Browsing Category

ଓଡିଶା

ଏନଆରଟିଏସ ପରୀକ୍ଷା ଘୁଞ୍ଚିଲା, ସେପ୍ଟେମ୍ବର ୧୦ ପରିବର୍ତ୍ତେ ୧୯ରେ ହେବ

ଭୁବେନଶ୍ବର: ଏନଆରଟିଏସ ପରୀକ୍ଷା ଘୁଞ୍ଚାଇଲା ମାଧ୍ୟମିକ ଶିକ୍ଷା ପରିଷଦ । ପୂର୍ବରୁ ସେପ୍ଟେମ୍ବର ୧୦ ତାରିଖରେ ହେବାକୁ ଥିଲା ଜାତୀୟ ଗ୍ରାମୀଣ ମେଧାବୃତ୍ତି ପରୀକ୍ଷା ।  ଏହାକୁ ସେପ୍ଟେମ୍ବର ୧୯ ତାରିଖକୁ ଘୁଞ୍ଚାଇଲା ବୋର୍ଡ । ସକାଳ ୧୦ ଟାରୁ ୧୨ଟା ପର୍ଯ୍ୟନ୍ତ ହେବ ପରୀକ୍ଷା ।  ଏଥିପାଇଁ…

ସରକାରୀ ଟଙ୍କା ହେରଫେର: ବନ୍ଧା ହେଲେ ଜାମଦା ତହସିଲଦାର

ଝାରସୁଗୁଡ଼ା : ମୟୁରଭଞ୍ଜ ଜାମଦା ତହସିଲଦାର ଗିରଫ । ଜାମଦା ତହସିଲଦାର ମଧୁସ୍ମିତା ସିଂଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ ଇଓଡବ୍ଲୁ । ଝାରସୁଗୁଡା ବେଲପାହାଡ ମ୍ୟୁନିସିପାଲିଟିରେ ନିର୍ବାହୀ ଅଧିକାରୀ ଥିବା ବେଳେ ୪ କୋଟି ଟଙ୍କାର ସରକାରୀ ଅର୍ଥକୁ ହେରଫେର କରିଥିଲେ । ଏହି ଘଟଣାରେ…

କଟକ ଜେଏମ୍‌ଏଫ୍‌ସି କୋର୍ଟରେ ଗ୍ୟାଙ୍ଗଷ୍ଟର ସକିଲର ଆତ୍ମସମର୍ପଣ

କଟକ : ଗ୍ୟାଙ୍ଗଷ୍ଟର ସକିଲର ଆତ୍ମସମର୍ପଣ । ମଙ୍ଗଳାବାଗ ଥାନାର ଏକ ମାମଲାରେ ଆତ୍ମସମର୍ପଣ କଲା ଗ୍ୟାଙ୍ଗଷ୍ଟାର ସକିଲ୍ । କଟକ JMFCରେ ସକିଲର ଆତ୍ମସମର୍ପଣ କରିଛି । ଆରମ୍ଭ ହୋଇଛି ପାର୍ବଣ ଋତୁ । କଟକ ସହରର ଆଇନ୍ ଶୃଙ୍ଖଳାକୁ ଆଖି ଆଗରେ ରଖି ପେଶାଦାର ଅପରାଧୀଙ୍କୁ ସ୍କାନରରେ ରଖିଛି…

ମାଲକାନଗିରି ବ୍ଲକରେ କର୍ମଚାରୀ ମରୁଡି

ମାଲକାନଗିରି : ମାଲକାନଗିରି ବ୍ଲକରେ ଅଫିସର ଓ କର୍ମଚାରୀ ମରୁଡି ଦେଖାଦେଇଛି । ଫଳରେ ସମସ୍ତ ବିଭାଗ ଅଚଳ ହୋଇ ପଡିଛି । ବିଭିନ୍ନ ବିଭାଗରେ ପଦ ପଦବୀ ଗୁଡିକ ଅତିରିକ୍ତ ଦାୟିତ୍ୱରେ ଚାଲିଛି । ଗ୍ରାମ ପଂଚାୟତ ସଂପ୍ରସାରଣ ଅଧିକାରୀ, ମନରେଗା ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ, ମୁଖ୍ୟ…

ରାଜଧାନୀରେ ପ୍ରତିଷ୍ଠା ହେବ ଡପଲର ରାଡାର ସିଷ୍ଟମ

ଭୁବନେଶ୍ବର : ରାଜଧାନୀରେ ଡପଲର ରାଡାର ସିଷ୍ଟମ ପ୍ରତିଷ୍ଠା ହେବା ନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି । ଖୁବଶୀଘ୍ର ବାଲେଶ୍ଵର ଓ ସମ୍ବଲପୁରରେ ରାଡାର ସିଷ୍ଟମ କାର୍ଯ୍ୟକ୍ଷମ ହେବ । ବାଲେଶ୍ବର ଓ ସମ୍ବଲପୁରରେ ଭିତ୍ତିଭୂମି କାର୍ଯ୍ୟ ସରିଛି । ଖୁବ୍ କମ୍ ଦିନରେ…

୭ ନୂଆ ମ୍ୟୁନିସପାଲିଟି ଓ ୧୬ NAC ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ରାଜ୍ୟରେ ୭ ନୂଆ ମ୍ୟୁନିସପାଲିଟି ଓ ୧୬ ନୂଆ NAC ଘୋଷଣା ହୋଇଛି। ରାଜ୍ୟସ୍ତରୀୟ ସ୍ବାୟତ୍ତ ଶାସନ ଦିବସ ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟକ୍ରମ ଓ ପ୍ରକଳ୍ପର ଶୁଭାରମ୍ଭ କରିବା ସହ ୭ ନୂଆ ମ୍ୟୁନିସପାଲିଟି ଓ…

ଲଟେରି ଜରିଆରେ ଭୁବନେଶ୍ୱର ବରମୁଣ୍ଡା ଦୋକାନ ବଣ୍ଟନ ହେବ

ଭୁବନେଶ୍ୱର: ଭୁବନେଶ୍ୱର ବରମୁଣ୍ଡା ଆନ୍ତଃରାଜ୍ୟ ବସ୍‌ ଟର୍ମିନାଲରେ ହେବ ଦୋକାନ ବଣ୍ଟନ। ବିଡିଏ ଭାଇସ୍‌ ଚେୟାରମ୍ୟାନ ଡ.ଏନ୍‌ ତିରୁମାଲା ନାଏକ ସୋମବାର ଏହି ବଡ଼ ଘୋଷଣା କରିଛନ୍ତି। ୧୦ ଦିନ ଭିତରେ ୧୨୦ ଦୋକାନୀଙ୍କୁ ଲଟେରୀ ମାଧ୍ୟମରେ ଦୋକାନୀଙ୍କୁ ଘର ଆବଣ୍ଟନ କରାଯିବ। ଦୋକାନୀଙ୍କ…

୩ ଟି ଅର୍ଥନୈତିକ ଜୋନ ସୃଷ୍ଟି କରିବାକୁ ଯୋଜନା କରୁଛନ୍ତି ଓଡ଼ିଶା ସରକାର

ଭୁବନେଶ୍ୱର : ଭୁବନେଶ୍ୱରକୁ ଗୋଟିଏ ବିଶ୍ଵସ୍ତରୀୟ ସହର କରିବା ପାଇଁ ଅନେକ କାର୍ଯ୍ୟକ୍ରମ ହାତକୁ ନିୟାଯାଇଛି । ଓଡ଼ିଶା ସରକାର କ୍ଵାଡ଼ ସିଟି ପ୍ରୋଗ୍ରାମ ଜରିଆରେ ଭୁବନେଶ୍ୱର, ପୁରୀ, କଟକ, ଏବଂ ପାରାଦ୍ୱୀପକୁ ମିଶାଇ ଏକ ଅର୍ଥନୈତିକ ଜୋନ …

ମଝି ନଈରୁ ହେଲିକପ୍ଟର ଯୋଗେ ଯୁବକଙ୍କୁ ଉଦ୍ଧାର କଲା ଅଗ୍ନିଶମ ବାହିନୀ

ମାଲକାନଗିରି : ମଝି ନଈରୁ ଉଦ୍ଧାର ହେଲେ ଯୁବକ । ହେଲିକପ୍ଟର ଯୋଗେ ଯୁବକଙ୍କୁ ଉଦ୍ଧାର କଲା ଅଗ୍ନିଶମବାହିନୀ । ମାଲକାନଗିରି ଜିଲ୍ଲା କତାମାଟେରୁ ନିକଟ ସବେରୀ ନଦୀରେ ଯୁବକ ଜଣକ ଫସିଥିଲେ । ୨୪ ଘଣ୍ଟା ଧରି ମଝି ନଈରେ ଥିଲେ। ଆଜି ସକାଳୁ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ ସ୍ଥାନୀୟ ଲୋକ…

ସେମିକନ କନଫରେନ୍ସରେ ଯୋଗ ଦେବା ଲାଗି ଚାରିଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ପୁଣି ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ । ଚାରିଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆଜି ଦିନ ୧୨ଟାରେ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଆୟୋଜିତ ହେଉଛି । ଆସନ୍ତାକାଲି…