Browsing Category

ଓଡିଶା

ସିକ୍କିମରେ ସଡ଼କ ଦୁର୍ଘଟଣା: ମୁଖ୍ୟମନ୍ତ୍ରୀଙ୍କ ଗଭୀର ଦୁଃଖ ପ୍ରକାଶ, ପଠାଇଲେ ସ୍ବତନ୍ତ୍ର ଟିମ୍

ଭୁବନେଶ୍ୱର: ଉତ୍ତର ସିକ୍କିମର ମନ୍‌ଗାଁ ଜିଲ୍ଲାରେ ଘଟିଥିବା ସଡ଼କ ଦୁର୍ଘଟଣା ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅବଗତ ହୋଇଛନ୍ତି। ଶ୍ରୀ ମାଝୀ ସିକ୍କିମର ମୁଖ୍ୟମନ୍ତ୍ରୀ ପ୍ରେମ୍‌ ସିଂହ ତମାଙ୍ଗଙ୍କ ସହିତ କଥା ହୋଇଛନ୍ତି। ନିଖୋଜ ଓଡ଼ିଆ ଲୋକଙ୍କର ସ୍ଥିତି କ’ଣ ରହିଛି ଓ ସେମାନଙ୍କୁ

ଯାତ୍ରା ମାଲିକଙ୍କ ନାଁରେ ପୁଣି ସଂଗୀନ ଅଭିଯୋଗ ଆଣିଲେ ଅଭିନେତ୍ରୀ, ଅଭିଯୋଗକୁ ଖଣ୍ଡନ କଲେ ଯାତ୍ରା ମାଲିକ

ଭୁବନେଶ୍ୱର/ ଯାଜପୁର : ତୁଳସୀ ଗଣନାଟ୍ୟ ମାଲିକ ନାଣ୍ଡୁ ବାବୁଙ୍କ ନାଁରେ ପୁଣି ସଂଗୀନ ଅଭିଯୋଗ । ତୁଳସୀ ଗଣନାଥ୍ୟର ପୂର୍ବତନ ଅଭିନେତ୍ରୀ ପୂଜା ଆଣିଛନ୍ତି ସାଂଘାତିକ ଅଭିଯୋଗ । ନାଣ୍ଡୁ ବାବୁ ଓରଫ ଅନନ୍ତ ନାରାୟଣ ଧଳଙ୍କ ବିରୋଧରେ ଆଣିଛନ୍ତି ସଂଗୀନ ଅଭିଯୋଗ । ତାଙ୍କ ସହ ଶାରୀରିକ

ଭିଜିଲାନ୍ସ ଜାଲରେ ଆରଡି ବିଭାଗର ମୁଖ୍ୟଯନ୍ତ୍ରୀ: ୨କୋଟିରୁ ଅଧିକ ଟଙ୍କା ଜବତ…

ଭୁବନେଶ୍ୱର :କାଲି ନେଇଥାନ୍ତେ ଅବସର। ତା’ର୍ପୂବରୁ ଭିଜିଲାନ୍ସ ଜାଲରେ ପଡ଼ିଗଲେ କୋଟିପତି RW ଡିଭିଜନ୍ ମୁଖ୍ୟ ଯନ୍ତ୍ରୀ ବୈକୁଣ୍ଠ ନାଥ ଷଡ଼ଙ୍ଗୀ ।ବାବୁଙ୍କ ଟଙ୍କା ଦେଖି ଭିଜିଲାନ୍ସ ଅଧିକାରୀଙ୍କର ଉଡ଼ିଗଲା ହୋସ। ଜଳକା ହୋଇ ରହିଗଲେ ଭିଜିଲାନ୍ସ ଅଧିକାରୀ। ବାବୁଙ୍କ ଘରେ ଟଙ୍କା ଗଣି ଗଣି

ଭଡା ଘରୁ ମିଳିଲା ଯୁବତୀଙ୍କ ମୃତଦେହ, ଘରୋଇ ହସ୍ପିଟାଲରେ ନର୍ସ ଭାବେ କରୁଥିଲେ କାମ

କଟକ : କଟକ ଯୋବ୍ରା ସ୍ଥିତ ଏକ ଭଡା ଘରୁ ମିଳିଲା ଯୁବତୀଙ୍କ ମୃତଦେହ । ଯୁବତୀଙ୍କ ବୟସ ୨୫ ବର୍ଷ । ତାଙ୍କ ଘର ବାଲେଶ୍ଵରରେ ବୋଲି ଜଣାପଡିଛି । ସେ କଟକର ଏକ ଘରୋଇ ହସ୍ପିଟାଲରେ ନର୍ସ ଭାବେ କାମ କରୁଥିଲେ । ଆଜି ସକାଳେ ବାଥରୁମକୁ ଯାଇଥିଲେ । ବାଥରୁମ ଭିତରେ ବେକରେ ଗାମୁଛା ଲଗାଇ

ପୂର୍ବତନ ବିଧାୟକ ପ୍ରସନ୍ନ ପଟ୍ଟନାୟକଙ୍କ ପରଲୋକ

ଭୁବନେଶ୍ଵର: କାମାକ୍ଷାନଗରର ପୂର୍ବତନ ବିଧାୟକ ପ୍ରସନ୍ନ ପଟ୍ଟନାୟକଙ୍କ ପରଲୋକ ଘଟିଛି। ଗୁରୁବାର ବିଳମ୍ବିତ ରାତିରେ ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲରେ ୭୪ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଥିବା ସୂଚନା ମିଳିଛି। କାମାକ୍ଷାନଗର ନିର୍ବାଚନ ମଣ୍ଡଳୀରୁ ୩ ଥର ବିଧାୟକ ହୋଇଥିଲେ ପ୍ରସନ୍ନ।

ଚାଲିଛି ରଥ ନିର୍ମାଣ କାମ, ଚକ ନିର୍ମାଣ ଶେଷ ପରେ ଆରମ୍ଭ ହୋଇଯାଇଛି ଅଖ ନିର୍ମାଣ

ପୁରୀ : ପୁରୀ ବିଶ୍ୱପ୍ରସିଦ୍ଧ ଘୋଷ ଯାତ୍ରା ଲାଗି ରଥ ଖଳାରେ ଦ୍ରୁତଗତିରେ ଆଗେଇ ଚାକିଛି ତିନି ରଥ ନିର୍ମାଣ କାମ । ତିନି ରଥର ଚକ ନିର୍ମାଣ ଶେଷ ପରେ ଆରମ୍ଭ ହୋଇଯାଇଛି ଅଖ ନିର୍ମାଣ । ଏହାସହିତ ରଥର ପାଞ୍ଚ ଦଣ୍ଡା ଚଉପଟ ହୋଇ ଉଭୟ ପଟରେ ମୁହାଁଟି ସଂଯୋଗ ହୋଇ ପ୍ରସ୍ତୁତ

ଭୁବନେଶ୍ବରରେ ମଧ୍ୟବିତ୍ତ ବର୍ଗଙ୍କୁ ସୁଲଭ ଦରରେ ଘର ଯୋଗାଇବେ ସରକାର

ଭୁବନେଶ୍ୱର: ଓଡ଼ିଶା ରାଜ୍ୟ ସରକାର ମଧ୍ୟବିତ୍ତ ଶ୍ରେଣୀର ଲୋକଙ୍କୁ ଭୁବନେଶ୍ୱରରେ ସୁଲଭ ଘର ଯୋଗାଇବାକୁ ଯୋଜନା କରିଛନ୍ତି, ଯେଉଁଠାରେ ୧୫ ଲକ୍ଷରୁ ୫୦ ଲକ୍ଷ ମୂଲ୍ୟ ମଧ୍ୟରେ ବାସସ୍ଥାନ ବିକଳ୍ପ ଉପଲବ୍ଧ। ଗୃହ ଏବଂ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ରଙ୍କ ଅନୁଯାୟୀ, ଆଗାମୀ ଯୋଜନା

ଶ୍ରୀମନ୍ଦିରରେ ବାନ୍ତି କଲେ ଭକ୍ତ: ସାଧାରଣ ଦର୍ଶନ ୧ଘଣ୍ଟା ଯାଏଁ ବନ୍ଦ

ପୁରୀ: ଶ୍ରୀମନ୍ଦିରରେ ଆଜି ପୁଣି ଅଘଟଣ ଘଟିଛି। ମଧ୍ୟାହ୍ନ ଧୂପ ଶେଷ ପରେ ଭିତର କାଠ ନିକଟରୁ ଦର୍ଶନ ଜାରି ଥିବା ବେଳେ ଭଣ୍ଡାର ଘର ନିକଟରେ ଜନୈକ ଭକ୍ତ ବାନ୍ତି କରିଛନ୍ତି। ଏହି ଘଟଣା ସାମ୍ନାକୁ ଆସିବାରୁ ମହାପ୍ରଭୁଙ୍କ ବଡ଼ ମହାସ୍ନାନ କରାଯାଉଛି। ଏହି କାର୍ଯ୍ୟ ପାଇଁ ସାଧାରଣ ଦର୍ଶନ

୨୦ ଲକ୍ଷ ଟଙ୍କା ଲାଞ୍ଚ ନେଇ ଧରାପଡ଼ିଗଲେ ‘ଇଡି’ର ଉପନିର୍ଦ୍ଦେଶକ

ଭୁବନେଶ୍ବର: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ଜଣେ ବରିଷ୍ଠ ଅଧିକାରୀ ଗୁରୁବାର କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଫାସରେ ପଡ଼ିଛନ୍ତି। ଭୁବନେଶ୍ବରସ୍ଥିତ କାର୍ଯ୍ୟଳୟରେ କାର୍ଯ୍ୟରତ ‘ଇଡି’ର ଉପନିର୍ଦ୍ଦେଶକ ୨୦ ଲକ୍ଷ ଟଙ୍କା ଲାଞ୍ଚ ନେଇ ଧରାପଡ଼ିଛନ୍ତି। ଅଭିଯୁକ୍ତ ଅଧିକାରୀ ହେଲେ

କୋଟିଏ ୮ଲକ୍ଷର ସାଇବର୍ ଠକେଇ, ୨ଗିରଫ: କ୍ରିକେଟ୍ ବେଟିଂ ଗ୍ୟାଙ୍ଗରେ ଓଡ଼ିଆ ଇଞ୍ଜିନିୟର

କଟକ: ଜାଲ୍ କ୍ରିକେଟ୍‌ ବେଟିଂ ଆପ୍ଲିକେସନ୍‌ରେ ଅର୍ଥ ନିବେଶ କରି ଯାଜପୁରର ଜଣେ ବ୍ୟକ୍ତି ଠକେଇର ଶିକାର ହୋଇଛନ୍ତି। ସାଇବର ଠକ ଗୋଷ୍ଠୀ ଦୁଇଗୁଣା ଅର୍ଥ ଫେରସ୍ତର ଲୋଭ ଦେଖାଇ ତାଙ୍କ ନିକଟରୁ ୧କୋଟି ୮ ଲକ୍ଷ ଟଙ୍କା ଠକି ନେଇଛନ୍ତି। ଏହି ଠକେଇରେ ଜଣେ ଓଡ଼ିଆ ଯୁବ ଇଞ୍ଜିନିୟର୍‌ ସାମିଲ