Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
କୋର୍ଟରେ ହାଜର ହେଲେ ଶର୍ମିଷ୍ଠା
ଭଦ୍ରକ ଅଫିସ: ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ମାମଲାରେ ଗିରଫ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ ସୋମବାର ଚାନ୍ଦବାଲି ଜେଏମ୍ଏଫ୍ସି କୋର୍ଟରେ ହାଜର ହୋଇଛନ୍ତି। ସେ ଭିଡିଓ କନ୍ଫରେନ୍ସ ଜରିଆରେ ହାଜର ହୋଇଛନ୍ତି।ଅନ୍ୟପକ୍ଷେ ଝୁନା ଭୋଇ, ନିରଞ୍ଜନ ସେଠୀ, ରଞ୍ଜନ ନାୟକ,!-->…
ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ପୁରୀ ଶ୍ରୀ ଜଗନ୍ନାଥ ମେଡିକାଲ କଲେଜ ଲୋକାର୍ପିତ
ପୁରୀ : ପୁରୀରେ ମେଡିକାଲ କଲେଜ ପ୍ରତିଷ୍ଠା ନେଇ ଦୀର୍ଘ ପ୍ରତୀକ୍ଷାର ଅବସାନ ଘଟିଛି। ଆଜି ଶ୍ରୀଜଗନ୍ନାଥ ମେଡିକାଲ କଲେଜକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପଣ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଭର୍ଚୁଆଲରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ୍ ଏଲ୍. ମାଣ୍ଡଭୀୟ ମଧ୍ୟ ଯୋଗ!-->…
ସ୍କୁଟି ହେଡ୍ ଲାଇଟ ଭିତରୁ ବ୍ରାଉନସୁଗାର ଜବତ, ଜଣେ ଗିରଫ
ଭୁବନେଶ୍ବର:ପୋଲିସ ଆଖିରେ ଧୂଳି ଦେବା ପାଇଁ ଅଭିନବ ଉପାୟ। ସ୍କୁଟି ହେଡଲାଇଟରେ ବ୍ରାଉନସୁଗାର ପୁଡିଆ ରଖି ବ୍ରିକି କରାଯାଉଥିଲା। ରାଜଧାନୀ ଭୁବନେଶ୍ବରରେ ଏଭଳି ଉପାୟରେ ଜଣେ ବ୍ରାଉନସୁଗାର ବିକ୍ରି କରୁଥିବା ବେଳେ ଅବକାରୀ ଟିମ୍ ଏହାକୁ ଜବତ କରିଚି । କ୍ୟାପିଟାଲ ଥାନା ଅଧିନ କେଦାରପଲ୍ଲୀ!-->…
ଆର.ପି. କୋଚେଙ୍କୁ ଗୁଇନ୍ଦା ନିର୍ଦ୍ଦେଶକ ଦାୟିତ୍ଵ, ଲଳିତ ଦାସ ହେଲେ ଗୃହ ବିଭାଗର ଓଏସଡି
ଭୁବନେଶ୍ବର: ରାଜ୍ୟ ସରକାର ସୋମବାର ଗୁଇନ୍ଦା ନିର୍ଦ୍ଦେଶକ ବଦଳାଇଛନ୍ତି। ଗୁଇନ୍ଦା ନିର୍ଦ୍ଦେଶକ ଲଳିତ ଦାସଙ୍କୁ ଗୃହ ବିଭାଗର ଓଏସଡି ଭାବେ ନିଯୁକ୍ତ କରାଯାଇଛି। ଏଡିଜି ଆର.ପି.କୋଚେଙ୍କୁ ଗୁଇନ୍ଦା ନିର୍ଦ୍ଦେଶକ ଅତିରିକ୍ତ ଦାୟିତ୍ଵ ଦିଆଯାଇଛି। ଏଡିଜି ଏସଏପି ସହ କୋଚେ ଗୁଇନ୍ଦା ନିର୍ଦ୍ଦେଶକ!-->…
ଜେଲରେ କାନ୍ଦୁଛନ୍ତି ଶର୍ମିଷ୍ଠା ରାଉତ
ଭୁବନେଶ୍ବର : ଫଟୋଗ୍ରାଫର ମାନସ ସ୍ବାଇଁ ହତ୍ୟା ମାମଲାରେ ଗିରଫ ହୋଇ ଭଦ୍ରକ ସବଜେଲର ମହିଳା କଏଦୀ ସେଲରେ ଥିବା ଶର୍ମିଷ୍ଠା ରାଉତ ଏବେ କାନ୍ଦୁଛନ୍ତି । ତାଙ୍କ ସହ ଏକାଠି ଥିବା ଝୁନା ଭୋଇ ବି ପ୍ରତିଦିନ କାନ୍ଦୁଛନ୍ତି । ଏପରିକି ଉଭୟ ଅଭିଯୁକ୍ତ ଠିକ ଭାବେ ଖିଆପିଆ ବି କରୁନାହାନ୍ତି । ବୋଧହୁଏ!-->…
କୋରାପୁଟ ଜିଲ୍ଲାର ନାରାୟଣାପାଟଣା ବ୍ଲକ୍କୁ ବାସ୍ତବ ୪ଜି ଡିଜିଟାଲ ସେବା ସହିତ ସଂଯୁକ୍ତ କଲା ଜିଓ
ଭୁବନେଶ୍ୱର: ସାମ୍ପ୍ରତିକ ଯୁଗରେ ଡିଜିଟାଲ ସଂଯୋଗ ପ୍ରାୟ ପ୍ରତ୍ୟେକଙ୍କ ଦୈନନ୍ଦିନ ଜୀବନରେ ଯୋଗାଯୋଗ, ଶିକ୍ଷା, ମନୋରଂଜନ ପାଇଁ ହେଉ ଅଥବା ଦୈନନ୍ଦିନ ଆବଶ୍ୟକତା ପୂରଣ, ସବୁ କ୍ଷେତ୍ରରେ ଅନ୍ୟତମ ମୌଳିକ ଆବଶ୍ୟକତା ଏବଂ ଅତ୍ୟାବଶ୍ୟକ ଅଙ୍ଗ ପାଲଟିଛି । ମହାମାରୀ ସମୟରେ ଡିଜିଟାଲ ମାଧ୍ୟମରେ!-->…
ରାଜଧାନୀରେ ନାବାଳକ ଛାତ୍ରଙ୍କୁ ଯୌନ ନିର୍ଯାତନା ଅଭିଯୋଗ, ୩ ଗିରଫ
ଭୁବନେଶ୍ବର: ଭୁବନେଶ୍ବରରେ ଆୟୋଜିତ ଷ୍ଟେଟ୍ ଆଥଲେଟିକ ମିଟ୍ରେ ଜୁନିୟର ଖେଳାଳିଙ୍କୁ ଯୌନ ନିର୍ଯାତନା ଦେବା ଅଭିଯୋଗରେ ବନ୍ଧା ହେଲେ ୩ ଅଭିଯୁକ୍ତ । ଜଣେ ପୋଲିସଙ୍କ ପୁଅ ତଥା ଖେଳାଳିଙ୍କୁ ଏମାନେ ଯୌନ ନିର୍ଯାତନା ଦେଇଥିବା ହୋଇଥିଲା ଅଭିଯୋଗ । ଇନଫୋସିଟ ଥାନାରେ ଏତଲା ପରେ ଅଭିଯୁକ୍ତ!-->…
ଢେଙ୍କାନାଳ ପୌରାଧ୍ୟକ୍ଷଙ୍କ ବାସଭବନରେ ବୋମା ମାଡ଼: ତଦନ୍ତ ଦାବି କଲେ ଧର୍ମେନ୍ଦ୍ର
ଭୁବନେଶ୍ୱର: ଏପ୍ରିଲ ୧୧: ଢେଙ୍କାନାଳର ନବ ନିର୍ବାଚିତ ପୌରାଧ୍ୟକ୍ଷା ତଥା ବିଜେପି ନେତ୍ରୀ ଜୟନ୍ତୀ ପାତ୍ର ବାସଭବନରେ ବୋମା ମାଡ଼ ହୋଇଛି । ଦୁର୍ବୃତ୍ତମାନେ ଦୁଇ ଦୁଇ ଥର ଟାର୍ଗେଟ୍ କରି ଆକ୍ରମଣ କରିଛନ୍ତି । ତେବେ ଏହି ଘଟଣା ପରେ ଏହାର ତୁରନ୍ତ ତଦନ୍ତ କରିବା ପାଇଁ କେନ୍ଦ୍ରମନ୍ତ୍ରୀ!-->…
ଉଠବସ୍ କରିବାରୁ ୭ଛାତ୍ରୀ ଅସୁସ୍ଥ ଘଟଣା: ତଦନ୍ତ ନିର୍ଦ୍ଦେଶ ଦେଲେ ଗଣଶିକ୍ଷା ମନ୍ତ୍ରୀ
ଭୁବନେଶ୍ୱର: ପାଟଣାଗଡ଼ର ଏକ ସ୍କୁଲରେ ଉଠବସ୍ କରାଯିବାରୁ ୭ ଛାତ୍ରୀ ଅସୁସ୍ଥ ଘଟଣା ସାମ୍ନାକୁ ଆସିଛି । ଏହି ଘଟଣାକୁ ନେଇ ଛାତ୍ରୀଙ୍କ ପରିବାର ଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖିବାକୁ ମିଳିଥିବା ବେଳେ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ଏହି ମାମଲାରେ!-->…
ମହାନଦୀରେ ଗାଧୋଇବା ବେଳେ ବୁଡି ଯାଇଥିବା ଆଉ ଜଣେ ନିଖୋଜ ଯୁବକଙ୍କ ମୃତ ଦେହ ଉଦ୍ଧାର , ଜଣେ ଏବେ ବି ନିଖୋଜ
କଟକ: ଗତକାଲି କଟକ ଯୋବ୍ରା ନିକଟ ମହାନଦୀରେ ଗାଧୋଇବା ବେଳେ ବୁଡି ଯାଇଥବଲେ ତିନି ଯୁବକ । ଜଣେ ନାବାଳକ ଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିଥିବା ବେଳେ ଦୁଇ ଜଣ ନିଖୋଜ ଥିଲେ ତେବେ ଉଦ୍ଧାର ହୋଇଥିବା ଚୂନଭାଟି ଚାରିଘରିଆର ସାହିଲ ଖାନ ନାମକ ଯୁବକ ଚିକିତ୍ସାଧୀନ ଅବସ୍ଥାରେ ଏସସିବିରେ ଡାକ୍ତର!-->…