Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
୫ ହାର୍ଡକୋର ମାଓବାଦୀ ଗିରଫ
ମାଲକାନଗିରି : ୫ ହାର୍ଡକୋର ମାଓବାଦୀ ଗିରଫ । ମହାରାଷ୍ଟ୍ର ଗଡ଼ଚିରୋଲି ଜିଲ୍ଲାର ଲାହେରୀ ଥାନା ବିଣାଗୁଣ୍ଡା ଜଙ୍ଗଲରୁ ୫ଜଣଙ୍କୁ ଗିରଫ କରିଛନ୍ତି ସୁରକ୍ଷା କର୍ମୀ । ଗିରଫଙ୍କ ମଧ୍ୟରେ ଜଣେ DVCM , ଜଣେ ACM ଏବଂ ତିନି ଜଣ ପ୍ଲାଟୁନ ସଦସ୍ୟ ରହିଛନ୍ତି । ଗିରଫ ୫ ଜଣଙ୍କ ନାଁରେ ୩୬ଲକ୍ଷ!-->…
ବିଲ୍ଡରଙ୍କ ଠାରୁ ଲାଞ୍ଚ ନେଇ ୨ ପୋଲିସ ନିଲମ୍ବିତ
ସମ୍ବଲପୁର:ଜଣେ ନିର୍ମାଣକାରୀଙ୍କଠାରୁ ଲାଞ୍ଚ ନେବା ଅଭିଯୋଗରେ ପୋଲିସ ମହାନିର୍ଦ୍ଦେଶକଙ୍କ ନିର୍ଦ୍ଦେଶରେ ଦୁଇ ପୋଲିସ ଅଧିକାରୀଙ୍କୁ ନିଲମ୍ବିତ ହୋଇଛନ୍ତି । ମଙ୍ଗଳବାର ସମ୍ବଲପୁର ଟାଉନଥାନାର ପୂର୍ବତନ ଥାନା ଅଧିକାରୀ ରଞ୍ଜନ ବିଶ୍ବାଳ ଓ ସବ ଇନସ୍ପେକ୍ଟର ଅଭିଷେକ ପ୍ରଧାନ ସସପେଣ୍ଡ!-->…
ଗଞ୍ଜାମ ଜିଲ୍ଲା :ଜମି ଦଲାଲ ଙ୍କ କବ୍ଜାରେ ତହସିଲ ଓ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ…
କାଗଜ କଲମ ରେ ହିଁ ସୀମିତ ସରକାରୀ ଓ ଗୋଚର ଜମି..
ସରକାର ଙ୍କ ଜବର ଦଖଲ ଉଛେଦ ନିୟମ ଧୂଆଁ ବାଣ....
.
ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ରେ ବର୍ତ୍ତମାନ ଜମି ଦଲାଲ ଙ୍କ ପ୍ରାଦୁର୍ଭାବ ଦିନକୁ ଦିନ ବୃଦ୍ଧି ପାଉଥିବା ପରିଲକ୍ଷିତ ହେଉଛି, ପ୍ରଥମେ ଏହା ବଡ଼ ବଡ଼ ସରକାରୀ!-->!-->!-->!-->!-->!-->!-->!-->!-->!-->!-->…
ଅଣଓଡ଼ିଆ ଠିକାଦାରଙ୍କ ହାତରେ ପାନୀୟଜଳ ପ୍ରକଳ୍ପ: ଅଧାରେ ଆଣ୍ଠେଇଛି ଯୋଜନା
ଭୁବନେଶ୍ବର: ରାଜ୍ୟରେ ପାନୀୟଜଳ ସଙ୍କଟ ଦିନକୁ ଦିନ ଉତ୍କଟ ହେବାରେ ଲାଗିଛି। ଅନ୍ୟପକ୍ଷରେ ଶହଶହ କୋଟି ଟଙ୍କାର ବୃହତ୍ ପାନୀୟଜଳ ପ୍ରକଳ୍ପ ବର୍ଷବର୍ଷ ହେଲା ଅଧାରେ ଆଣ୍ଠେଇଛି। ସବୁଠୁ ବଡ଼ କଥା ହେଲା, ଅଣଓଡ଼ିଆ ଠିକାଦାରଙ୍କ ମର୍ଜିରେ ପାନୀୟଜଳ ପ୍ରକଳ୍ପ ଚାଲିଛି। ସୀମିତ ସମୟ ମଧ୍ୟରେ!-->…
ଆର୍ଜିଏଚ୍ର ନକଲି ଡାକ୍ତରଙ୍କୁ ଆଜୀବନ ଜେଲ୍
ରାଉରକେଲା: ରାଉରକେଲା ସରକାରୀ ଡାକ୍ତରଖାନା (ଆର୍ଜିଏଚ୍)ରୁ ଗିରଫ ନକଲି ଡାକ୍ତର ମାମଲାର ରାୟ ଆଜି ପ୍ରକାଶ ପାଇଛି। ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ବିଚାରପତି ଶର୍ମିଷ୍ଠା ପାଢ଼ୀ ଅଭିଯୁକ୍ତ ନକଲି ଡାକ୍ତର ପଦ୍ମନାଭମୁଖୀ କାରୁଆ (୫୩)ଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ ଜେଲ୍ ସହ ଜରିମାନା!-->…
ଲେଫ୍ରିପଡ଼ାର ପୂର୍ବତନ ବିଡିଓ ସୁବାସ ଚନ୍ଦ୍ର ମିଶ୍ରଙ୍କୁ ୫୦ ହଜାର ଟଙ୍କା ଜରିମାନା ଓ ୨ ବର୍ଷ କାରାଦଣ୍ଡାଦେଶ
ସୁନ୍ଦରଗଡ଼: ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଲେଫ୍ରିପଡ଼ାର ପୂର୍ବତନ ବିଡିଓ ସୁବାସ ଚନ୍ଦ୍ର ମିଶ୍ରଙ୍କୁ ୫୦ ହଜାର ଟଙ୍କା ଜରିମାନା ଓ ୨ ବର୍ଷ କାରାଦଣ୍ଡାଦେଶ ଶୁଣାଇଛନ୍ତି ନ୍ୟାୟାଳୟ। ତାଙ୍କୁ କଟକର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଏଭଳି ଦଣ୍ଡବିଧାନ କରିଛନ୍ତି।ସୂଚନାଯୋଗ୍ୟ, ଓଡ଼ିଶା!-->…
ନବରଙ୍ଗପୁରଠାରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଏବଂ ହିସାବ ରକ୍ଷକ ତଥା ଡ଼ାଟା ଏଣ୍ଟ୍ରି ଅପରେଟରଙ୍କ ତାଲିମ କର୍ମଶାଳା
ନବରଙ୍ଗପୁର : ସ୍ଥାନୀୟ ଜିଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଓ ହିସାବ ରକ୍ଷକ ତଥା ଡାଟା ଏଣ୍ଟ୍ରି ଅପରେଟରଙ୍କୁ ବ୍ଲକ ସ୍ତରରେ ସମସ୍ତ ଯୋଜନାର ସଫଳ ରୂପାୟନ ପାଇଁ ତାଲିମ ପ୍ରଦାନ କରାଯାଇଛି । ଜିଲାପାଳ ଡା ଶୁଭଙ୍କର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ!-->…
ସୁଶାନ୍ତ ନାୟକ ହତ୍ୟା ମାମଲା: ୫ ଦୋଷୀଙ୍କୁ ଆଜୀବନ କାରାଦଣ୍ଡ, ୨୫ ହଜାର ଜରିମାନା
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ବରରେ ବହୁଚର୍ଚ୍ଚିତ ସୁଶାନ୍ତ ନାୟକଙ୍କ ହତ୍ୟା ମାମଲାରେ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍-୨ ରାୟ ଶୁଣାଇଛନ୍ତି। ମଙ୍ଗଳବାର କୋର୍ଟଙ୍କ ରାୟ ପ୍ରକାଶ ପାଇଛି। ଏହି ମାମଲା ସହିତ ସଂପୃକ୍ତ ପାଞ୍ଚ ଜଣ ଦୋଷୀଙ୍କୁ କୋର୍ଟ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି। ଏଥି!-->…
ବଦଳିଲା କ୍ୟାବିନେଟ ଢ଼ାଞ୍ଚା, ସଚିବଙ୍କ କ୍ଷମତା ସଙ୍କୁଚିତ
ଭୁବନେଶ୍ୱର,୨୦।୫: ପରିବର୍ତ୍ତନ ହେଲା ରାଜ୍ୟ କ୍ୟାବିନେଟ ଢ଼ାଞ୍ଚା। କ୍ୟାବିନେଟ ବୈଠକରେ ସଚିବଙ୍କ କ୍ଷମତା ସଙ୍କୁଚିତ କରାଯାଇଛି। ମନ୍ତ୍ରୀଙ୍କ କ୍ଷମତା ବୃଦ୍ଧି ପାଇଁ ନିଷ୍ପତ୍ତି ନିଆଯାଇଛି। ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ଏହି ନିର୍ଦ୍ଦେଶନାମା ଜାରି ହୋଇଛି। ଏ ନେଇ ସବୁ!-->…
୪-୫ ଦିନରେ କେରଳ ଛୁଇଁବ ଦକ୍ଷିଣ-ପଶ୍ଚିମ ମୌସୁମୀ
ଭୁବନେଶ୍ବର : ଆଉ ୪ରୁ ୫ ଦିନ ଭିତରେ ମୌସୁମୀ ବାୟୁ କେରଳ ଛୁଇଁବା ସମ୍ଭାବନା ରହିଛି । ଏବେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳ ଆଡେ ମୁହାଁଇଛି । ପ୍ରାୟତଃ ଜୁନ୍ ମାସ ପ୍ରାରମ୍ଭରେ ମୌସୁମୀ କେରଳ ଛୁଇଁଥାଏ ।
କିନ୍ତୁ ଚଳିତ ବର୍ଷ ସମୟ ପୂର୍ବରୁ ମୌସୁମୀ କେରଳ ଛୁଇଁବା ଆକଳନ କରାଯାଉଛି ।!-->!-->!-->…