Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଏପ୍ରିଲ୍ ୨୭ରେ ଭୁବନେଶ୍ୱରରେ ରାଜ୍ୟସ୍ତରୀୟ ବିଶାଳ ପାଇକ ଆଖଡ଼ା ଜନଗର୍ଜନ ସମାବେଶ
ଭୁବନେଶ୍ୱର: ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମ ପାଇକ ବିଦ୍ରୋହ ବ୍ରିଟିଶମାନଙ୍କ ବିରୁଦ୍ଧରେ ଓଡ଼ିଶାର ଖୋର୍ଦ୍ଧାରୁ ଆରମ୍ଭ ହୋଇଥିଲା। ତତ୍କାଳୀନ ରାଷ୍ଟ୍ରପତି ପ୍ରଣବ ମୁର୍ଖାଜୀ ପାଇକ ବିଦ୍ରୋହକୁ ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମ ବୋଲି ଦିଲ୍ଲୀର ବିଜ୍ଞାନ ଭବନରେ ମତବ୍ୟକ୍ତ!-->…
ରାଜ୍ୟରେ ଆଜି ୪୦ ଡିଗ୍ରୀ ଉପରେ ୨୮ ସହର, ସୋନପୁର ସବୁଠୁ ଉତ୍ତପ୍ତ, ୫ ଜିଲ୍ଲାକୁ ହିଟ୍ ୱେଭ୍ ୱାର୍ଣ୍ଣିଂ ଜାରି
ଭୁବନେଶ୍ୱର: ଅସହ୍ୟ ଗରମ ଯୋଗୁ ସାରା ରାଜ୍ୟରେ ଲୋକମାନେ ଏବେ ତ୍ରାହି ତ୍ରାହି ଡାକିଲେଣି। ପ୍ରଚଣ୍ଡ ସୂର୍ଯ୍ୟ ତାପ ଓ ଝାଞ୍ଜି ମାଡ଼ରେ ସାରା ରାଜ୍ୟ ବର୍ତ୍ତମାନ ଅସ୍ତବ୍ୟସ୍ତ ହୋଇ ପଡ଼ିଛି। ଅଧିକ ଗ୍ରୀଷ୍ମ ପ୍ରବାହ ପାଇଁ ରାଜ୍ୟର ୫ଟି ଜିଲ୍ଲାକୁ ହିଟ ୱେଭ ୱାର୍ଣ୍ଣିଂ ଜାରି କରାଯାଇଛି। ହିଟ!-->…
ଜାତୀୟ ପଞ୍ଚାୟତିରାଜ ଦିବସରେ ପଞ୍ଚାୟତିରାଜ ଅନୁଷ୍ଠାନକୁ ଶକ୍ତିଶାଳୀ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ
ଭୁବନେଶ୍ୱର: ଜାତୀୟ ପଞ୍ଚାୟତିରାଜ ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଞ୍ଚାୟତିରାଜ ଅନୁଷ୍ଠାନକୁ ଶକ୍ତିଶାଳୀ କରିବାକୁ ଆହ୍ୱାନ ଦେଇଛନ୍ତି । ଟ୍ୱିଟ କରି ସେ କହିଛନ୍ତି ଯେ, ତୃଣମୂଳସ୍ତରରୁ ଗଣତନ୍ତ୍ରକୁ ସୁଦୃଢ କରିବା ପାଇଁ ବିଜୁ ବାବୁ କ୍ଷମତାର ବିକେନ୍ଦ୍ରୀକରଣ ସହ ପଞ୍ଚାୟତର!-->…
ଭୁବନେଶ୍ୱର ଷ୍ଟେସନ୍ ଅଞ୍ଚଳରେ ଯୁବକଙ୍କୁ ପିଟି ପିଟି ହତ୍ୟା
ଭୁବନେଶ୍ୱର ରେଳ ଷ୍ଟେସନ ପରିସରରେ ଯୁବକକୁ ପିଟିପିଟି ହତ୍ୟା । ଦୁଇଜଣ ଯୁବକଙ୍କ ମଧ୍ୟରେ ଗଣ୍ଡଗୋଳରୁ ଏହି ହତ୍ୟା ହୋଇଛି । ଯୁବକ କୁ ଅନ୍ୟ ଜଣେ ଯୁବକ ପିଟିପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି ।
ଘଟଣାରୁ ଜଣାପଡିଛି କି ଭୁବନେଶ୍ୱର ରେଳ ଷ୍ଟେସନର ପୁରୁଣା ଟିକେଟ କାଉଣ୍ଟର ପାଖରେ ମହମ୍ମଦ!-->!-->!-->…
ଫାୟାର ଷ୍ଟେସନ ନିକଟରେ ସ୍କୁଟିକୁ ଧକ୍କା ଦେଲା ଟ୍ରକ, ସ୍କୁଟି ଚାଳକ ମୃତ
ଭୁବନେଶ୍ବର: ଫାୟାର ଷ୍ଟେସନ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟଣା ସ୍ଥଳରେ ସ୍କୁଟି ଚାଳକଙ୍କ ମୃତ୍ୟୁ। ମୃତ ଯୁବକଙ୍କ ନାମ ମହେନ୍ଦ୍ର ବେହେରା ଘର ଗଞ୍ଜମ ଜିଲ୍ଲା । ସେ ଭୁବନେଶ୍ଵର ଏକ ଘରୋଇ କମ୍ପାନୀରେ କାମ କରୁଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ବୟସ ୨୬ ବର୍ଷ ହୋଇଥିଲା।
ମିଳିଥିବା ସୂଚନା!-->!-->!-->…
ଲାଞ୍ଚ ନେଉଥିବା ବେଳେ ମାଡିବସିଲା ସିବିଆଇ, ଭୁବନେଶ୍ବରରୁ ଗିରଫ ହେଲେ ଦିଲ୍ଲୀ ପୋଲିସ କନଷ୍ଟେବଲ
ଭୁବନେଶ୍ବର: ଲାଞ୍ଚ ନେଇ ଭୁବନେଶ୍ୱରରୁ ବନ୍ଧା ହେଲେ ଦିଲ୍ଲୀ ପୋଲିସ । EOW କନଷ୍ଟେବଳ ଅମିତ ଲାହୁଚାଙ୍କୁ ଗିରଫ କଲା ସିବିଆଇ । ଜଣେ ବ୍ୟକ୍ତିଙ୍କଠାରୁ ସାଢ଼େ ୪ ଲକ୍ଷ ଟଙ୍କା ଲାଞ୍ଚ ନେବାବେଳେ ଗିରଫ ।
ଜଣେ ବ୍ୟାଙ୍କ ଅଧିକାରୀଙ୍କ କେସ୍ ରଫାଦଫା କରିବାକୁ ହୋଇଥିବା ଡିଲ୍ । କିନ୍ତୁ ଏହା!-->!-->!-->…
ଆଜି ୪୩.୩ ଡିଗ୍ରୀ ଛୁଇଁଲା ଭୁବନେଶ୍ୱରର ତାପମାତ୍ରା
ଭୁବନେଶ୍ବର: ତତଲା କଡେଇରେ ଭାଜି ହେଉଛି ରାଜଧାନୀ ଭୁବନେଶ୍ୱର । ଆଜି ରାଜଧାନୀର ତାପମାତ୍ରା ୪୩.୩ ଡିଗ୍ରୀ ଛୁଇଁବା ସହିତ ସବୁ ରେକର୍ଡ ଭାଙ୍ଗି ଦେଇଛି । ୨୦୧୧ ମସିହା ପରଠାରୁ ଏପ୍ରିଲ ମାସରେ ତୃତୀୟ ସର୍ବାଧିକ ତାପମାତ୍ରା ଦେଖିଛି ଭୁବନେଶ୍ୱର ।
ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗର!-->!-->!-->…
ସିରିଏଲ୍ ଅଭିନେତା ଏମ୍.ସୁମନଙ୍କୁ ବାନ୍ଧିଲା ପାହାଳ ଥାନା ପୁଲିସ
ଭୁବନେଶ୍ବର : ଓଡ଼ିଆ ସିରିଏଲ୍ ଅଭିନେତାଙ୍କୁ ଗିରଫ କରିଛି ପୁଲିସ। ଜଣେ ଯୁବତୀଙ୍କ ଅଭିଯୋଗ ଆଧାରରେ ପୁଲିସ ତାଙ୍କୁ ଗିରଫ କରିଛି । ତେବେ ପ୍ରେମ ସମ୍ପର୍କରେ ରହି ବିବାହ ପାଇଁ ମନା କରିଥିବା ଯୁବତୀ ଜଣକ ଅଭିଯୋଗ କରିଥିଲେ । ଏହାପରେ ଅଭିନେତାଜଣଙ୍କୁ ଥାନାକୁ ଡାକି ପଚରାଉଚୁରା କରିବା ପରେ!-->…
ରାଜଧାନୀ ଭୁବନେଶ୍ୱରରେ ଡବଲ୍ ମର୍ଡର
ଭୁବନେଶ୍ବର: 'ମୁଁ ହତ୍ୟା କରିଛି । ହତ୍ୟାକାଣ୍ଡ ପାଇଁ ମୁଁ ଦାୟୀ । ସ୍ତ୍ରୀ ଓ ଶାଳୀ ମାନସିକ ନିର୍ଯାତନା ଦେଉଥିବାରୁ ହତ୍ୟା କରିଛି ।' ଏ ହେଉଛି ରାଜଧାନୀ ଡବଲ ମର୍ଡର ଯାଞ୍ଚରୁ ମିଳିଥିବା ନୂଆ ତଥ୍ୟ । ଶାଳୀ ଓ ସ୍ତ୍ରୀକୁ ହତ୍ୟା କରିବା ପରେ ପୋଲିସ ଉଦ୍ଦେଶ୍ୟରେ ଏମିତି ଚିଠି ଲେଖିଥିଲା!-->…
ମାଲିକଙ୍କ ଅନୁପସ୍ଥିରେ ଅଳଙ୍କାର ଚୋରି କରି ଯୁବତୀ କେୟାର୍ଟେକର୍ ଗିରଫ
କଟକ: ଘର ମାଲିକଙ୍କ ଘରୁ ସୁନା ଅଳଙ୍କାର ଚୋରି କରି ନେଇ ଫେରାର ହୋଇଯିବା ଘଟଣାରେ ଜଗତପୁର ପୁଲିସ ଜଣେ ଯୁବତୀ କେୟାର୍ଟେକର୍ଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ଯୁବତୀଙ୍କ ନିକଟରୁ ଚୋରି ସୁନା ଅଳଙ୍କାର ଜବତ କରିଛି । ଗିରଫ ମହିଳା କଟକ ସଦର ଥାନା ଅନ୍ତର୍ଗତ ବଣିଆଟାଙ୍ଗୀର ପୁଷ୍ପଲତା!-->…