Browsing Category

ଓଡିଶା

ତେନ୍ତୁଲି ପଦର ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ, ୩୦ ବଖରା ଧ୍ଵଂସ ସ୍ତୁପରେ ପରିଣତ

ଆଠମଲ୍ଲିକ : ଆଠମଲ୍ଲିକ ବ୍ଲକ ଲୁହାସିଙ୍ଗା ପଞ୍ଚାୟତ ତେନ୍ତୁଲି ପଦର ଗ୍ରାମରେ ଘଟିଯାଇଛି ଭୟାବହ ଅଗ୍ନିକାଣ୍ଡ । ଆଜି ଅପରାହ୍ନ ପ୍ରାୟ ୪ ଟା ବେଳେ ଅଗ୍ନିକାଣ୍ଡ ଘଟିଥିଲା । ୯ ଟି ପରିବାର ସର୍ବସ୍ବାନ୍ତ ହୋଇଥିବାବେଳେ  ୩୦ ବଖରା ଧ୍ଵଂସ ସ୍ତୁପରେ ପରିଣତ ହୋଇଛି । ଏହି ଅଗ୍ନିକାଣ୍ଡରେ

ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷଙ୍କ ସହ ୫ ସଦସ୍ୟଙ୍କୁ ବହିଷ୍କାର କଲେ ସରକାର

ଭୁବନେଶ୍ବର: ବଡ଼ କାର୍ଯ୍ୟାନୁଷ୍ଠାନ ନେଲେ ରାଜ୍ୟ ସରକାର । ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷଙ୍କୁ କାର୍ଯ୍ୟରୁ ବିଦା କଲେ ସରକାର । ଗୁରୁବାର ମନ୍ଦାକିନୀ କରଙ୍କୁ ଅଧ୍ୟକ୍ଷ ପଦରୁ ବହିଷ୍କାର କରାଯାଇଛି । ଏଥିସହିତ ଆୟୋଗର ୫ ଜଣ ସଦସ୍ୟ ମଧ୍ୟ ବହିଷ୍କୃତ ହୋଇଛନ୍ତି । ତାଙ୍କ

ସର୍ଚ୍ଚ ଅପରେସନ ବେଳେ ବଡ଼ ଧରଣର ମାଓ ଡ଼ମ୍ପ ଉଦ୍ଧାର

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲା ପୋଲିସକୁ ପୁଣି ମିଳିଛି ଆଉ ଏକ ବଡ଼ ସଫଳତା । ସର୍ଚ୍ଚ ଅପରେସନ ବେଳେ ବଡ଼ ଧରଣର ମାଓ ଡ଼ମ୍ପ ଉଦ୍ଧାର କରାଯାଇଛି । ଜବାଗାଟା ଜଙ୍ଗଲ ସୁରକ୍ଷାକର୍ମୀ ମାନେ ସର୍ଚ୍ଚ ଅପରେସନ କରୁଥିବା ବେଳେ ଘଟଣାସ୍ଥଳରୁ ବନ୍ଧୁକ ସହ ବିପୁଳ

ନେହେରୁବଙ୍ଗଳା ମାଛଧରା ବନ୍ଦରରେ ଅଗ୍ନିକାଣ୍ଡ, ଜଳିଗଲା ୧୨ ଟି ବଡ଼ ବୋଟ୍ ଓ ୮ ରୁ ଉର୍ଦ୍ଧ୍ବ ଟାପା

ପାରାଦୀପ : ପାରାଦୀପ ନେହେରୁବଙ୍ଗଳା ମାଛଧରା ବନ୍ଦରରେ ଅଗ୍ନିକାଣ୍ଡ । ୧୨ ଟି ବଡ଼ ବୋଟ୍ ଓ ୮ ରୁ ଉର୍ଦ୍ଧ୍ବ ଟାପା ଜଳି ଯାଇଛି । ମାଛଧରା ବନ୍ଦରରେ ରହିଛି ୬୫୦ ବଡ଼ ବୋଟ୍ ୪୦୦ ଟାପା । ଅଗ୍ନିକାଣ୍ଡ ର କାରଣ ଅସ୍ପଷ୍ଟ ରହିଛି । ବୋଟ୍ ଗୁଡିକ ଫାଇବର କୋଟିଂ ଥାଏ । ସେହିପରି ବୋଟ୍ ରେ ଜାଲ

ତଳକୁ ଖସିଲା ଶ୍ରୀମନ୍ଦିର ନୀଳଚକ୍ର ବାନା

ପୁରୀ: ପୁରୀ ଶ୍ରୀମନ୍ଦିରରେ ଅଘଟଣ । ତଳକୁ ଖସିଲା ଶ୍ରୀମନ୍ଦିର ନୀଳଚକ୍ର ବାନା । ଆଜି ବାନା ବାନ୍ଧିବାକୁ ଚୂନରା ସେବାୟତ ନୀଳଚକ୍ର ଉପରକୁ ଯାଉଥିବା ବେଳେ ଅସାବଧାନତା ହେତୁ ନୂଆ ବାନାଗୁଡିକ ଖସିପଡି କାଞ୍ଚି ଗଣେଶ ମନ୍ଦିର ସମ୍ମୁଖ ନୃସିଂହ ମନ୍ଦିର ନିକଟରେ ପଡିଥିଲା । ଏହାପରେ ଆଉଜଣେ

ବାଣ ଭିଡ଼ିବାବେଳେ ବିସ୍ଫୋରଣ; ୪ ଗୁରୁତର

ଯାଜପୁର: ବାଣ ଭିଡ଼ିବାବେଳେ ବିସ୍ଫୋରଣ । ଏଭଳି ଘଟଣା ଘଟିଛି ଯାଜପୁର ଜିଲ୍ଲା ବାସୁଦେବପୁର ପଞ୍ଚାୟତ ଜାଲପୁର ଗାଁରେ । ଗୁରୁବାର ବାଣଭିଡ଼ିବା ବେଳେ ହଠାତ୍‌ ବିସ୍ଫୋରଣ ଘଟି ଜଣଙ୍କ ଘର ଛାତ ଉଡିଯାଇଛି । ବିସ୍ଫୋରଣରେ ବାଣ ତିଆରି କରୁଥିବା ୪ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତମାନଙ୍କୁ

କୋଟିପତି ସରକାରୀ ବାବୁ, ବିଡ଼ା ବିଡ଼ା ଟଙ୍କା ଦେଖି ଭିଜିଲାନ୍ସ ତାଜୁବ୍

ଭୁବନେଶ୍ଵର: କୋଟିପତି ସରକାରୀ ବାବୁ । ଚଢ଼ାଉ ବେଳେ ଘରୁ ବାହାରୁଛି ପୁଳା ପୁଳା ସୁନା ସହ ବିଡ଼ା ବିଡ଼ା ଟଙ୍କା । ଯାହାକୁ ଦେଖି ଭିଜିଲାନ୍ସ ଅଧିକାରୀଙ୍କ ଆଖି ଜଳକା । ଯେପରି ଲାଗୁଛି ଏସଟିଏ ଡେପୁଟି କମିଶନର ପ୍ରଦୀପ ମହାନ୍ତିଙ୍କ ଘରେ ସୁନା, ରୁପା ଓ ହୀରାର ଭଣ୍ଡାର ଖୋଲିଛି ! ଚଢାଉ ବେଳେ

ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣା: କୋର୍ଟରେ ହାଜର ହେଲା ପୁଞ୍ଜିଲାଲ

ପାଟଣାଗଡ଼: ବହୁଚର୍ଚ୍ଚିତ ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ପାର୍ସଲ ବୋମା ଘଟଣା । ଆଜି ହେବ ଘଟଣାର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେରର ବୟାନ ରେକର୍ଡ । ଏନେଇ ଅଭିଯୁକ୍ତ ପୁଞ୍ଜିଲାଲକୁ ବଲାଙ୍ଗୀର କାରାଗାରରୁ ଅଣାଯାଇ ପାଟଣାଗଡ଼ ଏସଡିଜେଏମ୍‌ କୋର୍ଟରେ ହାଜର କରାଯାଇଛି । ପୂର୍ବ ତାରିଖରେ

ଆସନ୍ତାକାଲି ମହିଳାମାନେ ଘରେ ଜାଳନ୍ତୁ ସୁଭଦ୍ରା ଦୀପ: ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: ଆସିଲା ସୁଭଦ୍ରାର ପଞ୍ଚମ କିସ୍ତି ଟଙ୍କା । ପ୍ରଥମ କିସ୍ତିର ପଞ୍ଚମ ପର୍ଯ୍ୟାୟ ଟଙ୍କା ପାଇଲେ ହିତାଧିକାରୀ । ଏହାସହିତ ଆଜି ସୁଭଦ୍ରା ହିତାଧିକାରୀଙ୍କ ସଂଖ୍ୟା କୋଟିଏ ଛୁଇଁଲା ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ । ଏଥିସହ ମହିଳାଙ୍କୁ ସଶକ୍ତ କରିବା ପାଇଁ ଏବଂ ସଶକ୍ତ ଓଡ଼ିଶା ଗଠନ

ପୁଣି ମହିଳାଙ୍କ ଖାତାକୁ ଗଲା ସୁଭଦ୍ରା ଟଙ୍କା

ଭୁବନେଶ୍ବର: ପୁଣି ମହିଳାଙ୍କ ଖାତାକୁ ଗଲା ସୁଭଦ୍ରାର ଆଉ ଏକ ପର୍ଯ୍ୟାୟ ଟଙ୍କା । ଆଜି ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ କରି, ମହିଳାଙ୍କ ଖାତାକୁ ସୁଭଦ୍ରାର ପ୍ରଥମ କିସ୍ତିର ପଞ୍ଚମ ପର୍ଯ୍ୟାୟ ଟଙ୍କା ଡିବିଟି ମାଧ୍ୟମରେ ପଠାଇଛନ୍ତି ରାଜ୍ୟ ସରକାର । ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ