Browsing Category

ଓଡିଶା

ପ୍ରଫେସର ଗୀତାଞ୍ଜଳି ଦାଶ ହେଲେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟର କୁଳପତି

ଭୁବନେଶ୍ବର: ବ୍ରହ୍ମପୁର ବିଶ୍ବବିଦ୍ୟାଳୟର କୁଳପତି ଭାବେ ନିଯୁକ୍ତ ହୋଇଛନ୍ତି ପ୍ରଫେସର ଗୀତାଞ୍ଜଳି ଦାଶ। ଓଡ଼ିଶା ବିଶ୍ବବିଦ୍ୟାଳୟ ଅଧିନିୟମ ୧୯୮୯ର ଧାରାରେ ଦିଆଯାଇଥିବା କ୍ଷମତାର ବ୍ୟବହାରରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପ୍ରଫେସର ଗୀତାଞ୍ଜଳି ଦାଶଙ୍କୁ ବ୍ରହ୍ମପୁର ବିଶ୍ବବିଦ୍ୟାଳୟର…

ଚାଲାଣ ବେଳେ ଭୁବନେଶ୍ବରରେ ଧରାପଡ଼ିଲା ୫ କୁଇଣ୍ଟାଲ ଗଂଜେଇ ସହ ଟ୍ରକ୍‌

ଭୁବନେଶ୍ବର: ଆନ୍ଧ୍ରପ୍ରଦେଶରୁ ହରିୟାଣା ଗଂଜେଇ ଚାଲାଣ ହେଉଥିବା ବେଳେ ଏହା ଭୁବନେଶ୍ବରରେ ଧରାପଡ଼ିଛି। ଏନ୍‌ସିବି ଭୁବନେଶ୍ବର ଜୋନ୍‌ ୫ କୁଇଣ୍ଟାଲ ୬ କିଲୋ ଗଂଜେଇ ଚାଲାଣ ଅଭିଯୋଗରେ ୩ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବଲୱାନ ସିଂହ (୩୧), ଜସପ୍ରୀତ ସିଂହ (୩୫) ଓ ଜସନୁର…

ରାସ୍ତା ମଝିରେ ଯୁବକଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ ସହ ମାଡ଼ ମାରିଲେ ବ୍ଲକ ଉପାଧ୍ୟକ୍ଷ

ବଲାଙ୍ଗୀର: ରାତିରେ ରାସ୍ତାର ଲାଇଟ କିଏ ବନ୍ଦ କରୁଛି ? କାହିଁକି ରାସ୍ତାର ଲାଇଟ ବନ୍ଦ କରୁଛ? ମତେ ଜାଣିଛ ମୁଁ କିଏ ? ମୋତେ ଜାଣିନ, ଚିରିକି ଫାଡ଼ି ଦେବି । ମୋ କଲର ଧରିବାକୁ ସାହସ ହେଲା କିପରି ? ମାର ତାକୁ । ଏଭଳି କିଛି କହି ଅନର୍ଗଳ ଅସଭ୍ୟ ଭାଷାରେ ଗାଳି ଦେବା ସହ କେତେ ବେଳେ ଗୋଇଠା ତ…

ଦଶମ ପରୀକ୍ଷା ଦେଇ ନାହାଁନ୍ତି ହଜାର ହଜାର ପରୀକ୍ଷାର୍ଥୀ : ବିଷ୍ଣୁପଦ ସେଠୀ

ଭୁବନେଶ୍ଵର: ଦଶମ ପରୀକ୍ଷା ଦେଇ ନାହାଁନ୍ତି ହଜାର ହଜାର ପରୀକ୍ଷାର୍ଥୀ। ଏନେଇ ପ୍ରତିକ୍ରିୟା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ବିଷ୍ଣୁପଦ ସେଠୀ। ସେ କହିଛନ୍ତି ଯେ, ଦଶମ ଶ୍ରେଣୀ ପରୀକ୍ଷା ଫର୍ମ ଫିଲପ୍ ପାଇଁ କୌଣସି ଫି ନଥିଲା। ସେଥିଲାଗି ବହୁ ସଂଖ୍ୟାରେ ପିଲା ଫର୍ମ ଭରିଥିଲେ। ତେବେ…

ରାସ୍ତାକଡ଼ରୁ ମିଳିଲା କନିଷ୍ଠ ଯନ୍ତ୍ରୀଙ୍କ ମୃତଦେହ

ପାଟଣାଗଡ଼: ପାଟଣାଗଡ଼ ବ୍ଲକ କନିଷ୍ଠ ଯନ୍ତ୍ରୀ ସୁରେଶ ସାହୁଙ୍କ ମୃତ ଦେହ ଉଦ୍ଧାର । ବାଙ୍କବାହାଲ ରାସ୍ତା କଡ଼ରୁ ମିଳିଲା ମୃତଦେହ । ଗତକାଲିଠାରୁ ନିଖୋଜ ଥିଲେ ସୁରେଶ୍ । ଘଟଣା ସ୍ଥଳରେ ପାଟଣାଗଡ଼ ପୋଲିସ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି । ସୂଚନା ଅନୁସାରେ, ପାଟଣାଗଡ଼ ବ୍ଲକରେ…

ଚିଲିକା ଡଙ୍ଗା ବୁଡ଼ି ଘଟଣା: ମିଳିଲା ନିଖୋଜ ରାଜକିଶୋରଙ୍କ ମୃତଦେହ

ଚିଲିକା: ଚିଲିକା ଡଙ୍ଗା ବୁଡ଼ି ଘଟଣାରେ ମିଳିଲା ନିଖୋଜ ରାଜକିଶୋରଙ୍କ ମୃତଦେହ । ଖାରିବନ୍ଧ ନିକଟରୁ ରାଜକିଶୋରଙ୍କ ମୃତଦେହ ଉଦ୍ଧାର କରିଛି ଟିମ୍ । ଭାରତୀୟ ନୌସେନା, ଓଟିଡିସି, ବାଲୁଗାଁ ପୋଲିସ୍ ଓ ଅଗ୍ନିଶମ ବାହିନୀ ପକ୍ଷରୁ ମିଳିତ ଭାବେ ଚିଲିକାରେ ଚାଲିଥିଲା ଉଦ୍ଧାର କାର୍ଯ୍ୟ । ନିଖୋଜ…

ଖୁବ୍‍ଶୀଘ୍ର ରାଜଧାନୀ ରାଜରାସ୍ତାରେ ଗଡ଼ିବ ଇ-ବସ୍‍

ଭୁବନେଶ୍ୱର : ଭୁବନେଶ୍ୱର ସମେତ କଟକ ଓ ପୁରୀକୁ ଜାରି ରହିଥିବା 'ମୋ ବସ' ସେବାର ସମୀକ୍ଷା କରିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା। ଏହି ସେବା ବର୍ତ୍ତମାନ କ୍ୟାପିଟାଲ ରିଜିଓନ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ୍‍) ପକ୍ଷରୁ ଯୋଗାଇ ଦିଆଯାଉଛି।ରାଜଧାନୀ ସମେତ ଅନ୍ୟ କିଛି ସହରାଞ୍ଚଳରେ…

ଏମାର ମଠରୁ ମଙ୍ଗଳଗିରି ପ୍ରଭା ଗାଏବ

ପୁରୀ: ପୁରୀ ଏମାର ମଠରୁ ଗାଏବ ହୋଇଯାଇଛି ମଙ୍ଗଳଗିରି ପ୍ରଭା। ଗତକାଲି ରାମାନୁଜାଚାର୍ଯ୍ୟଙ୍କ ଜୟନ୍ତୀରେ ଏହି ଘଟଣା ସାମ୍ନାକୁ ଆସିଛି। ରାମାନୁଜଙ୍କ ମୂର୍ତ୍ତି ଉପରେ ଥିବା ଏହି ମୂଲ୍ୟବାନ ପ୍ରଭା ଦେଖିବାକୁ ମିଳିନଥିଲା। ତେବେ ସେ ପ୍ରଭା ସୁନା କି ପିତ୍ତଳ ତାହା ସ୍ପଷ୍ଟ ହୋଇନାହିଁ। ଏହି…

କ୍ଲାସରେ ପୁଷ୍ପା ନାଚ ଘଟଣା: ଅବହେଳା ପାଇଁ ପ୍ରଧାନ ଶିକ୍ଷୟିତ୍ରୀ ନିଲମ୍ବିତ

ବ୍ରହ୍ମପୁର: ଆଜିକାଲି ସମସ୍ତଙ୍କୁ ଘରିଛି 'ପୁଷ୍ପା'ର ଫିଭର । ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ଏହି ଫିଲ୍ମଟି ଯେବେଠାରୁ ରିଲିଜ୍ ହୋଇଛି, ସେବେଠାରୁ ଏହାର ଡ୍ୟାନ୍ସ, ଗୀତ ଓ ଡାଏଲଗ୍ ସମସ୍ତଙ୍କୁ କିମିଆ କରିଛି । କିନ୍ତୁ ଏହି ପୁଷ୍ପା ନାଚ ଜଣେ ପ୍ରଧାନଶିକ୍ଷୟିତ୍ରୀଙ୍କ ପାଇଁ…

ହଷ୍ଟେଲ ଛାତରୁ ପଡ଼ି ୧୦ମ ଶ୍ରେଣୀ ଛାତ୍ର ମୃତ

ରାୟଗଡ଼ା : ହଷ୍ଟେଲ ଛାତରୁ ପଡ଼ି ୧୦ମ ଶ୍ରେଣୀ ଛାତ୍ର ମୃତ। ରାୟଗଡ଼ା ଜିଲ୍ଲା ବିଷମ କଟକ ବ୍ଲକ ଅନ୍ତର୍ଗତ ବେଥିଆପଡ଼ା ପଞ୍ଚାୟତର କପାପଦର ହାଇସ୍କୁଲରେ ଏଭଳି ଅଭାବନୀୟ ଘଟଣା ଘଟିଛି। ହଷ୍ଟେଲ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ନେଇ ମେଡିକାଲ ପକ୍ଷରୁ ପୋଲିସକୁ ଖବର ଦିଆଯାଇଥିବା ବେଳେ ସ୍ଥାନୀୟ…