Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଅଳିଆ ଗଦାରୁ ପ୍ରସ୍ତୁତ ହେବ ଏନଏର୍ଜି ଆଉ ଚାରକୋଲ, ପଳାଶୁଣୀରେ ନିର୍ମାଣ ହେବ ପ୍ଲାଣ୍ଟ: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ଅଳିଆ ଗଦାରୁ ପ୍ରସ୍ତୁତ ହେବ ଏନଏର୍ଜି ଆଉ କୋଇଲା । ରାଜ୍ୟ ସରକାରଙ୍କ ଗୃହ ଏବଂ ନଗର ଉନ୍ନୟନ ବିଭାଗ ଏନେଇ କାର୍ଯ୍ୟ କରୁଥିବା ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ବିଏମସି ପକ୍ଷରୁ ପୁରୁଣା ଭୁବନେଶ୍ୱରରେ ଆୟୋଜିତ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମରେ!-->…
ପାର୍ବଣ ପୂର୍ବରୁ ରକ୍ତରଞ୍ଜିତ ହେଲା ଭୁବନେଶ୍ୱର, ନିଶା ଖାଇବା ପାଇଁ ଟଙ୍କା ନ ଦେବାରୁ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ…
ଭୁବନେଶ୍ୱର : ପାର୍ବଣ ପୂର୍ବରୁ ରକ୍ତରଞ୍ଜିତ ହେଲା ଭୁବନେଶ୍ୱର । ରାଜଧାନୀର ସହୀଦନଗର ଥାନା ତାରିଣୀ ବସ୍ତିରେ ଜଣେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଖଣ୍ଡାରେ ହାଣିଛନ୍ତି ଦୁର୍ବୃତ୍ତ । ନିଶା ଖାଇବାକୁ ମାଗିଲେ ଟଙ୍କା ନ ଦେବାରୁ ଏପରି ଆକ୍ରମଣ କରିଥିବା ସୂଚନା ମିଳିଛି । !-->…
ମହାପ୍ରଭୁଙ୍କ ଗୁପ୍ତ ଗୁଣ୍ଡିଚା ଯାତ୍ରା, ଆଗାମୀ ଆଠ ଦିନ ପର୍ଯ୍ୟନ୍ତ ଚାଲିବ
ପୁରୀ: ମହାପ୍ରଭୁ ଶ୍ରୀ ଜଗନ୍ନାଥ ହେଉଛନ୍ତି ଭାବର ଠାକୁର । ଭାବ ଥିଲେ ତାଙ୍କୁ ପାଇବା ହୋଇଯାଏ ସହଜ । ଏହି ଭାବକୁ ନେଇ ପୁରୀରେ ଆରମ୍ଭ ହୋଇଛି ମହାପ୍ରଭୁଙ୍କ ଗୁପ୍ତ ଗୁଣ୍ଡିଚା ଯାତ୍ରା । ନୀଳାଦ୍ରୀବିଜେ ଦିନ ମା ଲକ୍ଷ୍ମୀଙ୍କୁ ଦେଇଥିବା ପ୍ରତିଶ୍ରୁତି ପାଳନ କରି ଗୁପ୍ତ ଗୁଣ୍ଡିଚା!-->…
ବିଷାକ୍ତ ମାଛ ତରକାରୀ ଖାଇ ନାବାଳକ ମୃତ, ୩ ଜଣ ଗୁରୁତର
ବାସୁଦେବପୁର: ବିଷାକ୍ତ ମାଛ ତରକାରୀ ଖାଇ ନାବାଳକ ମୃତ । ବିଷାକ୍ତ ମାଛ ଖାଇ ଗୋଟିଏ ପରିବାରର ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି । ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ବରଣ୍ଡୁଆ ପଂଚାୟତରେ ଘଟିଛି ଘଟଣା ।
ସୂଚନା ଅନୁସାରେ ବାସୁଦେବପୁର ବ୍ଲକ ବରଣ୍ଡୁଆ ପଂଚାୟତର!-->!-->!-->…
ବସ୍-ଟ୍ରକ ମୁହାଁମୁହିଁ ଧକ୍କା, ୫ ଜଣଙ୍କ ମୃତ୍ୟୁ
ବଣାଇ : ବସ୍-ଟ୍ରକ ମୁହାଁମୁହିଁ ଧକ୍କା । ଫଳରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଯାତ୍ରୀ ଆହତ ହୋଇଛନ୍ତି । ସୁନ୍ଦରଗଡ଼ ଜିଲ୍ଲା କୋଇଡା ବ୍ଳକ କେବଲାଙ୍ଗ ଥାନା ନିକଟ ୫୨୦ ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ରାଉରକେଲାରୁ କୋଇଡାକୁ ଆସୁଥିବା , ଯାତ୍ରୀବାହୀ!-->…
ମାଛ ଧରିବା ବେଳେ ଭଗବାନ ଶିବ ପାର୍ବତୀଙ୍କ ମୂର୍ତ୍ତି ଜାଲରେ
ପୁରୀ : ମାଛ ଧରିବା ବେଳେ ଜାଲରେ ପଡିଲା ଭଗବାନ ଶିବ ପାର୍ବତୀଙ୍କ ମୂର୍ତ୍ତି । ୩୦ କିିଲୋଗ୍ରାମରୁ ଅଧିକ ଓଜନର ୨ଫୁଟ ଅଷ୍ଟଧାତୁରେ ନିର୍ମିତ ଆସ୍ଥାନ ଉପରେ ଅଛି ଏହି ମୂର୍ତ୍ତି । ଆସ୍ଥାନରେ ବାବା ବାନାମ୍ବରେଶ୍ଵର ଲେଖା ରହିଛି । ପୁରୀ କୋଣାର୍କ ମୁଖ୍ୟ ରାସ୍ତା ପୁରୀ ସଦର ଥାନା!-->…
ଟ୍ରେନ ଧକ୍କାରେ ଚାଲିଗଲା ଦୁଇ ଭାଇଙ୍କ ଜୀବନ
ରାଉରକେଲା: ଟ୍ରେନ ଧକ୍କାରେ ଗଲା ଦୁଇ ଭାଇଙ୍କ ଜୀବନ । ରାଉରକେଲା ବାସନ୍ତୀ କଲୋନୀ ନିକଟରେ ଟ୍ରେନ ଧକ୍କାରେ ଦୁଇଜଣଙ୍କ ମୃତ୍ୟୁ ହୋଇଛି । ମୃତକ ଦୁଇଜଣ ସ୍ଥାନୀୟ ହରିପୁର ବସ୍ତିର ବୋଲି ସୂଚନା ମିଳିଛି । ରେଳ ଲାଇନ ପାର ହେଲା ବେଳେ ଧକ୍କା ଦେଇଥିଲା ବୀରମିତ୍ରପୁର ପାସେଞ୍ଜର ଟ୍ରେନ।!-->…
ବିଧାନସଭାରେ ଶୀତଳ ଭଣ୍ଡାର ତାତି
ଭୁବନେଶ୍ୱର : ବିଧାନସଭାରେ ଶୀତଳ ଭଣ୍ଡାର ତାତି। ଶୀତଳ ଭଣ୍ଡାର ନିର୍ମାଣକୁ ନେଇ ଦୁଇ ରାଜା ମୁହାମୁହିଁ। ଯେଉଁ ସରକାର ସାର ଯୋଗାଇ ପାରିଲେନି, ଶୀତଳଭଣ୍ଡାର କେମିତି କରିବେ କହିଲେ ବୋଲି ପ୍ରଶ୍ନକାଳରେ ପ୍ରଶ୍ନ କରିଥିଲେ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ।
!-->!-->!-->…
ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପୂଜା ପାଇଁ ଆଗୁଆ ମିଳିବ ଦରମା
ଭୁବନେଶ୍ୱର : ଶାରଦୀୟ ଦୁର୍ଗାପୂଜା ପାଇଁ ରାଜ୍ୟର ସମସ୍ତ ସରକାରୀ କର୍ମଚାରୀଙ୍କୁ ଆଗୁଆ ମିଳିବ ଦରମା । ଚଳିତ ସେପ୍ଟେମ୍ବର ମାସର ଦରମା ୨୬ ତାରିଖରେ ପ୍ରଦାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଛନ୍ତି ।
ସୂଚନା ଅନୁଯାୟୀ, ରାଜ୍ୟର ସମସ୍ତ ସରକାରୀ!-->!-->!-->…
ତେଲନଦୀରେ ଫସିଥିବା ଦୁଇ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କଲେ ଅଗ୍ନିଶମ ବାହିନୀ
ନବରଙ୍ଗପୁର: ଛେଳି ଚରାଇବାକୁ ଯାଇଥିବା ସମୟରେ ତେଲନଦୀରେ ଫସିଲେ ଦୁଇ ବ୍ୟକ୍ତି । ଆଉ ଏ ଖବର ନିଆଁ ଭଳି ସାରା ଅଞ୍ଚଳରେ ବ୍ୟାପିଗଲା । ଯାହାପରେ ସ୍ଥାନୀୟ ବାସିନ୍ଦା ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକର ବାବୁରିଆ ଗାଁରେ ଘଟିଛି ଏଭଳି!-->…