Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଅନ୍ନଦାତାଙ୍କୁ ଯେତେ ଧନ୍ୟବାଦ କଲେ ମଧ୍ୟ ତାହା ସବୁବେଳେ କମ ହେବ: ମୁଖ୍ୟମନ୍ତ୍ରୀ
କେନ୍ଦୁଝର: କେନ୍ଦୁଝର ଆଞ୍ଚଳିକ କୃଷି ଯନ୍ତ୍ରପାତି ମେଳା ୨୦୨୫କୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଧରଣୀଧର ବିଶ୍ୱବିଦ୍ୟାଳୟ ଖେଳ ପଡିଆଠାରେ ପାଞ୍ଚ ଦିନ ବ୍ୟାପୀ ଆୟୋଜିତ ହେବାକୁ ଥିବା ଆଞ୍ଚଳିକ କୃଷି ଯନ୍ତ୍ରପାତି ମେଳାକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଉଦଘାଟନୀ!-->…
ନିଶାଶକ୍ତ ଯୁବକ ଭିଆଇଲେ ଏଭଳି କାଣ୍ଡ, କାନ୍ଥ ଭାଙ୍ଗି ଘରେ ପଶିଗଲା କାର୍
ଭୁବନେଶ୍ୱର: କାନ୍ଥ ଭାଙ୍ଗି ଘରେ ପଶିଗଲା କାର । ଭୁବନେଶ୍ୱର ସୌଭାଗ୍ୟ ନଗରରୁ ଆସିଛି ଏପରି ଘଟଣା । ଏଭଳି କାଣ୍ଡ ଭିଆଇଛନ୍ତି ନିଶାରେ ଚୁର ଯୁବକ । ଆଜି ଭୋର ୪.୩୦ଟା ସମୟରେ ସୌଭାଗ୍ୟ ନଗର ବୈଭବ ଇଷ୍ଟେଷ୍ଟ ସ୍ଥିତ ଚାଟାର୍ଡ ଆକାଉଣ୍ଟ୍ ଅଫିସ୍ ଗେଟ୍ କୁ ପିଟିଲା ଫରର୍ଡ । ୪ଜଣ!-->…
ବଡ଼ ମେଡିକାଲ୍ରେ ୪୫ ମିନିଟରୁ ଅଧିକ ସମୟ କଟିଲା ବିଜୁଳି
କଟକ: ବିଶ୍ୱସ୍ତରୀୟ ହସ୍ପିଟାଲ ହେଉଛି କଟକ ବଡ ମେଡିକାଲ । କୋଟି କୋଟି ଟଙ୍କା ଖର୍ଚ୍ଚରେ ଭିତ୍ତିଭୂମିର ଉନ୍ନତିକରଣ ଚାଲିଛି । ବଡ ବଡ କୋଠା ତିଆରି ଚାଲିଛି । ହେଲେ, ବଡ ମେଡିକାଲର ପିଛା ଛାଡୁନି ଅବ୍ୟବସ୍ଥା । କେତେବେଳେ ଲିଫ୍ଟ ଚାଲୁନିତ ତ ଆଉ କେତେବେଳେ ପାଣି ସମସ୍ୟା ଦେଖାଦେଉଛି । ଆଉ!-->…
ମାର୍ଚ୍ଚ ୩୧ ସୁଭଦ୍ରା ଆବେଦନ ଶେଷ ତାରିଖ ,ଏକକାଳୀନ ୩ଟି କିସ୍ତିର ପାଇବେ ଟଙ୍କା
ଭୁବନେଶ୍ୱର : ମାର୍ଚ୍ଚ ୩୧ ସୁଭଦ୍ରା ଆବେଦନ ଶେଷ ତାରିଖ । ୩୧ ଭିତରେ ଯେଉଁମାନେ ଆବେଦନ କରିଥିବେ ଏକକାଳୀନ ୩ଟି କିସ୍ତିର ଟଙ୍କା ପାଇବେ । ରାକ୍ଷୀ ପୂର୍ଣ୍ଣିମାରେ ଏକକାଳୀନ ୩ଟି କିସ୍ତିରେ ଟଙ୍କା ପାଇବେ ବୋଲି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଏବେ ସୁଭଦ୍ରା!-->…
୩୫ ଡିଗ୍ରୀ ଛୁଇଁଲା ଭୁବନେଶ୍ଵର ତାତି
ଭୁବନେଶ୍ଵର: ଦିନକୁ ଦିନ ଉପରମୁହାଁ ହେଲାଣି ପାରଦ । ଚଳିତବର୍ଷ ପ୍ରଥମଥର ପାଇଁ ଭୁବନେଶ୍ଵର ତାତି ୩୫ ଡିଗ୍ରୀ ଟପିଛି । ଆଜି ଦିନ ୨.୩୦ ସୁଦ୍ଧା ଭୁବନେଶ୍ଵରରେ ତାପମାତ୍ରା ସର୍ବାଧିକ ୩୫.୬ ଡିଗ୍ରୀ ରେକର୍ଡ ହୋଇଛି । ମାର୍ଚ୍ଚ ମାସ ଆରମ୍ଭରୁ ଏଭଳି ତାତି!-->…
ଯୁବତୀଙ୍କ ଗଳାକାଟି ହତ୍ୟା ଘଟଣା: ମେଡ଼ିକାଲରୁ ଥାନାକୁ ଫେରିଲା ଅଭିଯୁକ୍ତ
ସୋର: ସୋର ପୌର ପାଳିକା ଅନ୍ତର୍ଗତ ଲିଙ୍ଗପଡା ଗ୍ରାମରେ ପ୍ରେମପାଇଁ ଗତ ଫେବ୍ରୁଆରି ୨୪ ତାରିଖ ପୂର୍ବାହ୍ନରେ ଯୁବତୀଙ୍କ ଗଳାକାଟି ହତ୍ୟା ଘଟଣାରେ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରୁ ଅଭିଯୁକ୍ତ ଡ଼ିସଚାର୍ଜ ହୋଇଥିବା ଜଣାପଡିଛି। ଗତ ୨୪ ତାରିଖ ପୂର୍ବାହ୍ନରେ ଏହି ଗ୍ରାମର ଜ୍ୟୋତିର୍ମୟୀ ରଣାଙ୍କୁ!-->…
‘ନବ ଦାସଙ୍କ ପରିବାର ଉପରେ ଚାପ ପକାଉଛି ବିଜେଡି’
ଭୁବନେଶ୍ଵର: ନବ ଦାସଙ୍କ ହତ୍ୟାକାଣ୍ଡ ନେଇ ପରିବାର ଲିଖିତ ଅଭିଯୋଗ ଦେବା ପ୍ରସଙ୍ଗରେ ବିଜେଡ଼ି ଚାପ ପକାଉଛି। ଏପରି କିଛି ସାଂଘାତିକ ଅଭିଯୋଗ ଆଣିଛନ୍ତି ବିଜେପି ସାଂସଦ ପ୍ରଦୀପ ପୁରୋହିତ। ସିବିଆଇ ତଦନ୍ତ ପାଇଁ ପରିବାର ଲୋକେ ଲିଖିତ ଅଭିଯୋଗ କଲେ ବିଜେଡ଼ି ଫସିଯିବ ବୋଲି କହିଛନ୍ତି ପ୍ରଦୀପ।
!-->!-->…
ଆସନ୍ତା ଏପ୍ରିଲ ୧ରୁ ରାଜ୍ୟରେ ଲାଗୁ ହେବ ଆଇନଜୀବୀ କଲ୍ୟାଣ କର୍ପସ ଫଣ୍ଡ ଆଇନ ୨୦୨୦
କଟକ : ଆସନ୍ତା ଏପ୍ରିଲ ୧ରୁ ରାଜ୍ୟରେ ଲାଗୁ ହେବ ଆଇନଜୀବୀ କଲ୍ୟାଣ କର୍ପସ ଫଣ୍ଡ ଆଇନ ୨୦୨୦ । ଏହି ଆଇନ ବଳରେ ବେଳେ ବକାଲତିନାମା ସହିତ ଲାଗିବ ୧୦୦ ଟଙ୍କାର କର୍ପସ ଫଣ୍ଡ ଷ୍ଟାମ୍ପ । ନୂଆ ମାମଲା ରୁଜୁ କଲେ ଏପ୍ରିଲ ୧ରୁ ଲାଗିବ ୧୦୦ ଚଙ୍କାର କର୍ପସ ଷ୍ଟାମ୍ପ । ଏହି ଟଙ୍କା!-->…
ରାଉରକେଲାରେ ୭ ବର୍ଷୀୟା ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ
ରାଉରକେଲା: ରାଉରକେଲାରେ ୭ ବର୍ଷୀୟା ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ। ଚାନ୍ଦିପୋଷ ଷ୍ଟେସନ ନିକଟ ପରିତ୍ୟକ୍ତ କ୍ୟାବିନରେ ୭ ବର୍ଷର ନାବାଳିକାଙ୍କୁ ବସ ହେଲ୍ପର ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ପରିବାର ସଦସ୍ୟଙ୍କ ଲିଖିତ ଏତଲା ଆଧାରରେ ଚାନ୍ଦିପୋଷ ପୋଲିସ ମାମଲା ରୁଜୁ କରି ଘଟଣାରେ ଦୁଇ!-->…
ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠର ପିଟିସନକୁ ଅଣଦେଖା, ୪୮ ଜଣ ସରକାରୀ ବାବୁଙ୍କ ଦରମା ବନ୍ଦ ପାଇଁ ନିର୍ଦ୍ଦେଶ
କଟକ : ସରକାର ବଦଳିଛି , ହେଲେ ସରକାରୀ ବାବୁଙ୍କ ଦବଦବା ଏବେ ବି କମିନି । ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରୁ ଆସିଥିବା ପିଟିସନକୁ ବି ଅଣଦେଖା କରାଯାଇଛି । ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି କଟକରେ । ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରୁ ଆସିଥିବା!-->…