Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ରାଜ୍ୟର ୨ ସହରର ତାପମାତ୍ରା ୪୩ ଡିଗ୍ରୀ ଉପରେ
ଭୁବନେଶ୍ବର: ପ୍ରବଳ ଖରାରେ ଓଡିଶା ସିଝୁଥିବା ବେଳେ ଆଜି ୧୨ ସହର ୪୦ ଡିଗ୍ରୀ ଉପରେ ରହିଛି । ସେହିପରି ୨ ସହରର ପାରଦ ୪୩ ଡିଗ୍ରୀ ଉପରେ ରେକର୍ଡ କରାଯାଇଛି ।
ଟକମକ ଫୁଟୁଛି ସାରା ଓଡିଶା । ଗୁଳୁଗୁଳି ଓ ଗରମ ପାଇଁ ରାସ୍ତାଘାଟରେ ଯାତାୟତ ବି ଅସମ୍ଭବ ହୋଇପଡୁଛି । ରାଜ୍ୟର ସବୁ ସହରରେ!-->!-->!-->…
କାରଗାର ପାଚେରୀ ଡେଇଁ ବିଚାରାଧୀନ କଏଦୀ ଫେରାର
ଜଗତସିଂହପୁର: ଆଳି ପିଙ୍ଗଳ ଜେଲରୁ ଜଣେ ବିଚାରାଧୀନ କଏଦୀ ଚମ୍ପଟ ମାରିଛି। ଚମ୍ପଟ ମାରିଥିବା କଏଦୀ ଜଣକ ହେଲା ଜୀବନଜ୍ୟୋତି ସାହୁ (୨୪)। ତାର ଘର ବାଲିକୁଦା ଥାନା ଗଦେଇଗିରି ଗାଁ। ଏକ ନାବାଳିକାକୁ ଦୁଷ୍କର୍ମ ମାମଲାରେ ୨୦୨୦ ଡିସେମ୍ବର ୩୦ରୁ ଜେଲରେ ରହୁଥିଲେ। ଆଜି ଦିନ ୧୦ଟାରୁ ୧୨ଟା!-->…
୫ ଦିନିଆ ରିମାଣ୍ଡରେ ଠକ ଡାକ୍ତର ରମେଶ ସ୍ବାଇଁର ଅସଲି ପତ୍ନୀ
ଭୁବନେଶ୍ୱର: ଠକ ଡାକ୍ତର ରମେଶ ସ୍ବାଇଁ ଗିରଫ ମାମଲା । ସ୍ତ୍ରୀ ଖୋଲିବେ ସ୍ୱାମୀର ଠକେଇ ଗୁମର । ପାଞ୍ଚ ଦିନିଆ ରିମାଣ୍ଡରେ ରମେଶ ସ୍ବାଇଁର ଅସଲି ଡାକ୍ତରାଣୀ ପତ୍ନୀ କମଳା ସ୍ବାଇଁ । ବିଭିନ୍ନ ଦିଗକୁ ନେଇ ତାଙ୍କୁ ଝାଳ ବୁହା ପ୍ରଶ୍ନ କରିଛି ପିଙ୍କ ଟିମ୍ । ରମେଶକୁ କେବେ ଠାରୁ ବିବାହ!-->…
ରାତ୍ରିକାଳୀନ ଗାଡ଼ି ଯାଞ୍ଚରେ୨୧୬ ମଦୁଆ ଗାଡ଼ି ଚାଳକ ଗିରଫ, ୧୩୮ ଲାଇସେନ୍ସ ରଦ୍ଦ
ଭୁବନେଶ୍ୱର: ରାଜ୍ୟରୁ କୋଭିଡ କଟକଣା ହଟାଇ ଦିଆଯିବା ପରେ ପରିବହନ ବିଭାଗ ଓ ପୁଲିସ ରାଜପଥରେ ଯାନବାହନଗୁଡ଼ିକର ଯାଞ୍ଚ ପୁଣି ଥରେ ଆରମ୍ଭ କରିଦେଇଛନ୍ତି। ଏଥି ସହିତ ଗାଡ଼ିଚାଳକମାନେ ଗାଡ଼ି ଚଳାଇବା ସମୟରେ ମଦ ପିଉଛନ୍ତି କି ନାହିଁ ତାହା ମଧ୍ୟ ତଦନ୍ତ ହେଉଛି। ଓଡ଼ିଶା ପୁଲିସ ଓ ପରିବହନ!-->…
କାଳବୈଶାଖୀ ସମ୍ଭାବନା: ୯ ଜିଲ୍ଲାକୁ ୟେଲୋଓ୍ଵାର୍ଣ୍ଣିଂ ଜାରି
ଭୁବନେଶ୍ୱର : ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, କନ୍ଧମାଳ, ଗଜପତି, ମୟୂରଭଂଜ, କେନ୍ଦୁଝର ଓ ବାଲେଶ୍ୱର ଜିଲ୍ଲାରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବଜ୍ରପାତ ଓ ପବନ ସହ ଝଡ଼ବର୍ଷା ଜନିତ କାଳବୈଶାଖୀର ସମ୍ଭାବନା ରହିଛି ବୋଲି ଭାରତୀୟ!-->…
ଚଳିତ ବର୍ଷ ପାଞ୍ଜିକୁ ନେଇ ବିବାଦ
ପୁରୀ: ଚଳିତ ବର୍ଷ ପାଞ୍ଜିକୁ ନେଇ ପୁଣିଥରେ ବିବାଦ ଉପୁଜିଛି । ମୁକ୍ତିମଣ୍ଡପ ପଣ୍ଡିତ ସଭା ଦ୍ବାରା ସ୍ଵୀକୃତ ପଞ୍ଜିକା ବିଶ୍ୱସନୀୟ ନୁହେଁ ବୋଲି ପାଞ୍ଜି ସମୀକ୍ଷକମାନେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ରାଜ୍ୟରେ ପ୍ରକାଶିତ ସାମନ୍ତ ଚନ୍ଦ୍ରଶେଖର ପଞ୍ଜିକା, ଅସଲି ଖଡ଼ିରତ୍ନ!-->…
ଅଣ୍ଟା ବ୍ୟଥା ହେଉଥିବା ମଣିଷକୁ ଦେଲେ ପଶୁ ଇଞ୍ଜେକସନ
ମୟୁରଭଞ୍ଜ: ମଣିଷ ଦେହରେ ପଶୁଙ୍କ ଇଞ୍ଜେକ୍ସନ ଦେଲା ନକଲି ଡାକ୍ତର । ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକରୁ ଏପରି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଠାକୁରମୁଣ୍ଡା ବ୍ଲକ ମହୁଲଡିହାରେ ଜଣେ ବ୍ୟକ୍ତିଙ୍କୁ ଅଣ୍ଟା ବ୍ୟଥା ପାଇଁ ପଶୁଙ୍କ ପାଇଁ ବ୍ୟବହୃତ ଇଞ୍ଜେକ୍ସନ ବ୍ୟବହାର କରିବା ନେଇ!-->…
ନକଲି ଡାକ୍ତର ରମେଶଙ୍କ ଉପରେ ଲେଖା ହେବ ବହି, ଜେଲରେ ପହଞ୍ଚିଲେ ୪ ଲେଖିକା
ଭୁବନେଶ୍ବର ନକଲି ଡାକ୍ତର ରମେଶ ସ୍ୱାଇଁଙ୍କ ଠକାମୀର କାହାଣି ଲେଖକ, ଲେଖିକାଙ୍କୁ ବି ଆଶ୍ଚର୍ଯ୍ୟ କରିଛି । ଜଣେ ବ୍ୟକ୍ତି ଏତେ ବଡ ଠକ ହୋଇପାରେ ତାହା ସେମାନଙ୍କୁ ଆଶ୍ଚର୍ଯ୍ୟ କରିଛି । ଓଡିଶାର ୪ ଜଣ ଲେଖିକା, ବଦନାମ ରମେଶଙ୍କ କଳା କାହାଣୀକୁ ନେଇ ବହି ଲେଖିବା ପାଇଁ ଇଛା ପ୍ରକାଶ କରିଛନ୍ତି!-->…
ଭୁବନେଶ୍ବର ଲିଙ୍ଗିପୁର ଏଟିଏମ ଲୁଟ୍ ଘଟଣା: ଡେମୋ ଦେଖାଇଲା ଲୁଟେରା
ଭୁବନେଶ୍ୱର: ଭୁବନେଶ୍ବର ଲିଙ୍ଗିପୁର ଏଟିଏମ ଲୁଟ୍ ଘଟଣାରେ କ୍ରାଇମ୍ ସିନ୍ ରିକ୍ରିଏଟ କରିଛି ପୁଲିସ । ୨ ଲୁଟେରାଙ୍କୁ ନେଇ ଲୁଟର ଡେମୋ କରିଛି ପୁଲିସ । ଏଟିଏମ୍ ସ୍ଥଳ, ଶିଶୁଭବନ, ଲିଙ୍ଗିପୁର ପେଟ୍ରୋଲ ପମ୍ପ, ଦୟାନଦୀ କୂଳକୁ ନେଇ ଡେମୋ କରିଛି ପୁଲିସ । ଏଟିଏମ୍ ଭାଙ୍ଗିଥିବା ସ୍ଥାନରୁ ଶାବଳ,!-->…
ଶ୍ରୀମନ୍ଦିରରେ ଟଳିପଡ଼ି ଶ୍ରଦ୍ଧାଳୁଙ୍କ ମୃତ୍ୟୁ
ପୁରୀ: ଆଜି ଶ୍ରୀମନ୍ଦିରରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ମହାପ୍ରଭୁଙ୍କ ଦର୍ଶନ ପରେ ଜଣେ ଭକ୍ତଙ୍କର ଜୀବନ ଚାଲିଗଲା। ମହାପ୍ରଭୁଙ୍କ ଦର୍ଶନ ତାଙ୍କ ପାଇଁ ଶେଷ ଦର୍ଶନ ହୋଇଛି। ସେହି ଭକ୍ତ ଜଣଙ୍କ ହେଉଛନ୍ତି ଛତିଶଗଡ ରାଜ୍ୟର ବାସିନ୍ଦା। ତାଙ୍କର ନାମ ୱା.ଜି ମୂର୍ତ୍ତି (୭୨ ବର୍ଷ) ବୋଲି!-->…