Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
କାଉଡ଼ିଆ ନଦୀରେ ବୁଡ଼ିଲା ଡଙ୍ଗା, ମତ୍ସ୍ୟଜୀବୀ ନିଖୋଜ
ପାରାଦୀପ: ବୁଡ଼ିଗଲା ଡଙ୍ଗା, ମତ୍ସ୍ୟଜୀବୀ ନିଖୋଜ । ପାରାଦୀପ ଅଠରବାଙ୍କି ବାଲିପ୍ଲଟ ନିକଟ କାଉଡ଼ିଆ ନଦୀରେ ଡଙ୍ଗା ବୁଡ଼ି ଜଣେ ଯାଇ ଜଣେ ମତ୍ସ୍ୟଜୀବୀ ନିଖୋଜ ଅଛନ୍ତି । ନିଖୋଜ ମତ୍ସ୍ୟଜୀବୀ ଜଣକ ଯଦୁପୁର ଗାଁର ପ୍ରଫୁଲ୍ଲ ବେହେରା । ନଦୀରୁ ଜୁଆର ଛାଡ଼ିବା ସମୟରେ!-->…
ଫେବୃଆରୀ ୧୯ରେ ମାଟ୍ରିକ ପରୀକ୍ଷା
ଭୁବନେଶ୍ବର: ଫେବୃଆରୀ ୧୯ରେ ମାଟ୍ରିକ ପରୀକ୍ଷା । ଫେବୃଆରୀ ୧୯ରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହେବ । ଫେବୃଆରୀ ୧୯ରୁ ମାର୍ଚ୍ଚ ୨ ପର୍ଯ୍ୟନ୍ତ ଚାଲିବ ପରୀକ୍ଷା । ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପରୀକ୍ଷା ତାରିଖ ଘୋଷଣା ହୋଇଛି । ସକାଳ ୯ଟାରୁ ୧୧ଟା ୩୦!-->…
ଟିକେଟ ପାଇଁ ଶୀତ କାକରରେ ସାରା ରାତି ଅପେକ୍ଷା କଲେ କ୍ରିକେଟ୍ ପ୍ରେମୀ
ଭୁବନେଶ୍ବର: ବାରବାଟୀ ମ୍ୟାଚ ଟିକେଟ୍ ପାଇଁ ଅସମ୍ଭାଳ ଭିଡ଼ । ଆଜିଠାରୁ ଅଫ ଲାଇନରେ କାଉଣ୍ଟରରେ ୧୦ ହଜାର ଟିକେଟ୍ ବିକ୍ରୀ ହେବ। ଜଣଙ୍କୁ ଦି ଖଣ୍ଡ ଟିକେଟ୍ । ଦି ଟି ଟିକେଟ୍ ପାଇଁ ରାତିରୁ ଷ୍ଟାଡିୟମ ନିକଟରେ ଜମା ହୋଇଛନ୍ତି କ୍ରିକେଟ୍ ପ୍ରେମୀ । ବାରିକେଡରେ ଧାଡ଼ି ବାନ୍ଧି!-->…
ଜବତ ଗଞ୍ଜେଇ ହେରଫେର ଅଭିଯୋଗ: ଥାନା ଅଧିକାରୀ ନିଲମ୍ବିତ
ଫୁଲବାଣୀ: କାର୍ଯ୍ୟରୁ ନିଲମ୍ବିତ ହୋଇଛନ୍ତି ଫୁଲବାଣୀ ସଦର ଥାନା ଅଧିକାରୀ ସତୀଶ ଚନ୍ଦ୍ର ନାୟକ । ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ ରାଜ୍ୟ ଗୃହ ବିଭାଗ ପକ୍ଷରୁ ତାଙ୍କୁ ନିଲମ୍ବିତ କରାଯାଇଛି । ଆଦେଶ ଅନୁସାରେ ବର୍ତ୍ତମାନ ସେ ବ୍ରହ୍ମପୁର ଦକ୍ଷିଣାଞ୍ଚଳ ଆଇଜିଙ୍କ କାର୍ଯ୍ୟାଳୟରେ!-->…
ଶିଶୁକନ୍ୟାକୁ ହତ୍ୟା କଲା ମାଆ !
ପୁରୀ:ପାରିବାରିକ କଳହର ଦୁଃଖଦ ପରିଣାମ । ପୁରୀ ଜିଲା ଡେଲାଙ୍ଗ ଅଞ୍ଚଳରେ ଜଣେ ମା’ ନିଜର ଦେଢ଼ ବର୍ଷର ଶିଶୁକନ୍ୟାକୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଗୁରୁବାର ଘଟିଥିବା ଏହି ହୃଦୟ ବିଦାରକ ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।
ଡେଲାଙ୍ଗର ସଡଙ୍ଗଇ ଗ୍ରାମର ମହିଳା ଜଣକ!-->!-->!-->…
ଲାଞ୍ଚ ନେଇ ବନ୍ଧା ହେଲେ ବନ୍ଧବାହାଲ ସେକ୍ସନ ଫରେଷ୍ଟର
ଭୁବନେଶ୍ଵର: ଭିଜିଲାନ୍ସ ଜାଲରେ ବ୍ରଜରାଜନଗର ରେଞ୍ଜ ବନ୍ଧବାହାଲ ସେକ୍ସନର ବନ ଅଧିକାରୀ। ୫ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ବନ୍ଧବାହାଲ ସେକ୍ସନ ଫରେଷ୍ଟର ଗୌରାଙ୍ଗ ସାହୁ। ଏହି ଘଟଣାରେ ଫରେଷ୍ଟରଙ୍କୁ ଅଟକ ରଖାଯାଇଥିବା ବେଳେ ଭିଜିଲାନ୍ସ ଏକ ମାମଲା ରୁଜୁ କରି ଦୁଇଟି!-->…
ବିଶ୍ଵବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଖାଲି ପଡିଛି ୧୪୩୦ ପଦବୀ: ଉଚ୍ଚଶିକ୍ଷା ମନ୍ତ୍ରୀ
ଭୁବନେଶ୍ବର: ବିଶ୍ଵବିଦ୍ୟାଳୟରେ ପ୍ରାଧ୍ୟାପକ ମରୁଡ଼ି। ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ । ଖାଲି ପଡିଛି ୧୪୩୦ ପଦବୀ। ଏଥିରୁ ୨୬୧ ପ୍ରାଧ୍ୟାପକ, ୪୫୯ ସହଯୋଗୀ ପ୍ରାଧ୍ୟାପକ ଓ ୭୧୦ ସହକାରୀ ପ୍ରାଧ୍ୟାପକ ପଦବୀ ଖାଲି ପଡିଛି। ଗୃହରେ ଉତ୍ତର ରଖିଛନ୍ତି!-->…
ସୁରଟରୁ ନନ୍ଦନକାନନକୁ ଆସିଲେ ନୂଆ ଅତିଥି
ଭୁବନେଶ୍ବର: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର; ନନ୍ଦନକାନନକୁ ଆସିଲେ ନୂଆ ଅତିଥି । ଜୀବଜନ୍ତୁ ଅଦଳବଦଳ ପ୍ରକ୍ରିୟାରେ ନନ୍ଦକାନନକୁ ନୂଆ ଅତିଥିଙ୍କୁ ଅଣାଯାଇଛି । ସୁରଟର ଶ୍ୟାମପ୍ରସାଦ ମୁଖାର୍ଜୀ ପ୍ରାଣୀ ଉଦ୍ୟାନରୁ ଆସିଲେ ଜୀବଜନ୍ତୁ । ଅଦଳବଦଳ ପ୍ରକ୍ରିୟାରେ ଆସିଲେ ୫ ଓଧ, ୨ ଧୂସର ଗଧିଆ, ୧୦!-->…
ମହିଳା ହିଂସା ରୋକିବା ଦିଗରେ ସରକାର ଯତ୍ନବାନ: ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର: ରାଜ୍ୟରେ ଆଇନ ଶୃଙ୍ଖଳା ସ୍ଥିର ରହିଲେ, ରାଜ୍ୟ ଶାନ୍ତିପ୍ରିୟ ହେଲେ ରାଜ୍ୟବାସୀ ସୁଖରେ ଜୀବନଯାପନ କରିବେ । ସାମଗ୍ରିକ ଭାବେ ଆଇନ୍ ଶୃଙ୍ଖଳା ନିୟନ୍ତ୍ରଣରେ ଥିବାରୁ ରାଜ୍ୟରେ ପୁଞ୍ଜିନିବେଶ ବଢ଼ୁଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି ।
ବ୍ୟକ୍ତିଗତ ଭାବେ ପୋଲିସ ପ୍ରଶାସନକୁ!-->!-->!-->…
ବଡ଼ ବଡ଼ ବାବୁ ଙ୍କ କଞ୍ଚା ହଳଦୀ ଲୋଭ..! : ଯାହାକୁ ନେଇ ସରକାରୀ ଜମି ହାତେଇବାରେ ସଫଳ ପ୍ରଭାବଶାଳୀ ଜମି ମାଫିଆ …..!
ବ୍ରହ୍ମପୁର: ଜିଲ୍ଲାର ଜଣେ ପ୍ରଭାବଶାଳୀ ବ୍ୟକ୍ତି ଜିଲ୍ଲାର ପୂର୍ବତନ ବଡ଼ ବାବୁ ମାନଙ୍କୁ କଞ୍ଚା ହଳଦୀ ଯୋଗାଇ ସରକାରୀ ଜମି ହଡପ କରିଥିବା ଚର୍ଚ୍ଚା ଏବେ ଜୋର ଧରିଛି। ଗଞ୍ଜାମ ଜିଲ୍ଲାର ଏହି ପ୍ରଭାବଶାଳୀ ବ୍ୟକ୍ତି ଜିଲ୍ଲା ବାହାରୁ କଞ୍ଚା ହଳଦୀ ମୁଠା ମୁଠା ଟଙ୍କା ଖର୍ଚ୍ଚ କରି ଆଣି!-->!-->!-->…