Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
୧୪ଟି ଜିଲାକୁ କାଳବୈଶାଖୀ ସର୍ତକତା ଜାରି
ଭୁବନେଶ୍ବର: ତାତିରୁ ମିଳିଛି ସାମାନ୍ୟ ଆଶ୍ବସ୍ତି। ଉପକୂଳ ଓଡ଼ିଶାରେ ମେଘାଛନ୍ନ ଆକାଶ ସହ ବହୁଛି ସାମୁଦ୍ରିକ ପବନ । ଏହାର ପ୍ରଭାବରେ ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ଆଶ୍ବସ୍ତି ମିଳିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ ଦିଗରୁ ଓଡ଼ିଶା ମଧ୍ୟକୁ ପ୍ରବେଶ!-->…
ସିଆରପିଏଫ୍ କ୍ୟାମ୍ପରୁ ଯବାନଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ବରଗଡ଼: ସିଆରପିଏଫ୍ କ୍ୟାମ୍ପରୁ ଯବାନଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ବରଗଡ଼ ରିଜର୍ଭ ଅଫିସ ପରିସରରେ ଥିବା କେନ୍ଦ୍ରୀୟ ରିଜର୍ଭ ପୋଲିସ ୧୮୯ ବାଟାଲିଆନର ଜଣେ ସିପାହୀ ଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି । ମୃତ ସିପାହୀ ଜଣକ ଉତ୍ତର ପ୍ରଦେଶ ଖଳିଲାବାଦ ଜିଲ୍ଲା ଦମାଇଚା ଗ୍ରାମର!-->…
ବସକୁ ଧକ୍କା ଦେଲା ହାଇୱା, ୧୫ରୁ ଅଧିକ ଆହତ
ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା କନ୍ଦରପୁର ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ମାଛଗାଁ ରୋଡ଼ ବସନ୍ତପୁର ଅଳକା କଲେଜ ଛକରେ ଯାତ୍ରୀବାହୀ ବସକୁ ଧକ୍କା ଦେଇଛି ହାଇୱା । ଏଥିରେ ୧୫ରୁ ଅଧିକ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୯ ଗୁରୁତରଙ୍କୁ ଜଗତସିଂହପୁର ସଦର ମୁଖ୍ୟ ଚିକିତ୍ସାଳୟରେ!-->…
ଢେଙ୍କାନାଳରୁ ୧୯ ହଜାର ୬୪୧ଟି ପ୍ରି ଆକ୍ଟିଭେଟ ସିମ୍ ଜବତ କଲା କ୍ରାଇମବ୍ରାଞ୍ଚ
କଟକ: କ୍ରାଇମବ୍ରାଞ୍ଚ ଅନଲାଇନ ସିମ୍ ଠକେଇର ପର୍ଦ୍ଦାଫାସ କରିଛି। ଢେଙ୍କାନାଳରୁ ୧୯ ହଜାର ୬୪୧ଟି ପ୍ରି ଆକ୍ଟିଭେଟ ସିମ୍ ଜବତ କରିଛି କ୍ରାଇମବ୍ରାଞ୍ଚ। ଏହାସହ ୪୮ଟି ମୋବାଇଲ ମଧ୍ୟ ଜବତ କରାଯାଇଛି। ଏହି ମାମଲାରେ କ୍ରାଇମବ୍ରାଞ୍ଚ ୩ ଜଣଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କ ନିକଟରୁ ୧୪!-->…
ରାଜଧାନୀରେ ସିକ୍ୟୁରିଟି ଗାର୍ଡଙ୍କ ରକ୍ତଜୁଡୁ ବୁଡୁ ମୃତଦେହ ଠାବ
ଭୁବନେଶ୍ୱର: ଭୁବନେଶ୍ୱର ଅଶୋକ ନଗର ଅଞ୍ଚଳରୁ ଏକ ନିର୍ମାଣାଧୀନ କୋଠାରୁ ସିକ୍ୟୁରିଟି ଗାର୍ଡଙ୍କ ରକ୍ତ ଜୁଡୁବୁଡ଼ୁ ମୃତଦେହ ଉଦ୍ଧାର କରାଯାଇଛି। ଘଟଣା ସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ଏବଂ କ୍ୟାପିଟାଲ ଥାନା ପୋଲିସ ଛାନଭିନ୍ ଆରମ୍ଭ କରିଛି ।
ତେବେ ମୃତ ସିକ୍ୟୁରିଟି ଗାର୍ଡଙ୍କ ଘର!-->!-->!-->…
ବିଡ଼ିଓ ଙ୍କୁ ଆକ୍ରମଣ କରିବା ଅଭିଯୋଗରେ ଦେବଗଡ଼ ବିଧାୟକ ଗିରଫ
ଭୁବନେଶ୍ୱର: ଦେବଗଡ଼ ବିଧାୟକ ସୁବାଷ ଚନ୍ଦ୍ର ପାଣିଗ୍ରାହୀ ଙ୍କୁ ଦେବଗଡ ଆଦର୍ଶ ଥାନା ପୋଲିସ ଭୁବନେଶ୍ବରରୁ ଗିରଫ କରିଛି। ଗିରଫ କରିବା ପରେ ପୋଲିସ ବିଧାୟକଙ୍କୁ ଦେବଗଡ ନେଉଛି ।ମିଳିଥିବା ସୂଚନା ଅନୁଯାୟୀ, ଶନିବାର ଦିନ ଦେବଗଡ ଜିଲ୍ଲା ତିଲେଇବଣୀ ବ୍ଲକ ବିଡିଓଙ୍କୁ ଦେବଗଡ ବିଧାୟକ ସୁବାସ!-->…
୩ ଛୁଆଙ୍କୁ ହତ୍ୟା କରି କୂଅରେ ଫିଙ୍ଗିଦେଲା ବାପା
ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ଥାନା ଅଞ୍ଚଳରେ ଚାଞ୍ଚଲ୍ୟ । ମଦ ନିଶାରେ କଅଁଳ ୩ଶିଶୁକୁ କୂଅରେ ଫିଙ୍ଗି ହତ୍ୟା କରିଛି ବାପା। ଶନିବାର ରାତିରେ ସୁନ୍ଦରଗଡ଼ ଜିଲା କୋଇଡା ଥାନା ଅନ୍ତର୍ଗତ କୁଲା ଗ୍ରାମରେ ଏପରି ଏକ ଲୋମ ଟାଙ୍କୁରା ଘଟଣା ଘଟିଛି। ଖବର ପାଇ କୋଇଡା ପୋଲିସ ଘଟଣାସ୍ଥଳରେ!-->…
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଅନୁଧ୍ୟାନ କଲା ୩ ଜଣିଆ ଏଏସ୍ଆଇ ଟିମ୍
ପୁରୀ: ଏସଆଇ ଆଞ୍ଚଳିକ ନିର୍ଦେଶକ ଦିଲୀପ ଖମାରିଙ୍କ ନେତୃତ୍ୱରେ ୩ ଜଣିଆ ଟିମ ଆଜି ପୁରୀରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର କାର୍ଯ୍ୟ ଅନୁଧ୍ୟାନ କରିଛନ୍ତି। ଓବିସିସି, ଟାଟା ପ୍ରକଳ୍ପ କର୍ତ୍ତୃପକ୍ଷଙ୍କ ସହିତ ଜିଲ୍ଲାପାଳ ସମର୍ଥ ବର୍ମା ଏହି ଅନୁଧ୍ୟାନ ସମୟରେ ଉପସ୍ଥିତ ଥିଲେ। ତେବେ!-->…
ମେ’ ୧୦ ତାରିଖ ଯାଏ ବଢ଼ିଲା ଓଜେଇଇ ଆବେଦନ ଅବଧି
ଭୁବନେଶ୍ୱର: ୨୦୨୨-୨୩ ଶିକ୍ଷାବର୍ଷରେ ଇଞ୍ଜିନିୟରିଂ ନାମଲେଖା ପାଇଁ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ପକ୍ଷରୁ ଆବେଦନ ସମୟସୀମାକୁ ପୁଣି ଆସନ୍ତା ମେ ୧୦ ତାରିଖକୁ ବୃଦ୍ଧି କରାଯାଇଛି । ପୂର୍ବରୁ ଏହାକୁ ୩୦ ତାରିଖକୁ ବୃଦ୍ଧି କରାଯାଇଥିଲା । ପରୀକ୍ଷା ଆସନ୍ତା ଜୁନ୍ ମାସରେ ହେବ!-->…
ମେ’ ୨ରୁ ସକାଳ ୬ଟାରୁ ସ୍କୁଲ
ଭୁବନେଶ୍ୱର: ରାଜ୍ୟରେ ସକାଳୁ ସ୍କୁଲ୍ ସମୟରେ ପରିବର୍ତ୍ତନ ହେଲା। ମେ' ୨ ତାରିଖରୁ ପିଲାମାନେ ସକାଳ ୬ଟାରୁ ସ୍କୁଲ୍କୁ ଯିବେ। ଆଉ ସକାଳ ୯ଟା ପର୍ଯ୍ୟନ୍ତ ପାଠପଢ଼ା ହେବ। ପୂର୍ବରୁ ସରକାର ଏନେଇ ଘୋଷଣା କରିଥିବା ବେଳେ ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଧିବଦ୍ଧ ଭାବେ ଏନେଇ!-->…