Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ପ୍ରକାଶ ପାଇଲା ସିବିଏସଇ ଦ୍ୱାଦଶ ରେଜଲ୍ଟ; ପାସ୍ ହାର ୮୮.୩୯ ପ୍ରତିଶତ
ଭୁବନେଶ୍ବର: ପ୍ରକାଶ ପାଇଲା ସିବିଏସଇ ଦ୍ବାଦଶ ରେଜଲ୍ଟ । କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ) ଦ୍ୱାଦଶ ପରୀକ୍ଷା ଫଳ ୨୦୨୫ ପ୍ରକାଶ କରାଯାଇଛି । ଚଳିତବର୍ଷ ଦ୍ବାଦଶରେ ପାସ୍ ହାର ୮୮.୩୯ ପ୍ରତିଶତ ରହିଛି । ଓଡ଼ିଶାରେ ପାସହାର ୭୮.୭୪ପ୍ରତିଶତ ରହିଛି ।
ସେହିପରି,!-->!-->!-->…
ଶ୍ରୀମନ୍ଦିର ସୁରକ୍ଷା ପାଇଁ ମୁତୟନ ହେଲା ଆର୍ମ ଭେଇକିଲ
ପୁରୀ: ଶ୍ରୀମନ୍ଦିର ସୁରକ୍ଷା ପାଇଁ ଆର୍ମ ଭେଇକିଲ ସୁରକ୍ଷା ମନ୍ଦିର ସମ୍ମୁଖରେ ମୁତୟନ ହୋଇଛି। ସମସ୍ତ ସୁରକ୍ଷା ଦିଗକୁ ନେଇ ଅନୁଧ୍ୟାନ କରିଛନ୍ତି ଡିଜି ଓ୍ବାଇ ବି ଖୁରାନିଆ। ବିଶେଷକରି ଯଦି କୌଣସି ଆତଙ୍କବାଦୀ ଆକ୍ରମଣ ଘଟିବ ତାହା ହେଲେ ତାକୁ କିଭଳି ପ୍ରତିହିତ କରାଯିବ ତା ଉପରେ ଗୁରୁତ୍ୱ!-->…
ବଡ଼ ଅପରାଧ ଯୋଜନା କୁ ପଣ୍ଡ କଲା ଗଞ୍ଜାମ ପୋଲିସ : ବନ୍ଧା ହେଲେ ୨୦ ଅପରାଧି,୮ ଟି ମାଉଜର ଓ ୩୧ ଟି ଜୀବନ୍ତ ଗୁଳି…
କେରାଣ୍ଡି ପଡୁଛି ଭାକୁର କେବେ...??
ମାଉଜର ଟାର୍ଗେଟ ରେ କିଏ କିଏ ….?
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ପୋଲିସକୁ ପୁଣି ଏକ ଦ୍ୱିତୀୟ ସଫଳତା ମିଳିଛି। ଚଳିତ ମାସ ୪ ତାରିଖ ରେ ୧୮ ଅପରାଧିକୁ ଧରିବାରେ ସଫଳ ହୋଇଥିଲା ଗଞ୍ଜାମ ପୋଲିସ। ସେମାନଙ୍କ ଠାରୁ କଟକ ବନ୍ଧୁକ!-->!-->!-->!-->!-->!-->!-->!-->!-->!-->!-->!-->!-->…
ବନବାସୀ ସେବା ସମିତର ୫୪ ତମ ଜୟନ୍ତୀ ସମାରୋହ : ପିଲାଙ୍କ ହସ୍ତଲିପି “ ବନବାସୀସ୍ମୃତି ” ଉନ୍ମୋଚନ
ବାଲିଗୁଡ : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ବନବାସୀ ସେବା ସମିତର ୫୪ ତମ ଜୟନ୍ତୀ ସମାରୋହ ସମିତି ପରିସରରେ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ଦେହ ତ୍ୟାଗ କରିଥିବା ମନିଷୀ ମାନଙ୍କ ଅମର ଆତ୍ମା ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ଏକ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା l ପରେ ପରେ!-->…
୬ ବର୍ଷ ଶିଶୁପୁତ୍ରର ମୃତ୍ୟୁ ପରେ ଅଙ୍ଗଦାନ, ବଞ୍ଚିଲା ଦୁଇ ଜୀବନ
ଭୁବନେଶ୍ୱର : ମୃତ୍ୟୁ ପରେ ଆଉ ଦୁଇଟି ଜୀବନ ବଂଚାଇବାରେ ସଫଳ ହୋଇପାରିଛି ଛଅ ବର୍ଷର ଏକ ଶିଶୁପୁତ୍ର । ବାରିପଦା ମୂର୍ଗାବାଡି ଅଚଂଳର ଏହି ଶିଶୁଟିର ଆକସ୍ମିକ ଦୁର୍ଘଟଣାରେ ମୁଣ୍ଡରେ ଗଭୀର ଆଘାତ ଯୋଗୁଁ ସ୍ଥାନୀୟ ସମ୍ ଅଲ୍ଟିମେଟ ମେଡିକେୟାରରେ ଚିକିତ୍ସିତ ହେଉଥିଲା । ମାତ୍ର ଶିଶୁଟି ବ୍ରେନ୍!-->…
ଦେଢ଼ ମାସରେ ୪,୫୯୯ ଛାତ୍ରଛାତ୍ରୀ ପାଲଟିଲେ କୃଷି ଶ୍ରମିକ
ନବରଙ୍ଗପୁର: ଗତ ଦେଢ଼ ମାସ ହେବ ଜିଲ୍ଲାର ୧୦ଟି ଯାକ ବ୍ଲକ୍ରେ ଧାନ ଅମଳ ପରେ ଏବେ ମକା ଓ ଆଖୁ ଅମଳ କାମ ସହ କେନ୍ଦୁପତ୍ର ତୋଳିବା ଜୋରସୋରରେ ଚାଳିଛି।ତେବେ ଜିଲ୍ଲାର ସବୁ ବ୍ଲକରୁ ବହୁ ପୁରୁଷ, ମହିଳା, ନାବାଳିକା, ନାବାଳକ, ଯୁବକ ଓ ଯୁବତୀମାନେ ଦାଦନ ଖଟିବାକୁ ପଳାଇଛନ୍ତି। କୃଷି ଶ୍ରମିକ!-->…
ଉତ୍କଳ ସର୍ବୋଦୟ ମଣ୍ଡଳ ରାଜ୍ୟସ୍ତରୀୟ କର୍ମୀ ସମ୍ମିଳନୀ ଉଦ୍ଯାପିତ
ଢେଙ୍କାନାଳ: ମହାତ୍ମା ଗାନ୍ଧୀଙ୍କ ଅହିଂସା ଦର୍ଶନ ଆଜିର ହିଂସା, ଆତଙ୍କବାଦ, ସାମ୍ପ୍ରଦାୟିକତା ଓ ଯୁଦ୍ଧଗ୍ରସ୍ତ ବିଶ୍ୱ ପାଇଁ ଅଧିକ ଜରୁରି, ଶାନ୍ତି ଆମର କାମ୍ୟ ଅହିଂସା ଆମର ଧର୍ମ ବୋଲି ଉତ୍କଳ ସର୍ବୋଦୟ ମଣ୍ଡଳ ପକ୍ଷରୁ ଆୟୋଜିତ ରାଜ୍ୟସ୍ତରୀୟ କର୍ମୀ ସମ୍ମିଳନୀରେ ଉପସ୍ଥିତ ବକ୍ତା,!-->…
ଖରସ୍ରୋତା ନଦୀରେ ପାଣି ପିଉଥିବା ବେଳେ ଯୁବକଙ୍କୁ ଝାମ୍ପିନେଲା କୁମ୍ଭୀର
ଯାଜପୁର : ଗାଈ ଚରାଇବାକୁ ଯାଇ ନଦୀରେ ପାଣି ପିଉଥିବା ବେଳେ ଯୁବକଙ୍କୁ ଝାମ୍ପିନେଲା କୁମ୍ଭୀର। ପାଣିକୋଇଲି ଥାନା ତଣ୍ଡରା ତଣ୍ଡରା ଗ୍ରାମର କୈଲାସ ମଲ୍ଲିକଙ୍କ ପୁଅ ସିଦ୍ଧାର୍ଥ ମଲ୍ଲିକ ଖରସ୍ରୋତା ନଦୀ କୂଳରେ ଗାଈ ଚରାଉଥିବା ବେଳେ ନଦୀକୁ ପାଣି ପିଇବାକୁ ଯାଇଥିଲେ।ଗାଈ ଚରାଇବାକୁ ଯାଇ ନଦୀରେ!-->…
ଲଭ୍,ସେକ୍ସ ଧୋକା : ରିସେପ୍ସନ ଷ୍ଟେଜରୁ ବରଙ୍କୁ ଗିରଫ କରି କୋର୍ଟ ଚାଲାଣ
ଭୁବନେଶ୍ବର: ଲଭ୍,ସେକ୍ସ ଧୋକା ଅଭିଯୋଗରେ ଧଉଳି ପୁଲିସ ବିବାହ ରିସେପ୍ସନ ଷ୍ଟେଜରୁ ବରକୁ ଉଠାଇ ଆଣିଛି। ବିବାହ ରିସେପ୍ସନରେ ଜଣେ ଯୁବତୀ ନାଟକୀୟ ଭାବରେ ପହଞ୍ଚି ଦାବି କରିଥିଲେ ଯେ, ବର ତାଙ୍କର ପୂର୍ବତନ ପ୍ରେମିକ। ସେ ତାଙ୍କ ପ୍ରତି ବିଶ୍ୱାସଘାତକତା କରି ବିବାହର ପ୍ରତିଶ୍ରୁତି ଦେଇ!-->…
ବେଆଇନ ଭାବେ ଫ୍ଲାଏ ଆସ୍ ଡମ୍ପିଂ କରୁଥିବା ୨୩ ହାଇୱା ପୁଲିସ ଦ୍ବାରା ଜବତ
ସମ୍ବଲପୁର: ବେଆଇନ ଭାବେ ଫ୍ଲାଏ ଆସ୍ ଡମ୍ପିଂ କରୁଥିବା ୨୩ ହାଇୱାକୁ ଜବତ କରିଛି ପୁଲିସ । ସମ୍ବଲପୁର ଜିଲ୍ଲା ଠେଲକୋଲୋଇ ପୁଲିସ ପାଉଁଶ ବୋଝେଇ ୨୩ଟି ହାଇୱା ଟ୍ରକ୍ ଜବତ କରିଛି। ଏହି ଗାଡ଼ିଗୁଡିକ ଝାରସୁଗୁଡାରୁ ଡମ୍ପିଂ ପରମିଟ୍ ବିନା ଆସୁଥିଲେ ଏବଂ ଠେଲକୋଲୋଇ ସରକାରୀ ହାଇସ୍କୁଲ ନିକଟରେ!-->…