Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗ: ବନ୍ଧା ହେଲେ କାଶୀପୁର ରେଞ୍ଜର
ରାୟଗଡ଼ା : ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରାୟଗଡ଼ା ଜିଲ୍ଲା କାଶୀପୁର ରେଞ୍ଜର ଅନ୍ତର୍ଯ୍ୟାମୀ ସାହୁଙ୍କୁ ଗିରଫ କରାଯାଇଛି। ଶୁକ୍ରବାର ଜୟପୁର ଭିଜିଲାନ୍ସର ସ୍ବତନ୍ତ୍ର ଟିମ୍ କାଶୀପୁର ରେଞ୍ଜରଙ୍କ କାର୍ଯ୍ୟାଳୟ, ବାସଭବନ ସମେତ ରାଜ୍ୟର ୯ଟି ସ୍ଥାନରେ ଏକକାଳୀନ ଚଢ଼ଉ!-->…
୨୭ରେ ଗଞ୍ଜାମ ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ, ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପ୍ରେ ଅନୁଧ୍ୟାନ କଲେ ଡିଜିପି
ଭୁବନେଶ୍ଵର : ଆସନ୍ତା ୨୭ ତାରିଖରେ ଗଞ୍ଜାମ ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସେ ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରପ୍ ରେ ଜନ ସାଧାରଣଙ୍କୁ ଉଦବୋଧନ ଦେବେ। ଏ ନେଇ ପ୍ରସ୍ତୁତି ଜୋରଦାର ଚାଲିଛି। ଆଜି ଏୟାରଷ୍ଟ୍ରିପ୍ କୁ ଯାଇ ଡିଜିପି ସମୀକ୍ଷା କରିଛନ୍ତି। ପରିବହନ ମନ୍ତ୍ରୀ ମଧ୍ୟ!-->…
ଜର୍ଜ ତିର୍କୀଙ୍କୁ ଦିଆଗଲା ଗାର୍ଡ ଅଫ ଅନର୍
ଭୁବନେଶ୍ୱର: ପୂର୍ବତନ ବିଧାୟକ ତଥା ବିଶିଷ୍ଟ ଆଦିବାସୀ ନେତା ଜର୍ଜ ତିର୍କୀଙ୍କ ପରଲୋକ ହୋଇଛି । ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୭ବର୍ଷ ବୟସ ହୋଇଥିଲା । ପ୍ରାୟ ୩ମାସ ହେଲା ସେ ଅସୁସ୍ଥ ଥିଲେ ।!-->…
ଭିଜିଲାନ୍ସ ଜାଲରେ ପୁଲିସ୍ ବାବୁ
ଭୁବନେଶ୍ଵର: ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଧରାପଡିଛନ୍ତି ଜଣେ ପୁଲିସ୍ ବାବୁ। ବାଲେଶ୍ଵର ଜିଲ୍ଲା ସୋର ଥାନା ଅନନ୍ତପୁର ଫାଣ୍ଡି ଅଧିକାରୀ ଏଏସ୍ଆଇ ହୃଷିକେଷ ବିଶ୍ଵାଳ ୮ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ବିଭାଗ ହାତରେ ଧରାପଡିଛନ୍ତି। ଦୁର୍ଘଟଣା ମାମଲାରେ ଜଣେ ଯୁବକଙ୍କ ମୋଟର!-->…
କରେଣ୍ଟ ଲାଗି ଦୁଇ ଭାଇ ମୃତ
ଜଳେଶ୍ଵର : ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଦୁଇ ଭାଇ ମୃତ। ବାଲେଶ୍ଵର ଜିଲ୍ଲା ଜଳେଶ୍ଵର ଥାନା ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମୃତକ କପାସୁଦା ଗାଁର ହୋଇଥିବା ସୂଚନା ମିଳିଛି। ଆଜି ଦୁଇ ଭାଇ ବିଲକୁ ଚାଷ କାମ ପାଇଁ ଯାଇଥିଲେ। ବିଲରେ ୧୧ କେଭି ବିଦ୍ୟୁତ୍ ତାର ଛିଣ୍ଡି ପଡିଥିଲା।!-->…
ଘର ଆଗରେ ଯୁବକଙ୍କୁ ହାଣି ହତ୍ୟା !
ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲା ଟାଉନ୍ ଥାନା ଅଞ୍ଚଳରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି। ଖଦାଲପଡାରେ ଜଣେ ଯୁବକଙ୍କୁ ହାଣି ହତ୍ୟା କରାଯାଇଛି। ହତ୍ୟା କରିବା ପରେ ଘଟଣାସ୍ଥଳରୁ ଦୁର୍ବୁତ୍ତମାନେ ଫେରାର୍ ହୋଇଯାଇଛନ୍ତି। ଗୁରୁତର ଅବସ୍ଥାରେ ଯୁବକଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ନିକଟସ୍ଥ!-->…
୨୫ରେ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା
ଭୁବନେଶ୍ଵର : ଆସନ୍ତା ୨୫ ତାରିଖରେ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ପୂର୍ବ କେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତର ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ମିଆଁମାର-ବାଂଲାଦେଶ ଉପକୂଳରେ ନୂଆ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ। ଏହାର!-->…
ବିଧାନସଭାର ମୌସୁମୀ ଅଧିବେଶନ, ଶନିବାର ସକାଳ ୧୦ଟା ଯାଏ ଗୃହ ମୁଲତବୀ
ଭୁବନେଶ୍ଵର : ଗୁରୁବାର ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହୋଇଥିଲା। ସପ୍ତଦଶ ବିଧାନସଭାର ଚତୁର୍ଥ ଅଧିବେଶନର ଦ୍ବିତୀୟ ଦିନ ମଧ୍ୟ ଚର୍ଚ୍ଚାରେ ରହିଛି । ଦିନରେ ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀ ସଦସ୍ୟମାନେ ପ୍ରବଳ ହଟ୍ଟଗୋଳ କରିଛନ୍ତି । ବାଚସ୍ପତିଙ୍କ ପୋଡିୟମ ସାମ୍ନାରେ ଆସି ବିରୋଧୀ!-->…
୬ ଦିନ ପରେ ମିଳିଳା ୯ ବର୍ଷ ଝିଅର ମରଶରୀର, ମା’ କାନ୍ଦୁଛି ଧୈର୍ଯ୍ୟହରା ହୋଇ
ବାସୁଦେବପୁର: କାନ୍ଦି କାନ୍ଦି ତଳେ ଲୋଟି ପଡ଼ୁଛି ମା’ । ମୋ ଝିଅ ମୋ ଝିଅ କହି କୋହ ସମ୍ଭାଳି ପାରୁନି ମା’ । ଝିଅକୁ ମାତ୍ର ୯ ବର୍ଷ ହୋଇଥିଲା । ସନ୍ଧ୍ୟା ସମୟରେ ଘର ଆଗରୁ ନିଖୋଜ ହେଲା ଯେ ଦୀର୍ଘ ୬ ଦିନ ପରେ ମିଳିଳା ଝିଅ, କିନ୍ତୁ ଜୀବିତ ଅବସ୍ଥାରେ ନୁହେଁ ମୃତ ଅବସ୍ଥାରେ ଝିଅକୁ ଉଦ୍ଧାର!-->…
ପାରିବାରିକ କଳହରୁ ଜଙ୍ଗଲରେ ଦୁଇ ପୁଅକୁ ବିଷ ପିଆଇଲା ବାପା
ଅନୁଗୋଳ : ଅନୁଗୋଳ ଜରପଡା ଥାନା ତୁବେ ଗାଁରେ ପାରିବାରିକ କଳହରୁ ଦୁଇ ଛୁଆକୁ ବିଷ ଦେଇଛି ବାପା। ଗୁରୁତର ଅବସ୍ଥାରେ ଦୁଇ ନାବାଳକଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ ଜରପଡ଼ା ଥାନା ଅନ୍ତର୍ଗତ ତୁବେ ଗାଁ ର କାଳୀ ଚରଣ ପ୍ରଧାନଙ୍କର ଦୁଇ ପୁଅ ବଡ ପୁଅ ନୀଳ!-->…