Browsing Category

ଓଡିଶା

ଅନ୍ୟ ରାଜ୍ୟରେ ସଂକ୍ରମଣ ବଢୁଛି, ପ୍ରିକସନ୍ ଡୋଜ୍‌ ନେବା ଜରୁରୀ-ପରିବାର କଲ୍ୟାଣ ନିର୍ଦ୍ଦେଶକ

ଭୁବନେଶ୍ୱର : ରାଜ୍ୟରେ ସଂକ୍ରମଣ କରୁଥିବାରୁ ଲୋକେ ପ୍ରିକସନ ଡୋଜ ନେବା ପାଇଁ ଆଗ୍ରହ ପ୍ରକାଶ କରୁନାହାନ୍ତି । ଏବେ ବାହାର ରାଜ୍ୟରେ ସଂକ୍ରମଣ ପୁଣି ବଢ଼ୁଛି । ତେଣୁ ପ୍ରିକସନ ଡୋଜ ନେବାକୁ ଲୋକଙ୍କୁ ଅନୁରୋଧ କରିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ । ସେହିପରି ବର୍ତ୍ତମାନ ସୁଦ୍ଧା ରାଜ୍ୟରେ…

ବଢ଼ିଲା ଓମଫେଡ କ୍ଷୀର ଦର

ପୁଣି ଖାଉଟିଙ୍କ ଉପରେ ପଡିବ ମହଙ୍ଗା ମାଡ । ଗ୍ୟାସ, ପେଟ୍ରୋଲ, ଡିଜେଲ ଓ ପରିବା ପରେ ଏବେ ବଢିଲା ଓମଫେଡ୍ କ୍ଷୀର ଦର । ଲିଟର ପିଛା ୨ ଟଙ୍କା ବୃଦ୍ଧି ପାଇଛି ଓମଫେଡ କ୍ଷୀର ଦର । ଏପ୍ରିଲ ୨୧ ତାରିଖରୁ ଏହି ନୂଆ ଦର ଲାଗୁ ହେବ । ନୂଆ ଦର ବୃଦ୍ଧି ପରେ ଓମଫେଡ୍ ଗୋଲ୍ଡ ମୂଲ୍ୟ ୫୦୦ ମିଲି ପ୍ରତି…

କଟକରୁ ବିପୁଳ ପରିମାଣର ନକଲି ଡିଟରଜେଣ୍ଟ ପାଉଡର ଜବତ, ଜଣେ ଗିରଫ

କଟକ: ନକଲି ଜିନିଷର ଗନ୍ତାଘର ହେବାକୁ ବସିଲାଣି ସିଲଭର ସିଟି । ପୂର୍ବରୁ ନକଲି ଗୁଟଖା, ନକଲି ଚା, ନକଲି ମସଲା ଗୁଣ୍ଡ, ନକଲି ଘିଅ ପରେ ଏବେ ଜବତ ହୋଇଛି ନକଲି ଡିଟରଜେଣ୍ଟ ପାଉଡର । କଟକ ମାଲଗୋଦାମ ନିକଟରୁ ଅଟୋରେ ଭର୍ତ୍ତି ବିପୁଳ ପରିମାଣର ଡୁପ୍ଲିକେଟ୍ ଡିଟରଜେଣ୍ଟ ଜବତ କରିଛି ପୋଲିସ ।…

୨ କୋକେନ ମାଫିଆଙ୍କୁ ରିମାଣ୍ଡରେ ନେଲା ଏସ୍‌ଟିଏଫ୍‌

ଭୁବନେଶ୍ୱର: ରାଜଧାନୀରୁ ଗିରଫ ୨ କୋକେନ ମାଫିଆଙ୍କୁ ମଙ୍ଗଳବାର ଏସଟିଏଫ୍‌ କ୍ରାଇମବ୍ରାଞ୍ଚ ଟିମ୍‌ ୪ ଦିନ ରିମାଣ୍ଡରେ ନେଇଛି। ୫ ଦିନ ରିମାଣ୍ଡ ପାଇଁ ଆବେଦନ ହୋଇଥିବା ବେଳେ ଜିଲା ସେସନ କୋର୍ଟ ୪ ଦିନ ପାଇଁ ଅନୁମତି ଦେଇଛନ୍ତି। ଅଭିଯୁକ୍ତ ରବି ଓ ସନ୍ନି କୁମାର ରିମାଣ୍ଡରେ ଯାଇଛନ୍ତି।…

କେନ୍ଦୁପତ୍ର ସଂଗ୍ରହ ମୂଲ୍ୟ ବୃଦ୍ଧି କଲେ ରାଜ୍ୟ ସରକାର, ବୋନସ ଓ ଅନ୍ୟାନ୍ୟ ଭତ୍ତା ପାଇଁ ୧୨୦ କୋଟି ଟଙ୍କା ମଞ୍ଜୁର

ଭୁବନେଶ୍ୱର : କେନ୍ଦୁପତ୍ର ତୋଳାଳୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା ।କେନ୍ଦୁପତ୍ର ସଂଗ୍ରହ ମୂଲ୍ୟରେ ବୃଦ୍ଧି ।ଉପକୃତ ହେବେ ୭.୫୦ ଲକ୍ଷ କେନ୍ଦୁପତ୍ର ତୋଳାଳୀ । ପାଇବେ ୨୪୦ କୋଟି ଟଙ୍କା । ବୋନସ ଓ ଅନ୍ୟାନ୍ୟ ଭତ୍ତା ପାଇଁ ୧୨୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି ରାଜ୍ୟ ସରକାର ।…

ସମସ୍ତେ କୋଭିଡ୍ ନିୟମ ପାଳନ କଲେ ସ୍ଥିତି ନିୟନ୍ତ୍ରଣରେ ରହିବ : ବିଜୟ ମହାପାତ୍ର

ଭୁବନେଶ୍ଵର: କିଛି ଦିନ ବ୍ୟବଧାନ ପରେ ଏବେ ଦିଲ୍ଲୀ ସମେତ ଅନ୍ୟ କେତେକ ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇଛି। ଏହି ମଧ୍ୟରେ ରାଜ୍ୟରେ କରୋନା ସ୍ଥିତି ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ଵାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର। ସେ କହିଛନ୍ତି ଯେ, ମାସ୍କ ପିନ୍ଧିବା କଟକଣା ରାଜ୍ୟରୁ ହଟି…

ମାହାଙ୍ଗା ଗଣହତ୍ୟା ମାମଲା: ଆସିଲା ବ୍ୟବଚ୍ଛେଦ ରିପୋର୍ଟ

ମାହାଙ୍ଗା: ମାହାଙ୍ଗା ଗଣହତ୍ୟା ମାମଲାରେ ମଙ୍ଗଳବାର ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଛି। ଶରୀର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ରହିଛି। ତେବେ ରିପୋର୍ଟରେ ବିଷକ୍ରିୟା ନେଇ କୌଣସି ସୂଚନା ନାହିଁ। ଏ ନେଇ କଟକ ଗ୍ରାମାଞ୍ଚଳ ଥାନା ପୋଲିସ ସୂଚନା ଦେଇଛି।ସୂଚନାନୁସାରେ,ପାରିବାରିକ ବିବାଦରୁ ବଡଭାଇ…

ଅନୁବାଦ ସାହିତ୍ୟ ପରିଷଦଦ୍ବାରା ୧୦ଟି ଅନୁବାଦ ପୁସ୍ତକ ଲୋକାର୍ପିତ

ଭୁବେନଶ୍ବର : ଅନୁବାଦ ସାହିତ୍ୟ ପରିଷଦ ଦ୍ବାରା ପ୍ରକାଶିତ ୧୦ଟି ଅନୁବାଦ ପୁସ୍ତକ ଆଜି ଭୁବନେଶ୍ବରସ୍ଥିତ ବୁଦ୍ଧମନ୍ଦିରସ୍ଥ ସଭାକକ୍ଷରେ ବିଶିଷ୍ଟ ଅତିଥିମାନଙ୍କ ଦ୍ବାରା ଲୋକାର୍ପିତ ହୋଇଯାଇଛି | ଏହି ଉପଲକ୍ଷେ ଆୟୋଜିତ ଏକ ସାରସ୍ବତ ସମାରୋହରେ ସଭାପତିତ୍ବ କରିଥିଲେ ବିଶିଷ୍ଟ ଅନୁବାଦକ…

ସାଇବର ଠକେଇ ଅଭିଯୋଗରେ ରାଉରକେଲା ର ୪ଜଣଙ୍କୁ ଗିରଫ କଲା ସମ୍ବଲପୁର ସାଇବର ପୋଲିସ…

ଜାଲ ଆକାଉଣ୍ଟରେ ଜିଏସଟି ଠକେଇର ଖୋଲୁଛି ଗୁମର... ୫୦ ଜାଲ ଆକାଉଣ୍ଟରେ ୧୨୪ କୋଟି ଠକେଇ।। ୧୦ ରୁ ଅଧିକ ଲୋକ ସମ୍ପୃକ୍ତି ସୂଚନା... ରାଉରକେଲା : (ବସନ୍ତ କୁମାର ଜେନା);ରାଉରକେଲା ଅର୍ବନ କୋଅପରେଟିଭ ବ୍ୟାଙ୍କ ରେ ଜାଲ ଆକାଉଣ୍ଟ ଖୋଲି ୧୩ କୋଟି ୭୫ ଲକ୍ଷ ଟଙ୍କା ଜିଏସ୍‌ଟି ଠକେଇ…

ରାଜ୍ୟରେ ୪୩.୫ଂ ସହ ଅନୁଗୁଳ ସବୁଠୁ ଉତ୍ତପ୍ତ ସହର, ଟ୍ୱିନ ସିଟିରେ ତାପମାତ୍ରା ଛୁଇଁଲା ୪୦ଂ

ଭୁବନେଶ୍ୱର: ରାଜ୍ୟର ସୋମବାର ୪୦ଂ ଛୁଇଁଛି ଟ୍ୱିନସିଟିରେ ତାପମାତ୍ରା । ଭୁବନେଶ୍ୱରରେ ସର୍ବାଧିକ ୪୦.୨ଂ ତାପମାତ୍ରା ରେକର୍ଡ କରାଯାଇଥିବାବେଳେ କଟକରେ ସର୍ବାଧିକ ୪୦.୫ଂ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି । ତେବେ ସୋମବାର ଟ୍ୱିନ ସିଟି ସହ ରାଜ୍ୟର ୨୧ ସ୍ଥାନରେ ତାପମାତ୍ରା ୪୦ଂ…