Browsing Category

ଓଡିଶା

ଭୁବନେଶ୍ବରରେ ISRO ଅଧ୍ୟକ୍ଷ ଡକ୍ଟର ଭି. ନାରାୟଣନ୍

ଭୁବନେଶ୍ବର: ଭୁବନେଶ୍ବରରେ ISRO ଅଧ୍ୟକ୍ଷ ଡକ୍ଟର ଭି. ନାରାୟଣନ୍ । ଆଜି ସକାଳେ ସେଣ୍ଟ୍ରାଲ ଟୁଲରୁମ୍ ଆଣ୍ଡ ଟ୍ରେନିଂ ସେଣ୍ଟର ବା CTTC ପରିଦର୍ଶନ କରିଛନ୍ତି ଇଣ୍ଡିଆନ ସ୍ପେସ ରିସର୍ଚ୍ଚ ଅର୍ଗାନାଇଜେସନ ବା ISRO ଅଧ୍ୟକ୍ଷ ଡକ୍ଟର ଭି. ନାରାୟଣନ୍ । ଏ ଅବସରରେ ସେ ଅପରେସନ

ଜୟପୁର ଏୟାରପୋର୍ଟରେ ସୁରକ୍ଷାକର୍ମୀଙ୍କ ଗଳା କାଟିଦେଲେ ଷ୍ଟେସନ ମ୍ୟାନେଜର

ଜୟପୁର: ଜୟପୁର ଏୟାରପୋର୍ଟରେ ଘଟିଯାଇଛି ଅଭାବନୀୟ ଘଟଣା । ଧାରୁଆ ଅସ୍ତ୍ରରେ ସୁରକ୍ଷାକର୍ମୀଙ୍କ ଗଳା କାଟିଦେଲେ ଷ୍ଟେସନ ମ୍ୟାନେଜର । ଯାତ୍ରୀଙ୍କ ସୁରକ୍ଷା ନେଇ ଉଠିଲା ପ୍ରଶ୍ନ । ସୂଚନାଯୋଗ୍ୟ ଯେ, ଜୟପୁର

ଡେପୁଟି ରେଞ୍ଜର ଅସିତ ପଟ୍ଟନାୟକଙ୍କ ଘରୁ ୮.୩୭ ଲକ୍ଷ ଟଙ୍କା, ୩୯୦ ଗ୍ରାମ ସୁନା ଅଳଙ୍କାର ଜବତ

ଭୁବନେଶ୍ୱର: ଓଡିଶା ଭିଜିଲାନ୍ସ ଅଧିକାରୀମାନେ ରାଉରକେଲା ବନ ବିଭାଗ ଅନ୍ତର୍ଗତ ବିସ୍ରାର ଡେପୁଟି ରେଞ୍ଜର ଅସିତ ପଟ୍ଟନାୟକଙ୍କ ଘରେ ଉପରେ ଚଢାଉ କରି ବୁଧବାର ଦିନ ୮.୩୭ ଲକ୍ଷ ଟଙ୍କା ଏବଂ ୩୯୦ ଗ୍ରାମ ଓଜନର ସୁନା ଅଳଙ୍କାର ଜବତ କରିଛନ୍ତି। ସରକାରୀ କାର୍ଯ୍ୟରେ ବ୍ୟବହୃତ ଗାଡ଼ିର ବିଲ୍

ପ୍ରକାଶ ପାଇଲା ବିଜେବି +3 ରେଜଲ୍ଟ

ଭୁବନେଶ୍ବର: ପ୍ରକାଶ ପାଇଲା ବିଜେବି ସ୍ୱୟଂ ଶାସିତ ମହାବିଦ୍ୟାଳୟର ୟୁଜି ଫାଇନାଲ ବର୍ଷ ପରୀକ୍ଷା ଫଳ। କଳାରେ ପାସ ହାର ୯୫.୫୫ ପ୍ରତିଶତ ରହିଥିବାବେଳେ ବିଜ୍ଞାନରେ ୯୬.୧୩ % ଓ ବାଣିଜ୍ୟରେ ୯୪.୬୦ ପ୍ରତିଶତ ପାସ ହାର ରହିଛି। ସୂଚନା ଅନୁଯାୟୀ, ବିଭାଗ ଟପ୍ପର ଭାବେ ବିଜ୍ଞାନର ମୋନାଲି

ଦୂରହେଲା ଦ୍ୱନ୍ଦ୍ୱ; ଏକକାଳୀନ ନିରବଚ୍ଛିନ୍ନ ଭାବେ କିମ୍ବା ବିଭିନ୍ନ ପର୍ଯ୍ୟାୟରେ ନେଇହେବ ମାତୃତ୍ୱ ଛୁଟି

ଭୁବନେଶ୍ବର: ଜଣେ ମହିଳା ସରକାରୀ କର୍ମଚାରୀ ମାତୃତ୍ୱ ସମୟରେ ୧୮୦ ଦିନ ପର୍ଯ୍ୟନ୍ତ ଛୁଟି ପାଇବାର ନିୟମ ରହିଛି। କିନ୍ତୁ ମାତୃତ୍ଵ ଛୁଟି କେଉଁ ଅବଧି ଭିତରେ ନିଆଯାଇପାରିବ, ସେ ବିଷୟରେ କିଛିଟା ଦ୍ୱନ୍ଦ୍ବ ଥିଲା । ଏବେ ସେହି ଦ୍ୱନ୍ଦ୍ୱ ଦୂର ହୋଇଛି। ମହିଳା ସରକାରୀ କର୍ମଚାରୀ ମାନେ ମାତୃତ୍ୱ

ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକଙ୍କ ଭତ୍ତା ବଢ଼ିଲା; ଜୁନରୁ ମିଳିବ ୩୫୦୦ ଟଙ୍କା

ଭୁବନେଶ୍ବର: ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକଙ୍କ ଭତ୍ତା ବଢିଲା । ୮୦ ବର୍ଷରୁ ଉର୍ଦ୍ଧ୍ବ ବରିଷ୍ଠ ନାଗରିକ ଏବଂ ୮୦ ପ୍ରତିଶତ ବା ତାଠାରୁ ଉର୍ଦ୍ଧ୍ବ ଦିବ୍ୟାଙ୍ଗଙ୍କ ଭତ୍ତା ବଢ଼ାଇଲେ ରାଜ୍ୟ ସରକାର । ଏଣିକି ୩୫୦୦ ଟଙ୍କା ଭତ୍ତା ଦେବେ ସରକାର । ଏନେଇ ସମସ୍ତ ଡିଏସଏସଓଏସଙ୍କୁ ରାଜ୍ୟ ସରକାର

ଆବୁଜମାଡ ଜଙ୍ଗଲରେ ନକ୍ସଲମାନଙ୍କ ସହ ଏନକାଉଣ୍ଟର, ୧.୫ କୋଟି ଇନାମୀ ବାସା ରାଜୁ ନିହତ…

ମାଲକାନଗିରି : ମାଲକାନଗିରି ସୀମାନ୍ତ ଛତିଶଗଡ଼ ରେ ସେନାର ମିଳିତ ଅପରେସନରେ ଆଜି ୩୦ ଜଣ ନକ୍ସଲ ନିହତ ହୋଇଛନ୍ତି । ସୂଚନା ରୁ ପ୍ରକାଶ ଛତିଶଗଡ଼ର ନାରାୟଣପୁର ଜିଲ୍ଲାର ଓରଛା ଥାନା ଅଞ୍ଚଳର ଘନ ଜଙ୍ଗଲରେ ସୁରକ୍ଷା ବାହିନୀ ଏବଂ ମାଓବାଦୀଙ୍କ ମଧ୍ୟରେ ଚାଲିଥିବା ଏନକାଉଣ୍ଟରରେ ସୈନିକମାନେ

ଭଡାରେ ଲାଗିଥିବା ସରକାରୀ କ୍ୱାର୍ଟର୍ସରୁ ଉଚ୍ଛେଦ

ଭୁବନେଶ୍ୱରରେ ଭଡାରେ ଲାଗିଥିବା ସରକାରୀ କ୍ୱାର୍ଟର୍ସରୁ ଉଚ୍ଛେଦ କରାଯାଇଛି । ୟୁନିଟ୍‍-୨ ଅଞ୍ଚଳରେ ଜବରଦଖଲ କ୍ୱାର୍ଟର୍ସରୁ ଉଚ୍ଛେଦ କରିଛି ସ୍କ୍ୱାଡ୍‍ । ଲଗାତାର ଦ୍ୱିତୀୟ ଦିନରେ ମିଳିତ ସ୍କ୍ୱାଡ୍‍ ପକ୍ଷରୁ ଉଚ୍ଛେଦ ଜାରି ରହିଛି । ଏପର୍ଯ୍ୟନ୍ତ ୯୦ କ୍ୱାର୍ଟର୍ସ ବେଆଇନ ଭାବେ ଜବରଦଖଲ

ବଡ଼ଦାଣ୍ଡରେ କ୍ଷେତ୍ର ପରିଦର୍ଶନ ସହ ସମୀକ୍ଷା କଲେ ନଗର ଉନ୍ନୟନ ମନ୍ତ୍ରୀ

ପୁରୀ: ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଆଜି ବଡ଼ଦାଣ୍ଡରେ କ୍ଷେତ୍ର ପରିଦର୍ଶନ କରିବା ସହ ସମୀକ୍ଷା କରିଛନ୍ତି । ଆସନ୍ତା ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ପୁରୀ ପୌରପାଳିକା ଗ୍ରହଣ କରିଥିବା ପଦକ୍ଷେପର ସେ ସମୀକ୍ଷା କରିଛନ୍ତି । ବିଶେଷ କରି ପୁରୀ ହସ୍ପିଟାଲ ଛକରେ କ୍ରସ ଡ୍ରେନ

୨୭ପ୍ରତିଶତ ସଂରକ୍ଷଣ ଦାବିରେ ବିଜେଡିର ଆନ୍ଦୋଳନ

ଭୁବନେଶ୍ୱର: ରାଜ୍ୟରେ ଓବିସି ପିଲାଙ୍କୁ ଶିକ୍ଷା କ୍ଷେତ୍ରରେ ସଂରକ୍ଷଣ ଦାବିରେ ବିଜେଡିର ଜୋରଦାର ଆନ୍ଦୋଳନ । ବିଜେପି ସରକାରଙ୍କ ଉପରେ ଚାପ ପକାଇବାକୁ ରାଜଭବନ ସମ୍ମୁଖରେ ବିଜେଡି ପକ୍ଷରୁ ଧାରଣା ଦିଆଯାଇଛି । ଯାହାର ସଂଖ୍ୟା ଯେତେ ତାହାର ଭାଗ ସେତେ ନ୍ୟାୟରେ ଓବିସିଙ୍କୁ ୨୭ପ୍ରତିଶତ