Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ମାହାଙ୍ଗା ଗଣହତ୍ୟା ମାମଲା: ଆସିଲା ବ୍ୟବଚ୍ଛେଦ ରିପୋର୍ଟ
ମାହାଙ୍ଗା: ମାହାଙ୍ଗା ଗଣହତ୍ୟା ମାମଲାରେ ମଙ୍ଗଳବାର ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଛି। ଶରୀର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ରହିଛି। ତେବେ ରିପୋର୍ଟରେ ବିଷକ୍ରିୟା ନେଇ କୌଣସି ସୂଚନା ନାହିଁ। ଏ ନେଇ କଟକ ଗ୍ରାମାଞ୍ଚଳ ଥାନା ପୋଲିସ ସୂଚନା ଦେଇଛି।ସୂଚନାନୁସାରେ,ପାରିବାରିକ ବିବାଦରୁ ବଡଭାଇ!-->…
ଅନୁବାଦ ସାହିତ୍ୟ ପରିଷଦଦ୍ବାରା ୧୦ଟି ଅନୁବାଦ ପୁସ୍ତକ ଲୋକାର୍ପିତ
ଭୁବେନଶ୍ବର : ଅନୁବାଦ ସାହିତ୍ୟ ପରିଷଦ ଦ୍ବାରା ପ୍ରକାଶିତ ୧୦ଟି ଅନୁବାଦ ପୁସ୍ତକ ଆଜି ଭୁବନେଶ୍ବରସ୍ଥିତ ବୁଦ୍ଧମନ୍ଦିରସ୍ଥ ସଭାକକ୍ଷରେ ବିଶିଷ୍ଟ ଅତିଥିମାନଙ୍କ ଦ୍ବାରା ଲୋକାର୍ପିତ ହୋଇଯାଇଛି | ଏହି ଉପଲକ୍ଷେ ଆୟୋଜିତ ଏକ ସାରସ୍ବତ ସମାରୋହରେ ସଭାପତିତ୍ବ କରିଥିଲେ ବିଶିଷ୍ଟ ଅନୁବାଦକ!-->…
ସାଇବର ଠକେଇ ଅଭିଯୋଗରେ ରାଉରକେଲା ର ୪ଜଣଙ୍କୁ ଗିରଫ କଲା ସମ୍ବଲପୁର ସାଇବର ପୋଲିସ…
ଜାଲ ଆକାଉଣ୍ଟରେ ଜିଏସଟି ଠକେଇର ଖୋଲୁଛି ଗୁମର...
୫୦ ଜାଲ ଆକାଉଣ୍ଟରେ ୧୨୪ କୋଟି ଠକେଇ।। ୧୦ ରୁ ଅଧିକ ଲୋକ ସମ୍ପୃକ୍ତି ସୂଚନା...
ରାଉରକେଲା : (ବସନ୍ତ କୁମାର ଜେନା);ରାଉରକେଲା ଅର୍ବନ କୋଅପରେଟିଭ ବ୍ୟାଙ୍କ ରେ ଜାଲ ଆକାଉଣ୍ଟ ଖୋଲି ୧୩ କୋଟି ୭୫ ଲକ୍ଷ ଟଙ୍କା ଜିଏସ୍ଟି ଠକେଇ!-->!-->!-->!-->!-->!-->!-->…
ରାଜ୍ୟରେ ୪୩.୫ଂ ସହ ଅନୁଗୁଳ ସବୁଠୁ ଉତ୍ତପ୍ତ ସହର, ଟ୍ୱିନ ସିଟିରେ ତାପମାତ୍ରା ଛୁଇଁଲା ୪୦ଂ
ଭୁବନେଶ୍ୱର: ରାଜ୍ୟର ସୋମବାର ୪୦ଂ ଛୁଇଁଛି ଟ୍ୱିନସିଟିରେ ତାପମାତ୍ରା । ଭୁବନେଶ୍ୱରରେ ସର୍ବାଧିକ ୪୦.୨ଂ ତାପମାତ୍ରା ରେକର୍ଡ କରାଯାଇଥିବାବେଳେ କଟକରେ ସର୍ବାଧିକ ୪୦.୫ଂ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି ।
ତେବେ ସୋମବାର ଟ୍ୱିନ ସିଟି ସହ ରାଜ୍ୟର ୨୧ ସ୍ଥାନରେ ତାପମାତ୍ରା ୪୦ଂ!-->!-->!-->…
ଉଚ୍ଚ ଶିକ୍ଷାନୁଷ୍ଠାନରେ ଜୁନ୍ ୧ରୁ ୧୬ ପର୍ଯ୍ୟନ୍ତ ଛୁଟି ନିଷ୍ପତ୍ତି
ଭୁବନେଶ୍ୱର: ଉଚ୍ଚ ଶିକ୍ଷାନୁଷ୍ଠାନରେ ଖରା ଛୁଟି କମାଇଲେ ସରକାର । ଜୁନ୍ ୧ରୁ ୧୬ ତାରିଖ ପର୍ଯ୍ୟନ୍ତ ଖରାଛୁଟି ପାଇଁ ନିଷ୍ପତ୍ତି ନିଆଯାଇଛି । ଏନେଇ ବିଶ୍ୱବିଦ୍ୟାଳୟ କୁଳପତି ଓ ଡିଗ୍ରୀ କଲେଜ ଅଧ୍ୟକ୍ଷଙ୍କୁ ଚିଠି କରିଛି ବିଭାଗ । ଉଚ୍ଚ ଶିକ୍ଷା ବିଭାଗର ପ୍ରମୁଖ ସଚିବ ଏନେଇ ନିର୍ଦ୍ଦେଶ!-->…
ଆସନ୍ତାକାଲିଠୁ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ
ଭୁବନେଶ୍ବର: ଡ୍ରାଇଭର ମହାସଂଘ ସଭାପତି ପ୍ରଶାନ୍ତ ମେନ୍ଦୁଲି ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ରାଜ୍ୟ ସରକାରଙ୍କ ସହ ଆଲୋଚନା ସଫଳ ହୋଇଛି ଏବଂ ଆନ୍ଦୋଳନ ପ୍ରତ୍ୟାହୃତ କରାଯାଇଛି। ୩ ମାସ ମଧ୍ୟରେ ଦାବି ପୂରଣ ନ ହେଲେ ପୁଣି ଆନ୍ଦୋଳନ ଡାକରା ଦିଆଯିବ ବୋଲି ସେ ପ୍ରକାଶ କରିଛନ୍ତି। ଅପରପକ୍ଷରେ!-->…
କେନ୍ଦୁଝର ଜିଲାପାଳଙ୍କୁ ଜନଜାତି କମିଶନଙ୍କ ହାଜର ନିର୍ଦ୍ଦେଶ ଉପରେ ରହିତାଦେଶ
କଟକ: କେନ୍ଦୁଝର ଜିଲାପାଳଙ୍କୁ ଜାତୀୟ ଜନଜାତି କମିଶନଙ୍କ ହାଜର ନିର୍ଦ୍ଦେଶ ଉପରେ ରହିତାଦେଶ ଲାଗିଛି । କମିଶନଙ୍କ ନିର୍ଦ୍ଦେଶ ଉପରେ ହାଇକୋର୍ଟ ରହିତାଦେଶ ଜାରି କରିଛନ୍ତି । ଜିଲାପାଳଙ୍କ ପ୍ରତିନିଧିଙ୍କ ଉପସ୍ଥିତିରେ କମିଶନ ମାମଲା ଆଗକୁ ନେଇ ପାରିବେ ବୋଲି କହିଛନ୍ତି । ୬ ସପ୍ତାହ ପରେ!-->…
ବନ୍ଧୁକ ଦେଖାଇ ଲୁଟିନେଲେ ଦୁଇ ଲକ୍ଷରୁ ଅଧିକ ଟଙ୍କା
ଯୋଡ଼ା: ଅଫିସ୍ରେ ପଶି ବନ୍ଧୁକ ଦେଖାଇ ଲୁଟିନେଲେ ଦୁଇ ଲକ୍ଷରୁ ଅଧିକ ଟଙ୍କା। ଆଜି ଏପରି ଘଟଣା କେନ୍ଦୁଝର ଜିଲ୍ଲା ବଡ଼ବିଲ୍ ଅଞ୍ଚଳରେ ଘଟିଛି। ଏନେଇ ଅଭିଭଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ମାତ୍ର ଦୁର୍ବୃତ୍ତଙ୍କ ପତ୍ତା ପାଇନି ପୁଲିସ୍। ୩ ଜଣ!-->…
ରାଜ୍ୟରେ ପୁଣି ବଢ଼ିଲା ବସଭଡ଼ା
ଭୁବନେଶ୍ବର: ରାଜ୍ୟରେ ପୁଣି ବଢ଼ିଲା ବସଭଡ଼ା। ଅଟୋମେଟିକ ମେକାନିଜିମ ଆଧାରରେ ବସ୍ ଭଡ଼ା ବଢ଼ିଛି। ବସ୍ ଭଡ଼ା ବୃଦ୍ଧି ନେଇ ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ସାଧାରଣ ସଂପାଦକ ଦେବେନ୍ଦ୍ର ସାହୁ ସୂଚନା ଦେଇଛନ୍ତି। ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ସାଧାରଣ ସଂପାଦକ ଦେବେନ୍ଦ୍ର ସାହୁ କହିଛନ୍ତି!-->…
ପଞ୍ଚଭୂତରେ ବିଲୀନ ହେଲେ ପ୍ରଫୁଲ୍ଲ କର : ସ୍ୱର୍ଗଦ୍ୱାରରେ ସରିଲା ଅନ୍ତିମ ସଂସ୍କାର
ପୁରୀ : ପଞ୍ଚଭୂତରେ ବିଲୀନ ହେଲେ ବିଶିଷ୍ଟ ସଙ୍ଗୀତଜ୍ଞ ପଦ୍ମଶ୍ରୀ ପ୍ରଫୁଲ୍ଲ କର । ପୁରୀ ସ୍ୱର୍ଗଦ୍ୱାରରେ ପ୍ରଫୁଲ୍ଲ କରଙ୍କ ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇଛି । ସ୍ୱର୍ଗଦ୍ୱାରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସମ୍ପନ୍ନ ହୋଇଛି ତାଙ୍କର ଅନ୍ତିମ ସଂସ୍କାର । ବଡ଼ପୁଅ ମହାଦୀପ କର ମୁଖାଗ୍ନୀ!-->…