Browsing Category

ଓଡିଶା

ପ୍ରକାଶ ପାଇଲା ବିଜେଡିର ଷ୍ଟାର ପ୍ରଚାରକ ତାଲିକା

ଭୁବନେଶ୍ୱର :  ଆଗାମୀ ନୂଆପଡା ଉପନିର୍ବାଚନ 2025 ପାଇଁ ପ୍ରଚାର ପାଇଁ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ 52 ଜଣ ବିଜୁ ଜନତା ଦଳ (ବିଜେଡି) ନେତାଙ୍କୁ ନିୟୋଜିତ କରିଛନ୍ତି ।  ବିଜେଡି ସଭାପତି ତଥା ପୂର୍ବତନ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଜାରି କରିଥିବା ବିଜେଡି କାର୍ଯ୍ୟାଳୟ…

ଫେବ୍ରୁଆରୀ ୧୫ରୁ ୨୫ ସୁଦ୍ଧା ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା

କଟକ : ଆସନ୍ତା ଫେବ୍ରୁଆରି ମାସରେ ହେବ ଯୁକ୍ତ ଦୁଇ ପରୀକ୍ଷା । ଫେବ୍ରୁଆରି ମାସ ୧୫ ତାରିଖରୁ ୨୫ ତାରିଖ ଭିତରେ ଯୁକ୍ତ ଦୁଇ ପରୀକ୍ଷା ହେବ । ଏଥିପାଇଁ ଡିସେମ୍ବର ୧୫ ସୁଦ୍ଧା ମିଳିବ ଆଡମିଟ୍ କାର୍ଡ । ତେବେ ମିଳିଥିବା ସୂଚନା ମୁତାବକ, ଇଣ୍ଟରନାଲ ପରୀକ୍ଷା ଡ଼ିସେମ୍ବର ୨୨ରୁ ୩୧…

SI ନିଯୁକ୍ତି ପରୀକ୍ଷା କେଳେଙ୍କାରୀ, ଫରେନସିକ୍ ପରୀକ୍ଷା ପାଇଁ ପଠାଗଲା ଜବତ ୧୧୦ ମୋବାଇଲ

ଭୁବନେଶ୍ୱର : ପୋଲିସ SI ନିଯୁକ୍ତି ପରୀକ୍ଷା କେଳେଙ୍କାରୀ ମାମଲାରେ ୧୧୦ ଆଶାୟୀଙ୍କ ଠାରୁ ଜବତ ହୋଇଥିବା ମୋବାଇଲ ଫୋନର ଫୋରେନସିକ ପରୀକ୍ଷା ପାଇଁ ପଠାଯାଇଛି। ଷ୍ଟେଟ୍ ଫରେନସିକ୍ ସାଇଣ୍ଟିଫିକ୍ ଲ୍ୟାବ – SFSLକୁ ପଠାଯାଇଛି। ପୋଲିସ ଆଶାୟୀଙ୍କୁ ଧରିବା ପୂର୍ବରୁ ସବୁ ଚାଟ୍ ଡିଲିଟ୍ କରି…

ହାତୀ ଦାନ୍ତ ଜବତ, ୨ ଗିରଫ

ଆଠମଲ୍ଲିକ: ହାତୀ ଦାନ୍ତ ଡିଲ୍ ବେଳେ ମାଡ଼ି ବସିଲା STF । ୨ଟି ହାତୀ ଦାନ୍ତ ଜବତ, ୨ ଗିରଫ । ଆଠମଲ୍ଲିକ ବ୍ଲକର ଜଙ୍ଗଲ ସଂଲଗ୍ନ ଯଦୁପୁର ଗ୍ରାମରେ ବିକ୍ରି ପାଇଁ ଡିଲ୍ ବେଳେ ୨ଟି ହାତୀ ଦାନ୍ତ ଜବତ ହୋଇଛି। ଗାଁରେ ଜଣେ ବ୍ୟକ୍ତି ହାତୀ ଦାନ୍ତ ରଖିଥିବା ଖବରପାଇ STF ଚଢାଉ କରିଥିଲା । …

ଅସ୍ତ୍ରଶସ୍ତ୍ର ସହ ୨୧୦ ନକ୍ସଲ କଲେ ଆତ୍ମସମର୍ପଣ

ମାଲକାନଗିରି : ବନ୍ଧୁକ ଛାଡିଲେ, ଗୋଲାପ ଧରିଲେ। ଭୁଶୁଡ଼ୁଛି ଲାଲଗଡ଼ । ମହାରାଷ୍ଟ୍ର ପରେ ଛତିଶଗଡ଼ । ଛତିଶଗଡ଼ରେ ଆତ୍ମସମର୍ପଣ କଲେ ଟପ ମାଓ ନେତାଙ୍କ ସମେତ ୨୧୦ ନକ୍ସଲ । ୧୫୩ଟି ଅସ୍ତ୍ରଶସ୍ତ୍ର ସହ ୨୧୦ ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି । ସେମାନଙ୍କ ମଧ୍ୟରୁ ୧୧୦ଜଣ ମହିଳା ଓ ୯୮ ଜଣ…

ବାଇକକୁ ଧକ୍କା ଦେଲା ଟ୍ରକ, ୨ ଶିଶୁ ସମେତ ୩ ମୃତ

କାମାକ୍ଷାନଗର: କାମାକ୍ଷାନଗରର ଏକ ଓଭରବ୍ରିଜ୍ ରେ ବାଇକକୁ ପଛରୁ ଧକ୍କା ଦେଲା ଟ୍ରକ । ଘଟଣାସ୍ଥଳରେ ଚାଲିଗଲା ୩ ଜୀବନ, ଜଣେ ଗୁରୁତର । ୫୩ ନମ୍ବର ଜାତୀୟ ରାଜପଥର ମାଳପୁରା ଓଭରବ୍ରିଜ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ବାଇକକୁ ପଛରୁ ଧକ୍କା ଦେବା ପରେ ଘଟଣାସ୍ଥଳରେ ହିଁ ୨ଜଣ ଶିଶୁ…

ସର୍ପାଘାତରେ ଅଜା-ନାତିଙ୍କ ମୃତ୍ୟୁ

ହିଞ୍ଜିଳିକାଟୁ : ସାପ କାମୁଡ଼ାରେ ଅଜା-ନାତି ମୃତ । ଗଞ୍ଜାମ ଜିଲ୍ଲା ଶେରଗଡ଼ ଥାନା କରଡକଣା ପଞ୍ଚାୟତ ଶବରପଲ୍ଲୀ ଗାଁର ଦୁଃଖଦ ଘଟଣା । ମୃତକ ହେଲେ ଅଜା ପଞ୍ଚାନନ ନାୟକ ଓ ନାତି ୯ ବର୍ଷିୟ ରୋହନ ପାଇକ । ଗତକାଲି ରାତିରେ ଅଜା ନାତି ଶୋଇଥିବା ବେଳେ ଏକ ବିଷାକ୍ତ ସାପ କାମୁଡ଼ି ଦେଇଥିଲା । ଉଭୟ…

ପୁରୀରେ ହେବ ଭୂତଳଜଳ ଚିଡ଼ିଆଖାନା ଓ ବିଶ୍ୱସ୍ତରୀୟ ସାମୁଦ୍ରିକ ଆକ୍ୱାରିୟମ୍

ପୁରୀ: ଖୁବଶୀଘ୍ର ପୁରୀରେ ହେବ ଭୂତଳଜଳ ଚିଡ଼ିଆଖାନା ଓ ବିଶ୍ୱସ୍ତରୀୟ ସାମୁଦ୍ରିକ ଆକ୍ୱାରିୟମ୍। ଏନେଇ ରାଜ୍ୟ ସରକାରଙ୍କ ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ବିଭାଗ ପଦକ୍ଷେପ ନେଇଛି। ଏହି ପ୍ରକଳ୍ପ ପରିକଳ୍ପନା, ପ୍ରତିଷ୍ଠା ଓ ପରିଚାଳନା ନିମନ୍ତେ ବିଭାଗ ପକ୍ଷରୁ ଆଗ୍ରହୀ ଅନୁଷ୍ଠାନ ଏନେଇ…

ହାଇଦ୍ରାବାଦରେ ଓଡ଼ିଆ ଶିକ୍ଷୟିତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟା

ଭୁବନେଶ୍ୱର/ହାଇଦ୍ରାବାଦ: ପଶ୍ଚିମବଙ୍ଗରେ ଓଡ଼ିଶାର ଜଣେ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା ମନରୁ ନଲିଭୁଣୁ ଏବେ ଏପରି ଏକ ସମାନ ମାମଲା ସାମ୍ନାକୁ ଆସିଛି। ହାଇଦ୍ରାବାଦରେ ଓଡ଼ିଆ ଶିକ୍ଷୟିତ୍ରୀଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଛି। ଯାହାକି ଏବେ ଚାଞ୍ଚଲ୍ୟର ବିଷୟ ପାଲଟିଛି।…