Browsing Category

ଓଡିଶା

ତୀର୍ଥଯାତ୍ରୀଙ୍କୁ ନେଇ ବ୍ରହ୍ମପୁରରୁ ଅଯୋଧ୍ୟା ଓ ବାରଣସୀକୁ ଗଡିଲା ସ୍ବତନ୍ତ୍ର ଟ୍ରେନ

ବ୍ରହ୍ମପୁର: ବରିଷ୍ଠ ନାଗରିକ ତୀର୍ଥଯାତ୍ରୀଙ୍କୁ ନେଇ ବ୍ରହ୍ମପୁରରୁ ଅଯୋଧ୍ୟା ଓ ବାରଣସୀ ଅଭିମୁଖେ ଗଡିଲା ସ୍ବତନ୍ତ୍ର ଟ୍ରେନ । ଦକ୍ଷିଣ ଓଡିଶାର ୫ଟି ଜିଲ୍ଲାର ମୋଟ ୮୦୦ ଜଣ ବରିଷ୍ଠ ତୀର୍ଥଯାତ୍ରୀଙ୍କୁ ନେଇ ରେଳଷ୍ଟେସନ ୪ ନମ୍ବର ପ୍ଲାଟଫର୍ମରୁ ବାହାରିଲା ଏହି ଟ୍ରେନ୍ । ଉପମୁଖ୍ୟମନ୍ତ୍ରୀ

ଆଗାମୀ ୫ ଦିନରେ ବଢିବ ତାପମାତ୍ରା, ୬ ଜିଲାକୁ ସତର୍କ ସୂଚନା

ଭୁବନେଶ୍ଵର: ଆଗାମୀ ୫ ଦିନ ମଧ୍ୟରେ ରାଜ୍ୟରେ ଅନୁଭୂତ ହେବ ପ୍ରଚଣ୍ଡ ରୌଦ୍ରତାପ। ତାପମାତ୍ରା ୩ରୁ ୫ ଡିଗ୍ରୀ ବୃଦ୍ଧି ପାଇବା ନେଇ ସ୍ଵତନ୍ତ୍ର ରିଲିଫ୍‌ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ସତର୍କ କରାଯାଇଛି। ପ୍ରଚଣ୍ଡ ରୌଦ୍ର ତାପ ନେଇ ଆଭ୍ୟନ୍ତରୀଣ ଓଡ଼ିଶାର ୬ ଜିଲାକୁ ସତର୍କ ସୂଚନା ଜାରି

ରାଜ୍ୟରେ ଅଚଳ ନଳକୂପକୁ ସଚଳ କରିବାକୁ ମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ଵର: ଆଗାମୀ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଜଳ ଯୋଗାଣ ବ୍ୟବସ୍ଥାକୁ ତ୍ବରାନ୍ବିତ ନିର୍ଦ୍ଦେଶ ଦେଲେ ମନ୍ତ୍ରୀ ରବି ନାଏକ। ରାଜ୍ୟରେ ଅଚଳ ନଳକୂପକୁ ସଚଳ କରିବାକୁ ନିର୍ଦ୍ଦେଶ ଦେଲେ ମନ୍ତ୍ରୀ । ଏନେଇ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମନ୍ତ୍ରୀ ରବି ନାଏକ। ୭୧

ପୂର୍ବତନ ମନ୍ତ୍ରୀ ଅନନ୍ତ ଦାସଙ୍କ ବିୟୋଗରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଶୋକ

ଭୁବନେଶ୍ୱର: ପୂର୍ବତନ ମନ୍ତ୍ରୀ ଅନନ୍ତ ଦାସଙ୍କ ବିୟୋଗରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ସ୍ବର୍ଗତ ଦାସ ଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ସ୍ବର୍ଗତ ଦାସ ଜଣେ ଦକ୍ଷ ସଂଗଠକ ଅଭିଜ୍ଞ ପ୍ରଶାସକ ଓ ଲୋକପ୍ରିୟ ରାଜନେତା ଥିଲେ।

ମଟନ୍ ନାଁରେ ଗୋମାଂସ କାରବାର ମାମଲା: ଜୟା ହୋଟେଲ ପରିସରରେ ୧୬୩ ଲାଗୁ

ପିପିଲି: ଜୟା ହୋଟେଲ ପରିସରରେ ୧୬୩ ଲାଗୁ। ହୋଟେଲ ଠାରୁ ୧ କିମି ପରିଧି ମଧ୍ୟରେ କଟକଣା ଲାଗୁ କଲା ଜିଲ୍ଲା ପ୍ରଶାସନ। ମଟନ୍ ନାଁରେ ଗୋମାଂସ କାରବାର କରୁଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାରେ ପୁରୀ ସାକ୍ଷୀଗୋପାଳର ବିବାଦୀୟ ଜୟା ଢ଼ାବା ନିକଟରେ ୧୬୩ ଧାରା ଜାରି କରିଛି ପ୍ରଶାସନ।

ଘରେ ପଶି ସମିତିସଭ୍ୟାଙ୍କୁ ଆକ୍ରମଣ କଲେ ୬ ଦୁର୍ବୃତ୍ତ

କଟକ: ରାତି ଅଧରେ ସମିତିସଭ୍ୟାଙ୍କୁ ଆକ୍ରମଣ। କଟକ ଜିଲ୍ଲା ମହାଙ୍ଗା ନିର୍ବାଚନମଣ୍ଡଳୀ ପଡ଼ାମରାଇ ପଞ୍ଚାୟତର ସମିତି ସଭ୍ୟା ଓ ତାଙ୍କ ସ୍ବାମୀଙ୍କୁ କିଛି ଦୁର୍ବୃତ୍ତ ରାଜନୈତିକ ଆକ୍ରୋଶ ରଖି ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ସୂଚନା ଅନୁସାରେ ବିଳମ୍ବିତ ରାତିରେ ଘରେ ପଶି

ଅନନ୍ତ ଦାସଙ୍କ ବିୟୋଗରେ ପିସିସି ସଭାପତିଙ୍କ ଶୋକ

ଭୁବନେଶ୍ବର/ଜଳେଶ୍ୱର: ଭୋଗରାଇ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ତଥା ବିଜୁ ଜନତା ଦଳର ବରିଷ୍ଠ ନେତା ଅନନ୍ତ ଦାସଙ୍କ ବିୟୋଗରେ ପିସିସି ସଭାପତି ଭକ୍ତ ଚରଣ ଦାସ ଗଭୀର ଶୋକ ପ୍ରକାଶ କରିଛନ୍ତି। ସେ ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି କି ଶ୍ରୀ ଦାସଙ୍କ ବିୟୋଗ ମୋତେ ଗଭୀର ଦୁଃଖ ଦେବା ସହ

ସାମ୍ନାକୁ ଆସିଲା ଏଟିଏମ୍ ଲୁଟେରା ଦୀପକ କୁମାରର ସିସିଟିଭି ଫୁଟେଜ୍, ଅଭିନବ ଉପାୟରେ କରୁଥିଲା ଲୁଟ୍

ଭୁବନେଶ୍ୱର: ରାଜଧାନୀରେ ରାତିଅଧରେ ଏନକାଉଣ୍ଟର । ଦୁର୍ଦ୍ଦାନ୍ତ ଅପରାଧୀ ଦୀପକ କୁମାରକୁ ଗୁଳି । ବିଳମ୍ବିତ ରାତିରେ ଭୁବନେଶ୍ୱର ବଡଗଡରେ ହୋଇଛି ଏନକାଉଣ୍ଟର । ଏଟିଏମ ଲୁଟ୍ ବେଳେ ଏନକାଉଣ୍ଟର କରିଛି ପୋଲିସ୍ । ରାଜଧାନୀରେ ପୁଣି ଏନକାଉଣ୍ଟର । ଦୁର୍ଦ୍ଦାନ୍ତ ଅପରାଧୀ ଦୀପକ କୁମାରକୁ

ରଥଯାତ୍ରାକୁ ମିଳିବ ବିଶ୍ବ ସାଂସ୍କୃତିକ ଐତିହ୍ୟ ମାନ୍ୟତା, ପ୍ରକ୍ରିୟା ଆରମ୍ଭ କଲା ଶ୍ରୀମନ୍ଦିର ପ୍ରଶାସନ

ପୁରୀ: ରଥଯାତ୍ରାକୁ ବିଶ୍ବ ସାଂସ୍କୃତିକ ଐତିହ୍ୟ ମାନ୍ୟତା ନେଇ ଆରମ୍ଭ ହୋଇଛି ପ୍ରକ୍ରିୟା। ୟୁନେସ୍କୋ ଦ୍ବାରା ମାନ୍ୟତା ନେଇ ପ୍ରକ୍ରିୟା ଆରମ୍ଭ କଲା ଶ୍ରୀମନ୍ଦିର ପ୍ରଶାସନ। ଏନେଇ ଖୁବ୍‌ଶୀଘ୍ର ନାମାଙ୍କନପତ୍ର ଦାଖଲ କରାଯିବ। ନିକଟରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ

ଦୁର୍ଦ୍ଦାନ୍ତ ଅପରାଧୀ ସେକ ସୁନା ଗିରଫ, ମାଉଜର ସହ ଜୀବନ୍ତ ଗୁଳି ଜବତ

କଟକ :  ଦୁର୍ଦ୍ଦାନ୍ତ ଅପରାଧୀ ସେକ ସୁନା ଗିରଫ । ଅପରାଧ ଘଟାଇବାକୁ ଯାଉଥିବା ବେଳେ ଧରିଲା ମର୍କତନଗର ଥାନା ପୋଲିସ । ତା ନିକଟରୁ ଏକ ମାଉଜର ସହ ଜୀବନ୍ତ ଗୁଳି ଜବତ କରିଛି କଟକ କମିଶନରେଟ ପୋଲିସ ।  ଦୁଇଟି ଜୀବନ୍ତ ବୋମା ମଧ୍ୟ ଜବତ ହୋଇଛି । ସେକ ସୁନା ନାମରେ କଟକର ବିଭିନ୍ନ ଥାନାରେ ରହିଛି