Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ବ୍ୟାଣ୍ଡପାର୍ଟି ଭ୍ୟାନ୍ ଦୁର୍ଘଟଣା, ଜଣେ ମୃତ
ବିବାହ ପ୍ରସେସନ ସାରି ଫେରୁଥିବା ବେଳେ ବ୍ୟାଣ୍ଡପାର୍ଟି ଗାଡ଼ି ଦୁର୍ଘଟଣାଗସ୍ତ । ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଗାଡ଼ିରେ ଥିବା ଅନ୍ୟ ବାଜା କଳାକାର ଆହତ ହୋଇଛନ୍ତି । ସୂଚନା ଅନୁସାରେ କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସହରର ମାଁ ମେଲୋଡି ବ୍ୟାଣ୍ଡ ଗୋଲମୁଣ୍ଡା ବ୍ଲକକୁ ବିବାହ!-->…
ନାବାଳିକା ପ୍ରେମିକାଙ୍କୁ ବ୍ଲାକମେଲ କରି ବନ୍ଧା ହେଲା ପ୍ରେମିକ
ଭୁବନେଶ୍ୱର : ମହଙ୍ଗା ପଡିଲା ଅତି ଚାଲାକ । ପ୍ରେମିକାଙ୍କୁ ବ୍ଲାକମେଲ କରି ବନ୍ଧାହେଲା ପ୍ରେମିକ । ଭୁବନେଶ୍ୱର ନୟାପଲ୍ଲୀ ଥାନା ପୋଲିସ ପ୍ରେମିକକୁ ଗିରଫ କରିଛି ।
ଖବର ଅନୁଯାୟୀ, ନୟାପଲ୍ଲୀ ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ପ୍ରେମ ଜାଲରେ ଫସାଇଥିଲେ ଭୁବନ ଅଞ୍ଚଳର ଆଶିଷ ଜେନା ।!-->!-->!-->…
SCB ଓପିଡିରେ ଆରମ୍ଭ ହେବ ଅନଲାଇନ୍ ସ୍ଲଟ ବୁକିଂ
କଟକ: କଟକ SCB ମେଡିକାଲ ବର୍ହି ବିଭାଗ ପାଇଁ ଖୁବଶୀଘ୍ର ଆରମ୍ଭ ହେବ ଅନଲାଇନ୍ ସ୍ଲଟ ବୁକିଂ ବ୍ୟବସ୍ଥା । ମେ' ୯ ତାରିଖରୁ ଏହି ବ୍ୟବସ୍ଥାର ଶୁଭାରମ୍ଭ ହେବ । ଇ-ସ୍ୱାସ୍ଥ୍ୟ.ଓଡ଼ିଶା.ଗଭ୍.ଇନ୍ ପୋର୍ଟାଲରେ ଅନଲାଇନ୍ ସ୍ଲଟ ବୁକିଂର ସୁବିଧା ପାଇବେ ରୋଗୀ ଓ ତାଙ୍କ ସମ୍ପର୍କୀୟ । ଏହାଦ୍ବାର!-->…
ରାତିରେ ମୋବାଇଲ ସିମ୍ ଦୋକାନରେ ଚଢାଉ, ୩ ଗିରଫ
ଢେଙ୍କାନାଳ: ଢେଙ୍କାନାଳରେ କ୍ରାଇମବ୍ରାଞ୍ଚର ଚଢାଉ । ଟାଉନ ପ୍ଲାନିଂରେ ଏକ ମୋବାଇଲ ଦୋକାନରେ କ୍ରାଇମ ବ୍ରାଞ୍ଚ ସ୍ପେଶାଲ ସ୍କ୍ୱାର୍ଡ ଚଢାଉ କରିଛି । ମୋବାଇଲ ଦୋକାନୀ ସିଲୁ ଦାସ ସହ ଦୁଇ ଜଣଙ୍କୁ ଗିରଫ କରିିଛି ।
ସୂଚନାଅନୁସାରେ, ଗତକାଲି(ଶୁକ୍ରବାର) ରାତିରେ କ୍ରାଇମ ବ୍ରାଞ୍ଚର ସ୍ପେଶାଲ!-->!-->!-->…
ଆକ୍ସନ୍ଏଡ୍କୁ ‘ଭୁବନେଶ୍ୱର ଲିଡରଶିପ୍ ଆୱାର୍ଡ’
ଭୁବନେଶ୍ୱର: ଓ୍ବାଲର୍ଡ ସିଏସ୍ଆର୍ ଡେ ପକ୍ଷରୁ ଆନ୍ତର୍ଜାତିକ ସାମାଜିକ ସଂଗଠନ ଆକ୍ସନ୍ଏଡ୍କୁ 'ଭୁବନେଶ୍ୱର ଲିଡର୍ଶିପ୍ ଆଓ୍ବାର୍ଡ' ପ୍ରଦାନ କରାଯାଇଛି। ବିଭିନ୍ନ କ୍ଷେତ୍ରରେ ପ୍ରମୁଖ ଅବଦାନ ପାଇଁ ସଂଗଠନକୁ ଏହି ପୁରସ୍କାର ମିଳିଛି। ଆୟୋଜିତ କାର୍ଯ୍ୟକ୍ରମରେ ଆକ୍ସନ୍ଏଡ୍ର ସହଯୋଗୀ!-->…
ଓଡ଼ିଶା ଅନେକ କ୍ଷେତ୍ରରେ ଏକ ରୋଲ ମଡେଲରେ ପରିଣତ ହୋଇପାରିଛି : ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ଇଣ୍ଡିଆ ଟୁଡେ କନକ୍ଲେଭରେ ପରିବର୍ତ୍ତିତ ଓଡ଼ିଶା କଥା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ୨ ହଜାର ମସିହାରେ ଦାୟିତ୍ୱ ନେଇଥିଲେ । ଠିକ୍ ବର୍ଷକ ପୂର୍ବରୁ ୧୯୯୯ ମହାବାତ୍ୟା ସବୁ ଛାରଖାର୍ କରି ଦେଇଥିଲା । ବିଗିଡ଼ି ଯାଇଥିଲା!-->…
୪୫ ଡିଗ୍ରୀ ସହ ଆଜି ବି ବୌଦ୍ଧ ସର୍ବାଧିକ ଉତ୍ତପ୍ତ ସହର
ଭୁବନେଶ୍ୱର: ଆଜି ବି କ୍ରମାଗତ ଦ୍ୱିତୀୟ ଦିନ ପାଇଁ ବୌଦ୍ଧରେ ତାପମାତ୍ରା ସର୍ବାଧିକ ୪୫ ଡିଗ୍ରୀ ରେକର୍ଡ କରାଯାଇଛି ଓ ସମଗ୍ର ରାଜ୍ୟରେ ବୌଦ୍ଧ ସର୍ବାଧିକ ଉତ୍ତପ୍ତ ସହର ପାଲଟିଛି । ଗତକାଲି ବୌଦ୍ଧରେ ତାପମାତ୍ରା ୪୫ ଡିଗ୍ରୀ ଛୁଇଁଥିଲା, ଯାହାକି ଚଳିତ ଋତୁରେ ସର୍ବାଧିକ ତାପମାତ୍ରା ଥିଲା ।
!-->!-->…
ରାଜ୍ୟରେ ପ୍ରତିଷ୍ଠା ହେବ ୩୪ଟି ନୂଆ ଅଦାଲତ
ଭୁବନେଶ୍ବର : ରାଜ୍ୟରେ ୩୪ଟି ନୂଆ ଅଦାଲତ ପ୍ରତିଷ୍ଠା ହେବ । ଏହି ପ୍ରସ୍ତାବକୁ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଅଧ୍ୟକ୍ଷତାରେ ବସିଥିବା ଉଚ୍ଚ କ୍ଷମତା ସମ୍ପନ୍ନ କମିଟି ଅନୁମୋଦନ ଦେଇଛି। ଏହିସବୁ ଅଦାଲତ ପ୍ରତିଷ୍ଠା ପାଇଁ ୨୧.୨୬ କୋଟି ଟଙ୍କା ଖର୍ଚ୍ଚ ହେବ।
ଏହି ୩୪ଟି ଅଦାଲତ ମଧ୍ୟରେ!-->!-->!-->…
ଆଇପିଏସ୍ ସ୍ତରରେ ବଡ଼ ଅଦଳବଦଳ, ବଦଳିଲେ ଟ୍ୱିନ ସିଟି DCP
ଭୁବନେଶ୍ୱର : ରାଜ୍ୟ ସରକାର ଶୁକ୍ରବାର IPS ଅଫିସର ସ୍ତରରେ ଏକ ବଡ ଧରଣର ଅଦଳବଦଳ କରିଛନ୍ତି । ଯାହା ଆଶା କରାଯାଉଥିଲା ତାହା ହୋଇଛି, ବଦଳିଛନ୍ତି ଟ୍ୱିନସିଟିର DCP । କଟକ ଡିସିପି ଦାୟିତ୍ୱରେ ଥିବା ପ୍ରତୀକ ସିଂହଙ୍କୁ ଭୁବନେଶ୍ୱର DCP ଭାବେ ନିଯୁକ୍ତ କରାଯାଇଛି । ସେହିଭଳି କଟକ ଡିସିପି!-->…
ମେ ୫ରେ ସୃଷ୍ଟି ହୋଇପାରେ ଲଘୁଚାପ
ଭୁବନେଶ୍ବର: ମେ ୪ ତାରିଖ ବେଳକୁ ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ତାର ଆଖପାଖ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ତାର ଆଖପାଖ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ ।!-->…