Browsing Category

ଓଡିଶା

ଇଣ୍ଡିଆ ମାରିଟାଇମ୍‌ ୱିକ୍‌ ପ୍ରଦର୍ଶନୀରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ମୁମ୍ବଇରେ ଆଜିଠାରୁ ଆରମ୍ଭ ହୋଇଛି ଇଣ୍ଡିଆ ମାରିଟାଇମ୍‌ ୱିକ୍‌ ୨୦୨୫ । ଏଥିରେ ଯୋଗ ଦେଇଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚାରଣ ମାଝୀ । ୨୭ରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ୩୧ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଆଜି ଉଦଘାଟନୀ ଉତ୍ସବରେ ମୁଖ୍ୟମନ୍ତ୍ରୀ…

ହଷ୍ଟେଲ ପାଚେରୀ ଡେଇଁ ପଳାଇଲେ ୮ ଅନ୍ତେବାସୀ, ୭ ଘଣ୍ଟା ପରେ ମିଳିଲା ସନ୍ଧାନ

ଉଦଳା : ହଷ୍ଟେଲ ପାଚେରୀ ଡେଇଁ ପଳାଇଲେ ୮ ନାବାଳକ ।  ୭ ଘଣ୍ଟା ପରେ ହେଲେ ଉଦ୍ଧାର। ମୟୂରଭଞ୍ଜ ଜିଲ୍ଲା ଉଦଳା ଅଠଣ ଗାଁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ଅଭିଯୋଗ ହୋଇଛି । ହଷ୍ଟେଲରେ ୪୦ ଜଣ ଅନ୍ତେବାସୀ ରହନ୍ତି । ସେମାନଙ୍କ ମଧ୍ୟରୁ ୮ଜଣ ନାବାଳକ ପାଚେରୀ ଡେଇଁ ଚାଲିଯାଇଥିଲେ । ୧୨…

‘ମୋନ୍ଥା’ ମୁକାବିଲାର ପ୍ରସ୍ତୁତି ସମୀକ୍ଷା କଲେ ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ

ଭୁବନେଶ୍ୱର : ବାତ୍ୟା ମୋନ୍ଥା ମୁକାବିଲାର ପ୍ରସ୍ତୁତି ସମୀକ୍ଷା କଲେ ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ସୁରେଶ ପୂଜାରୀ । ଏସଆରସିଙ୍କ କାର୍ଯ୍ୟାଳୟରେ ଉଚ୍ଚ ସ୍ତରୀୟ ବୈଠକରେ ସମୀକ୍ଷା କରିଛନ୍ତି । ମୋନ୍ଥା ମୁକାବିଲା ପାଇଁ ସରକାରୀ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି…

ସଶସ୍ତ୍ର ଡକାୟତି: ମାଡ ମାରି ଲୁଟି ନେଲେ ଏକ କୋଟିରୁ ଉର୍ଦ୍ଧ୍ଵ ସମ୍ପତ୍ତି

ବଣାଇ : ସୁନ୍ଦରଗଡ ଜିଲ୍ଲା ବଣାଇ ମୁଖ୍ୟ ସହରରେ ପ୍ରଥମ ଥର ହୋଇଛି ଡକାୟତି । ଚାରିଜଣ ମୁଖା ଧାରି ସଶସ୍ତ୍ର ଡକାୟତ ମାଡ ମାରି ଲୁଟିନେଲେ ଏକ କୋଟିରୁ ଉର୍ଦ୍ଧ୍ଵ ସମ୍ପତ୍ତି । ବଣାଇ ଥାନା ରୁ 500 ମିଟର ଦୁରରେ ଥିବା ରଶ୍ମି ଇଲେକ୍ଟ୍ରିକାଲ…

ବାତ୍ୟା ନ ଆସୁଣୁ ମାର୍କେଟରେ ମିଳୁନି ଆଳୁ, କଳାବଜାରୀ ନ କରିବାକୁ ମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ବତ୍ୟା ନ ଆସୁଣୁ ବଜାରରୁ ଆଳୁ ଗାୟବ ହୋଇଯାଇଥିବା ଦେଖିବାକୁ ମିଳିଛି । ଶନିବାର ସକାଳୁ ନେଇ ବର୍ତ୍ତମାନ ସୁଦ୍ଧା କୋଲକାତାରୁ ଭୁବନେଶ୍ୱରକୁ କୌଣସି ଆଳୁ ଗାଡ଼ି ଆସିନି । ଫଳରେ ଆଳୁର ଅଭାବ ଚିନ୍ତା ସମସ୍ତଙ୍କୁ ଘାରିଛି । ରବିବାର କିଛି ହାଟରେ ଆଳୁ କିଲୋ ପ୍ରତି ୨୫ ଟଙ୍କା ଓ…

ଫେବ୍ରୁଆରୀ ୮ରେ ସିଟିଇଟି ପରୀକ୍ଷା

ଭୁବନେଶ୍ୱର: ଫେବ୍ରୁଆରୀ ୮ରେ ସିଟିଇଟି ପରୀକ୍ଷା। ଆସନ୍ତା ୨୦୨୬ ଫେବ୍ରୁଆରୀ ୮ରେ ଅନୁଷ୍ଠିତ ହେବ କେନ୍ଦ୍ରୀୟ ଶିକ୍ଷକ ଯୋଗ୍ୟତା ପରୀକ୍ଷା (ସିଟିଇଟି)। ଏନେଇ କେନ୍ଦ୍ରୀୟ ମାଧ୍ୟମି ଶିକ୍ଷା ପରିଷଦ (ସିବିଏସ୍‌ଇ )ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଦେଶର ୧୩୨ଟି ସହରରେ ପରୀକ୍ଷା ଅନୁଷ୍ଠିତ…

ବାତ୍ୟାର ମୁକାବିଲା: ଶ୍ରୀକାକୁଲମ ଓ ଭାଇଜାଗ୍ ଗଲା ଏନଡିଆରଏଫର ୩ଟି ଟିମ୍‌

ଭୁବନେଶ୍ବର: ବଙ୍ଗୋପସାଗରେ ଗଭୀର ଅବପାତ ରୂପ ନେଇଛି ବାତ୍ୟା ‘ମୋନ୍ଥା’ । ଘଣ୍ଟାପ୍ରତି ୧୫କିମି ବେଗରେ ମାଡି ଆସୁଛି ଏହି ସାମୁଦ୍ରିକ ଝଡ । ଗଞ୍ଜାମ ଓ ଗଜପତି ଜିଲାରେ ସକାଳୁ ପ୍ରବଳ ବର୍ଷା ହେଉଛି । ବାତ୍ୟା ମୋନ୍ଥା ପାଇଁ ୩ ରାଜ୍ୟ ଆନ୍ଧ୍ରପ୍ରଦେଶ, ଓଡ଼ିଶା ଓ ତାମିଲନାଡୁରେ ରେଡ୍ ଆଲର୍ଟ…

ମୁମ୍ବାଇ ଗସ୍ତରେ ମୁଖ୍ୟମନ୍ତ୍ରୀ: ଇଣ୍ଡିଆ ମେରିଟାଇମ୍ ସପ୍ତାହ ୨୦୨୫ ସମ୍ମିଳନୀରେ ଦେବେ ଯୋଗ

ଭୁବନେଶ୍ୱର: ମୁମ୍ବାଇରେ ଅକ୍ଟୋବର ୨୭ ରୁ ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ଇଣ୍ଡିଆ ମେରିଟାଇମ୍ ସପ୍ତାହ ୨୦୨୫ ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଆଜି ମୁମ୍ବାଇ ଗସ୍ତ କରୁଛନ୍ତି । ଆସନ୍ତାକାଲି ମୁଖ୍ୟମନ୍ତ୍ରୀ…

ଚିତାବାଘ ଚମଡ଼ା ଜବତ, ୨ ଗିରଫ

ସୋନପୁର: ରବିବାର ଦିନ ସୋନପୁର ଜିଲ୍ଲାରେ ଏକ ଚିତାବାଘ ଚମଡ଼ା ଜବତ କରିବା ପରେ ସ୍ପେଶାଲ୍ ଟାସ୍କ ଫୋର୍ସ (STF) ଦୁଇ ଜଣଙ୍କୁ ଗିରଫ କରିଛି । ଗିରଫ ବ୍ୟକ୍ତିମାନେ ଟୁନିଖାମର ଗ୍ରାମର ପ୍ରକାଶ କନହର ଏବଂ ବୌଦ୍ଧ ଜିଲ୍ଲାର ବୁଡିଖାମର ଗ୍ରାମର ରଞ୍ଜିତ ଭୋକ୍ତା ବୋଲି …

ଏମକେସିଜି ମେଡିକାଲକୁ ୩୨ତମ ଶରୀର ଦାନ

ବ୍ରହ୍ମପୁର : ଚିକିତ୍ସା ବିଜ୍ଞାନର ଉନ୍ନତି ଓ ଛାତ୍ର ଛାତ୍ରୀଙ୍କ ଗବେଷଣାତ୍ମକ ଜ୍ଞାନର ବୃଦ୍ଧି ଲାଗି ଆଜି ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜର ଆନାଟୋମି ବିଭାଗକୁ ମୃତ୍ୟୁ ପରେ ୩୨ ତମ ଶରୀର ଦାନ ମିଳିଛି l ବ୍ରହ୍ମପୁର ଶାନ୍ତି ନଗର ନିଵାସୀ ୫୫ ବର୍ଷୀୟା କେ.ଭାଗ୍ୟଲକ୍ଷ୍ମୀ ଗତକାଲି…