ ଗିରଫ

ଖୋର୍ଦ୍ଧା: ପୁଣି ଏସଟିଏଫ ପଞ୍ଝାରେ ବ୍ରାଉନସୁଗାର ବେପାରୀ । ୧ କେଜି ୪୨ ଗ୍ରାମ ବ୍ରାଉନସୁଗାର ଜବତ କରିଛି ଏସଟିଏଫ। ଏହାସହ ଘଟଣାରେ ତିନି ଜଣଙ୍କୁ ଗିରଫ କରିଛି ପୋଲିସ। ଖୋର୍ଦ୍ଧା ଅଞ୍ଚଳରୁ ୩ ଜଣ ବ୍ରାଉନସୁଗାର ବେପାରୀ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତମାନେ ବେଗୁନିଆ ଗୋଡା ଲୋକନାଥ…